Daily Archives

May 27, 2020

ବ୍ୟବଚ୍ଛେଦ ପାଇଁ ଅଣାଯାଇଥିବା ଶବର ହୃଦସ୍ପନ୍ଦନ ଚାଲୁଥିବା ଜାଣି ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର, ତା’…

ରାଞ୍ଚି: ବେଳେ ବେଳେ କିଛି ଏଭଳି ଘଟଣା ଘଟେ ଯାହାକୁ ବିଶ୍ୱାସ କରିବା କଷ୍ଟକର ହୋଇପଡେ | ରାଞ୍ଚିରେ ମଧ୍ୟ ଠିକ ସେଭଳି ଏକ ଘଟଣା ଘଟିଛି | ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣେ ବ୍ୟକ୍ତି ପୁଣି ନିଜ ଜୀବନ ଫେରି ପାଇଥିବା ଘଟଣା ବିଷୟରେ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ | ଯୁବକଙ୍କ…
ଅଧିକ ଖବର ଦେଖନ୍ତୁ...

ଏଲାୟନ୍ସ ଏୟାର ବିମାନ ବାତିଲ ସମୟ ବୃଦ୍ଧି କଲା, ସ୍ପାଇସ୍‌ଜେଟ୍‌ର ହାଇଦ୍ରାବାଦ ବିମାନ ମଧ୍ୟ ବାତିଲ

ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସ୍‌ଜେଟ୍‌ର କୋଲକାତା- ହାଇଦ୍ରାବାଦ ଭାୟା ଝାରସୁଗୁଡ଼ା ବିମାନ ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ବାତିଲ ହୋଇଥିବା ସୂଚନା ମିଳିଛି। ଅମ୍ଫାନ ଯୋଗୁଁ ସ୍ପାଇସ୍‌ଜେଟ୍‌ର ଏହି ବିମାନ ହାଇଦ୍ରାବାଦ-ଝାରସୁଗୁଡ଼ା ମଧ୍ୟରେ ଗତ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ସଂଗରୋଧ ଗୃହରେ ପୁତ୍ର ସନ୍ତାନ ଜନ୍ମ କଲେ ମହିଳା

ଜୟପୁର/କାଠରଗଡା: କୋରାପୁଟ ଜିଲ୍ଲା ବୋରିଗୁମ୍ମାଲ ବ୍ଲକ କାଠରଗଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ସଂଗରୋଧ ଗୃହରେ ଥିବା ମହିଳାଙ୍କ ପୁତ୍ର ସନ୍ତାନ ଜନ୍ମ। ମହିଳା ଜଣକ ହେଉଛନ୍ତି କାଠରଗଡା ପଞ୍ଚାୟତ ଅନ୍ତର୍ଗତ ପ୍ରଧାନୀପୁଟ ଗାଁର ସାଇବ ଜାନୀଙ୍କ ସ୍ତ୍ରୀ ଶ୍ରୀମତି ଜାନୀ (୨୮)। ସେ…
ଅଧିକ ଖବର ଦେଖନ୍ତୁ...

ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ଭାରତର କରୋନା ଆକ୍ରାନ୍ତ ସଂଖ୍ୟା ୬ ଲକ୍ଷ ଛୁଇଁପାରେ : ବିଶେଷଜ୍ଞ

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ଏବେ ନିୟମିତଭାବେ ବଢିଚାଲିଛି ଓ ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ଶିଖରରେ ପହଞ୍ଚିବ ବୋଲି ସଂକ୍ରାମକ ଓ ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଲଣ୍ଡନ ସ୍କୁଲ ଅଫ ହାଇଜିନ ଏଣ୍ଡ ଟ୍ରପିକାଲ ମେଡିସିନର ପ୍ରଫେସର ତଥା ସେଣ୍ଟର ଫର…
ଅଧିକ ଖବର ଦେଖନ୍ତୁ...

୬୮,୦୦୦ ଟଙ୍କା ଖର୍ଚ କରି ବିମାନରେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇଲେ କୃଷକ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୫ରୁ ସାରା ଦେଶକୁ ସରକାର ଲକଡାଉନ କରି ରଖିଥିବା ବେଳେ ଏବେ ଧୀରେ ଧୀରେ ପ୍ରତିବନ୍ଧକକୁ କୋହଳ କରାଯାଉଛି | ତେବେ ଲକଡାଉନ ହେବା ପରେ ମାସ ମାସ ଧରି ନିଜ ପରିବାରଠାରୁ ଦୂରରେ ରହୁଥିବା ପ୍ରବାସୀ ଶ୍ରମିକମାନେ କାମ ନମିଳିବାରୁ ଘରକୁ…
ଅଧିକ ଖବର ଦେଖନ୍ତୁ...

