Daily Archives

December 13, 2019

ଲଞ୍ଚ୍‌ ହେଲା ନୂଆ ଏମ୍‌ଆଧାର ଆପ୍‌: ଓଡ଼ିଆ ଭାଷାର ବ୍ୟବହାର ସହ ଏଥିରେ ଉପଲବ୍ଧ ଅଛି ଆହୁରି ଅନେକ ସୁବିଧା; ଆପ୍‌ ଜରିଆରେ…

ନୂଆଦିଲ୍ଲୀ: ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) ପକ୍ଷରୁ ନୂଆ ଏମ୍‌ଆଧାର ଆପ୍‌କୁ ଆନୁଷ୍ଠାନିକ ଭାବେ ଲଞ୍ଚ୍‌ କରାଯାଇଛି। ଏହି ନୂତନ ଏମ୍‌ଆଧାର ଆପ୍‌ ଉଭୟ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ସ୍ମାର୍ଟଫୋନ୍‌ରେ କାର୍ଯ୍ୟକ୍ଷମ ହୋଇ ପାରିବ। ଏହି ଆପ୍‌ ବ୍ୟବହାର କରି ଆପଣ…
ଅଧିକ ଖବର ଦେଖନ୍ତୁ...

ବଦଳିଲେ ୩ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ କଳାହାଣ୍ଡି ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟ ସରକାର ଗୁରୁବାର ୩ଟି ଜିଲ୍ଲାର ଯୋଜନା କମିଟିର ଅଧ୍ୟକ୍ଷଙ୍କୁ ବଦଳି କରି ସେହି ସ୍ଥାନଗୁଡ଼ିକରେ ନୂତନ ନିଯୁକ୍ତି ଦେଇଛନ୍ତି। ଏହି ଆଧାରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ କଳାହାଣ୍ଡି ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ପଦରେ ନିଯୁକ୍ତି ମିଳିଛି।…
ଅଧିକ ଖବର ଦେଖନ୍ତୁ...

ପବଜୀ ଖେଳୁଥିବା ବେଳେ ଅଜାଣତରେ ପାଣି ଭାବି ଏସିଡ୍ ପିଇଦେବାରୁ ପ୍ରାଣ ହରାଇଲେ ଯୁବକ

ଭୋପାଳ: ପୁଣି ବିବାଦରେ ମୋବାଇଲ ଗେମ୍ ଆପ୍ ପବଜୀ। ପୂର୍ବରୁ ଏହି ଗେମ୍ ନିଶାରେ ପଡ଼ି ଅନେକ ଯୁବକ ମୃତ୍ୟୁବରଣ କରିଥିବା ବେଳେ‌ ଏବେ ଭୋପାଳର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ପବଜୀ ନିଶା ପାଇଁ ସେ ଭୁଲରେ ପାଣି ଭାବି ଏସିଡ୍ ପିଇଦେବାରୁ ତାଙ୍କା ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ଯୁବକଙ୍କ ନାଁ…
ଅଧିକ ଖବର ଦେଖନ୍ତୁ...

ନାଗରିକତା (ସଂଶୋଧନ) ଆଇନ ଲାଗୁ କରିବାକୁ ରାଜ୍ୟମାନେ ବାଧ୍ୟ : ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ନାଗରିକତା (ସଂଶୋଧନ) ଆଇନ ୨୦୧୯କୁ ନେଇ କେନ୍ଦ୍ର ସରକାର ଓ ରାଜ୍ୟମାନଙ୍କ ମଧ୍ୟରେ ମତଭେଦ ବଢିବାରେ ଲାଗିଛି । ଏହି ଆଇନକୁ ନିଜ ନିଜ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି ପ୍ରଥମେ ପଶ୍ଚିମବଙ୍ଗ ଓ ପରେ କେରଳ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀମାନେ କହିବା ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ…
ଅଧିକ ଖବର ଦେଖନ୍ତୁ...

ଗାଡ଼ି ଧକ୍କାରେ ରାସ୍ତାରେ ପଡ଼ିଗଲା ମା’; ରାଗରେ ଗାଡ଼ିକୁ ଗୋଇଠା ପକାଇଲା କୁନି ପୁଅ ! ଦେଖନ୍ତୁ ଭାଇରାଲ୍ ଭିଡିଓ

ବେଜିଂ:  ମା-ପିଲାର ସଂପର୍କ ସ୍ବତନ୍ତ୍ର। ଯଦି ପିଲାର କିଛି ହୋଇଯାଏ ତେବେ ମା’ ପାଗଳ ପ୍ରାୟ ହୋଇପଡ଼େ। ଆଉ ପିଲା ବି ମା’ ପ୍ରତି କିଛି ଅନ୍ୟାୟ/ଅବିଚାର ହେଲେ ସହି ପାରେନା। ସେ ଯେତେ ଛୋଟ ହେଉନା କାହିଁକି ପ୍ରତିକ୍ରିୟା ଦେଖାଏ।  ମା’ ହାତ ଧରି ପିଲା ବାଟ ଚାଲିବା ଶିଖେ। ସେ  ଝୁଣ୍ଟିପଡିଲେ…
ଅଧିକ ଖବର ଦେଖନ୍ତୁ...

