Daily Archives

June 17, 2019

ପଶ୍ଚିମବଙ୍ଗ ଡାକ୍ତରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

କୋଲକାତା: ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା ପରେ ପଶ୍ଚିମବଙ୍ଗର ଆନ୍ଦୋଳନରତ ଡାକ୍ତରମାନେ ସେମାନଙ୍କ ଆନ୍ଦୋଳନକୁ ପ୍ରତ୍ୟାହାର କରି ନେଇଛନ୍ତି। West Bengal Mamata Banerjee directs Kolkata Police…
ଅଧିକ ଖବର ଦେଖନ୍ତୁ...

ସେନା, ଆଇଏସଆଇକୁ ସମାଲୋଚନା କରିବାରୁ ପାକିସ୍ତାନୀ ସାମ୍ବାଦିକଙ୍କୁ ହତ୍ୟା

ଇସ୍ଲାମାବାଦ : ପାକିସ୍ତାନରେ ସର୍ବଶକ୍ତିମାନ ବୋଲାଉଥିବା ସେନା ଓ ତାହାର କୁଖ୍ୟାତ ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇକୁ ସୋସିଆଲ ମିଡିଆରେ ସମାଲୋଚନା କରିବା ମହଙ୍ଗା ପଡିଛି ଜଣେ ୨୨ ବର୍ଷୀୟ ପାକିସ୍ତାନୀ ଯୁବକଙ୍କୁ । ତାଙ୍କୁ ରବିବାର ରାତିରେ ଜଣେ ଅଜଣା ଆତତାୟୀ ଛୁରୀଭୁଷି ହତ୍ୟା କରିଛି । ଏହି…
ଅଧିକ ଖବର ଦେଖନ୍ତୁ...

ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କୁ ସ୍ନାନ ମଣ୍ଡପରେ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା : ଆଜି ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା ଯାଇ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ  ଅପରାହ୍ଣ ୫ଟାରେ କେନ୍ଦ୍ରାପଡ଼ାରେ ପହଞ୍ଚିଥିଲେ। ସେଠାରୁ ଜିଲ୍ଲାର ବିଧାୟକ ଓ…
ଅଧିକ ଖବର ଦେଖନ୍ତୁ...

ବିରାଟ ବିଜୟ ପରେ ପାକିସ୍ତାନୀ ରିପୋର୍ଟରଙ୍କ ଏହି ପ୍ରଶ୍ନର ସ୍ମିତହାସ୍ୟ ଦେଇ ମଜାକିଆ ଉତ୍ତର ଦେଲେ ‘ମ୍ୟାନ୍‌ ଅଫ୍‌ ଦ…

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ ୨୦୧୯ରେ ଭାରତଠାରୁ ଶୋଚନୀୟ ଭାବେ ପରାଜିତ ହୋଇଛି ପାକିସ୍ତାନ। ଭାରତର ଏହି ବିଶାଳ ବିଜୟର ଶ୍ରେୟ ପୂରା ଟିମ୍‌କୁ ଯାଉଥିବା ବେଳେ ଏହି ମ୍ୟାଚ୍‌ର ହିରୋ ସାଜିଛନ୍ତି ରୋହିତ ଶର୍ମା। ସେ ୧୧୩ ବଲ୍‌ରେ ୧୪୦ ରନ୍‌ କରି ଭାରତର ବିଜୟରେ ନିଜର ବିରାଟ ଅଂଶିଦାରିତା…
ଅଧିକ ଖବର ଦେଖନ୍ତୁ...

ବାୟୁସେନାର ଦୁର୍ଘଟଣାଗ୍ରସ୍ତ ଏଏନ୍‌-୩୨ର ବ୍ଲାକ୍‌ବକ୍ସରୁ ଡାଟା ସଂଗ୍ରହରେ ‘ହାଲ୍‌’ ବିଫଳ ହେଲେ ଏହାକୁ ବିଦେଶ ପଠାଯିବ!

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ଲିପୋ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତୀୟ ବାୟୁସେନାର ଏଏନ୍‌-୩୨ ପରିବହନ ବିମାନର ବ୍ଲାକ୍‌ବକ୍ସଟି ଦୁର୍ଘଟଣା କାଳରେ ମାତ୍ରାଧିକ ପରିମାଣରେ ନଷ୍ଟ ହୋଇ ଯାଇଛି। ତେଣୁ, ଏହି ବ୍ଲାକ୍‌ବକ୍ସରେ ରେକର୍ଡ ହୋଇଥିବା ଡାଟାକୁ ବାହାର କରି ବିମାନ ଦୁର୍ଘଟଣାର କାରଣ…
ଅଧିକ ଖବର ଦେଖନ୍ତୁ...

