Daily Archives

May 12, 2020

ମାତୃତ୍ବର ପ୍ରମାଣ ଦେବ ଡିଏନଏ ଟେଷ୍ଟ୍: ଶିଶୁପୁତ୍ରଙ୍କ ମୃତ୍ୟୁ ଖୋଲିଲା ପିଆରଏମ୍ ଶିଶୁ ବିଭାଗ ଅବ୍ୟବସ୍ଥାର ଗୁମର

ବାରିପଦା: ପିଆରଏମ୍ ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲର ଶିଶୁ ବିଭାଗରେ ହୋଇଥିବା ସାଂଘାତିକ ତ୍ରୁଟିର ଗୁମର ଖୋଲିଛି ଜନୈକ ୧୭ଦିନର ଶିଶୁପୁତ୍ରର ମୃତ୍ୟୁ। ଭୁଲରେ ଜଣଙ୍କର ସନ୍ତାନଙ୍କୁ ଆଉ ଜଣେ ଅଭିଭାବକ ନେଇଯାଇଥିବା ପିଆରଏମ୍ ଶିଶୁ ବିଭାଗ ମୁଖ୍ୟ ଡ. ପ୍ରଭାକର ମିଶ୍ର ସୂଚନା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

୫୪ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଅନଲାଇନ୍ ଠକେଇର ଶିକାର ହେଲେ ଯୁବକ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ପାତ୍ରି ଗ୍ରାମର ଜଣେ ଯୁବକ ଅନ ଲାଇନ ଠକେଇର ଶିକାର ହୋଇଥିବା ନେଇ ପାପଡାହାଣ୍ଡି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଯୁବକ ଜଣକ ପାତ୍ରି ଗ୍ରାମର ମୁରଲୀ ନାୟକ ହୋଇଥିବା ବେଳେ ତା…
ଅଧିକ ଖବର ଦେଖନ୍ତୁ...

ବାରିପଦା: ତୀରବିଦ୍ଧ ଯୁବକଙ୍କ ସଫଳ ଅସ୍ତ୍ରୋପଚାର, ୧୨ସେମିରୁ ଅଧିକ ପେଟ ଭିତରକୁ ପଶିଥିଲା ତୀର

ବାରିପଦା: ପିଆରଏମ୍ ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲର ସର୍ଜରୀ ବିଭାଗ ପକ୍ଷରୁ ତୀରବିଦ୍ଧ ଜଣେ ଯୁବକଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଛି। ପ୍ରାୟ ୧୨ସେଣ୍ଟିମିଟରରୁ ଅଧିକ ପେଟ ଭିତରକୁ ପଶିଥିଲା ଏହି ତୀର। ଶରତ ଥାନା ଅନ୍ତର୍ଗତ କଟୁରୀଆ ୱାର୍ଡ ନଂ-୧୧ ହୁଡିସାହିର ଦିବ୍ୟାଙ୍ଗ ଶିବାନ୍…
ଅଧିକ ଖବର ଦେଖନ୍ତୁ...

ଦେଶ ବ୍ୟାପୀ ଲକ୍‌ଡାଉନ ଥିବା ବେଳେ ବିଜେପି ବିଧାୟକଙ୍କ ପୁଅ ଜାତୀୟ ରାଜପଥରେ ଘୋଡ଼ା ସବାରୀ କରୁଛନ୍ତି

ନୂଆଦିଲ୍ଲୀ: କରୋନା ଭାଇରସ୍‌ ମହାମାରୀ ପାଇଁ ଦେଶରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ପାଇଁ ପାଖାପାଖି ଦୁଇମାସ ହେବ ଲକ୍‌ଡାଉନ୍‌ ଚାଲିଛି। ଏଭଳି ପରିସ୍ଥିତିରେ ସରକାର ଓ ପ୍ରଶାସନ ଏହି ଲକ୍‌ଡାଉନ୍‌କୁ ପୂର୍ଣ୍ଣ ମାତ୍ରାରେ ମାନିବା ସହିତ ସାମାଜିକ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ ସମୟରେ ପରିବାରଲୋକଙ୍କ ସାହାଯ୍ୟ ପାଇଁ ସାଇକେଲରେ ବୁଲିବୁଲି ପରିବା ବିକ୍ରି କରୁଥିବା ଝିଅକୁ ପୁଲିସ…

ଗୋହ୍ଵାଟୀ: କରୋନା ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ଦେଶରେ ଗତ ୪୦ଦିନ ହେବ ଲକ୍‌ଡାଉନ୍‌ ଚାଲିଛି। ଏବେ ଲକ୍‌ଡାଉନ୍‌ ତୃତୀୟ ପର୍ଯ୍ୟାୟ ଲାଗୁ କରାଯାଇଛି। ଏହି ସମୟରେ ପୁଲିସ ପ୍ରଶାସନ ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଭଳି ବାର୍ତ୍ତା ବାରମ୍ବାର ଲୋକମାନଙ୍କୁ ଦେଇ ଚାଲିଛନ୍ତି। ଏଥିସହିତ…
ଅଧିକ ଖବର ଦେଖନ୍ତୁ...

