Daily Archives

January 24, 2020

ଆପଣଙ୍କୁ ଥଣ୍ଡା କିମ୍ବା ଜ୍ବର ହୋଇଛି କି? ସାବଧାନ! ଭାରତରେ ପଶିଲାଣି କୋରୋନା ଭାଇରାସ୍‌, ଏମିତି ରୁହନ୍ତୁ ସତର୍କ

ନୂଆଦିଲ୍ଳୀ: କୋରୋନା ପାଇଁ କୋକୁଆ ଭୟ । ଚୀନରେ ଭାଇରସ ବ୍ୟାପୁଛି, ସାରା ବିଶ୍ୱର ଚିନ୍ତା ବଢୁଛି । ଭୁତାଣୁ ଭୟ ଏବେ ଚୀନ ଡେଇଁ ଭାରତରେ ପହଞ୍ଚିଛି । ଭାଇରସ ସଂକ୍ରମଣ ଫଳରେ ଚୀନର ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଶହରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ତେବେ ମୁମ୍ବାଇର ୨ ଜଣ କୋରୋନା…
ଅଧିକ ଖବର ଦେଖନ୍ତୁ...

ଗୋଡ଼ ଖସିଲେ ସର୍ବନ‌ାଶ ! ତଥାପି ପିଲାଠୁ ବୁଢ଼ା ଯାଉଛନ୍ତି ନିଷେଧ କରାଯାଇଥିବା ଏଇ ବିପଦପୂର୍ଣ୍ଣ ରାସ୍ତାରେ…

ବ୍ରହ୍ମପୁର:  ଗଂଜାମ ଜିଲ୍ଲା ସୋରଡ଼ା ବ୍ଳକର ମେରିକୋଟ ପଞ୍ଚାୟତ ଆମ୍ବିଳିଆମ୍ବ ଗାଁରେ ବାସ କରନ୍ତି ପ୍ରାୟ ୪୫ଟି ପରିବାର । ପଞ୍ଚାୟତଠାରୁ ଗାଁର ଦୂରତା ପ୍ରାୟ ୧୫ରୁ ୧୭ କିଲୋମିଟର।ପଞ୍ଚାୟତ ଅଫିସକୁ ଯିବାକୁ ହେଲେ ପାର ହେବାକୁ ପଡ଼େ ଜଙ୍ଗଲି ରାସ୍ତା । ତେଣୁ ରାସ୍ତା ଦେଇ ନିଜ ପଞ୍ଚାୟତ…
ଅଧିକ ଖବର ଦେଖନ୍ତୁ...

ଭଲ ଖବର: ପେସା ପୁଲିସ ଚାକିରି, ନିଶା ଥାନାରେ କରିବା ଫୁଲବଗିଚା

ଘୁ ଉଦୟଗିରି: ଅରଣା ବନରେ ପୁଷ୍ପ ଉଦ୍ୟାନ ସୃଷ୍ଟି କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ସ୍ଥାନୀୟ ଆଦର୍ଶ ଥାନାର ଆଇଆଇସି ଧିରାଜ ଲେଙ୍କା। ପେସାରେ ଜଣେ ପୁଲିସ ଅଫିସର ହୋଇଥିଲେ ବି ତାଙ୍କର ନିଶା ହେଉଛି ପରିବେଶ ସୁରକ୍ଷା କରିବା। ଘୁ.ଉଦୟଗିରି ଥାନା ପରିସରରେ ଖାଲି ପଡିଥବା ଜମିରେ ଏକ ସୁନ୍ଦର…
ଅଧିକ ଖବର ଦେଖନ୍ତୁ...

ମା’ମାନଙ୍କୁ ଦେଖିବାର ଥାଏ ଧାରାବାହିକ ‘କ୍ୟୁଁ କି ଶାଶ ଭି କଭି ବହୂ ଥି’: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମନେପଡ଼ିଲା ଲୋକପ୍ରିୟ ଧାରାବାହିକ 'କ୍ୟୁଉଁ କି ସାସ ଭି କଭି ବୋହୁ ଥି'ର କଥା | ଆଉ ଏହି ଧାରାବାହିକ ପାଇଁ ଘରର ମହିଳାମାନେ ବିଶେଷ କରି ମା ମାନେ କେତେ ଆଗ୍ରହୀ ହେଉଥିଲେ, ମୋଦୀ ଆଜି ତାହା ମଜାଳିଆ ଅନ୍ଦାଜରେ ଛାତ୍ରଛାତ୍ରୀଙ୍କୁ କହିଛନ୍ତି |…
ଅଧିକ ଖବର ଦେଖନ୍ତୁ...

ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରି କଲେଜର ପରିଚାଳନା ସମିତି ଭାଙ୍ଗିଲେ ସରକାର; ଏଡିଏମ୍ ସମିତି ଅଧ୍ୟକ୍ଷ…

ଭୁବନେଶ୍ୱର: ରାଜ୍ୟ ସରକାର ଡିଗ୍ରି କଲେଜର ଗଭର୍ଣ୍ଣିଂ ବଡି ବ‌ା ପରିଚାଳନା ସମିତିକୁ  ଭଙ୍ଗ କରିଛନ୍ତି। ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ରାଜ୍ୟର ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରି କଲେଜ ଗଭର୍ଣ୍ଣିଂ ବଡ଼ି ଭାଙ୍ଗ କରାଯାଇଛି। କେବଳ ସେତିକି ନୁହେଁ,…
ଅଧିକ ଖବର ଦେଖନ୍ତୁ...

