Daily Archives

June 17, 2019

ପୁଲିସ ହାଜତରେ ଅଭିଯୁକ୍ତର ମୃତ୍ୟୁ ଘଟଣାରେ କୋଷଗୁମୁଣ୍ଡା ଥାନା ଇନ୍ସପେକ୍ଟର ପୁଷ୍ପେନ୍ଦୁ ସାଗର ନିଲମ୍ବିତ

ନବରଙ୍ଗପୁର: କୋଡିଙ୍ଗା ଥାନା ପୁଲିସ ହାଜତରେ ଅଭିଯୁକ୍ତର ମୃତ୍ୟୁ  ଘଟଣାରେ କୋଷଗୁମୁଣ୍ଡା ଥାନା ଇନ୍ସପେକ୍ଟର ପୁଷ୍ପେନ୍ଦୁ ସାଗରଙ୍କୁ ଆଜି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ନିଲମ୍ବିତ କରିଛନ୍ତି। କୋଷଗୁମୁଣ୍ଡା ଥାନାର ଇନ୍ସପେକ୍ଟର କୋଡିଙ୍ଗା ଥାନାର ଅତିରିକ୍ତ ଦାୟିତ୍ବରେ ଥିଲେ।…
ଅଧିକ ଖବର ଦେଖନ୍ତୁ...

୫୦୦ ଏଏସ୍‌ଓଙ୍କ ନିଯୁକ୍ତିକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପବ୍ଲିକ ସର୍ଭିସ କମିସନ( ଓପିଏସସି)  ଦ୍ୱାରା ପରିଚାଳିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୫୦୦ ସଫଳ ପ୍ରାର୍ଥୀଙ୍କୁ ରାଜ୍ୟ ସଚିବାଳୟରେ ଆସିଷ୍ଟାଣ୍ଡ୍‌ ସେକ୍ସନ ଅଫିସର ପଦବୀ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି। ଚଳିତବର୍ଷ ଜାନୁଆରୀ ୨୦…
ଅଧିକ ଖବର ଦେଖନ୍ତୁ...

କ୍ରିକେଟ ବିଶ୍ୱକପରେ ପାକିସ୍ତାନକୁ ଭାରତ ହରାଇଲା ପରେ ଭାଇରାଲ ହେଲା ତୈମୁରଙ୍କ ଏହି କ୍ୟୁଟ ଫଟୋ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମ୍ୟାଚ ସବୁବେଳେ ଏକ ଅଲଗା ପରିବେଶ ତିଆରି କରିଥାଏ। ସେ ପିଲା ହୁଅନ୍ତ ଅବା ବୁଢ଼ା, ସମସ୍ତଙ୍କୁ ଏହି ଦୁଇଦଳର ମ୍ୟାଚ ଦେଖିବାକୁ ଅଧିକ ଉତ୍ସାହ ରହିଥାଏ। । ଗତକାଲି ମ୍ୟାଚରେ ପାକିସ୍ତାନ ଠାରୁ ଭାରତର ଜବରଦସ୍ତ ବିଜୟ ପରେ ପୂରା ଭାରତରେ ଖୁସିର ଲହରି ଖେଳି…
ଅଧିକ ଖବର ଦେଖନ୍ତୁ...

ବାହାରିଲା ସଚେତନତା ରଥ, ୩ ମାସ ଧରି ବର୍ଷାଦିନିଆ ରୋଗ ସଂପର୍କରେ କରିବ ସଚେତନ

ଭୁବନେଶ୍ୱର: ମ୍ୟାଲେରିଆ,ଡେଙ୍ଗୁ ଓ ଡାଇରିଆ ଭଳି  ଜଳବାହିତ ରୋଗ ସଂପର୍କରେ ଲୋକଙ୍କୁ ସଚେତନ କରିବା ନିମନ୍ତେ ଆଜିଠାରୁ ସଚେତନତା ରଥ ବାହାରିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା ଏହି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ପୁଣି ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ , ଆଇଡି ବିସ୍ଫୋରଣରେ ୯ ଯବାନ ଆହତ, ୩ ଗୁରୁତର

ଶ୍ରୀନଗର : ଗତ ଫେବ୍ରୁଆରୀରେ କାଶ୍ମୀରର ପୁଲୱାମାରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଥିଲା । ଏହାର ୪ମାସ ପରେ ଆଦି ପୁଣି ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଖବର ହସ୍ତଗତ ହୋଇଛି । ଆଜି ପୁଲୱାମାର ଅରିହଲ ଅଂଚଳରେ ଯାଉଥିବା ସେନାର କେତେକ ଗାଡ଼ି…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ : ବାଂଲାଦେଶ ଆଗରେ ୩୨୨ ରନର ଲକ୍ଷ୍ୟ ରଖିଲା ଇଣ୍ଡିଜ୍‌

