Daily Archives

May 5, 2020

ଦେଶରେ ରେକର୍ଡ : ଗୋଟିଏ ଦିନରେ ୩୯୦୦ ନୂଆ ସଂକ୍ରମିତ, ୧୯୫ ମୃତ୍ୟୁ

ନୂଆଦିଲ୍ଲୀ : କରୋନା ମହାମାରୀ ଭାରତରେ ଦିନକୁ ଦିନ ଅଧିକ ଗୁରୁତର ଆକାର ଧାରଣ କଲାଣି । ୨୪ ଘଣ୍ଟାରେ ଭାରତରେ ରେକର୍ଡ ୩୯୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶର ମୋଟ କରୋନା ସଂକ୍ରମିତ ସଂଖ୍ୟା ୪୬୪୩୩ ରେ ପହଞ୍ଚିଛି । ଚିନ୍ତାଜନକ ବିଷୟ ହେଉଛି ଗୋଟିଏ ଦିନରେ ପ୍ରାୟ ୧୯୫…
ଅଧିକ ଖବର ଦେଖନ୍ତୁ...

୫୦ ପ୍ରତିଶତ ନିର୍ମାଣ ଶ୍ରମିକଙ୍କୁ ଲକ୍‌ଡାଉନ୍ ସହାୟତା ମିଳିନି

ଖୋର୍ଦ୍ଧା: କୋଭିଡ୧୯ ମହାମାରୀ ପାଇଁ ଲକ୍‌ଡାଉନ୍‌ରେ ଜୀବିକା ହରାଇଥିବା ରାଜ୍ୟର ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ସରକାର କରିଥିବା ଘୋଷଣାର ଦୀର୍ଘ ୪୧ ଦିନ ବିତିଯାଇଛି । କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ଏଯାଏଁ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ ଶ୍ରମିକଙ୍କୁ ଏଯାଏଁ ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲାଇନ ଓ ମୋବାଇଲ ଆପ୍‌ ଜରିଆରେ ମଦର ‘ହୋମ୍‌ ଡେଲିଭରି’ ଆରମ୍ଭ କଲେ ଛତିଶଗଡ଼ ସରକାର

ରାୟପୁର: ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ କାଳରେ ସମଗ୍ର ଦେଶରେ ସୃଷ୍ଟି ହୋଇଥିବା ଅଭାବନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଛତିଶଗଡ଼ ସରକାର ନିଜ ରାଜ୍ୟବାସୀଙ୍କୁ ଏଥିରୁ ମୁକ୍ତି ପ୍ରଦାନ କରିବା ଲକ୍ଷ୍ୟରେ ରାଜ୍ୟରେ ମଦର ‘ହୋମ୍‌ ଡେଲିଭରି’ର ପ୍ରଚଳନ ଆରମ୍ଭ କରିଛନ୍ତି। ଏଥିପାଇଁ ଏକ ସ୍ୱତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ପୁଣି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ହେଲା ୧୭୩

ଭୁବନେଶ୍ୱର: ରାଜ୍ୟରେ ଆଜି ଅପରାହ୍ନରେ ପୁଣି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଭାବେ କରୋନା ପଜିଟିଭ ଚିହ୍ନଟ ହୋଇଥବା ବ୍ୟକ୍ତିମାନେ ବାଲେଶ୍ୱର ଓ କଟକ ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାଲେଶ୍ୱର ଜିଲ୍ଲାରୁ ୩ ଜଣ…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ ଟୀକା ବାହାର କରିବାରେ ଇସ୍ରାଏଲର ସଫଳତା

ଜେରୁଜେଲମ : ସମଗ୍ର ବିଶ୍ୱର କରୋନା ଆକ୍ରାନ୍ତ ସଂଖ୍ୟା ବଢିଚାଲିଥିବାବେଳେ ଏହାର ଟୀକା ବାହାର କରିବାକୁ ବିଶ୍ୱର ବୈଜ୍ଞାନିକମାନେ ରାତିଦିନ ଏକ କରିଦେଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଏବେ ପ୍ରାୟ ୭୦ଟି ଟୀକା ପରୀକ୍ଷଣ ସ୍ତରରେ ରହିଛି । ତେବେ ଶୁଭ ସୂଚନା ହେଉଛି ଇସ୍ରାଏଲର ଏକ…
ଅଧିକ ଖବର ଦେଖନ୍ତୁ...

