Daily Archives

March 12, 2020

ଚା ପିଇବା ପରେ ଚୋବାଇ ଖାଆନ୍ତୁ କପ, ମାର୍କେଟକୁ ଆସିଲା ନିଆରା ଇଟ୍ କପ୍

ହାଇଦ୍ରାବାଦ: ପ୍ରାୟତଃ ଚା, କଫି, ଜୁସ୍ ପିଇବା ପରେ ଏହାର କପ୍ କିମ୍ବା ଗ୍ଲାସ୍ ନଷ୍ଟ ହୋଇଯାଏ ଏବଂ ଏହାକୁ ଫିଙ୍ଗିବାକୁ ପଡେ | ଅଧିକାଂଶ କପ୍ / ଗ୍ଲାସ୍ ପ୍ଲାଷ୍ଟିକ୍ ପରିବେଶ ପାଇଁ କ୍ଷତିକାରକ ହୋଇଥାଏ | ଏହି ସମସ୍ୟାକୁ ଦୂର କରିବା ପାଇଁ ହାଇଦ୍ରାବାଦ ଭିତ୍ତିକ କମ୍ପାନୀ ଏକ ନିଆରା କପ୍…
ଅଧିକ ଖବର ଦେଖନ୍ତୁ...

ମାତ୍ର ୯୮୭ଟଙ୍କାରେ କରନ୍ତୁ ବିମାନ ଯାତ୍ରା !

ନୂଆଦିଲ୍ଲୀ: ଆତଙ୍କ ସୃଷ୍ଟି କରିଥିବା କରୋନାଭାଇରସ ଏଭିଏସ୍‌ନ୍‌ ସେକ୍ଟରର ଅଣ୍ଟା ଭାଙ୍ଗି ଦେଇଥିବା କୁହାଯାଉଛି। କରୋନାଭାଇରସ ଭୟରେ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଥିବା ବି ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଯାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

୪ ବର୍ଷ ହେଲା ୟୁରୋପ ଯାଇନି: ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର: ୟେସ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଜମା ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ଅଭିଯୋଗ ପରେ ଶ୍ରୀମନ୍ଦିର ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଜର ସ୍ପଷ୍ଟୀକରଣ ରଖିଛନ୍ତି। ଆଲୋଚ୍ୟ  ବିଦେଶ ଗସ୍ତ ଅଭିଯୋଗ ପ୍ରସଙ୍ଗରେ ତତ୍କାଳୀନ ଶ୍ରୀମନ୍ଦିର…
ଅଧିକ ଖବର ଦେଖନ୍ତୁ...

ଚଳିତ ବର୍ଷ ଶେଷ ସୁଦ୍ଧା ଖାଲିଥିବା ୪.୭୫ ଲକ୍ଷ ପଦବୀ ପୂରଣ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସଂପ୍ରତି ଦେଶରେ ଖାଲି ପଡ଼ିଥିବା ୪.୭୫ ଲକ୍ଷ ପଦବୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୁବ୍‌ଶୀଘ୍ର ନିଯୁକ୍ତି ପ୍ରଦାନ କରାଯିବ ବୋଲି ଆଜି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ। ୨୦୧୯-୨୦ ବର୍ଷ ଶେଷ ସୁଦ୍ଧା କେନ୍ଦ୍ର ସରକାରଙ୍କ ଅଧୀନରେ ଖାଲି ପଡ଼ିଥିବା ୧,୩୪,୭୮୫…
ଅଧିକ ଖବର ଦେଖନ୍ତୁ...

କରୋନା ଭୟରେ ତିନିଦିନ ପାଇଁ ଅଫିସ ନ ଆସିବାକୁ ନିର୍ଦ୍ଦେଶ ଦେଲା ଫ୍ଲିପକାର୍ଟ

ବାଙ୍ଗାଲୋର: କରୋନା ଭୁତାଣୁର ସଂକ୍ରମଣତାକୁ ଦେଖି ଅନଲାଇନ ସପିଙ୍ଗ ସାଇଟ ଫ୍ଲିପକାର୍ଟ ଏହାର କର୍ମଚାରୀଙ୍କୁ ତିନିଦିନ ଯାଏଁ ନ ଆସିବାକୁ ନିର୍ଦ୍ଦେଶ ଦେଇଛି | ଫ୍ଲିପକାର୍ଟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇ କୁହାଯାଇଛି ଯେ କର୍ମଚାରୀମାନେ ଅଫିସ ନ ଆସି ଘରେ ରହି କାମ କରିବେ |…
ଅଧିକ ଖବର ଦେଖନ୍ତୁ...