ଟନଟ୍ରନ : ଟନଟ୍ରନର କୁପର ଆସୋସିଏଟ୍ସ କାଉଣ୍ଟି ଗ୍ରାଉଣ୍ଡଠାରେ ଚାଲିଥିବା େଓ୍ଵଷ୍ଟଇଣ୍ଡିଜ ବାଂଲାଦେଶ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୩୨୧ ରନ ସଂଗ୍ରହ କରିଛି । ବାଂଲାଦେଶ ଅଧିନାୟକ ମସରାଫ ମୋର୍ତାଜା ଟସ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମ ବ୍ୟାଟିଂ କରି ଇଣ୍ଡିଜ ଦଳ…
ଅଧିକ ଖବର ଦେଖନ୍ତୁ...

ଗ୍ରାହକଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ବାର୍‌ ଡ୍ୟାନସରଙ୍କୁ ମାଡ଼, ୪ ମହିଳା ଅଭିଯୁକ୍ତଙ୍କୁ ଧରିଲା…

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ର ଏକ ବାର୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବାର୍‌ରେ ନୃତ୍ୟ ପ୍ରଦର୍ଶନ କରୁଥିବା ଜଣେ ମହିଳାଙ୍କୁ ଚାରି ଜଣ ମହିଳାଙ୍କ ସମେତ ସେହି ବାର୍‌ରେ କାମ କରୁଥିବା ଅନ୍ୟ କେତେକ କର୍ମଚାରୀ ମାରପିଟ୍‌ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ମହିଳା ଜଣକ…
ଅଧିକ ଖବର ଦେଖନ୍ତୁ...

ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌-ବଜେଟ ପରାମର୍ଶ ବୈଠକ

ଭୁବନେଶ୍ୱର: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରସ୍ତୁତି ପୂର୍ବରୁ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଚଳିତ ଆର୍ଥିକ ବର୍ଷ ପାଇଁ ଏକ ଲୋକାଭିମୁଖୀ ଓ ପ୍ରଗତିଶୀଳ ବଜେଟ୍‌ ପ୍ରସ୍ତୁତି ପାଇଁ ପୂର୍ବତନ ଅର୍ଥମନ୍ତ୍ରୀ,…
ଅଧିକ ଖବର ଦେଖନ୍ତୁ...

ଭାଇକୁ ହରାଇଥିବା ସହିଦ ଭଉଣୀଙ୍କ ବିବାହରେ ପହଞ୍ଚିଲେ ୫୦ ବାୟୁସେନା କମାଣ୍ଡୋ, ପୂରା କଲେ ଭାଇର ଅଭାବ

ନୂଆଦିଲ୍ଲୀ: କେବଳ ରକ୍ତରୁ ନୁହେଁ, ଭାବନାରୁ ବି ସୃଷ୍ଟି ହୋଇପାରେ ସଂପର୍କ। ନିକଟ ଅତୀତରେ ନିଜ ଭାଇକୁ ହରାଇଥିବା ଜଣେ ସହିଦଙ୍କ ଭଉଣୀ ବାହାଘରରେ ଉପସ୍ଥିତ ରହି ଭାରତୀୟ ବାୟୁସେନାର ୫୦ କମାଣ୍ଡୋ ତାଙ୍କୁ ବିଦାୟ ଦେବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ଜମ୍ମୁ-କଶ୍ମୀରରେ…
ଅଧିକ ଖବର ଦେଖନ୍ତୁ...

ଉଇଙ୍ଗ କମାଣ୍ଡର ଅଭିନନ୍ଦନ ନାମରେ ବିଏସ୍‌ଏନ୍‌ଏଲ୍‌ ବାହାର କଲା ଜବରଦସ୍ତ ପ୍ଲାନ୍‌

ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ୧୫୧ ଟଙ୍କାର ପ୍ଲାନ୍‌ ଲଞ୍ଚ କରିଛି। ଏହି ପ୍ଲାନ୍‌କୁ ଉଇଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ନାମରେ ‘ଅଭିନନ୍ଦନ ୧୫୧’ରଖା ଯାଇଛି। ଏହି ପ୍ଲାନ୍‌ର ବୈଧତା ୨୪ଦିନର ରହିଛି। ଏଥିରେ ବ୍ୟବହାରକାରୀଙ୍କୁ ପ୍ରତିଦିନ ୧ଜିବି ଡାଟା ଓ…
ଅଧିକ ଖବର ଦେଖନ୍ତୁ...