Daily Archives

August 11, 2020

ଦୁର୍ଘଟଣାରେ ପରେ ବି ବିମାନ କମ୍ପାନୀକୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ: ଗତ ଶୁକ୍ରବାର ଦିନ କୋଝିକୋଡ଼ରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା | ଏଥିରେ ପାଇଲଟଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା | ତେବେ ଆପଣ ଜାଣନ୍ତି କି ଦୁର୍ଘଟଣାର ଶିକାର ହୋଇଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନକୁ ବୀମା ବା ଇନ୍ସ୍ୟୁରାନ୍ସ କମ୍ପାନୀମାନେ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱର ପ୍ରଥମ କରୋନା ଟିକାକୁ ନେଇ ରୁଷିଆ ସହ ଆଲୋଚନା କରୁଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ରୁଷିଆ ବିଶ୍ୱର ପ୍ରଥମ କରୋନା ଟିକାର ପଞ୍ଜିକରଣ କରିଛି ବୋଲି ଏହାର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ ଘୋଷଣା କରିଛନ୍ତି । ଏ  ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ମୁଖପାତ୍ର କହିଛନ୍ତି କି ଏହି ଟିକା ବିଶ୍ବବାସୀଙ୍କ ସ୍ବ‌ାସ୍ଥ୍ୟ ସକାଶେ ସୁରକ୍ଷିତ କି ନାହିଁ ତାହାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ସୌମ୍ୟରଂଜନଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଆଶୁ ଆରୋଗ୍ୟ ଓ ସୁସ୍ବାସ୍ଥ୍ୟ କାମନା କଲେ

ଭୁବନେଶ୍ୱର: ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କ ସହିତ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଧାୟକ ସୌମ୍ୟରଂଜନ ଖୁବ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି କାମନା କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

କରୋନା କାଳରେ ରାସ୍ତାକଡ଼ରେ ମକା ବିକ୍ରି କରୁଥିବା ଦୋକାନୀର ଠେଲାକୁ ଓଲଟାଇ ଦେଲା ପୁଲିସ

ଲକ୍ଷ୍ମୌ: ଲକ୍‌ଡାଉନ୍‌ ସମୟରେ ଅନେକ ଲୋକଙ୍କ ରୋଜଗାର ଠପ୍‌ ହୋଇଯାଇଥିବା ବେଳେ କେହି କେହି ନିଜର ଜୀବିକା ମଧ୍ୟ ହରାଇଛନ୍ତି। ବର୍ତ୍ତମାନ ସମୟରେ ଲକ୍‌ଡାଉନ୍‌କୁ କୋହଳ କରାଯାଇ ଅନ୍‌ଲକ୍‌-୩ ଜାରି କରାଯାଇଛି। ଏଭଳି ପରିସ୍ଥିତିରେ ଉଠା ବିକାଳିମାନେ ଦୁଇପଇସା ରୋଜଗାର କରିବା ପାଇଁ ରାସ୍ତାକୁ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ ରାଜନୀତି: ଜୟପୁରରେ ପହଞ୍ଚିଲେ ସଚିନ୍‌ ପାଇଲଟ୍‌ କହିଲେ ପ୍ରତିଶୋଧ ପରାୟଣ ରାଜନୀତି ଠିକ୍‌ ନୁହେଁ…

ଜୟପୁର: ରାଜସ୍ଥାନ ରାଜନୀତିରେ ବିଦ୍ରୋହୀ ଉପମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ କଂଗ୍ରେସ ଉଚ୍ଚ କତ୍ତୃପକ୍ଷ କରିବା ପରେ ଶ୍ରୀ ପାଇଲଟ ତାଙ୍କ ସମର୍ଥକ ବିଧାୟକମାନଙ୍କୁ ଧରି ଆଜି ସନ୍ଧ୍ୟାରେ ଜୟପୁର ଫେରି ଆସିଛନ୍ତି। ବିଦ୍ରୋହ ଘୋଷଣା ପରେ ଦୀର୍ଘ ଏକ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ଜିଲ୍ଲାପାଳଙ୍କ ସୂଚନା: ବାସୁଦେବପୁର ବିଡିଓ କରୋନା ପଜିଟିଭ, ଚାନ୍ଦବାଲି ସଟ୍‌ଡାଉନ ରହିବ ୫ ଦିନ