ପ୍ୟାନ୍‌ ଓ ଅଧାର ତଥ୍ୟ ଦେଇନଥିଲେ ଦରମାର ୨୦% ଟିଡିଏସ କଟିଯିବ

ନୂଆଦିଲ୍ଲୀ : ଆପଣ ଯଦି ବର୍ଷକୁ ଅଢେଇ ଲକ୍ଷ ଟଙ୍କାରୁ ଅଧିକ ଦରମା ପାଉଛନ୍ତି ଓ ନିଯୁକ୍ତିଦାତା କମ୍ପାନିକୁ ନିଜର ପ୍ୟାନ ଓ ଆଧାର ତଥ୍ୟ ଦେଇନାହାନ୍ତି ତେବେ ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । କାରଣ ନୂଆ ନିୟମ ଅନୁସାରେ ଆପଣଙ୍କ ବାର୍ଷିକ ଦରମାର ୨୦ ପ୍ରତିଶତ ଟିଡିଏସ ଆକାରରେ…
ଅଧିକ ଖବର ଦେଖନ୍ତୁ...

ରାଜକ୍ଷମା ଆବେଦନରେ ରା‌ଷ୍ଟ୍ରପତିଙ୍କୁ ନିଜର ୧୭୦ ପୃଷ୍ଠାର ଡାଏରି ପଠାଇବାକୁ ଚାହୁଁଛି ନିର୍ଭୟା ଦୋଷୀ ବିନୟ

ନୂଆଦିଲ୍ଳୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀମାନଙ୍କ ମଧ୍ୟରୁ ବିନୟ ଶର୍ମା ଅନ୍ୟତମ। ଫେବ୍ରୁଆରି ପହିଲାରେ ୪ ଅପରାଧୀ ଫାଶୀରେ ଝୁଲିବାର ସମସ୍ତ ବନ୍ଦୋବସ୍ତ ହୋଇ ସାରିଥିବା ବେଳେ ସେମାନେ ଏବେ କୌଣସି ବି ଉପାୟରେ ଫାଶୀରୁ ମୁକୁଳିବାର ଆଶା…
ଅଧିକ ଖବର ଦେଖନ୍ତୁ...

ଉଚ୍ଚଶିକ୍ଷା ବିଭାଗ ଜାରି କଲା ବିଜ୍ଞପ୍ତି : ଭାଙ୍ଗିଲା ସମସ୍ତ ବେସରକାରୀ ଡିଗ୍ରି କଲେଜର ପରିଚାଳନା କମିଟି

ଭୁବନେଶ୍ବର:  କଲେଜ ଗଭର୍ଣ୍ଣିଂ ବଡି ବା ପରିଚାଳନା କମିଟିକୁ ଭାଙ୍ଗିଛନ୍ତି ରାଜ୍ୟ ସରକାର । ସବୁ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରି କଲେଜର ପରିଚାଳନା କମିଟିକୁ ଭାଙ୍ଗି ଦେଇଛନ୍ତି ରାଜ୍ୟ ସରକାର । ଏ ନେଇ ବିଜ୍ଞପ୍ତି ଜାରି କରିବା ସହ ତତକ୍ଷଣାତ ଏହାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀ-ପୁଲିସ ଏନକାଉଣ୍ଟର ବେଳେ ଶିଶୁକୁ କାନ୍ଧରେ ବୋହି ଉଦ୍ଧାର କଲେ ଯବାନ

ପୁଲବାମା: ଆତଙ୍କବାଦୀଙ୍କ ପକ୍ଷରୁ ହେଉଥିଲା ଗୁଳି ବର୍ଷା | ଆଖିବୁଜା ଗୁଳି ଚଳାଇବାବେଳେ ଏମାନଙ୍କୁ ମୁହଁତୋଡ ଜବାବ ଦେବାକୁ ସେନା ଓ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଁଚିଯାଇଥିଲେ | ଠିକ ଏହି ସମୟରେ ସେନାର ଯବାନମାନେ ଦେଖିଥିଲେ ଯେ ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ଶିଶୁଟିଏ ଫସିରହିଛି |…
ଅଧିକ ଖବର ଦେଖନ୍ତୁ...

୬୦ ଫୁଟ ଉପରେ ଖୁଣ୍ଟରେ ଝୁଲି ମୃତ୍ୟୁ ସହ ଏକ ଘଣ୍ଟା ଲଢ଼େଇ କଲେ ବଇଦୁ

ନବରଙ୍ଗପୁର: କଥାରେ ଅଛି ‘ରଖେ ହରି, ମାରେ କିଏ।’ ଅର୍ଥାତ ଭଗବାନ ଯାହାକୁ ବଞ୍ଚାଇବାକୁ ଚାହିଁବେ, ତାଙ୍କୁ କେହି ମାରିପାରିବେ ନାହିଁ। ଆଜି ଏଭଳି ଏକ ଉଦାହାରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଉମରକୋଟ ଅଞ୍ଚଳରେ। ଉମରକୋଟ ସହରରେ ଥିବା ଏକ ୬୦ ଫୁଟ ଉଚ୍ଚତାର ବିଦ୍ୟୁତ ଖୁଣ୍ଟରେ ଜଣେ…
ଅଧିକ ଖବର ଦେଖନ୍ତୁ...