Daily Archives

May 27, 2020

କୋଭିଡ-୧୯ ରୋଗୀଙ୍କ ମାଗଣାରେ ଚିକିତ୍ସା ପାଇଁ ଘରୋଇ ଡାକ୍ତରଖାନା ଚିହ୍ନଟ କରନ୍ତୁ କେନ୍ଦ୍ର ସରକାର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମିତ ରୋଗୀଙ୍କୁ ମାଗଣାରେ କିମ୍ବା ନାମମାତ୍ର ମୂଲ୍ୟରେ ଚିକିତ୍ସା କରାଯିବା ପାଇଁ ଘରୋଇ ଡାକ୍ତରଖାନା ଚିହ୍ନଟ କରାଯାଉ | ଏ ନେଇ ଆଜି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଏସ୍ ଏ ବୋବଡେଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଭିଡିଓ…
ଅଧିକ ଖବର ଦେଖନ୍ତୁ...

୪୦ ଡିଗ୍ରି ଉପରେ ସିଝିଲା ୧୪ ସହର, ଅନୁଗୁଳରେ ତାପମାତ୍ରା ୪୩.୭ ଡିଗ୍ରି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ମଧ୍ୟ ପ୍ରବଳ ତାପମାତ୍ରା ଅନୁଭୂତ ହୋଇଛି। ଆଜି ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରେକର୍ଡ କରାଯାଇଛି। ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୪୩.୭ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। ପଶ୍ଚିମ ଓଡ଼ିଶାର ସହରଗୁଡ଼ିକରେ ଅଧିକ ତାପମାତ୍ରା…
ଅଧିକ ଖବର ଦେଖନ୍ତୁ...

ଭାରତର ହିନ୍ଦୁବାଦୀ ମୋଦୀ ସରକାର ପଡ଼ୋଶୀ ଦେଶମାନଙ୍କୁ ଧମକାଉଛନ୍ତି : ଇମ୍ରାନ ଖାଁ

ନୂଆଦିଲ୍ଲୀ : ସୀମାରେ ଭାରତ ଓ ଚୀନ ସେନା ମୁହାଁମୁହିଁ ଥିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବୟାନ ଆସିଛି । ସେ କହିଛନ୍ତି ଯେ ଭାରତର ହିନ୍ଦୁ ଜାତୀୟତାବାଦୀ ଦଳ ପଡ଼ୋଶୀ ଦେଶମାନଙ୍କୁ ଧମକାଉଛି । ଏକ ଟ୍ୱିଟ କରି ସେ ଲେଖିଛନ୍ତି ଯେ ହିନ୍ଦୁତ୍ୱବାଦୀ ନରେନ୍ଦ୍ର ମୋଦୀ…
ଅଧିକ ଖବର ଦେଖନ୍ତୁ...

କଣ୍ଟେନମେଣ୍ଟ ଜୋନରେ ସ୍ଥିତି ଶାନ୍ତ: ବଫର ଜୋନରେ ଖୋଲିଲା ଦୋକାନ ବଜାର

ରାଉରକେଲା : ଗତକାଲି କଣ୍ଟେନମେଣ୍ଟ ଜୋନରେ ଲାଗି ରହିଥିବା ଉତ୍ତେଜନା ଆଜି ସୁଧାର ଆସିଛି l ଯେଉଁ ସ୍ଥାନରେ ଉତ୍ତେଜନା ହୋଇଥିଲା ସେଠାରେ ଭଙ୍ଗା ଯାଇଥିବା ବାରିକେଡ଼କୁ ପୁଣି ବାନ୍ଧି ଦିଆଯାଇଛି l ଅନ୍ୟାନ୍ୟ ସ୍ଥାନରେ ଭଙ୍ଗା ଯାଇଥିବା ବ୍ୟାରିକେଡ଼ ସେମିତି ପଡିଛି l ଗତକାଲି ପରି ଆଜି…
ଅଧିକ ଖବର ଦେଖନ୍ତୁ...

ସାମାଜିକ ଦୂରତା ପାଳନ ନ କଲେ କାର୍ଯ୍ୟାନୁଷ୍ଠାନ : ପୁଲିସ କମିସନର

ଭୁବନେଶ୍ୱର: ସାମାଜିକ ଦୂରତା ପାଳନ କରିବାକୁ ପଡ଼ିବ। ସାମାଜିକ ଦୂରତା ପାଳନ ନ କଲେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ। ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଲୋକମାନଙ୍କୁ ସାମାଜିକ ଦୂରତାର ମହତ୍ୱ ବୁଝିବାକୁ ପଡ଼ିବ।…
ଅଧିକ ଖବର ଦେଖନ୍ତୁ...

ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦର ମଧ୍ୟସ୍ଥତା କରିବାକୁ ଆମେରିକା ପ୍ରସ୍ତୁତ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ୍: ସୀମାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା କମୁନଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ଚୀନ୍ ମଧ୍ୟରେ ମଧ୍ୟସ୍ଥତା କରିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି | ଆଜି ଟୁଇଟ୍ କରି ଏ ନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ | ଭାରତ ଏବଂ ଚୀନ୍…
ଅଧିକ ଖବର ଦେଖନ୍ତୁ...

