Daily Archives

July 6, 2019

ସନ୍ତାନ ଜନ୍ମ ହେବା ପରେ ପୂର୍ବ ପାକିସ୍ତାନୀ କ୍ରିକେଟର ସୋଏବ୍‌ ଅଖ୍‌ତର କହିଲେ; ଫଟୋ ସେୟାର କରିବି ନାହିଁ, ପୁଅକୁ…

ନୂଆଦିଲ୍ଲୀ : ପୂର୍ବତନ ପାକିସ୍ତାନୀ କ୍ରିକେଟର ସୋଏବ୍‌ ଅଖତର ନିଜ ୟୁଟ୍ୟୁବ୍‌ ଚ୍ୟାନେଲ ଜରିଆରେ ପୁଅ ଜନ୍ମ ହେବାର ଖୁସି ଖବର ଦେଇଥିଲେ । ଭିଡିଓରେ ସେ କିଛି ବିବାଦୀୟ କଥା ମଧ୍ୟ କହିଥିଲେ । ଖୁସି ଖବର ଦେଇ ମଧ୍ୟ ନିଜ ପୁଅର ଫଟୋ ସେୟାର କରି ନଥିଲେ ସୋଏବ୍‌ । ଏହାର କାରଣ ଜଣାଇ ମୁଁ ଫଟୋ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌ ୨୦୧୯ରେ ରେହିତ ଶର୍ମାଙ୍କ ୫ମ ଶତକ

ଲିଡସ୍‌: ଆଇସିସି ବିଶ୍ୱକପ୍‌ ୨୦୧୯ରେ ଟିମ୍‌ ଇଣ୍ଡିଆର ଓପନର ରୋହିତ ଶର୍ମା ଶନିବାର ଶ୍ରୀଲଙ୍କା ବିପକ୍ଷରେ ନିଜର ୫ମ ଶତକ ହାସଲ କରିଛନ୍ତି। ରୋହିତ ୯୨ ଟି ବଲ ଖେଳି ଏହି ଶତକ (୧୦୨ ରନ୍‌) ହାସଲ କରିଛନ୍ତି। ଏଥିରେ ୧୪ଟି ଚୌକା ଓ ୨ଟି ଛକା ସାମିଲ ଅଛି। ଲିଡସ୍‌ରେ ଶ୍ରୀଲଙ୍କା ବିପକ୍ଷରେ ଶତକ…
ଅଧିକ ଖବର ଦେଖନ୍ତୁ...

ଏବେ ନହେଲେ ମଧ୍ୟ, ଭବିଷ୍ୟତରେ କର୍ଣ୍ଣାଟକରେ ବିଜେପି ସରକାର ଗଢିବ : ଶାହା

ହାଇଦ୍ରାବାଦ : କର୍ଣ୍ଣାଟକ ସରକାରରେ ସଂକଟ ଦେଖାଦେଇଥିବାବେଳେ ବିଜେପି ସଭାପତି ତଥା ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ନିକଟ ଭବିଷ୍ୟତରେ କର୍ଣ୍ଣାଟକରେ ବିଜେପି ସରକାର ଗଢିବ । କେବଳ କର୍ଣ୍ଣାଟକ ନୁହେଁ, କେରଳ, ତେଲେଙ୍ଗାନା ଓ ଆନ୍ଧ୍ରରେ ମଧ୍ୟ ବିଜେପି ସରକାର ଗଢିବ ବୋଲି ସେ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଆସନ୍ତା କାଲି ଶ୍ରୀହରିକୋଟାସ୍ଥିତ ଲଞ୍ଚପ୍ୟାଡକୁ ଯିବ ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ : ଆସନ୍ତା କାଲି ଭାରତର ଚନ୍ଦ୍ରଯାନ-୨ ଶ୍ରୀହରିକୋଟାସ୍ଥିତ ଲଞ୍ଚପ୍ୟାଡକୁ ଯିବ । ଏହାକୁ ଇତି ମଧ୍ୟରେ ଜିଏସଏଲଭି ମାକ-୨ ରକେଟରେ ଇଣ୍ଟିଗ୍ରେସନ କରାଯାଇଛି । ଜୁଲାଇ ୧୫ରେ ଇସ୍ରୋ ଏହି ଚନ୍ଦ୍ରଯାନ-୨କୁ ଉତକ୍ଷେପଣ କରାଯିବ ବୋଲି ଇସ୍ରୋ ଅଧ୍ୟକ୍ଷ କେ.ଶିବନ କହିଛନ୍ତି । ଗତ…
ଅଧିକ ଖବର ଦେଖନ୍ତୁ...

