Daily Archives

June 14, 2019

ବୋମା କାରବାର ମାମଲାରେ ୩ ଗିରଫ

ଗୁଣପୁର: ଗୁଣପୁର ବ୍ଲକ ଅନ୍ତର୍ଗତ ପୁଟାସିଂ ପୁଲିସ ଦେଶୀ ବୋମା କାରବାର ଅଭିଯୋଗରେ ଗୋଟିଏ ପରିବାରର ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ତିନି ହେଲେ ଚିନାସାରୀ ପଞ୍ଚାୟତ ଅନ୍ତର୍ଗତ ପଦାସାହି ଗ୍ରାମର ସୁରେନ୍ଦ୍ର ପାଣି, ତାଙ୍କ ପତ୍ନୀ କୁତାଞ୍ଜଳି ପାଣି ଏବଂ ଝିଅ ଅରୁଣା…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର ମେଡିକାଲରେ ରଶ୍ମି:ଚିନ୍ତା ବଢ଼ାଇଲା ଆଧାରକାର୍ଡ ତ୍ରୁଟି

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ଅନ୍ତର୍ଗତ ମୋତିଗାଁରେ ଅର୍ଥ ଅଭାବରୁ ଚିକିତ୍ସା ହୋଇ ନପାରି ଘରେ ପଡି ରହିଥିବା ଯୁବତୀ ରଶ୍ମି ଜଗତଙ୍କୁ ଗତକାଲି ପ୍ରଶାସନ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ମେଡିକାଲରେ ଭର୍ତି କରାଇଥିଲା। ସେ ବର୍ତ୍ତମାନ ଚିକିତ୍ସିତ…
ଅଧିକ ଖବର ଦେଖନ୍ତୁ...

ମାତିଛନ୍ତି ରାଜ୍ୟ ବାହାର ଗଞ୍ଜେଇ ମାଫିଆ:ତିନି ମାସରେ ୨୪ ଗିରଫ

ଜୟପୁର: ଗଞ୍ଜେଇ ତଥା ସବୁଜ ସୁନା ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି କୋରାପୁଟ ଜିଲ୍ଲାର ଜୟପୁର। ଗଞ୍ଜେଇ ଚାଲାଣ ପାଇଁ ଅଭିନବ ତରିକା ବ୍ୟବହାର କରୁଛନ୍ତି ମାଫିଆ ମାନେ। କେତେବେଳେ ତେଲ ଟ୍ୟାଙ୍କର ତ କେତେବେଳେ ବ୍ୟାଟେରୀ ଟ୍ରକ୍, ଆଉ କେତେବେଳେ ପାଣି ଟାଙ୍କି ମଧୢରେ ରାଜ୍ୟ ବାହାରକୁ ଚୋରା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ପ୍ରତିଷ୍ଠା ହୋଇପାରେ ସଂସ୍କୃତ ଗାଁ, ଭାଷାକୁ ପ୍ରୋତ୍ସାହନ ଦେବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ସଂସ୍କୃତ ଭାଷାକୁ ପ୍ରୋତ୍ସାହନ ଦେବାକୁ କେନ୍ଦ୍ରସରକାରଙ୍କ ଯୋଜନା | କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ ନିଶଙ୍କ କିଛି ଏଭଳି ସୂଚନା ଦେଇଛନ୍ତି | ଦିଲ୍ଲୀରେ ଆୟୋଜିତ କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନର ପ୍ରମୁଖ ମାନଙ୍କ ବୈଠକରେ ସେ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ଓଲଟିଲା ଲୁହାପଥର ଟିପର

ଲାଠିକଟା: ୧୪୩ ନଂ ଜାତୀୟ ରାଜପଥର ସୁଇଡିହି ନିକଟରେ ଆଜି ସକାଳେ ଏକ ଲୁହାପଥର(ଫାଇନ୍ସ) ବୋଝେଇ ଟିପର ରାସ୍ତା ମଝିରେ ଓଲଟି ପଡ଼ିଥିଲା। ସୂଚନାରୁ ପ୍ରକାଶ ଯେ ଓଆର୍‌ ୧୪ଏମ୍‌ ୮୫୮୩ ଟିପରଟି କୋଇଡ଼ାରୁ ଗୁଣ୍ଡ ଲୁହା ନେଇ ରାଉରକେଲା ଅଭିମୁଖେ ଆସୁଥିବାବେଳେ ସୁଇଡିହି ନିକଟରେ ଭାରସାମ୍ୟ ହରାଇ…
ଅଧିକ ଖବର ଦେଖନ୍ତୁ...

