Daily Archives

January 19, 2020

ଅମିତ ଶାହଙ୍କୁ ପ୍ରଶଂସା କରିଲେ ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ, କହିଲେ ଶକ୍ତିଶାଳୀ ଗୃହମନ୍ତ୍ରୀ ଚାହିଁଲେ…

ମୁମ୍ବାଇ: ଶିବସେନାର ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଜମ୍ମୁ -କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିଥିବା ଦେଶର ଶକ୍ତିଶାଳୀ ଗୃହମନ୍ତ୍ରୀ ଅମିତ ଶାହ ଚାହିଁଲେ କର୍ଣ୍ଣାଟକ ଓ ମହାରାଷ୍ଟ୍ର ସୀମାରେ ଥିବା…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ମାରାଥନ୍‌ରେ ୪ କି. ମି. ଦୌଡ଼ିବା ପରେ ହୃଦ୍‌ଘାତରେ ପ୍ରାଣ ହରାଇଲେ ୬୪ ବର୍ଷିୟ ବ୍ୟକ୍ତି

ମୁମ୍ବାଇ: ରବିବାର ସକାଳେ ‘ମୁମ୍ବାଇ ମାରାଥନ୍‌ ୨୦୨୦’ ଦୌଡୁଥିବା ଜଣେ ୬୪ ବର୍ଷିୟ ବ୍ୟକ୍ତି ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ବରିଷ୍ଠ ନାଗରିକ ବର୍ଗରେ ଦୌଡୁଥିବା ଗଜାନନ ମାଲ୍‌ଜାକର ନାମକ ସେ ବ୍ୟକ୍ତି ୪ କିଲୋମିଟର୍‌ ଦୌଡ଼ିବା ପରେ ଟଳି ପଡ଼ିଥିଲେ। ତୁରନ୍ତ ତାଙ୍କୁ ବମ୍ବେ ହସ୍‌ପିଟାଲ୍‌କୁ…
ଅଧିକ ଖବର ଦେଖନ୍ତୁ...

ଦଶପଲ୍ଲା ଉପ କାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ

ଦଶପଲ୍ଲା: ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଉପ କାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ଘଟିଛି। ସେହି ଉପ କାରାଗାରରେ ଥିବା ମୃତକଙ୍କ ସ୍ତ୍ରୀ ବିଧବା ହୋଇଛନ୍ତି। ମୃତକଙ୍କ ନାଁ କୃଷ୍ଣଚନ୍ଦ୍ର ପାତ୍ର। ତାଙ୍କର ବୟସ ୪୫ ବର୍ଷ ଏବଂ ତାଙ୍କ ଘର ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ବାଣିଗୋଛା…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ ଓ କଶ୍ମୀରର ଲୋକେ ଇଣ୍ଟର୍‌ନେଟ୍‌ରେ ଅଶ୍ଳୀଳ ଚଳଚ୍ଚିତ୍ର ଦେଖୁଥିଲେ: ନିତି ଆୟୋଗ ସଦସ୍ୟ ଭି. କେ. ସାରସ୍ୱତ

ଗାନ୍ଧୀନଗର: ଜମ୍ମୁ ଓ କଶ୍ମୀରରେ ଇଣ୍ଟର୍‌ନେଟ୍‌ ସେବା ନିଷେଧ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଯଥାର୍ଥ ବୋଲି ଶନିବାର ଦିନ ‘ନିତି ଆୟୋଗ’ର ସଦସ୍ୟ ଭି. କେ. ସାରସ୍ୱତ କହିଛନ୍ତି। ଏକ ବିବାଦୀୟ ମନ୍ତବ୍ୟରେ ସେ କହିଛନ୍ତି: ଇଣ୍ଟର୍‌ନେଟ୍‌ ଜରିଆରେ ଜମ୍ମୁ ଓ କଶ୍ମୀରର ଲୋକେ ‘ଅଶ୍ଳୀଳ…
ଅଧିକ ଖବର ଦେଖନ୍ତୁ...

ରାଜଦ୍ରୋହ ମାମଲାରେ ଗିରଫ ହେଲେ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ

ଅହମ୍ମଦାବାଦ : ରାଜଦ୍ରୋହ ମାମଲାରେ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ପୁଲିସ୍ ଗିରଫ କରିଥିବା ଜଣାଯାଇଛି । ପୂର୍ବରୁ ତାଙ୍କ ବିରୋଧରେ ୨୦୧୫ର ଦେଶଦ୍ରୋହ ମାମଲାରେ ଜାମିନବିହୀନ ଗିରଫ ପରଓ୍ଵାନା ଜାରି କରାଯାଇଥିଲା। ତାଙ୍କୁ ଆସନ୍ତା ୨୪ ତାରିଖରେ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା ।…
ଅଧିକ ଖବର ଦେଖନ୍ତୁ...