ପୁଲିସ୍‌ ବସ୍‌ର ସିରିଜ ଦୁର୍ଘଟଣା, ୨୦ରୁ ଅଧିକ ଯାତ୍ରୀ ଆହତ

ଭୁବନେଶ୍ୱର: ସୋମବାର ପୁଲିସ ବସ୍‌ର ସିରିଜ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨୦ରୁ ଅଧିକ  ଆହତ ହୋଇଥିବା ସୂଚନା ମିଳିଛି। ଜନତା ମଇଦାନ ନିକଟରେ ଏହି ଦୁର୍ଘଟଣା ଘଟିଛି ଦୁଇଟି କାର ଓ ଦୁଇଟି ବସ୍‌ କ୍ଷତିଗ୍ରସ୍ତ ହୋଇଛି। ସୂଚନାଯୋଗ୍ୟ, ଜନତା ମଇଦାନରୁ ବାହାରୁଥିବା ଯାତ୍ରୀବାହୀ…
ଅଧିକ ଖବର ଦେଖନ୍ତୁ...

ଭାରତକୁ ଘନିଷ୍ଠ ସାମରିକ ସହଯୋଗୀ ମାନ୍ୟତା ଦେବା ପାଇଁ ଆମେରିକୀୟ ସିନେଟରେ ବିଲ ଆଗତ

ୱାସିଂଟନ : ଭାରତର ନାଟୋ ଦେଶ ପରି ଘନିଷ୍ଠ ସାମରିକ ସହଯୋଗୀ ଦେଶ ମାନ୍ୟତା ଦେବା ପାଇଁ ଆମେରିକା କଂଗ୍ରେସ (ସଂସଦ)ର ଉଚ୍ଚ ସଦନ ସିନେଟରେ ଏକ ବିଲ ଆଗତ ହୋଇଛି । ଏହା ମାଧ୍ୟମରେ ୟୁଏସ ଆର୍ମସ କଣ୍ଟ୍ରୋଲ ଆଇନରେ ସଂଶୋଧନ ଆଣି ଭାରତକୁ ଏହି ମାନତା ଦେବା ପାଇଁ ପ୍ରସ୍ତାବ ରହିଛି । ଏଚଆର୨୧୨୩ ନାମକ…
ଅଧିକ ଖବର ଦେଖନ୍ତୁ...

ଭାରତଠାରୁ ଶୋଚନୀୟ ଭାବେ ପରାଜିତ ହେବା ପରେ ପାକ୍‌ ଟିମ୍‌ର କ୍ୟାପଟେନ୍‌ଙ୍କୁ ଟ୍ରୋଲ୍‌ କଲେ ନିଜ ଦେଶର ଖେଳପ୍ରେମୀ

ଇସ୍‌ଲାମବାଦ୍‌: ଆଇସିସି ବିଶ୍ୱକପ ୨୦୧୯ରେ ଭାରତଠାରୁ ପାକିସ୍ତାନ ଶୋଚନୀୟ ଭାବେ ପରାଜିତ ହେବା ପରେ ନିଜ ଟିମ୍‌କୁ ହିଁ ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ କରିଛନ୍ତି ପାକିସ୍ତାନୀ ଖେଳ ପ୍ରେମୀ। ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ଲଗାତର ସପ୍ତମ ଥର ପାଇଁ ହରାଇଛି। ପାକିସ୍ତାନ ଭାରତଠାରୁ…
ଅଧିକ ଖବର ଦେଖନ୍ତୁ...

ଗଜ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ, ସଂଧ୍ୟା ୭.୩୦ରୁ ୯.୩୦ ପର୍ଯ୍ୟନ୍ତ ଚାଲିବ ସାହାଣମେଲା ଦର୍ଶନ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ଶ୍ରୀଜିଉ ଭକ୍ତଙ୍କ ମେଳିରେ ସ୍ନାନ କରିଛନ୍ତି। ତେବେ ସ୍ନାନ କାର୍ଯ୍ୟ ଶେଷ ପରେ ତିନି ଠାକୁର ଗଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମହାପ୍ରଭୁଙ୍କ ଏହି ଗଜ ବେଶ ଦେଖିବା ପାଇଁ ପୁରୀ ଶୀକ୍ଷେତ୍ରରେ ଭକ୍ତଙ୍କ ଭିଡ ଲାଗି…
ଅଧିକ ଖବର ଦେଖନ୍ତୁ...

୧୨ ବର୍ଷର ଝିଅ ପିତାଙ୍କୁ ମୁଖାଗ୍ନି ଦେଲା ବେଳେ ଭୋ ଭୋ ହୋଇ କାନ୍ଦି ଉଠି କହିଲେ ‘ହାପି ଫାଦର୍ସ ଡେ’ ବାପା, ଏହି ଦୃଶ୍ୟ…

ଇନ୍ଦୋର: ଚଳିତ ବର୍ଷ ୨୦୧୯ ଜୁନ୍‌ ୧୬ରେ ଲୋକମାନେ ଯେତେବେଳେ ଫାଦର୍ସ ଡେ’ ପାଳନ କରୁଥିଲେ, ନିଜ ନିଜ ପିତାଙ୍କୁ ଶୁଭେଚ୍ଛା ଜଣାଉଥିଲେ, ସେ ସମୟରେ ଇନ୍ଦୋରରୁ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଥିଲା, ଯାହାକୁ ଦେଖିଲେ ଆଖିରୁ ଲୁହ ଝରି ପଡ଼ିବ। ୧୨ବର୍ଷର ଖୁସିକୁ ବି ଏହି ଦିନର ଅପେକ୍ଷା…
ଅଧିକ ଖବର ଦେଖନ୍ତୁ...