Daily Archives

October 21, 2019

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କିଛି ଦିନ ଆଗରୁ ସ୍ଥଗିତ ଥିବା କାମରେ ସଫଳତା ମିଳିପାରେ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ଛାତ୍ରୀମାନେ ଲେଖାପଢ଼ା ଲାଗି ଯୋଜନା କରିବେ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୮। ବୃଷ: ଆପଣଙ୍କ ଜୀବନ ମହତ୍ତ୍ବପୂର୍ଣ୍ଣ ମୋଡ଼ ନେବ। ସ˚ପୂର୍ଣ୍ଣ ହେବାକୁ ଯାଉଥିବା କୌଣସି…
ଅଧିକ ଖବର ଦେଖନ୍ତୁ...

ମାଲେସିଆରୁ ଖାଇବା ତେଲ ଆମଦାନୀ ନ କରିବାକୁୁ ଭାରତୀୟ ଖାଇବା ତେଲ ଶିଳ୍ପସଂଘର ପରାମର୍ଶ

ନୂଆଦିଲ୍ଲୀ : ଭାରତ ବିରୋଧୀ ମନ୍ତବ୍ୟ ପାଇଁ ମାଲେସିଆ ଉପରେ ଭାରତ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନଥିବାବେଳେ ଭାରତୀୟ ବ୍ୟବସାୟୀମାନେ କିନ୍ତୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଲେଣି । ଆଜି ଭାରତୀୟ ଖାଇବା ତେଲ ଶିଳ୍ପ ସଂଘ ସଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏସନ ପକ୍ଷରୁ ନିଜର…
ଅଧିକ ଖବର ଦେଖନ୍ତୁ...

ବେଆଇନ ଚାନ୍ଦା ଆଦାୟ ଅଭିଯୋଗରେ ୩ ନକଲି ମାଓବାଦୀ ଗିରଫ, ଦେଶୀ ବନ୍ଧୁକ-ମାଓ ବ୍ୟାନର ଜବତ

କୋରାପୁଟ: ମାଓ ପରିଚୟ ଦେଇ ବେଆଇନ ଭାବେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ୩ ଜଣ ନକଲି ମାଓବାଦୀ ଗିରଫ ହୋଇଥିବା ସୂଚନା ମିଳିଛି। କୋରାପୁଟ ପୁଲିସ ସଂପୃକ୍ତ ୩ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ନକଲି ମାଓବାଦୀ ଫେରାର ଅଛି। ପୁଲିସ ଗିରଫ ନକଲି ମାଓବାଦୀଙ୍କ ଠାରୁ ଦେଶୀ…
ଅଧିକ ଖବର ଦେଖନ୍ତୁ...

କେମେଷ୍ଟ୍ରିରେ ଗ୍ରେସ୍‌ ମାର୍କ ମିଳିବାରୁ ୩୯ ପ୍ରତିଶତ ନମ୍ବର ରଖି ହୋଇଥିଲେ ପାସ୍‌, ଆଇଆଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ…

ନୂଆଦିଲ୍ଲୀ: ମାନେ ନାହିଁ ଯେ ୯୦ ପ୍ରତିଶତ ମାର୍କ ରଖୁଥିବା ସବୁ ଛାତ୍ରଙ୍କ ଭବିଷ୍ୟତ ଉଜ୍ଜଳମୟ ଓ ୪୦ ପ୍ରତିଶତରୁ କମ୍‌ ମାର୍କ ରଖୁଥିବା ସବୁ ଛାତ୍ରଙ୍କ ଭବିଷ୍ୟତ ଅନ୍ଧାରମୟ। ମାର୍କ କେବଳ ନମ୍ବର ମାତ୍ର। ଜଣେ ବ୍ୟକ୍ତିର ଭବିଷ୍ୟତ ନିଜେ ସେ ବ୍ୟକ୍ତିର ଆୟତ୍ତାଧୀନ ବୋଲି ପ୍ରମାଣ କରି…
ଅଧିକ ଖବର ଦେଖନ୍ତୁ...

ବୁଥ୍‌ ବାହୁଡ଼ା ମତ: ମହାରାଷ୍ଟ୍ର ଓ ହରିୟାଣାରେ ପୁଣି ଶାସନ ଗାଦି ଅକ୍ତିଆର କରିବ ବିଜେପି; କଂଗ୍ରେସ ଧରାଶାୟୀ

ନୂଆଦିଲ୍ଲୀ: ଦେଶର ଦୁଇ ପ୍ରମୁଖ ତଥା ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ କାର୍ଯ୍ୟ ଶେଷ ହୋଇଯାଇଛି। ମହାରାଷ୍ଟ୍ରରେ ବିଜେପି- ଶିବସେନା ମେଣ୍ଟ ଶାସନ କ୍ଷମତାରେ ଥିବାବେଳେ ହରିୟାଣାରେ ବିଜେପି ଶାସନ କ୍ଷମତାରେ ରହିଥିଲା। ତେବେ, ଆଜି…
ଅଧିକ ଖବର ଦେଖନ୍ତୁ...

