Daily Archives

January 7, 2020

ସୁଲେମାନିଙ୍କ ଶବ ଶୋଭାଯାତ୍ରରେ ଲକ୍ଷାଧିକ ଲୋକଙ୍କ ସମାଗମ; ଦଳାଚକଟାରେ ୩୫ ମୃତ

ତେହେରାନ୍‌: ଇରାନ୍‌ର ଜେନେରାଲ କାଶିମ୍‌ ସୁଲେମାନିଙ୍କ ଶବ ଶୋଭାଯାତ୍ରରେ ଲକ୍ଷାଧିକ ଲୋକଙ୍କ ସମାଗମ ଘଟିବା ଫଳରେ ବ୍ୟାପକ ଦଳାଚକଟା ଘଟିଛି। ଏହି ଦଳାଚକଟାରେ ଅତିକମ୍‌ରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା କହିଛି ଇରାନ୍‌ର ସରକାରୀ ସମ୍ବାଦ ପ୍ରସାରଣ ସଂସ୍ଥା। ଉଲ୍ଲେଖଯୋଗ୍ୟ, ଆମେରିକାର…
ଅଧିକ ଖବର ଦେଖନ୍ତୁ...

ଜେକେ ଲୋନ୍‌ ହସ୍ପିଟାଲ୍‌ର ଶିଶୁ ମୃତ୍ୟୁ ସଂଖ୍ୟା ୧୧୩ ଛୁଇଁଲା; ହସ୍ପିଟାଲ୍‌ ଛାତରୁ ଗଳୁଛି ପାଣି, କପଡ଼ା ଦେଇ ପାଣିକୁ…

କୋଟା: ରାଜସ୍ଥାନର କୋଟାରେ ଥିବା ଜେକେ ଲୋନ୍‌ ହସ୍ପିଟାଲ୍‌ର ଶିଶୁ ମୃତ୍ୟୁ ସଂଖ୍ୟା ୧୧୩ ଛୁଇଁଛି । ଗତ ଏକ ମାସ ଭିତରେ ଏହି ଡାକ୍ତରଖାନାରେ ଶତାଧିକ ଶିଶୁଙ୍କ ମୃତ୍ୟୁ ଘଟି ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲେ ବି ପ୍ରଶାସନ ପକ୍ଷରୁ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ସେପରି…
ଅଧିକ ଖବର ଦେଖନ୍ତୁ...

କୋରାପୁଟ : ଗତକାଲିଠାରୁ ନିଖୋଜ ଥିବା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର

କୋରାପୁଟ : ଗତକାଲିଠାରୁ ନିଖୋଜ ଥିବା କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଗ୍ରାମ୍ୟ ଜଳଯୋଗାଣ ବିଭାଗର ଜନୈକ କନିଷ୍ଠ ଯନ୍ତ୍ରୀ ଏମ୍.ଭେଙ୍କଟ ରାଓଙ୍କ ମୃତଦେହ ହରଡ଼ଗଡ଼ା ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ କୋରାପୁଟ୍ ଏସପି ଓ ବୋରିଗୁମ୍ମା ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨ ମୃତ

ଇସଲାମାବାଦ : ପାକିସ୍ତାନର ମିଆନଓ୍ଵାଲିଠାରେ ପାକିସ୍ତାନ ବାୟୁସେନାର ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହା ଫଳରେ ସେଥିରେ ଥିବା ୨ ଜଣ ପାଇଲଟ ନିହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାରଦିନ ମିଆନଓ୍ଵାଲି ସ୍ଥିତ ଏମ.ଏମ. ଆଲମ ଏୟାରବେସ୍‌ ନିକଟରେ ପାକିସ୍ତାନ…
ଅଧିକ ଖବର ଦେଖନ୍ତୁ...

‘ଆଧ୍ୟାତ୍ମିକ ଅନୁଷ୍ଠାନ ଆଇନ୍‌ର ଉର୍ଦ୍ଧ୍ୱରେ ନୁହନ୍ତି’ ବୋଲି କହିବା ସହ ସଦଗୁରୁ ଜାଗି ବାସୁଦେବଙ୍କ ଇଶା ଫାଉଣ୍ଡେସନକୁ…

ବେଙ୍ଗାଲୁରୁ: ‘ଆଧ୍ୟାତ୍ମିକ ଅନୁଷ୍ଠାନ ସବୁ ଆଇନ୍‌ର ଉର୍ଦ୍ଧ୍ୱରେ ନୁହନ୍ତି। ଯଦି କିଏ ସେପରି ଧାରଣାରେ ରହିଥା’ନ୍ତି ଯେ ଆଧ୍ୟାତ୍ମିକ ଅନୁଷ୍ଠାନ ହୋଇଥିବା କାରଣରୁ ସେମାନେ ଆଇନ୍‌ର ଉର୍ଦ୍ଧ୍ୱରେ; ତେବେ ଏହା ସେମାନଙ୍କର ଭ୍ରାନ୍ତି’ ବୋଲି ଆଜି ସ୍ପଷ୍ଟ କରି ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ।…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଗଡିବନି ବସ, ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ

