Daily Archives

December 10, 2019

ଜାନୁଆରି ୧୫ ସୁଦ୍ଧା ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନ କଲେ କଟିଯିବ ଲାଇନ୍‌: ସେସୁ ସିଇଓ

ଭୁବନେଶ୍ୱର: ଆସନ୍ତା ଜାନୁଆରି ୧୫ ସୁଦ୍ଧା ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନ କଲେ ଲାଇନ ସଂଯୋଗ କାଟି ଦିଆଯିବ। ସେସୁ ସିଇଓ ଅରୁଣ ବୋଥ୍ରା ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସେସୁର ବର୍ତ୍ତମାନ ବିଭିନ୍ନ ଶ୍ରେଣୀର…
ଅଧିକ ଖବର ଦେଖନ୍ତୁ...

ଫାଶୀରୁ ଖସିବାକୁ ଶେଷ ପ୍ରଚେଷ୍ଟା: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ଅକ୍ଷୟର ସୁପ୍ରିମକୋର୍ଟରେ…

ନୂଆଦିଲ୍ଲୀ: ହାଇଦ୍ରାବାଦର ହୃଦୟଥରା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୋଲିସ ଦୋଷୀଙ୍କୁ ଏନକାଉଣ୍ଟର କରି ୯ ଦିନରେ ନ୍ୟାୟ ଦେଇଦେବା ପରେ ଏବେ ସାରା ଦେଶର ନଜର ନିର୍ଭୟା ଦୋଷୀଙ୍କ ଉପରେ ରହିଛି । ହାଇଦ୍ରାବାଦ ଦିଶା ଦୋଷୀଙ୍କୁ ସଫା କରି ପୁଲିସ ଯେଉଁଭଳି ଭାବେ ପୀଡିତାଙ୍କ ପରିବାରକୁ ନ୍ୟାୟ ଦେଲା…
ଅଧିକ ଖବର ଦେଖନ୍ତୁ...

ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲା ହାଫିଜ ସୟିଦର ପୁଅ ତାଲହା, ଘଟଣା ପଛରେ ର’ର ହାତ ଥିବା ସଂଦେହ କରୁଛି ଲସ୍କର

ଲାହୋର : ପାକିସ୍ତାନର ଲାହୋରରେ ଗତ ୭ ତାରିଖରେ ହୋଇଥିବା ଏକ ବିସ୍ଫୋରଣରେ କୁଖ୍ୟାତ ଆତଙ୍କବାଦୀ ତଥା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦର ପୁଅ ତାଲହା ସଇଦ ଗୁରୁତରଭାବେ ଆହତ ହୋଇ ଚିକିତ୍ସିତ ହେଉଛି ।  ଲାହୋରରେ ଅନୁଷ୍ଠିତ ଏକ ଜନସଭାରେ ତାଲହା ଭାଷଣ ଦେଉଥିବାବେଳେ ଏହି ବିସ୍ଫୋରଣ…
ଅଧିକ ଖବର ଦେଖନ୍ତୁ...

ପୁରୀ ସ୍ୱର୍ଗଦ୍ୱାର ସଂପ୍ରସାରଣ ପାଇଁ ଉଚ୍ଛେଦ କାର୍ଯ୍ୟ ଜାରି, ମାଜିଷ୍ଟ୍ରେଟ-ପୁଲିସ ଉପସ୍ଥିତ

ପୁରୀ: ପୁରୀ ସ୍ୱର୍ଗଦ୍ଵାର ସଂପ୍ରସାରଣ ପାଇଁ ମଙ୍ଗଳବାରଠାରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ସ୍ୱର୍ଗଦ୍ୱାରକୁ ଲାଗି ରହିଥିବା ଜମିକୁ ଜବରଦଖଲ ଉଚ୍ଛେଦ ସମୟରେ ଶାନ୍ତିଶୃଙ୍ଖଳା ପାଇଁ ମାଜିଷ୍ଟ୍ରେଟ ଓ ପୁଲିସ ଉପସ୍ଥିତ ଅଛନ୍ତି। ସ୍ୱର୍ଗଦ୍ୱାରର ପଶ୍ଚିମ ପଟୁ ଶ୍ରାଦ୍ଧ ମଣ୍ଡପ ଓ ସମାଧି…
ଅଧିକ ଖବର ଦେଖନ୍ତୁ...

ନିଜ ନାମକରଣ ନିଜେ କରିିଥିଲେ ! ବାପା ଦେଇଥିବା ୩ଟି ନାମ ଭିତରକୁ କାହିଁକି ଆକାଶକୁ ବାଛିଥିଲେ ?

ଭୁବନେଶ୍ୱର: ଓଲିଉଡରେ ଆକାଶ ଦାସ ନାୟକ ପରିଚୟର ଅପେକ୍ଷା ରଖନ୍ତି ନାହିଁ, ଏକଦମ୍ ଜଣାଶୁଣା ଚେହେରା। ସେ ପ୍ରଥମେ ଜଣେ ସାମ୍ବାଦିକ ହେବାର ସ୍ୱପ୍ନ ଦେଖିଥିଲେ ବି ତାଙ୍କ ଭାଗ୍ୟ ତାଙ୍କୁ ଅଭିନୟ ଆଡ଼େ ଟାଣି ନେଇଥିଲା। କିଛି ବର୍ଷର ଅଭିନୟରେ ଦର୍ଶକଙ୍କୁ ମୁଗ୍ଧ କରିବା ପରେ ଆକାଶ ପରବର୍ତ୍ତୀ…
ଅଧିକ ଖବର ଦେଖନ୍ତୁ...