କାଳବୈଶାଖୀ: ୯ ଜିଲ୍ଲାକୁ ଅରେଞ୍ଜ; ୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ କାଳବୈଶାଖୀର ସମ୍ଭାବନା ରହିଛି। ତେବେ, ଆଜି ଅପରାହ୍ଣ ଠାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ମଙ୍ଗଳବାର, ୫ ମେ ଅପରାହ୍ଣ ଠାରୁ ବୁଧବାର ଅପରାହ୍ଣ ମଧ୍ୟରେ ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତର ଦକ୍ଷିଣ ଓଡ଼ିଶାର…
ଅଧିକ ଖବର ଦେଖନ୍ତୁ...

ଦୈନିକ ୧୫ ହଜାର ନମୁନା ପରୀକ୍ଷଣ ହେବ, ଏଣିକି ଟ୍ରେନରେ ଓଡ଼ିଶା ଫେରିବେ ପ୍ରବାସୀ : ମୁଖ୍ୟମନ୍ତ୍ରୀ

ଭୁ‌ବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟରେ କରୋନା ସଂକ୍ରମଣ ଓ ଏଥିପାଇଁ ଉପୁଜିଥିବା ପରିସ୍ଥିତି ସଂପର୍କରେ ବରିଷ୍ଠ ଅଧିକାରୀମାନଙ୍କ ସହ ସମୀକ୍ଷା କରିଛନ୍ତି। ଏଥିରେ ମୁଖ୍ୟତଃ ବାହାରୁ ଆସିଥିବା ଶ୍ରମିକମାନଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା,…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ : ବଜ୍ରପାତରେ ବାପା ମୃତ, ମା, ପୁଅ ଓ ଦୁଇ ଝିଅ ଗୁରୁତର

ରାଉରକେଲା : ବଜ୍ରପାତରେ ବାପା ମୃତ ଏବଂ ମା, ପୁଅ ଓ ଦୁଇ ଝିଅ ଗୁରୁତର ହୋଇଛନ୍ତି । ଏମିତି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକରେ । ମୃତକ ଜଣକ ହେଲେ ଲାଠିକଟା ଗ୍ରାମ ଅନ୍ତର୍ଗତ ଅଟାଘାଟ ବଡବସ୍ତିର କୁଞ୍ଜଳ ଭୁମିଜ । ଗୁରୁତର ହେଲେ ପତ୍ନୀ ଯୁଗନ ଭୂମିଜ, ତାଙ୍କ ପୁଅ ଓ…
ଅଧିକ ଖବର ଦେଖନ୍ତୁ...

କଶ୍ମୀର : ସୁରକ୍ଷା ବଳ ଉପରେ ପୁଣି ଆତଙ୍କବାଦୀ ଆକ୍ରମଣ, ୫ ଆହତ

ଶ୍ରୀନଗର : ଗତ ତିନିଦିନ ହେଲା କଶ୍ମୀର ଉପତ୍ୟାକା ପୁଣି ଥରେ ଅଶାନ୍ତ ହୋଇଉଠିଛି । ଆଜି କେନ୍ଦ୍ରୀୟ କଶ୍ମୀରର ବଡଗାମ ଜିଲ୍ଲାରେ ସିଆରପିଏଫର ଏକ ପାଟ୍ରୋଲିଂ ଦଳ ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ ଫିଙ୍ଗିବାରୁ ଜଣେ ସିଆରପିଏଫ ଯବାନଙ୍କ ସମେତ ମୋଟ ୫ ଜଣ ଆହତ ହୋଇଛନ୍ତି । ସିଆରପିଏଫ ମୁଖପାତ୍ର…
ଅଧିକ ଖବର ଦେଖନ୍ତୁ...

ଦ୍ବିତୀୟ ବିଶ୍ବଯୁଦ୍ଧ ପଦକ ଦେଇ କିମ୍ ‌ଜଙ୍ଗ୍-ଉନ୍‌ଙ୍କୁ ସମ୍ମାନିତ କଲା ରୁଷ୍‌

ମସ୍କୋ: ଉତ୍ତର କୋରିଆରେ ନିହତ ସୋଭିଏତ୍ ସୈନିକମାନଙ୍କ ସମାଧିସ୍ଥଳ ସଂରକ୍ଷଣ କରିବାରେ ଗ୍ରହଣ କରିଥିବା ଭୂମିକା ଲାଗି ଉତ୍ତର କୋରିଆର ନେତା କିମ୍ ଜଙ୍ଗ-ଉନ୍‌ଙ୍କୁ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଦ୍ବିତୀୟ ବିଶ୍ବଯୁଦ୍ଧ ସ୍ମାରକୀ ପଦକରେ ସମ୍ମାନୀତ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...