ଭୁବନେଶ୍ୱର: ଦରଦାମ ବୃଦ୍ଧି, ବେକାରୀ , ନିଯୁକ୍ତି ସମେତ ୧୨ ଦଫା ଦାବି ନେଇ ବନ୍ଦ ଡାକରା ଦେଇଛନ୍ତି ଶ୍ରମିକ ସଂଗଠନ । ଆସନ୍ତାକାଲି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ପାଇଁ ଗଡ଼ିବନି ବସ୍ । କାଲି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ ରହିବ । ସନ୍ଧ୍ୟା ୬ଟା ପରେ ବସ୍ ଚଳାଚଳ ସ୍ୱାଭାବିକ…
ଅଧିକ ଖବର ଦେଖନ୍ତୁ...

ସୁଲେମାନୀଙ୍କ ହତ୍ୟା ପରେ ଆମେରିକୀୟ ସେନାକୁ ଆତଙ୍କବାଦୀ ଘୋଷଣା କଲା ଇରାନ

ନୂଆଦିଲ୍ଳୀ: ଇରାନର କୁଦ୍‌ସ ସେନାର ମୁଖ୍ୟ ମେଜର ଜେନେରାଲ୍‌ କାସିମ୍ ସୁଲେମାନୀଙ୍କ ହତ୍ୟା ପରେ ଆମେରିକୀୟ ସେନାକୁ ଆତଙ୍କବାଦୀ ଘୋଷଣା କରିଛି ଇରାନ। ସୁଲେମାନୀଙ୍କ ହତ୍ୟା ପରେ ପୂରା ଇରାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଉପରେ ପ୍ରତିଶୋଧପରାୟଣ ହୋଇ ଆକ୍ରମଣ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରୀୟ ଶ୍ରମିକ ସଂଗଠନର ଭାରତ ବନ୍ଦ ଡାକରାକୁ ସମର୍ଥନ କରିବ ନାହିଁ ବିଜେଡି ! ଆସନ୍ତାକାଲି ବାରିପଦାରେ…

ଭୁବନେଶ୍ବର : ଆସନ୍ତାକାଲି ଦେଶର ଶ୍ରମିକ ସଂଗଠନଗୁଡ଼ିକ ଡାକରା ଦେଇଥିବା ୨୪ ଘଣ୍ଟିଆ ଭା‌ରତ ବନ୍ଦକୁ ବିଜୁ ଜନତା ଦଳ ସମର୍ଥନ କରିବ ନାହିଁ ବୋଲି ପରୋକ୍ଷ ସୂଚନା ମିଳିଛି। ତେବେ ଆଜି ସକାଳେ ସମବାୟ ମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ବାଇଁ  କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଭାରତ ବନ୍ଦକୁ…
ଅଧିକ ଖବର ଦେଖନ୍ତୁ...

ପାକ ସେନାମୁଖ୍ୟ ବାଜଓ୍ଵାଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ପଥ ପରିଷ୍କାର, ସେନା (ସଂଶୋଧନ) ବିଲ୍‌ ଗୃହୀତ

ଇସଲାମାବାଦ : ପାକିସ୍ତାନର ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜଓ୍ଵାଙ୍କ କାର୍ଯ୍ୟକାଳ ଆଉ ୩ ବର୍ଷ ବଢିବା ନେଇ ପଥ ପରିଷ୍କାର ହୋଇଛି । ପାକିସ୍ତାନ ସଂସଦର ନିମ୍ନ ସଦନ ନ୍ୟାସନାଲ ଆସେମ୍ବଲି ବାଜଓ୍ଵାଙ୍କ କାର୍ଯ୍ୟକାଳ ବୃଦ୍ଧି ସଂପର୍କିତ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲକୁ ଗୃହୀତ କରିଛି । ଏହି…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଭାରତ ବନ୍ଦ ପାଇଁ ସମସ୍ତ ପରୀକ୍ଷା ଘୁଞ୍ଚାଇଲା ଉତ୍କଳ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର: ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଜାନୁଆରି ୮ ତାରିଖ ବୁଧବାର ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ହେତୁ ଉତ୍କଳ ବିଶ୍ବବିଦ୍ୟାଳୟ ତାର ସମସ୍ତ ପରୀକ୍ଷା ଘୁଞ୍ଚାଇ ଦେଇଛି । ଏ ନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ଭାରତ ବନ୍ଦକୁ ଆଖିରେ ରଖି ଜାନୁଆରି ୮ରେ…
ଅଧିକ ଖବର ଦେଖନ୍ତୁ...