ନିୟମିତ ଭାବେ କାଗଜପତ୍ର ଯାଞ୍ଚ ହେଉନି କିନ୍ତୁ ନିୟମ ଉଲଂଘନ କଲେ ନିସ୍ତାର ନାହିଁ, ଦେବାକୁ ପଡ଼ିବ ଜରିମାନା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପରିବହନ ବିଭାଗ ଆଗାମୀ ତିନି ମାସ ପାଇଁ ଯାନବାହନ ଚାଳକଙ୍କୁ ଆଶ୍ୱସ୍ତି ଦେଇଛି। ଅର୍ଥାତ ଏହି ତିନି ମାସର ସମୟ ମଧ୍ୟରେ ଯାନବାହନ ସଂପର୍କିତ ପ୍ରମାଣପତ୍ର ନଥିଲେ ମଧ୍ୟ ଗାଡ଼ି ଚଳାଇବାରେ କୌଣସି ଅସୁବିଧା ହେଉ ନାହିଁ। ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏଭଳି ସଚେତନତା…
ଅଧିକ ଖବର ଦେଖନ୍ତୁ...

ଜମିରେ ଫଳୁଛି ୭ ଫୁଟର ଲାଉ, କ୍ୟାମେରା ଜଗୁଛି ଫସଲ

ଭୁବନେଶ୍ୱର(ବୋୖଦ୍ଧାୟନ ଆଚାର୍ଯ୍ୟ): ଆପଣ କେବେ ୭ ଫୁଟ ଲମ୍ବାର ଲାଉ ଦେଖିଛନ୍ତି କି ? ଆଶ୍ଚର୍ଯ୍ୟ ହୋଇଗଲେ ନା ? କିନ୍ତୁ ଏହି କରିସ୍ମା ଏବେ ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାର ଗୋପାଳପୁର ଗାଁରେ ଦେଖିବାକୁ ମିଳିଛି | ତେବେ ଏହି ଲମ୍ବା ଲାଉ ପଛରେ ଲୁଚି ରହିଛି ଏହି ଗାଁର ଯୁବ ଚାଷୀ ଆଲୋକ…
ଅଧିକ ଖବର ଦେଖନ୍ତୁ...

ଭାରତକୁ ନାଟୋ ସଦସ୍ୟ ମାନ୍ୟତା ଦେବାକୁ ଆମେରିକୀୟ ସାଂସଦଙ୍କ ଦାବି, ଆଇନରେ ସଂଶୋଧନ କରିବାକୁ ପ୍ରସ୍ତାବ ଦେଲେ

ଓ୍ଵାସିଂଟନ : ଭାରତକୁ ନାଟୋ ପ୍ଲସ୍‌ ଫାଇଭ ଦେଶମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କରିବାକୁ ଆଇନରେ ସଂଶୋଧନ କରିବାକୁ ଆମେରିକା କଂଗ୍ରେସର ଜଣେ ପ୍ରଭାବଶାଳୀ ସଦସ୍ୟ ବ୍ରାଡ ସରମନ ଦାବି କରିଛନ୍ତି । ଆମେରିକା କଂଗ୍ରେସର ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବ୍ୟାପାର ସବକମିଟିର ସଭାପତି ଥିବା ବ୍ରାଡ…
ଅଧିକ ଖବର ଦେଖନ୍ତୁ...

ସହରୀ ଜୀବନଶୈଳୀକୁ ଗ୍ରହଣ ନକରି ପାରିବାରୁ ନାବାଳିକାକୁ ପୋଷ୍ୟ ପିତାଙ୍କ ହତ୍ୟା ଅଭିଯୋଗ, ପୁଲିସ୍‌ ସହାୟତା ନେଲେ…

ଥାନେ: ମହାରାଷ୍ଟ୍ରର ଥାନେଠାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ତାଙ୍କ ୯ ବର୍ଷର ପୋଷ୍ୟ କନ୍ୟାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶିଶୁଟି ସହରୀ ଜୀବନଶୈଳୀକୁ ଆପଣେଇ ନପାରିବାରୁ  ‌ତାକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ଦମ୍ପତି ତା’ର ହତ୍ୟା କରିଛନ୍ତି ବୋଲି ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ନାଗରିକତା ସଂଶୋଧନ ଆଇନ୍‌ର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌ (ସିଏବି)ର ବୈଧତାକୁ ଚ୍ୟାଲେଞ୍ଜ କରି ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଆଜି ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ନାଗରିକତା ସଂଶୋଧନ ଆଇନ୍‌ର ବୈଧତାକୁ ଚ୍ୟାଲେଞ୍ଜ କରି କଂଗ୍ରେସ୍‌ ସୁପ୍ରିମ୍‌ କୋର୍ଟରେ ଆଗତ କରିଥିବା ଯାଚିକାରେ ଅଭିଯୋଗ କରି…
ଅଧିକ ଖବର ଦେଖନ୍ତୁ...