ଦ୍ଵାରଶୁଣୀ ଘାଟିରେ ପୁଣି ଦୁର୍ଘଟଣା, ୪ ଗୁରୁତର

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ୪୯ନମ୍ବର ଜାତୀୟ ରାଜପଥ ଦ୍ୱାରଶୁଣୀ ଘାଟିରେ ଘଟିଯାଇଛି ପୁଣି ଏକ ମର୍ମନ୍ତୁତ ଦୁର୍ଘଟଣା। କାର ଓ ଅଟୋ ମୁହାଁମୁହିଁ ଧକ୍କାରେ ଚାରି ଜଣ ଲୋକ ଗୁରୁତର ହେବା ସହିତ ଅନ୍ୟ ଚାରି ଜଣ ଲୋକ ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଏକ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଜିଉଙ୍କ ସ୍ନାନଯାତ୍ରା: ରାତି ୧ଟାରୁ ପହଣ୍ଡି, ମଧ୍ୟାହ୍ନ ୧୨ଟା ମଧ୍ୟରେ ହାତୀବେଶ

ପୁରୀ: ଶ୍ରୀଜିଉଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ନୀତିନର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଆଗାମୀ ଜୁନ ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସ୍ନାନଯାତ୍ରା ମଧ୍ୟରାତ୍ରରୁ ଆରମ୍ଭ ହୋଇ ତାପରଦିନ ସନ୍ଧ୍ୟା ପୂର୍ବରୁ ଶେଷ ହେବ। ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାରଙ୍କ ସୂଚନା ଅନୁସାରେ ଜୁନ୍‌…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ଜିଲ୍ଲାରେ ସୁସ୍ଥ ହେଲେ ୭୪ କରୋନା ରୋଗୀ, ସକ୍ରିୟ ୩୨, ବାହାର ଜିଲ୍ଲାର ପ୍ରବାସୀ ଭଦ୍ରକ ଷ୍ଟେସନରେ…

ଭଦ୍ରକ: କରୋନା ମହାମାରୀରେ ଭଦ୍ରକ ଜିଲ୍ଲା ରେଡ୍ ଜୋନରେ ପରିଗଣିତ ହୋଇଛନ୍ତି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ଓଡ଼ିଶାରେ ଭଦ୍ରକ ଜିଲ୍ଲା ଚତୁର୍ଥ ସ୍ଥାନରେ ରହିଛି। ଏବେ ସୁଦ୍ଧା ଜିଲ୍ଲାରେ ୧୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପୂର୍ବରୁ ୪୬ ଜଣ ସୁସ୍ଥ…
ଅଧିକ ଖବର ଦେଖନ୍ତୁ...

ସିବିଏସଇ ଛାତ୍ରଛାତ୍ରୀମାନେ ନିଜ ଜିଲ୍ଲାରେ ପରୀକ୍ଷା ଦେଇପାରିବେ

ନୂଆଦିଲ୍ଲୀ : ସିବିଏସଇ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଆଶ୍ୱସ୍ତିଭରା ଖବର । ଲକଡାଉନ ସମୟରେ ଯେଉଁ ଛାତ୍ରଛାତ୍ରୀମାନେ ନିଜ ରାଜ୍ୟ ବା ଜିଲ୍ଲାକୁ ଯାଇଥିଲେ ସେମାନଙ୍କୁ ନିଜ ଜିଲ୍ଲାରେ ହିଁ ପରୀକ୍ଷାରେ ବସିବାକୁ ସୁଯୋଗ ଦିଆଯିବ । ଏ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ସଂକେତ ଦେଇଛି…
ଅଧିକ ଖବର ଦେଖନ୍ତୁ...

ସୁରତରୁ ଘରକୁ ଫେରିବା ପାଇଁ ଷ୍ଟେସନ ଆସୁଥିବା ବ‌େଳେ ଟଳିପଡ଼ିଲେ ପ୍ରବାସୀ ଓଡ଼ିଆ, ଡାକ୍ତରଖାନାରେ ଗଲା ଜୀବନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକର ଖଇରଚ୍ଛଟା ଗ୍ରାମରେ ବସବାସ କରୁଥିବା ଜଣେ ପ୍ରବାସୀ ଶ୍ରମିକଙ୍କ ସୁରାଟରେ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ନାମ ସିଲୁ ଜେନା। ପ୍ରବାସୀ ଶ୍ରମିକ ସୁରକ୍ଷା ମଞ୍ଚ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପୋଲସରା ବ୍ଲକର ଖଇରଚ୍ଛଟା ଗ୍ରାମର ପ୍ରଫୁଲ୍ଲ…
ଅଧିକ ଖବର ଦେଖନ୍ତୁ...