ଗଂଜାମ: ନବ ବିବାହିତା ମହିଳାଙ୍କ ମୃତ୍ୟୁ

ଭଞ୍ଜନଗର: ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ଅଞ୍ଚଳରେ ଜଣେ ନବ ବିବାହିତା ମହିଳାଙ୍କ ମୃତ୍ୟୁ ହୋଇଛି। ଡହ ଅଞ୍ଚଳର କାଳିଆ ନାଇକଙ୍କ ପତ୍ନୀ ଶିବାନୀ ନାଇକଙ୍କ (୨୨) ମୃତ୍ୟୁ ହୋଇଛି। ଶିବାନୀ ବିଷାକ୍ତ ପଦାର୍ଥ ପିଇଥିବା ବେଳେ ସେଥିରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିବା ବେଳ ତାହା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ସମାଜରେ ମାନସମ୍ମାନ ବଢ଼ିବ। ସୋମ ଓ ମଙ୍ଗଳବାର: କୌଣସି ନୂଆ ଦାୟିତ୍ଵ ମିଳିବ। ବୁଧ ଓ ଗୁରୁବାର: ନୂଆ ଲୋକଙ୍କ ସହିତ ସଂପର୍କ ଗଢ଼ିବେ। ଶୁକ୍ର ଓ ଶନିବାର: ପ୍ରଗତିରେ ଅବରୋଧ ହୋଇପାରେ। ରବିବାର: ଉଚିତ ପରିଶ୍ରମରେ ସଫଳତା ମିଳିବ। ସୋମ ଓ ମଙ୍ଗଳବାର: ଧନ ସମ୍ପତ୍ତିରେ ବୃଦ୍ଧି ହେବ।…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼: କନିକା ବିଟ୍‌ ହାଉସ୍‌ରେ ଭଙ୍ଗାରୁଜା ଘଟଣାରେ ୧୫ ଗିରଫ

ସୁନ୍ଦରଗଡ଼: ହେମଗିରି ଥାନା ଅନ୍ତର୍ଗତ କନିକା ବିଟ୍‌ ହାଉସ୍‌ରେ ଜୁଲାଇ ୪ରେ ଭଙ୍ଗାରୁଜା ଘଟଣାରେ ପୁଲିସ ଶନିବାର ପର୍ଯ୍ୟନ୍ତ ୧୫ ଜଣଙ୍କୁ ଗିରଫ କରିଛି। ଗତ ବୁଧବାର ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବା ପରେ ଉତ୍ତେଜିତ ଲୋକେ ଗୁରୁବାର ଫାଣ୍ଡିରେ ବ୍ୟାପକ…
ଅଧିକ ଖବର ଦେଖନ୍ତୁ...

ଚାଟାର୍ଡ ବିମାନରେ ମୁମ୍ବାଇ ଗଲେ ୧୧ ଜଣ ବିଦ୍ରୋହୀ ବିଧାୟକ: କୁମାରସ୍ୱାମୀ କହିଲେ ସରକାର ସୁରକ୍ଷିତ, କେହି କୁଆଡ଼େ…

ବେଙ୍ଗାଲୁର: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ୧୧ ଜଣ ବିଧାୟକ ଇସ୍ତଫା ଦେବା ପରେ କୁମାରସ୍ୱାମୀ ସରକାର ସଂକଟରେ। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ କେବଳ କଂଗ୍ରେସରୁ ୮ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ତେବେ, ଇସ୍ତଫା ଦେଇଥିବା ଏହି ବିଧାୟକମାନଙ୍କୁ ଏବେ ଚାଟାର୍ଡ…
ଅଧିକ ଖବର ଦେଖନ୍ତୁ...

ବିଏସ୍‌ଏନ୍‌ଏଲ୍‌ର ଅମରନାଥ ଯାତ୍ରୀଙ୍କୁ ଉପହାର, ଆଣିଲା ‘ଯାତ୍ରୀ’ ସିମ୍‌ କାର୍ଡ

ନୂଆଦିଲ୍ଲୀ: ସରକାରୀ ଟେଲିକମ୍‌ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ ବିଏସ୍‌ଏନ୍‌ଏଲ୍‌ ଅମରନାଥ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ପ୍ରିଲୋଡେଡ (ଯାତ୍ରା) ସିମ୍‌ କନେକ୍‌ସନ୍‌ ଲଞ୍ଚ କରିଛି। ଅମରନାଥ ଯାତ୍ରୀଙ୍କ ପାଇଁ ‘ଯାତ୍ରା’ ସିମ୍‌ କାର୍ଡରେ ଭଏସ୍‌ ଓ ଡାଟା ଦୁଇଟିର ଗ୍ରାହକ ଫାଇଦା…
ଅଧିକ ଖବର ଦେଖନ୍ତୁ...

ଏଣିକି ନୋ ପାର୍କିଂ ଜୋନରେ ଗାଡ଼ି ଛିଡା କଲେ ଦେବାକୁ ହେବ ମୋଟା ଅଙ୍କର ଜରିମାନା

ମୁମ୍ବାଇ : ଭାରତରେ ଜନସଂଖ୍ୟା ବଢୁଥିବା ବେଳେ ଯାନବାହନର ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ସବୁଠୁ ବଡ଼ ସମସ୍ୟା ହେଉଛି ବେଆଇନ୍‌ ପାର୍କିଂ । ଲୋକମାନେ ରାସ୍ତା କଡ଼ରେ ମନ ଇଛା ଗାଡ଼ି ପାର୍କିଂ କରୁଥିବା ଦେଖାଯାଉଛି । ଯେଉଁଥିପାଇଁ ଟ୍ରାଫିକ୍‌ ସମସ୍ୟା ଏବେ ସବୁଠାରୁ ଚିନ୍ତାର ବିଷୟ ପାଲଟିଛି ।…
ଅଧିକ ଖବର ଦେଖନ୍ତୁ...