ଖଇରଝୋଲାରେ ୧୩ ବଖରା ଘର ଜଳିଗଲା

ଭଞ୍ଜନଗର/ଜଗନ୍ନାଥ ପ୍ରସାଦ: ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଅଳସୁ ପଞ୍ଚାୟତର ଖଇରଝୋଲା ଗ୍ରାମରେ ଆଜି ଅପରାହ୍‌ଣ ୪ଟାରେ ଅଗ୍ନିକାଣ୍ଡ ଘଟି ୧୩ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ସୁକାନ୍ତି ଗୌଡ଼ଙ୍କ ଘରୁ ନିଆଁ ବାହାରି ଗୋପାଳ ବେହେରା, ବିଦେଶୀ ମହାକୁଡ଼, ବାଞ୍ଛାନିଧି ମହାକୁଡ଼, ଫୁଲ…
ଅଧିକ ଖବର ଦେଖନ୍ତୁ...

କୋଭିଡ-୧୯ ମହାମାରୀ ସମୟରେ ରାସ୍ତାରେ ଛେପ ପକାଇବା ମହଙ୍ଗା ପଡ଼ିଲା: ଟ୍ରାଫିକ୍‌ ପୁଲିସର ଅନୁରୋଧ କ୍ରମେ ଛେପକୁ ହାତରେ…

ଚଣ୍ଡୀଗଡ଼: ଚଣ୍ଡୀଗଡ଼ରେ ଟ୍ରିବ୍ୟୁନ୍‌ ଛକ ନିକଟରେ ଡିୟୁଟି କରୁଥିବା ଟ୍ରାଫିକ୍‌ କର୍ମଚାରୀ ଜଣେ ଦୁଇଚକିଆ ଗାଡ଼ି ଚାଳକଙ୍କୁ ତାଙ୍କ ଭୁଲର ଉଚିତ ଦଣ୍ଡ ଦେଇଛନ୍ତି। ଉକ୍ତ ଗାଡ଼ି ଚାଳକ ଜଣକ ସର୍ବସାଧାରଣ ସ୍ଥାନରେ ଛେପ ପକାଇ ଚାଲି ଯାଉଥିଲେ। ଏହି ସମୟରେ ଟ୍ରାଫିକ୍‌ କର୍ମଚାରୀ ଉକ୍ତ ଗାଡ଼ି ଚାଳକଙ୍କୁ…
ଅଧିକ ଖବର ଦେଖନ୍ତୁ...

ମାଛ ଧରିବାକୁ ଯାଇ ଜୀବନ ହାରିଲେ ଦୁଇଭାଇ

ବାଲିଆପାଳ: ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମ ନିକଟସ୍ଥ ନଦୀକୁ ମାଛ ଧରିବା ପାଇଁ ଯାଇଥିବା ଦୁଇଭାଇଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଦୁଇଭାଇ ହେଲେ ମଧୁସୂଦନ ବେହେରାଙ୍କ ପୁଅ ବିଜୟ ବେହେରା (୧୮) ଓ ଅଜୟ ବେହେରା (୧୩)।…
ଅଧିକ ଖବର ଦେଖନ୍ତୁ...

୯ ମାସର ଅନ୍ତସତ୍ତ୍ୱା ଥିବା ସତ୍ତ୍ୱେ ରୋଗୀଙ୍କ ସେବାରେ ଲାଗି ପଡ଼ିଛନ୍ତି ଏହି ନର୍ସ; କହିଲେ ଏଭଳି କଥା

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ସମୟରେ କର୍ଣ୍ଣାଟକର ଶିବମୋଗାର ଏକ ହସ୍‌ପିଟାଲ୍‌ରେ ରୋଗୀଙ୍କୁ ସେବା ଯୋଗାଉଥିବା ଜଣେ ନର୍ସ ଏବେ ଚର୍ଚ୍ଚାର ପରିସରରେ ରହିଛନ୍ତି। ୯ମାସର ଅନ୍ତସତ୍ତ୍ୱା ଥାଇ ମଧ୍ୟ କୋଭିଡ-୧୯ ମହାମାରୀ ଭଳି ପରିସ୍ଥିତିରେ ସେ ଭୟ ନକରି ରୋଗୀଙ୍କୁ ସେବା ଯୋଗାଇ ଚାଲିଛନ୍ତି।…
ଅଧିକ ଖବର ଦେଖନ୍ତୁ...

କରୋନା ପଜିଟିଭ୍‌ ମହିଳା ଜନ୍ମ ଦେଇଥିବା ଯାଆଁଳା ଶିଶୁଙ୍କ ରିପୋର୍ଟ ନେଗେଟିଭ୍‌

ନୂଆଦିଲ୍ଲୀ: କରୋନାଭାଇରସ୍‌ ମହାମାରୀରେ ସର୍ବାଧିକ ପ୍ରଭାବିତ ତାଲିକାରେ ମହାରାଷ୍ଟ୍ର ରହିଛି। କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ରରେ ଏଯାବତ୍ କରୋନା ସଂକ୍ରମଣ ସଂଖ୍ୟା ପାଖାପାଖି ୨୪,୦୦୦ରେ ପହଞ୍ଚି ଯାଇଛି। କିଛି କରୋନା ସଂକ୍ରମିତ ରୋଗୀ…
ଅଧିକ ଖବର ଦେଖନ୍ତୁ...