ପାହାଡ଼ ଉପରେ ଆନ୍ଧ୍ର ସୀମାନ୍ତ ଚେକ୍ ପୋଷ୍ଟ: ବସରେ ବିତୁଛି ପୁଲିସ୍ ବାହିନୀର ଦିନ

ରାୟଗଡ଼ା: ସକାଳେ ଖରା, ସଂଧ୍ୟାରେ ବର୍ଷା। ଦିନ ତମାମ ମୁଣ୍ଡଫଟା ଖରା ସମ୍ଭାଳି ହେଉନଥିବା ବେଳେ ସଂଧ୍ୟାରେ ବର୍ଷା ପବନରେ ଉଡ଼ି ଯାଉଛି ଅସ୍ଥାୟୀ ଟେଣ୍ଟ୍। ଫଳରେ ବସରେ ବିତୁଛି ଦିନ ଓ ରାତି। ଦିନେ କି ସପ୍ତାହେ ନୁହେଁ, ପାହାଡ଼ ଉପରେ ୨ ମାସ ହେଲା ନିଜ ଜୀବନକୁ ବାଜି ଲଗାଇ ସୀମା ସୁରକ୍ଷାରେ…
ଅଧିକ ଖବର ଦେଖନ୍ତୁ...

ସଙ୍ଗରୋଧ କେନ୍ଦ୍ରରେ ଶୋଇଥିବା ବେଳେ ବାଳିକାର ମସ୍ତକକୁ ଦଂଶନ କଲା ସାପ; ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ହେଲା…

ନୈନିତାଲ: ଉତ୍ତରାଖଣ୍ଡ ନୈନିତାଲରେ ଏକ ସଙ୍ଗରୋଧ କେନ୍ଦ୍ରରେ ନିଜର ପରିବାର ସହିତ ଶୋଇଥିବା ବେଳେ ଜଣେ ବାଳିକାର ସର୍ପ ଦଂଶନରେ ମୃତ୍ୟୁ ହୋଇଛି। ମୃତ ବାଳିକାର ନାମ ଅଞ୍ଜଳି ଓ ତାର ବୟସ ଦଶବର୍ଷ ପାଖାପାଖି ହେବ ବୋଲି କୁହାଯାଉଛି। ଏଭଳି ଏକ ଦୁଃଖଦ ଘଟଣା ବେତାଲଘାଟ ବ୍ଲାକ୍‌ ଅନ୍ତର୍ଗତ ମେଟି…
ଅଧିକ ଖବର ଦେଖନ୍ତୁ...

ନେପାଳ : ମାନଚିତ୍ର ସଂଶୋଧନ ପାଇଁ ସଂସଦରେ ବିତର୍କ ପ୍ରସ୍ତାବ ସ୍ଥଗିତ

କାଠମାଣ୍ଡୁ : ମାନଚିତ୍ର ସଂଶୋଧନ ଲାଗି ବୁଧବାରଦିନ ନେପାଳର ସଂସଦର ଅନୁଷ୍ଠିତ ହେବାକୁ ଥିବା ବିତର୍କକୁ ସ୍ଥଗିତ ରଖାଯାଇଛି । ବୁଧବାରଦିନ ହେବାକୁ ଥିବା ବିତର୍କଗୁଡ଼ିକର ତାଲିକାରୁ ଏହାକୁ ହଟାଇ ନିଆଯାଇଛି । ନେପାଳ ସୀମାରେ ଥିବା କାଲାପାନି, ଲିପୁଲେଖ ଓ ଲିମିପିଆଧିରା ଅଞ୍ଚଳ ଭାରତୀୟ ଅଞ୍ଚଳ…
ଅଧିକ ଖବର ଦେଖନ୍ତୁ...

କରୋନା ଭୟ: ଘୋଡା ବି ଗଲା ୧୪ ଦିନିଆ କ୍ୱାରେଣ୍ଟାଇନ୍‌ରେ; ଦେଶରେ ପ୍ରଥମ

ଶ୍ରୀନଗର: ସଂପ୍ରତି ଦେଶରେ କରୋନା ବା କୋଭିଡ୍‌-୧୯ ସଂକ୍ରମଣ ଏକ ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିଛି। ଏପରିସ୍ଥିତିରେ ଜମ୍ମୁ- କଶ୍ମୀର ପ୍ରଶାସନ ଏକ ଘୋଡ଼ାକୁ କରୋନା ପ୍ରଟୋକଲ ମୁତାବକ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ରେ ପଠାଇ ଦେଇଥିବା ଜାଣିବାକୁ ମିଳିଛି। ସଂପୃକ୍ତ ଘୋଡାଟି ରେଡ-ଜୋନ୍‌…
ଅଧିକ ଖବର ଦେଖନ୍ତୁ...