Daily Archives

September 5, 2020

ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ, ଲକ୍ଷାଧିକ ଟଙ୍କ‌ାର ନକଲି ଜର୍ଦ୍ଦା ଜବତ, ୨ ଅଟକ

ଭଦ୍ରକ: ଭଦ୍ରକର ପୁରୁଣାବଜାର  ଅଞ୍ଚଳରୁ ଏକ ନକଲି ଜର୍ଦ୍ଦା  ତିଆରି କାରଖାନା ଉପରେ ପୁରୁଣାବଜାର ପୁଲିସ ଚଢାଉ କରିଛି।  ଚଢାଉ ବେଳେ ଲକ୍ଷାଧିକ  ଟଙ୍କାର ନକଲି  ଜର୍ଦ୍ଦା ଜବତ କରାଯାଇଥିବା ବେଳେ ଜର୍ଦ୍ଦା ତିଆରି କରିବା ‌ପାଇଁ ବିଭିନ୍ନ କଂପାନିର ଲୋଗ, ମେସିନ୍ ଓ କେମିକାଲସ୍ ଜବତ…
ଅଧିକ ଖବର ଦେଖନ୍ତୁ...

ଚୀନ୍‌ର ଆକ୍ରମଣାତ୍ମକ ଆଚରଣ ଦ୍ୱିପାକ୍ଷିକ ଚୁକ୍ତିନାମାକୁ ଉଲ୍ଲଂଘନ କରୁଛି: ଚୀନର ପ୍ରତିରକ୍ଷା ମନ୍ତ୍ରୀ ୱେଇ…

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଜାରି ରହିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚୀନ୍‌ର ଆକ୍ରମଣାତ୍ମକ ଆଚରଣ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଚୁକ୍ତିନାମାକୁ ଉଲ୍ଲଂଘନ କରୁଛି ବୋଲି ଚୀନର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ୱେଇ ଫେଙ୍ଗିଙ୍କୁ କହିଛନ୍ତି। ଶୁକ୍ରବାର…
ଅଧିକ ଖବର ଦେଖନ୍ତୁ...

ରବିବାର ଦିନ ପ୍ରକାଶ ପାଇବ ଆଇପିଏଲ୍ ୨୦୨୦ ସମୟସୂଚୀ: ଅଧ୍ୟକ୍ଷ ବ୍ରଜେଶ ପଟେଲ୍

ଦୁବାଇ: ରବିବାର ଦିନ ‘ଇଣ୍ଡିଆନ୍ ପ୍ରିମିୟର୍‌ ଲିଗ୍’ର ୧୩ଶ ସଂସ୍କରଣ ପ୍ରକାଶ ପାଇବ ବୋଲି ଅଧ୍ୟକ୍ଷ ବ୍ରଜେଶ ପଟେଲ୍ ସୁନିଶ୍ଚିତ କରି କହିଛନ୍ତି। ସେପ୍ଟେମ୍ବର ୧୯ ତାରିଖରୁ ୟୁନାଇଟେଡ୍ ଆରବ ଏମିରେଟ୍‌ସ୍ ଏହି ଅର୍ଥ-ସମୃଦ୍ଧ ଲିଗ୍ ଆରମ୍ଭ ହେବାକୁ ଧାର୍ଯ୍ୟ କରାଯାଇଛି। କ୍ରିକେଟ୍‌…
ଅଧିକ ଖବର ଦେଖନ୍ତୁ...

ଲକଡାଉନ୍ ସମୟରେ ପୁଲିସକର୍ମୀଙ୍କ ଦ୍ବାରା ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ଗମ୍ଭୀରତାର ସହ ନିଆଯାଇଛି; ତଦନ୍ତ ଜାରି…

ଭୁବନେଶ୍ବର : ଲକଡାଉନ୍ ସମୟରେ ନାବାଳିକାଙ୍କୁ ରାଜଧାନୀ ଭୁବନେଶ୍ବରରେ ପୁଲିସ କର୍ମଚାରୀ ଗଣଦୁଷ୍କର୍ମ କରିବା ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯାଇଛି ଓ ଏହାର ତଦନ୍ତ କରାଯାଉଛି ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ। ସେ କହିଛନ୍ତି ଯେ ଏହି…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ରାଣୀତାଲ ଅଞ୍ଚଳରୁ ବ୍ରାଉନ୍‌ ସୁଗାର ଜବତ, ୨ ଅଟକ  

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ  ରାଣୀତାଲ ନିକଟବର୍ତ୍ତୀ ଅଞ୍ଚଳର ପୁଲିସ ଆଜି ଏକ ବ୍ରାଉନ୍‌ ସୁଗାର ଚୋରାକାରବାର କରୁଥିବା ଟିମ୍‌ କୁ ଧରିବାରେ ସଫଳ ହୋଇଛି। ଏଇ ବ୍ରାଉନ ସୁଗାର ଚୋରାର କାରବାର କରୁଥିବା ଦୁଇ ଯୁବକ ବାଲେଶ୍ୱରରୁ ବ୍ରାଉନ ସୁଗାର  ଆଣି ଭଦ୍ରକ  ଆଡକୁ ଆସୁଥିଲେ।…
ଅଧିକ ଖବର ଦେଖନ୍ତୁ...

ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ବଢିଚାଲିଛି ଭାରତୀୟଙ୍କ ସୁନା ମୋହ, ଅଗଷ୍ଟରେ ୩୫.୫ ଟନ ସୁନା ଆମଦାନି

ନୂଆଦିଲ୍ଲୀ : କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଭାରତୀୟ ଅର୍ଥନୀତି ଏବେ ସଂକଟରେ । ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ସମାଜର ତଳସ୍ତରର ଲୋକେ । ଏହା ସତ୍ତ୍ୱେ ଭାରତୀୟମାନେ ନିଜର ସୁନା ମୋହକୁ ଛାଡ଼ିପାରିନାହାନ୍ତି । ଆଗକୁ ପାର୍ବଣ ଋତୁ ଓ ବିବାହ ଋତୁ ଥିବାରୁ ଭାରତୀୟଙ୍କ ସୁନା ଚାହିଦା…
ଅଧିକ ଖବର ଦେଖନ୍ତୁ...

ପ୍ରକାଶ ପାଇଲା ଯୁକ୍ତ ୨ କଳା ପରୀକ୍ଷା ଫଳ : ପାସ୍‌ ପ୍ରତିଶତ ୬୭.୫୬%, ପୁଣି ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ 

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପରୀକ୍ଷା ଫଳ ପୁସ୍ତିକା‌ ପ୍ରକାଶ କରିଛନ୍ତି। ଯୁକ୍ତ ୨ କଳା ପରୀକ୍ଷାରେ ସମୁଦାୟ ୬୭.୫୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌…
ଅଧିକ ଖବର ଦେଖନ୍ତୁ...

ସ୍ବାମୀ ଅନୁଭବ ମହାନ୍ତିଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣି ଅଦାଲତର ଦ୍ବାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶନୀ, ଶୁଣାଣି…

କଟକ : ଓଲିଉଡ୍‌ ସୁପର୍‌ଷ୍ଟାର୍‌ ତଥା ବିଜେଡ଼ି ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣି ଅଦାଲତର ଦ୍ବାରସ୍ଥ ହୋଇଛନ୍ତି ପତ୍ନୀ ତଥା ଓଲିଉଡ୍‌ର ସୁପରିଚିତା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। ସେ କଟକ ଏସ୍‌ଡିଜେଏମ୍‌  ଅଦାଲତରେ ସ୍ବାମୀ ଅନୁଭବଙ୍କ ନାମରେ ନିର୍ଯାତନା…
ଅଧିକ ଖବର ଦେଖନ୍ତୁ...

ବାଂଲାଦେଶ ମସ୍‌ଜିଦ୍‌ରେ ଏକସଙ୍ଗେ ୬ଟି ଏୟାର୍‌ କଣ୍ଡିସନର୍‌ ବିସ୍ଫୋରଣ ଘଟି ୧୨ ମୃତ ଓ ୨୫ ଆହତ

ଢାକା: ବାଂଲାଦେଶର ରାଜଧାନୀ ଢାକା ଉପକଣ୍ଠସ୍ଥିତ ଏକ ମସ୍‌ଜିଦ୍‌ରେ ଏକକାଳୀନ ୬ଟି ଏୟାର୍‌ କଣ୍ଡିସନର୍‌ ବିସ୍ଫୋରଣ ଘଟିବାରୁ ଜଣେ ପିଲା ସମେତ ଅନ୍ୟୂନ ୧୨ଜଣ ଉପାସକଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୨୫ଜଣ ଆହତ ହୋଇଥିବା କଥା ଶନିବାର ଦିନ ଅଗ୍ନିଶମ ଅଧିକାରୀମାନେ କହିଛନ୍ତି। ଗ୍ୟାସ୍‌ ଲିକ୍…
ଅଧିକ ଖବର ଦେଖନ୍ତୁ...

ଜଳୁଥିବା ତୈଳବାହୀ ଜାହାଜକୁ ଶ୍ରୀଲଙ୍କା ଉପକୂଳରୁ ଦୂରକୁ ନିଆଗଲା : ଭାରତୀୟ ତଟରକ୍ଷୀ ବାହିନୀ

କଲମ୍ବୋ : ଶ୍ରୀଲଙ୍କା ଉପକୂଳରେ ଗତ ତିନିଦିନ ଧରି ଜଳୁଥିବା ତୈଳବାହୀ ଜାହାଜ ଏମଟି ନ୍ୟୁ ଡାଇମଣ୍ଡକୁ ଗଭୀର ସମୁଦ୍ର ମଧ୍ୟକୁ ନିଆଯାଇଛି । ଏହା ଫଳରେ ଶ୍ରୀଲଙ୍କା ଉପକୂଳ ପ୍ରତି ଥିବା ବିପଦ ଦୂର ହୋଇଛି ବୋଲି ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ) ପକ୍ଷରୁ କୁହାଯାଇଛି । ଜାହାଜରେ ଏବେ ବି…
ଅଧିକ ଖବର ଦେଖନ୍ତୁ...