ଉତ୍ତରାଖଣ୍ଡ ରେଳ ଷ୍ଟେସନ୍‌ ସାଇନ୍‌ବୋର୍ଡରେ ଉର୍ଦ୍ଦୁ ପରିବର୍ତ୍ତେ ସଂସ୍କୃତରେ ଲେଖାଯିବ ଷ୍ଟେସନ୍‌ର ନାଁ

ଡେରାଡୁନ୍‌: ଉତ୍ତରାଖଣ୍ଡ ରାଜ୍ୟର ସମସ୍ତ ରେଳ ପ୍ଲାଟଫର୍ମରେ ଥିବା ସାଇନ୍‌ବୋର୍ଡରେ ଉର୍ଦ୍ଦୁ ଭାଷା ପରବର୍ତ୍ତେ ସଂସ୍କୃତ ଭାଷାରେ ଷ୍ଟେସନ୍‌ର ନାଁ ଲେଖିବାକୁ ରେଳ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ପ୍ଲାଟ୍‌ଫର୍ମ ସାଇନ୍‌ବୋର୍ଡରେ ହିନ୍ଦି, ଇଂରାଜୀ ଏବଂ ଉର୍ଦ୍ଦୁ ଭାଷାରେ ସମ୍ପୃକ୍ତ…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀଙ୍କର ମୃତ୍ୟୁ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଶଙ୍ଖାଭଙ୍ଗା ଛକ ନିକଟରେ ସଡ଼କ ଦୁର୍ଘଟଣାରେ କାଲା ମାରାଣ୍ଡି ନାମକ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଗତକାଲି ରାତିରେ ସମ୍ପର୍କୀୟଙ୍କ ଘରୁ ନିଜ ଘର ଶଙ୍ଖାଭଙ୍ଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଷଢେଇକଳାକୁ ବାଇକ୍ ଯୋଗେ ଫେରୁଥିବା…
ଅଧିକ ଖବର ଦେଖନ୍ତୁ...

ଶବାନା ଆଜ୍‌ମିଙ୍କ କାର୍‌ ଡ୍ରାଇଭର୍‌ ବିରୋଧରେ ଏଫ୍‌ଆଇଆର୍‌ ଦେଲେ ଟ୍ରକ୍‌ ଡ୍ରାଇଭର୍‌

ମୁମ୍ବାଇ: ମୁମ୍ବାଇ-ପୁଣେ ଏକ୍ସ୍‍ପ୍ରେସ୍‌େଓ୍ଵରେ ଶନିବାର ଅପରାହ୍ଣରେ ଅଭିନେତ୍ରୀ ଶବାନା ଆଜ୍‌ମିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ତାଙ୍କ ଡ୍ରାଇଭର୍‌ ଅମଳେଶ ଯୋଗେନ୍ଦ୍ର କାମାତଙ୍କ ନାଁରେ ଏଫ୍‌ଆଇଆର୍‌ ଦିଆଯାଇଥିବା କଥା ପୁଲିସ କହିଛି। ଶବାନାଙ୍କ କାର୍‌ ଯେଉଁ ଟ୍ରକ୍‌ ପଛରେ…
ଅଧିକ ଖବର ଦେଖନ୍ତୁ...

ସମୁଦ୍ରରେ ଦୁଇଟି ଡଙ୍ଗା ମଧ୍ୟରେ ଧକ୍କା, ଗୋଟିଏ ଡଙ୍ଗା ଦି’ଫାଳ

ବ୍ରହ୍ମପୁର: ଆଜି ସକାଳେ ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ସମୁଦ୍ରରେ ଦୁଇଟି ଡଙ୍ଗା ମଧ୍ୟରେ ଧକ୍କା ହୋଇଥିବାର ଖବର ମିଳିଛି। ଘନ କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ତେବେ ଦୁଇଟି ଯାକ ଡଙ୍ଗାରେ ଥିବା ମୋଟ ୧୮ ଜଣ ମତ୍ସଜୀବୀଙ୍କର କୌଣସି କ୍ଷତି ହୋଇ ନଥିବା ଜଣାଯାଇଛି ସେମାନେ…
ଅଧିକ ଖବର ଦେଖନ୍ତୁ...

‘ସିଏଏ’ ପ୍ରତିବାଦ: ଲକ୍ଷ୍ନୌର ଘଣ୍ଟାଘର ଠାରେ ପ୍ରତିବାଦକାରିଣୀ ମହିଳାଙ୍କ ଠାରୁ ଖାଦ୍ୟ ଓ କମ୍ବଳ ଛଡ଼ାଇ ନେଲା ପୁଲିସ

ଲକ୍ଷ୍ନୌ: ଶନିବାର ସନ୍ଧ୍ୟାରେ ଘଣ୍ଟାଘର ଅଞ୍ଚଳରେ ‘ନାଗରିକତା ସଂଶୋଧନ ଆଇନ’ ବିରୋଧରେ ପ୍ରତିବାଦ କରୁଥିବା ମହିଳାଙ୍କ ଠାରୁ ଲକ୍ଷ୍ନୌ ପୁଲିସ ଖାଦ୍ୟ ସାମଗ୍ରୀ ଏବଂ କମ୍ବଳ ଛଡ଼ାଇ ନେଇଯାଇଛି। ଦିଲ୍ଲୀର ଶାହୀନ୍‌ ବାଗ୍‌ ଦ୍ୱାରା ଅନୁପ୍ରାଣିତ ହୋଇ ପ୍ରାୟ ୫୦୦ ମହିଳା ପିଲାଛୁଆ ଧରି ଶନିବାର…
ଅଧିକ ଖବର ଦେଖନ୍ତୁ...