ଡକାୟତି ମାମଲାରେ ନିର୍ଦ୍ଦୋଷ

ପୋଲସରା: ଏକ ଡକାୟତି ମାମଲାର ବିଚାରଣା କରି କୋଦଳା ଦୌରାଜଜ୍‌ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତମାନେ ଛତ୍ରପୁର ଅତିରିକ୍ତ ଜିଲ୍ଲା ଜଜ୍‌ କୋର୍ଟରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ପ୍ରକାଶ ଯେ, ୨୦୧୨ ମସିହାରେ କବିସୂର୍ଯ୍ୟନଗର ପୁଲିସ ପାଟ୍ରୋଲିଂ ବେଳେ ଏକ ସୁମୋ ଓ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରେ ବର୍ଷା, ତାତିରୁ ସାମାନ୍ୟ ନିସ୍ତାର

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ ତାତି ପୂର୍ବ ବର୍ଷର ସମସ୍ତ  ରେକର୍ଡ ଭାଙ୍ଗିଛି । ପ୍ରବଳ ଖରା ସାଙ୍ଗ କୁ ଗୁଳୁଗୁଳି ସାରା ଜିଲ୍ଲାରେ ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିଛି। ସପ୍ତାହ ହେବ ସ୍ଥାନୀୟ ଅଞ୍ଚଳର ତାପମାତ୍ରର ୪୦ ଡିଗ୍ରୀ ଉପାର ରହୁଥିବା ବେଳେ ୪୪ ଡିଗ୍ରୀ ମଧ୍ୟ ପାର…
ଅଧିକ ଖବର ଦେଖନ୍ତୁ...

୧୯୯୯ରେ ମୁକ୍ତ ହୋଇଥିବା ଆତଙ୍କବାଦୀ ମୁସ୍ତାକ୍‌ ଜର୍ଗର୍‌ ଅନନ୍ତନାଗ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା…

ନୂଆଦିଲ୍ଲୀ: ୧୯୯୯ ବିମାନ ହାଇାକ୍‌ ଘଟଣାରେ ମୁକ୍ତି ହୋଇଥିବା ଜଣେ ଆତଙ୍କବାଦୀ ଗୁରୁବାର ଦିନ ୫ ଜଣ ସିଆର୍‌ପିଏଫ୍‌ ଯବାନ ନିହତ ହୋଇଥିବା ଅନନ୍ତନାଗ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସମ୍ପୃକ୍ତ ବୋଲି ସନ୍ଦେହ କରାଯାଉଛି। ଡିସେମ୍ବର ୧୯୯୯ରେ ଇଣ୍ଡିଆନ୍‌ ଏୟାର୍‌ଲାଇନ୍‌ସ୍‌ର ଫ୍ଲାଇଟ୍‌ ୮୧୪କୁ…
ଅଧିକ ଖବର ଦେଖନ୍ତୁ...

ଗୁଡ଼ିଆଳିରେ ଗୋଷ୍ଠୀ ବିବାଦ, ୫ ଗିରଫ

କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ଥାନା ଗୁଡ଼ିଆଳି ଗ୍ରାମ ଖଦାଳ ସାହିରେ ଦୁଇ ଗୋଷ୍ଠୀ ମଧ୍ୟରେ ସାହିସଭାକୁ କେନ୍ଦ୍ର କରି ବିବାଦ ଉପୁଜିଛି। ଏନେଇ ଉଭୟ ପକ୍ଷରୁ ମାମଲା ରୁଜୁ ପରେ ଆଜି ପୁଲିସ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୧୦ ତାରିଖ ଓ ଗତ ୧୧ ତାରିଖରେ ସାହି ସଭା ସମ‌ୟରେ…
ଅଧିକ ଖବର ଦେଖନ୍ତୁ...

ବିଡିଓ ପରିଚୟ ଦେଇ ଟଙ୍କା, ଗହଣା ଲୁଟ୍‌

ବାହାନଗା: ଗରିବ ଲୋକଙ୍କୁ ଘର ଯୋଗାଇଦେବା ନାମରେ ଲୁଟ୍‌ କରିବାକୁ ନକଲି ବିଡିଓ ସହଯୋଗୀ ଧରି ଗାଁଗାଁରେ ବୁଲୁଛନ୍ତି। ଘର ପାଇବାକୁ ହେଲେ ଟଙ୍କା ନ ହେଲେ ସୁନା ଗହଣା ଦେବାକୁ କହୁଛନ୍ତି। ପୁଣି ଘରେ ଗୃହସ୍ବାମୀ ନଥିବା ବେଳେ ମହିଳାଙ୍କୁ ଟାର୍ଗେଟ୍‌ କରୁଛନ୍ତି ନକଲି ବିଡିଓ। ତାଙ୍କ କଥାରେ…
ଅଧିକ ଖବର ଦେଖନ୍ତୁ...