Daily Archives

December 10, 2019

ଆହାର କେନ୍ଦ୍ରରେ ମଧ୍ୟାହ୍ଣ ଭୋଜନ ଖାଇଲେ ଗୃହ ସଚିବ ସଂଜୀବ ଚୋପ୍ରା

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଦାୟିତ୍ୱରେ ଥିବା ନୋଡାଲ ଆଇଏଏସ ଅଫିସର ତଥା ଗୃହ ସଚିବ ସଂଜୀବ ଚୋପ୍ରା ଆଜି ଅପରାହ୍‌ଣରେ ଘୁ.ଉଦୟଗିରି ଆହାର କେନ୍ଦ୍ରରେ ପହଁଚି କାଉଣ୍ଟରରୁ ୫ଟଙ୍କିଆ ଟିକେଟ କାଟି ଥାଳି ଧରି ଭାତ ଡାଲମା ଖାଇଥିଲେ। ସାଙ୍ଗରେ କନ୍ଧମାଳ ଜିଲ୍ଲାପାଳ ଡି ବୃନ୍ଦା, ସ୍ଥାନୀୟ ବିଡିଓ…
ଅଧିକ ଖବର ଦେଖନ୍ତୁ...

ନିର୍ଭୟା ଦୋଷୀଙ୍କ ଅଜବ ଯୁକ୍ତି: ଦିଲ୍ଳୀ ବାୟୁ ପ୍ରଦୂଷଣ ତ ଏମିତିରେ ଆୟୁ କମ୍‌ କରୁଛି, ମୃତ୍ୟୁଦଣ୍ଡର କ’ଣ ଆବଶ୍ୟକତା…

ନୂଆଦିଲ୍ଲୀ: ୨୦୧୨ ମସିହାରେ ହୋଇଥିବା ବର୍ବର ନିର୍ଭୟା କାଣ୍ଡର ୪ ଦୋଷୀଙ୍କ ମଧ୍ୟରୁ ଅନ୍ୟତମ ଅକ୍ଷୟ ସିଂହ। ବହୁଚର୍ଚ୍ଚିତ ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରି ଅଦାଲତ ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ଶୁଣାଇବା ପରେ ମାମଲାର ପୁନର୍ବିଚାର ପାଇଁ ଶେଷରେ ଆବେଦନ କରିଛନ୍ତି ଅକ୍ଷୟ।…
ଅଧିକ ଖବର ଦେଖନ୍ତୁ...

୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଅଚାନକ ଭଦ୍ରକ ଗସ୍ତ: ସ୍ବାସ୍ଥ୍ୟ ସେବା ପରଖିଲେ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହ…

ଭଦ୍ରକ: ମନ ଜିଣିନେଲେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ । ସମସ୍ୟା ପଚାରି ବୁଝିଲେ, ସାଙ୍ଗରେ ବସି ମଧ୍ୟାହ୍ନଭୋଜନ କଲେ । ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସହ ମିଶି ମଧ୍ୟାହ୍ନଭୋଜନ କଲେ ଭି. କେ ପାଣ୍ଡିଆନ । ମୋ ସରକାର କାର୍ଯ୍ୟକ୍ରମ କିଭଳି ଚାଲିଛି ତାହାର ସ୍ଥିତି ପରଖିବା ପାଇଁ ଆଜି ଅଚାନକ…
ଅଧିକ ଖବର ଦେଖନ୍ତୁ...

ମୋଦୀ-୨ ସରକାରଙ୍କ ଛବିକୁ ସୁଧାରିବା ପାଇଁ ନିର୍ମଳା ସୀତାରମଣଙ୍କ ସ୍ଥାନରେ ଦେଶର ନୂଆ ଅର୍ଥମନ୍ତ୍ରୀ ହେବେ ପୀୟୁଷ ଗୋଏଲ!…

ନୂଆଦିଲ୍ଲୀ: ସଂପ୍ରତି ଦେଶରେ ଦେଖା ଦେଇଥିବା ଆର୍ଥିକ ମନ୍ଦାବସ୍ଥା ଓ ଦେଶର ଖୁଚୁରା ବଜାରରେ ସୃଷ୍ଟି ହୋଇଥିବା ମୁଦ୍ରାସ୍ଫୀତିକୁ ନେଇ ଏବେ କେନ୍ଦ୍ରର ମୋଦୀ-୨ ସରକାରଙ୍କୁ ଅନେକ ସମାଲଚୋନାର ଶରବ୍ୟ ହେବାକୁ ପଡ଼ିଛି। ଖାଲି ଏତିକି ନୁହେଁ, ଆର୍ଥିକ ମାନ୍ଦାବସ୍ଥା ଓ ମୁଦ୍ରାସ୍ଫୀତିକୁ ନେଇ ବିରୋଧୀ…
ଅଧିକ ଖବର ଦେଖନ୍ତୁ...