ଭଦ୍ରକ: ବାସୁଦେବପୁର ବିଡିଓ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି, ବିଡିଓ କରୋନା ପଜିଟିଭ ଚିହ୍ନଟ ହେବା ପରେ ବାସୁଦେବପୁର ବ୍ଲକ କାର୍ଯ୍ୟାଳୟକୁ ୨ ଦିନ ଲାଗି ଅଗଷ୍ଟ ୧୧ ଓ ୧୨ ସଟ୍‌ଡାଉନ୍‌ ରଖାଯାଇଛି।…
ଅଧିକ ଖବର ଦେଖନ୍ତୁ...

୧୭୮୫ କରୋନା ସଂକ୍ରମିତ ସୁସ୍ଥ ହେଲେ, ରାଜ୍ୟରେ ସୁସ୍ଥ ସଂଖ୍ୟା ୩୪୮୦୫

ଭୁବନେଶ୍ୱର: ଆଜି ପୁଣି ଥରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୨୭ଜିଲ୍ଲାରୁ ୧୭୮୫ଜଣ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି। ଏହା ଫଳରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା…
ଅଧିକ ଖବର ଦେଖନ୍ତୁ...

ଜଣାଶୁଣା ବଲିଉଡ୍‌ ଗୀତିକାର ତଥା ଊର୍ଦ୍ଦୁ କବି ରାହତ ଇନ୍ଦୋରୀଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ଥିଲେ ଇନ୍ଦୋରୀ

ଇନ୍ଦୋର : କରୋନା ଭାଇରସ୍ ପଜିଟିଭ୍‌ ଚିହ୍ନଟ ‌ହୋଇଥିବା ଜଣାଶୁଣା ବଲିଉଡ୍‌ ଗୀତିକାର ତଥା ଊର୍ଦ୍ଦୁ କବି ରାହତ ଇନ୍ଦୋରୀଙ୍କର ମଙ୍ଗଳବାର ହୃଦଘାତରେ ମୃତ୍ୟୁ ଘଟିଛି। ଅସୁସ୍ଥ ରାହତ ଇନ୍ଦୋରୀଙ୍କୁ ଚିକିତ୍ସା ପାଇଁ ଇନ୍ଦୋରର ଅରବିନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ ଚାର୍ଜରେ ବସାଇ କଥା ହେବା ହେଲା କାଳ; ଘଟଣାସ୍ଥଳରେ ମା’ ଓ ଦୁଇ ଶିଶୁଙ୍କ ମୃତ୍ୟୁ

ଚେନ୍ନାଇ: ତାମିଲନାଡୁରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ମୋବାଇଲ୍‌ ବିସ୍ଫୋରଣ ହେତୁ ଦୁଇ ଶିଶୁଙ୍କ ସମେତ ମା’ଙ୍କର ମୃତ୍ୟୁ ହୋଇଛି। ମୃତ ମା’ଙ୍କ ନାମ ମୁଥୁଲକ୍ଷ୍ମୀ ଓ ବୟସ ୨୯ବର୍ଷ ଏବଂ ଦୁଇ ପିଲାଙ୍କ ନାମ ରଣଜିତ (୩ବର୍ଷ) ଓ ଦକ୍ଷିତ (୨ ବର୍ଷ)ବୋଲି ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ କରୋନା ନେଲାଣି ୨୯୬ ଜଣଙ୍କର ଜୀବନ, ଗଂଜାମ ଜିଲ୍ଲାରେ ମୃତକଙ୍କ ସଂଖ୍ୟା୧୪୦କୁ ବୃଦ୍ଧି

ଭୁବନେଶ୍ୱର: ମହାମାରୀ କରୋନା ଭାଇରସ ଲାଗି ରାଜ୍ୟରୁ ୨୯୬ ଜଣଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ହେଁ ମୃତ୍ୟୁହାରରେ ସୁଧାର ଆସୁନାହିଁ। ଆଜି ପୁଣି ଜିଲ୍ଲାରେ ୩ଜଣଙ୍କ ମୃତ୍ୟୁ ଘଟିଛି। ଜିଲ୍ଲାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୪୦ରେ ପହଞ୍ଚିଛି। ଏଥି ସହିତ…
ଅଧିକ ଖବର ଦେଖନ୍ତୁ...