ଟ୍ରିପଲ ତଲାକ ଆଇନ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ମୁସଲିମ ପର୍ସନାଲ ଲ’ ବୋର୍ଡ

ନୂଆଦିଲ୍ଲୀ : ସଂସଦର ଗତ ବଜେଟ ଅଧିବେଶନରେ ପାଶ ହୋଇଥିବା ମୁସଲିମ ମହିଳା ( ବିବାହ ଅଧିକାର ସୁରକ୍ଷା) ବିଲ୍‌ ୨୦୧୯ ବା ଟ୍ରିପିଲ ତଲାକ ଆଇନ ବିରୁଦ୍ଧରେ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ ( ଏଆଇଏମପିଏଲବି) ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଏହି ଆଇନ ମୁସଲିମ ଲୋକମାନଙ୍କର…
ଅଧିକ ଖବର ଦେଖନ୍ତୁ...

ମାଓପ୍ରବଣ ଅଞ୍ଚଳରେ ପାଦେ ପାଦେ ରହିଥାଏ ବିପଦ; ତଥାପି ଜୀବନକୁ ବାଜି ଲଗାଇ ଲୋକଙ୍କ ଅସୁବିଧା ବୁଝିବାକୁ ଯାଇ…

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଅପହଞ୍ଚ ଆଦିବାସୀ ଅଞ୍ଚଳର ବିକାଶ କରିବାକୁ ପଣ କରିଥିବା ମହିଳା ବିଡିଓ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସମସ୍ୟା ବୁଝି ଥାଆନ୍ତି ଏବଂ ତାହାକୁ ସମାଧାନ ମଧ୍ୟ କରି ଥାଆନ୍ତି। ଅପହଞ୍ଚ ଅଞ୍ଚଳରେ ପହଞ୍ଚି ଲୋକଙ୍କ ଅସୁବିଧା ବୁଝୁଥିବା ମଦନପୁର ରାମପୁର ବିଡିଓ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ, ୩ ବର୍ଷରେ ଅବଢା ଯୋଜନାରେ ଖର୍ଚ୍ଚ…

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ସନ୍ଧ୍ୟାରେ ଶେଷ ହୋଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ର ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି…
ଅଧିକ ଖବର ଦେଖନ୍ତୁ...

ବିଳମ୍ବିତ ରାତିରେ ଚଳନ୍ତା ଟ୍ରେନ୍‌ ଭିତରେ ଆପତ୍ତିଜନକ କାମ କରୁଥିଲେ ପ୍ରେମୀଯୁଗଳ

ନୂଆଦିଲ୍ଲୀ: ଚଳନ୍ତା ଟ୍ରେନ୍‌ ଭିତରେ ପ୍ରେମୀଯୁଗଳ ଆପତ୍ତିଜନକ କାମ କରୁଥିବାର ଦୃଶ୍ୟ ସିସିଟିଭିରେ କୈଦ୍‌ ହୋଇଯିବା ପରେ ଏହା ଭାଇରାଲ ହୋଇଯାଇଛି। ପ୍ରେମୀଯୁଗଳ ଯେଉଁ ଟ୍ରେନ୍‌ରେ ଆପତ୍ତିଜନକ କାମ କରୁଥିଲେ ସେହି ଟ୍ରେନ୍‌ଟି ସ୍କଟଲ୍ୟାଣ୍ଡର ଗ୍ଲାସଗୋରୁ ଏଡିନବର୍ଗ ଯାଉଥିବା ଜଣାପଡ଼ିଛି। ଏହି…
ଅଧିକ ଖବର ଦେଖନ୍ତୁ...

ଶିରିଡ଼ି ରହସ୍ୟ! ଆଜି ବି ଜଳୁଛି ବାବା ରୋଷେଇ କରୁଥିବା ନିଆଁ

ଶିରିଡ଼ି: ଆଜି ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମୁଥିବା ଶିରିଡ଼ି ପୂର୍ବରୁ ଏକ ଗାଁ ଥିଲା। ଆଜି ସେଠାରେ ହଜାର ହଜାର ହୋଟେଲ୍‌, ଢାବା, ବଡ଼ ବଡ଼ ଘର, ଦୋକାନ ଆଦିର ମେଳା। ଏ ସବୁ କେବଳ ସେଇ ଜଣଙ୍କ ପାଇଁ, ଶ୍ରଦ୍ଧାଳୁଙ୍କ ଦୁଃଖନାଶକ ଶିରିଡ଼ି ଧାମର ଈଶ୍ୱର ସାଇ ବାବାଙ୍କ ପାଇଁ। ଶିରିଡ଼ି ନାଥ ସାଇ ବାବା…
ଅଧିକ ଖବର ଦେଖନ୍ତୁ...