Daily Archives

August 18, 2019

ଫିଲ୍ମ ‘ସାହୋ’କୁ ସଫଳ କରିବା ପାଇଁ ଲାଗି ପଡ଼ିଛନ୍ତି ନିର୍ମାତା, ପ୍ରି-ରିଲିଜ୍‌ ଇଭେଣ୍ଟରେ ଖର୍ଚ୍ଚ କଲେ ଏତେ କୋଟି…

ନୂଆଦିଲ୍ଲୀ : ସାଉଥ୍‌ ଷ୍ଟାର ପ୍ରଭାସଙ୍କ ମେଗାବଜେଟ୍‌ ଫିଲ୍ମ ‘ସାହୋ’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଫିଲ୍ମକୁ ତିଆରି କରିବା ପାଇଁ ନିର୍ମାତାମାନେ ୫ବର୍ଷ ସମୟ ନେଇଥିବା ବେଳେ ଏହା ସାଉଥ୍‌ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ଼ ବଜେଟ୍‌ର ଫିଲ୍ମ ହେବାକୁ ଯାଉଛି । ଫିଲ୍ମକୁ…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ‘ସମ୍ବାଦ’ ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଆଜି ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକ ଟୁଇଟ୍‌ କରି ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ପୁଣି ଏକ ଲଘୁଚାପ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର: ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଆଖପାଖ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨ଦିନରେ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେଓଗଡ଼, ଝାରସୁଗୁଡା ଆଦି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଶ୍ରେଷ୍ଠ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ, ଦ୍ୱିତୀୟରେ ଯୋଗୀ ଓ ତୃତୀୟ ଜଗନମୋହନ

ଭୁବନେଶ୍ୱର: ଅକ୍ଷୁର୍ଣ୍ଣ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା। ନିରବଚ୍ଛିନ୍ନ ଭାବେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବା ପରେ ବି ନବୀନଙ୍କ ଲୋକପ୍ରିୟତା ଓ ଗ୍ରହଣୀୟତା ହ୍ରାସ ପାଇନି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ସମ୍ବାଦ ର ସମ୍ପାଦକୀୟ ପୃଷ୍ଠାର ସମ୍ପାଦକ ରଣଜିତ ଗୁରୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁପତ୍ର ବୋଝେଇ ଗାଡ଼ି ସହିତ ୨ଜଣ ଗିରଫ

ପାଇକସାହି: ଅନୁଗୁଳର ମାଧପୁର ଠାରୁ ପାଇକସାହ ଯିବା ବାଟରେ ବନବିଭାଗ ରବିବାର ଆକସ୍ମିକ ଚଢ଼ାଉ କରି ଏକ କୁଇଣ୍ଟାଲ୍‌ କେନ୍ଦୁପତ୍ର ବୋଝେଇ ଥିବା ଗାଡ଼ିକୁ ଜବତ କରିଥିଲା। ଏଥିସହିତ ଦୁଇଜଣଙ୍କୁ ବି ଘଟଣାସ୍ଥଳରୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଆଠମଲ୍ଲିକ ଥାନା ଅଧୀନସ୍ଥ ଦୁର୍ଯ୍ୟୋଧନ…
ଅଧିକ ଖବର ଦେଖନ୍ତୁ...

ଧାରା ୩୭୦ ଉଚ୍ଛେଦ ପରେ ଖୁସି ହେଲେ ପାକିସ୍ତାନ ବର, ଭାରତ ଆସି ବିବାହ କଲେ

ରାଜକୋଟ : ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଭାରତ ଏବଂ ପାକ୍ ସୀମାରେ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଭାରତ ସହ ପାକିସ୍ତାନ ସବୁ ବ୍ୟାବସାୟିକ ସଂପର୍କ ମଧ୍ୟ ଛିନ୍ନ କରିସାରିଛି । କିନ୍ତୁ ଏତେ ସମସ୍ୟା ପରେ ମଧ୍ୟ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଥିବା ସ୍ନେହ ସଂପର୍କର ଉଦାହରଣ…
ଅଧିକ ଖବର ଦେଖନ୍ତୁ...

ଭିଡିଓ: ସିଓଲ୍‌ରେ ଭାରତ ବିରୋଧୀ ପ୍ରତିବାଦକାରୀଙ୍କୁ ମୁକାବିଲା କଲେ ବିଜେପିର ଶାଜିଆ ଇଲ୍‌ମି

ସିଓଲ୍‌: ଶୁକ୍ରବାର ଦିନ ଦକ୍ଷିଣ କୋରିଆର ରାଜଧାନୀ ସିଓଲ୍‌ ଠାରେ ଭାରତ ବିରୋଧୀ ସ୍ଲୋଗାନ୍‌ ଦେବା ସହ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ଭାଷା ବ୍ୟବହାର କରୁଥିବା ଦଳେ ଲୋକଙ୍କୁ ମୁକାବିଲା କରିଥିଲେ ସହର ଗସ୍ତରେ ଯାଇଥିବା ଶାଜିଆ ଇଲ୍‌ମିଙ୍କ ସମେତ ବିଜେପି ଓ…
ଅଧିକ ଖବର ଦେଖନ୍ତୁ...

ପୋଷ୍ଟର ବିବାଦ ପରେ ମୁହଁ ଖୋଲିଲେ ପପୁ ପମପମ

ପୋଷ୍ଟର ବିବାଦ ପରେ କମେଡି କିଙ୍ଗ ପପୁ ପମପମ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି ।  ସେ କହିଛନ୍ତି ଯେ ପୋଷ୍ଟର ତିଆରିରେ ପ୍ରଯୋଜନା ସଂସ୍ଥାର କୌଣସି ହାତ ନାହିଁ । ଆଗାମୀ ଫିଲ୍ମ ମିଷ୍ଟର କହ୍ନେୟାର ଏକ ପୋଷ୍ଟରକୁ ନେଇ ମାମଲା ମହିଳା ଥାନା ଓ ମହିଳା କମିସନରେ ପହଞ୍ଚିବା ପରେ …
ଅଧିକ ଖବର ଦେଖନ୍ତୁ...

ଏବେ କେବଳ ପାକ୍‌ଅଧିକୃତ କଶ୍ମୀର ବିଷୟରେ ପାକିସ୍ତାନ ସହ ଆଲୋଚନା କରିବ ଭାରତ: ରାଜନାଥ ସିଂହ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ସହାୟତା ବନ୍ଦ କଲେ ଯାଇ ପାକିସ୍ତାନ ସହ ଆଲୋଚନା କରାଯିବ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଏବେ ଭାରତ କେବଳ ପାକ୍‌ଅଧିକୃତ କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବ। ରବିବାର ଦିନ ହରିୟାଣାର କାଲ୍‌କା…
ଅଧିକ ଖବର ଦେଖନ୍ତୁ...