Daily Archives

May 20, 2020

ସଙ୍ଗରୋଧ କେନ୍ଦ୍ରରେ ଅଶ୍ଳୀଳ ନୃତ୍ୟର ଆୟୋଜନ; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍‌

ପଟନା: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଦେଶରେ ବିଗତ ୫୪ଦିନ ହେବ ଲକ୍‌ଡାଉନ୍‌ ଜାରି କରାଯାଇଛି। ଦେଶରେ କରୋନା ସଂକ୍ରମଣର ସଂଖ୍ୟା ପାଖାପାଖି ୧ଲକ୍ଷରେ ପହଞ୍ଚି ଯାଇଥିବା ବେଳେ ୩୧୦୦ରୁ ଅଧିକ ଲୋକଙ୍କ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଛି। ଏହି ଲକ୍‌ଡାଉନ୍‌ ସମୟରେ ପୁଲିସ ବି ଯେଉଁମାନେ…
ଅଧିକ ଖବର ଦେଖନ୍ତୁ...

ସାବଧାନ! ମୋବାଇଲ୍‌କୁ ଆସୁଛି କରୋନା ଭାଇରସ୍‌ ସହିତ ଜଡ଼ିତ ଥିବା ବିପଦପୂର୍ଣ୍ଣ ଭାଇରସ୍‌; ସିବିଆଇ କଲା ଆଲର୍ଟ

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କ ଉପରେ ବିପଦ ରହିଥିବା ନେଇ ସିବିଆଇ ସମଗ୍ର ଦେଶରେ ଆଲର୍ଟ ଜାରି କରିଛି। ସିବିଆଇ ଏହି ଆଲର୍ଟରେ ରାଜ୍ୟର ପୁଲିସ, କେନ୍ଦ୍ର ଶାସିତ ଅଞ୍ଚଳ ଓ ଏଜେନ୍ସିମାନଙ୍କୁ ସତର୍କ କରି ଏଭଳି ବିପଦପୂର୍ଣ୍ଣ ଭାଇରସ୍‌ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି।…
ଅଧିକ ଖବର ଦେଖନ୍ତୁ...

ଅବସରପ୍ରାପ୍ତ ପୁଲିସ ଶ୍ୱଶୁରଙ୍କ ବିରୋଧରେ ବୋହୂ ଆଣିଲେ ସଙ୍ଗୀନ ଅଭିଯୋଗ, ‘ଶୋଇବାକୁ ନଦେଇ ସବୁବେଳେ କରୁଥିଲେ…

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ ଶ୍ୱଶୁରଙ୍କ ବିରୋଧରେ ତାଙ୍କ ବୋହୂ ଆଣିଛନ୍ତି ଏକ ସଙ୍ଗୀନ ଅଭିଯୋଗ । ମୁରାଦାବାଦ ଜିଲ୍ଲାର ଏକ ଥାନାରେ ପୀଡିତା ବୋହୂ ଅଭିଯୋଗ କରି କହିଛନ୍ତି, ମୋର ଶ୍ୱଶୁର ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ। ତାଙ୍କର ନାମ ରାଜେନ୍ଦ୍ର।…
ଅଧିକ ଖବର ଦେଖନ୍ତୁ...

ଭାରତରୁ ଆସୁଥିବା କରୋନା ଭାଇରସ ଅଧିକ ବିପଦଜନକ : ନେପାଳ

କାଠମାଣ୍ଡୁ : ଭାରତ ଓ ନେପାଳ ମଧ୍ୟରେ ଗତ ଅନେକ ଶତାବ୍ଦୀ ଧରି ବନ୍ଧୁତା ରହିଆସିଛି । ତେବେ ନେପାଳରେ ଗତ କିଛି ବର୍ଷ ହେଲା କ୍ଷମତାରେ ଥିବା କମ୍ୟୁନିଷ୍ଟ ଦଳ ଯୋଗୁଁ ଏହି ସଂପର୍କରେ ଅବନତି ଦେଖାଦେଇଛି । ବିଶେଷ କରି ନେପାଳ ଚୀନର ଋଣ ବୋଝରେ ରହିଥିବାରୁ ଚୀନ କଥାରେ ପଡ଼ି ଭାରତ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି ଜିଲ୍ଲାରେ ପୁଣି ୧୧ କରୋନା ପଜିଟିଭ୍‌ ଚିହ୍ନଟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧୩

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କର ମଧ୍ୟରୁ ୧୦ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜଣେ ସଂଗରୋଧ କେନ୍ଦ୍ରରେ ସେବା ଯୋଗାଉଥିଲେ। କଳାହାଣ୍ଡି ଜିଲ୍ଲାପାଳ ଡ.ଗାଭାଲି ପରାଗ ହର୍ଷଦ ପ୍ରେସ ବିଜ୍ଞପ୍ତି ଜରିଆରେ ଏହି…
ଅଧିକ ଖବର ଦେଖନ୍ତୁ...

ମେ ୨୫ରୁ ଆରମ୍ଭ ହେବ ଘରୋଇ ବିମାନ ଚଳାଚଳ: ହରଦୀପ ସିଂ ପୁରୀ

ନୂଆଦିଲ୍ଲୀ:  ମେ ୨୫ରୁ ପୁଣି ଆରମ୍ଭ ହେବ ଯାତ୍ରୀବାହୀ ବିମାନ ସେବା। ସୋମବାରରୁ ଘରୋଇ ବେସାମରିକ ବିମାନ ଚଳାଚଳ ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ବୁଧବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସମସ୍ତ ବିମାନବନ୍ଦର ଏବଂ ବିମାନ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ରାତି ୮ଟା ଯାଏ ବର୍ଷା ସହ ପବନ ବହିବ : ଆଇଏମଡି ଡିଜି

ନୂଆଦିଲ୍ଲୀ: ଅତିଭୀଷଣ ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ଆଜି ଅପରାହ୍ଣରେ ଓଡ଼ିଶା ଉପକୂଳ ଅତିକ୍ରମ କରିବା ପରେ ଏବେ ପଶ୍ଚିମବଙ୍ଗର ଦୀଘା ଓ ବାଲାଂଦେଶର ହତିୟା ମଧ୍ୟରେ ସୁନ୍ଦରବନ ଦେଇ ସ୍ଥଳଭାଗକୁ ଅତିକ୍ରମ କରୁଛି। ତେବେ, ଓଡ଼ିଶା ଉପକୂଳ ଅତିକ୍ରମ କରିଯିବା ପରେ ଅମ୍ଫାନ ପ୍ରଭାବରେ ଗଭୀର ଭାବେ…
ଅଧିକ ଖବର ଦେଖନ୍ତୁ...

ଦେଶର ପ୍ରତି ୧୦୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ଜଣ ଆରୋଗ୍ୟ ହେଉଛନ୍ତି : ଲବ ଅଗ୍ରଓ୍ୱାଲ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତମାନେ ଦ୍ରୁତ ଗତିରେ ଆରୋଗ୍ୟଲାଭ କରୁଛନ୍ତି ଓ ତାହା ଏବେ ୪୨୨୯୮ରେ ପହଞ୍ଚିଛି । ଏହା ସହିତ ଦେଶର ଆରୋଗ୍ୟ ହାର ୪୦ ପ୍ରତିଶତରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି । କେନ୍ଦ୍ର ସରକାରଙ୍କ ଦୈନିକ…
ଅଧିକ ଖବର ଦେଖନ୍ତୁ...