ଚଳିତ ମାସରୁ କେବଳ ଆଧାର ଲିଙ୍କ୍‌ ହୋଇଥିବା ବ୍ୟାଙ୍କ ଖାତାକୁ ଯିବ ପିଏମ୍‌-କିଷାନ ଯୋଜନାର ଅର୍ଥ

ନୂଆଦିଲ୍ଲୀ : ଚଳିତ ଡିସେମ୍ବର ମାସଠାରୁ କେବଳ ଆଧାର ଲିଙ୍କ୍‌ ହୋଇଥିବା ବ୍ୟାଙ୍କ ଖାତାରେ ପ୍ରଧାନମନ୍ତ୍ରୀ କିଷାନ(ପିଏମ-କିଷାନ) ଯୋଜନାର ଅର୍ଥ ପ୍ରେରଣ କରାଯିବ । ଆଜି ଲୋକସଭାରେ ଏ ସଂପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ପିଏମ-କିଷାନ ଯୋଜନାରେ…
ଅଧିକ ଖବର ଦେଖନ୍ତୁ...

ଟ୍ରକ ଧକ୍କାରେ ସ୍କୁଲ ଛାତ୍ର ମୃତ, ଉତ୍ତେଜିତ ଲୋକେ ଜାଳିଦେଲେ ଟ୍ରକ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଦର୍ଜିଙ୍ଗ ଛକ ନିକଟରେ ମଙ୍ଗଳାବର ଅପରାହ୍‌ଣ ୪ଟା ୧୫ରେ ଏକ ଦ୍ରୁତଗାମୀ ଟ୍ରକ ଧକ୍କାରେ ଜଣେ ସ୍କୁଲ ଛାତ୍ରର ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲା ସାଲେଇପାଲି ଗ୍ରାମର ବିର୍ସା ମୁଣ୍ଡା (୧୧)। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ବିଜେପି ବିଧାୟକ ସେନ୍‌ଗରଙ୍କ ମାମଲାର ବିଚାର କରି ଡିସେମ୍ବର ୧୬ ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ…

ନୂଆଦିଲ୍ଲୀ: ୨୦୧୭ ମସିହାରେ ଉନ୍ନାଓର ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ  କରିଥିବା ମାମଲାରେ ଛନ୍ଦି ହୋଇଥିବା ପୂର୍ବତନ ବିଜେପି ବିଧାୟକ କୂଳଦୀପ ସେନଗରଙ୍କ ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ରାୟ ସଂରକ୍ଷିତ ରଖିଛନ୍ତି। ଏ ନେଇ ଜିଲ୍ଲା ନ୍ୟାୟଧୀଶ ଧର୍ମେଶ ଶର୍ମା…
ଅଧିକ ଖବର ଦେଖନ୍ତୁ...

ନାଗରିକତା ବିଲ୍‌ ପ୍ରସଙ୍ଗରେ ଓଲଟିଲା ଶିବସେନା : ରାଜ୍ୟସଭାରେ ସମର୍ଥନ ପାଇଁ ସର୍ତ୍ତ ରଖିଲା

ମୁମ୍ବାଇ : ଲୋକସଭାରେ ସୋମବାରଦିନ ନାଗରିକତା (ସଂଶୋଧନ) ବିଲ୍‌-୨୦୧୯ ସପକ୍ଷରେ ଭୋଟ ଦେଇଥିବା ଶିବସେନା ଆଜି ୟୁ-ଟର୍ଣ୍ଣ ମାରିଛି । ଦଳର ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଯେ ଏହି ବିଲ୍‌ ସଂପର୍କରେ ଥିବା କେତେକ ପ୍ରଶ୍ନର ଉତ୍ତର ନମିଳିଲେ ଶିବସେନା ରାଜ୍ୟସଭାରେ ତାହାକୁ ସମର୍ଥନ କରିବ ନାହିଁ ।…
ଅଧିକ ଖବର ଦେଖନ୍ତୁ...

ଦେଶରେ ‘ଜହ୍ଲାଦ’ ସଙ୍କଟ! ଜାଣନ୍ତୁ, ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବ କେଉଁ ‘ଜହ୍ଲାଦ’

ନୂଆଦିଲ୍ଲୀ: ସମଗ୍ର ଦେଶକୁ ଦୋହଲାଇ ରଖି ଦେଇଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡରେ ସଂପୃକ୍ତ ୪ ଅପରାଧୀଙ୍କ ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେବା ପରେ ଏବେ ତିହାର ଜେଲ ପରିସର ମଧ୍ୟରେ ଏହି ୪ ଅଭିଯୁକ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପ୍ରସ୍ତୁତି…
ଅଧିକ ଖବର ଦେଖନ୍ତୁ...

କୁକୁରକୁ ଆକ୍ରମଣ କରୁଥିବା ବେଳେ କଲରାପତରିଆର ଭିଡିଓ ଭାଇରାଲ୍‌

ମୁମ୍ବାଇ: ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଏକ କଲରାପତରିଆ ବାଘ ଦୁଇ କୁକୁରଙ୍କୁ ଆକ୍ରମଣ କରୁଥିବାର ସୂଚନା ରହିଛି। ସେଥିମଧ୍ୟରୁ ଗୋଟିଏ କୁକୁରକୁ ଆକ୍ରମଣ କରୁଥିବା ବେଳର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଭାଇରାଲ୍‌ ହୋଇଥିବା ଏହି ଭିଡିଓଟି ଏବେ ଇଣ୍ଟର୍‌ନେଟ୍‌ରେ ଘୂରିବାରେ…
ଅଧିକ ଖବର ଦେଖନ୍ତୁ...