ଆଇସୋଲେସନ୍‌ ଓ୍ଵାର୍ଡରେ କରୋନା ଆକ୍ରାନ୍ତଙ୍କୁ କେମିତି ରଖାଯାଇଥାଏ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍‌ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ଭାରତରେ କରୋନାଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୩ରେ ପହଞ୍ଚି ଯାଇଛି। ଯେଉଁ ବ୍ୟକ୍ତିଙ୍କ ଶରୀରରେ କରୋନାଭାଇରସ୍‌ ଲକ୍ଷଣ ଦେଖା ଦେଇଥାଏ, ତାଙ୍କୁ ୧୪ଦିନ ପର୍ଯ୍ୟନ୍ତ କଡ଼ା ନୀରିକ୍ଷଣରେ…
ଅଧିକ ଖବର ଦେଖନ୍ତୁ...

କୋର୍ଟ କାମ ସାରି ଘରକୁ ଫେରୁଥିଲେ ଆଇନଜୀବୀ, ଅଠରନଳା ନିକଟରେ ପଛପଟରୁ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ

ପୁରୀ: କୋର୍ଟ କାମ ସାରି ଆଜି ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ଜଣେ ଆଇନଜୀବୀଙ୍କ ଉପରେ ଦ୍ରୁତଗାମୀ ଟ୍ରକ ଚଢ଼ିଯାଇଛି। ପୁରୀ ସହରରେ ଥିବା ଅଠରନଳା ନିକଟରେ ଏହି ଘଟଣା ଘଟିଛି। ମୃତକ ହେଲେ ଟାଉନ ଥାନା ଅନ୍ତର୍ଗତ ବିଶ୍ୱନାଥ ବିହାର ନିବାସୀ ପ୍ରଫୁଲ୍ଲ ଚନ୍ଦ୍ର କର (୫୫)। ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ମହିଳା ଯାତ୍ରୀଙ୍କ ସୁରକ୍ଷିତ ବସ୍‌ ଯାତ୍ରା ପାଇଁ ଦେଶରେ ଚାଲିବ ‘ପିଙ୍କ୍‌ ବସ୍‌’; କିନ୍ତୁ ଓଡ଼ିଶାରେ ଗଡ଼ିବନି ‘ପିଙ୍କ୍‌…

ନୂଆଦିଲ୍ଲୀ: ଦେଶର ମହିଳାମାନଙ୍କର ବସ୍‌ ଯାତ୍ରାକୁ ସୁରକ୍ଷିତ ଓ ନିରାପଦ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏଣିକି ‘ପିଙ୍କ୍‌ ବସ୍‌’ ସେବା ଉପଲବ୍ଧ କରାଇବେ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଆଜି ସଂସଦର ଲୋକସଭାରେ ଘୋଷଣା କରିଛନ୍ତି। ତେବେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ହୋଟେଲର ରୋଷେଇଶାଳରେ ଜଳିଗଲା ଏଲପିଜି ଗ୍ୟାସ୍‌ ସିଲିଣ୍ଡର, ବର୍ତ୍ତିଲେ ଲୋକେ

ପାରଳାଖେମୁଣ୍ଡି: ଏକ ବଡ଼ ଧରଣର ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଛି ପାରଳାଖେମୁଣ୍ଡିର ହୋଟେଲ ଶ୍ରୀକୁଞ୍ଜ। ଜନଗହଳିପୂର୍ଣ୍ଣ ସମୟରେ ଆଜି ଅପରାହ୍ନରେ ହଠାତ୍‌ ରୋଷେଇଶାଳରେ ଲାଗିଥିଲା ନିଆଁ। ଗ୍ୟାସ ସିଲିଣ୍ଡର ଲିକ୍‌ ହେବା ଯୋଗୁଁ, ସିଲିଣ୍ଡର ସହ ଆସବାବପତ୍ର ହୁତୁହୁତୁ ହୋଇ ଜଳି ଉଠିଥିଲା।…
ଅଧିକ ଖବର ଦେଖନ୍ତୁ...