ମଦ ନିଷେଧ ରାଜ୍ୟ ଗୁଜୁରାଟରୁ ଜବତ ହୋଇଛି ୨୫୨ କୋଟି ଟଙ୍କାର ଚୋରା ଦେଶୀ ଓ ବିଦେଶୀ ମଦ

ଅହମ୍ମଦାବାଦ: ମଦ ନିଷିଦ୍ଧ ରାଜ୍ୟ ଗୁଜୁରାଟରୁ ବିଗତ ୨ ବର୍ଷ ମଧ୍ୟରେ ଜବତ ହୋଇଛି ୨୫୨ କୋଟି ଟଙ୍କାର ଉଭୟ ଚୋରା ବିଦେଶୀ ଓ ଦେଶୀ ମଦ। ଜବତ ହୋଇଥିବା ଚୋରା ବିଦେଶୀ ଓ ଦେଶୀ ମଦ ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ୨୩୧ କୋଟି ଟଙ୍କାର ଭାରତରେ ପ୍ରସ୍ତୁତ ବିଦେଶୀ ମଦ, ୧୭.୭୯ କୋଟି ଟଙ୍କାର ବିଅର ଓ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ ଚାର୍ଜ କରିବା ସମୟରେ ବିଦ୍ୟୁତ ଆଘାତରେ କିଶୋରଙ୍କ ମୃତ୍ୟୁ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଚେରଚେଟିଆଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା କ୍ରମରେ ଜଣେ କିଶୋର ମୋବାଇଲ ଚାର୍ଜ କରୁଥିବା ସମୟରେ ବିଦ୍ୟୁତ୍‌ ତାର ଲାଗି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପୂଜାରିଗୁଡ଼ାର ସନାଧର ଭତରା (୧୭)। ଖବର ପାଇ ଡାବୁଗାଁ…
ଅଧିକ ଖବର ଦେଖନ୍ତୁ...

ଅର୍ଥନୈତିକ ଅପରାଧରେ ସଂପୃକ୍ତ ଥିବା ଅଭିଯୋଗରେ ବିଗତ ୫ ବର୍ଷ ମଧ୍ୟରେ ୯୯ ଜଣ ସାଂସଦ ଓ ବିଧାୟକଙ୍କ ବିରୋଧରେ ମାମଲା ଆଗତ…

ନୂଆଦିଲ୍ଲୀ: ବିଭିନ୍ନ ପ୍ରକାରର ଅର୍ଥନୈତିକ ଅପରାଧରେ ସଂପୃକ୍ତ ଥିବା ଅଭିଯୋଗରେ ବିଗତ ୫ ବର୍ଷ ମଧ୍ୟରେ ୯୯ରୁ ଉର୍ଦ୍ଧ୍ୱ ରାଜନେତା (ଉଭୟ ସାଂସଦ ଓ ବିଧାୟକ)ଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମାମଲା ରୁଜ୍ଜୁ କରିବା ସହ ତଦନ୍ତ ଚଳାଇଛନ୍ତି। ଏକାଧିକ ଅର୍ଥନୈତିକ ଅପରାଧରେ ସଂପୃକ୍ତ…
ଅଧିକ ଖବର ଦେଖନ୍ତୁ...

ନାଗରିକତା ସଂଶୋଧନ ବିଲ୍‌ ସଂପର୍କରେ ମତ ରଖିବାର ଅଧିକାର ଆମେରିକାର ନାହିଁ : ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ବିଲ୍‌-୨୦୧୯କୁ ଆମେରିକାର ଅନ୍ତର୍ଜାତୀୟ ଧର୍ମୀୟ ସ୍ୱାଧୀନତା ସଂପର୍କିତ କମିଶନ (ୟୁଏସସିଆଇଆରଏଫ) ସମାଲୋଚନା କରିଥିବାରୁ ତାହାର ତୀବ୍ର ସମାଲୋଚନା କରିଛି ଭାରତ । ଏ ସଂପର୍କରେ ପ୍ରତିକ୍ରିୟା ରଖି ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର…
ଅଧିକ ଖବର ଦେଖନ୍ତୁ...

ନାଗରିକତ୍ବ ବିଲ୍‌କୁ ନେଇ ବଢ଼ିଲା ଆଶାନ୍ତି: ଆସାମରେ ପରୀକ୍ଷା ବନ୍ଦ, ବଜାର ବନ୍ଦ ଓ ରାସ୍ତା ଅବରୋଧ

ଗୌହ୍ବାଟୀ: ନାଗରିକତ୍ବ ବିଲ୍‌ ୨୦୧୯କୁ ନେଇ ଆସାମରେ ଅଶାନ୍ତି ସୃଷ୍ଟି ହୋଇଛି। ଏହି ବିଲ୍‌ ବିରୋଧରେ ଆସାମର ବିଭିନ୍ନ ସଂସ୍ଥାର ଲୋକମାନେ ଏକତ୍ର ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି।। ବିରୋଧ ପ୍ରଦର୍ଶନକାରୀମାନେ ‘ଜୟ ଆସାମ’, ‘ନାକରିକତ୍ବ ବିଲ୍‌କୁ ଫେରାଇ ନିଅ’, ‘ବିଜେପି ଫେରିଯାଆ’,…
ଅଧିକ ଖବର ଦେଖନ୍ତୁ...