Daily Archives

September 6, 2020

ଚୋରକୁ ଧରାଇଲା ଫାଷ୍ଟଟ୍ୟାଗ: ଯାଜପୁରରୁ ଚୋରି ହେଲା, ପଶ୍ଚିମବଙ୍ଗରେ ଧରାପଡିଲା

ଯାଜପୁର: ଫାଷ୍ଟଟ୍ୟାଗ ଯୋଗୁଁ ଜଣେ ଗାଡି ମାଲିକ ନିଜର ଲୁଟ ହୋଇଥିବା ଟ୍ରକକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି । ଯାଜପୁର ଜିଲ୍ଳା ବାଲିଚନ୍ଦ୍ରପୁର ଥାନା ଚାରିନଙ୍ଗଳ ଅଂଚଳର ଏସ କେ ଅବଦୁଲ ଓହିଦଙ୍କର ଏକ ୧୪ ଚକିଆ ଟ୍ରକକୁ ଗତ ସେପ୍ଟେମ୍ବର ୧ ତାରିଖ ଦିନ ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର…
ଅଧିକ ଖବର ଦେଖନ୍ତୁ...

ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ବାଲେଶ୍ବର ନାବାଳକଙ୍କୁ ଦୁଇ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ଅର୍ଥ ପ୍ରଦାନ କରିବାକୁ…

ନୂଆଦିଲ୍ଲୀ: ୨୦୧୮ରେ ଏକ ଆକ୍ରମଣରେ ଆହତ ହୋଇଥିବା ଜଣେ ତଫସିଲଭୁକ୍ତ ସମ୍ପ୍ରଦାୟର ଜଣେ ନାବାଳକକୁ ଦୁଇ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ଅର୍ଥ ଦେବାକୁ ଜାତୀୟ ମାନବ ଅଧିକାର କମିସନ୍ ‘ଏନ୍‌ଏଚ୍ଆର୍‌ସି’ ବାଲେଶ୍ବର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ କହିଛନ୍ତି। ସିଭିଲ୍‌ ଲିବର୍ଟି ଓକିଲ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ସମସ୍ତ ଜିଲ୍ଲାରେ ରହିଛି ଘୂର୍ଣ୍ଣିଝଡ଼ ସମ୍ଭାବନା

ଭୁବନେଶ୍ୱର: ସଂପ୍ରତି ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ସ୍ଥିତିରେ ରହିଛି। ତଥାପି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ସେପ୍ଟେମ୍ବର ୮ ତାରିଖ, ମଙ୍ଗଳବାର ଅପରାହ୍ନ ମଧ୍ୟରେ ରାଜ୍ୟର ବହୁ ଜିଲ୍ଲାରେ ଘୂର୍ଣ୍ଣିଝଡ଼ ବା କାଳବୈଶାଖୀର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ…
ଅଧିକ ଖବର ଦେଖନ୍ତୁ...

ଚୀନ୍‌ରୁ ଆରମ୍ଭ କରି ରୁଷ୍‌ ପର୍ଯ୍ୟନ୍ତ, କରୋନାଭାଇରସ୍‌ ଟିକା ନିମନ୍ତେ ଗୁପ୍ତଚର ପଛରେ ଗୁପ୍ତଚର ଲଗାଇଛନ୍ତି ଅଧିକାଂଶ…

ୱାସିଂଟନ୍: କରୋନାଭାଇରସ୍ ଟିକା ନିମନ୍ତେ ପ୍ରତିଦ୍ବନ୍ଦ୍ବିତା ଯୋଗୁଁ ବିଶ୍ବର ଅଧିକାଂଶ ଦେଶ ଗୁଇନ୍ଦା ଏଜେନ୍‌ସିଙ୍କୁ ସକ୍ରିୟ କରାଇଛନ୍ତି। ଚୀନ୍ ଗୁଇନ୍ଦା ହ୍ୟାକର୍‌ମାନେ କରୋନାଭାଇରସ୍ ଟିକା ଡାଟା ଚୋରି କରିବାକୁ ଚାହୁଁଥିଲେ। ତେଣୁ ସେମାନେ ଅପେକ୍ଷାକୃତ ସହଜ ଉପାୟ ବାଛିଲେ। ଔଷଧ…
ଅଧିକ ଖବର ଦେଖନ୍ତୁ...

ସନ୍ତାନ ପାଇଁ କିଏ ଚାଁହୁ ନଥିଲେ ବର୍ଷା ନା ଅନୁଭବ?

ଭୁବନେଶ୍ୱର: ପ୍ରଥମେ ବର୍ଷା ଓ ତାଙ୍କ ପରେ ଅନୁଭବ | ବର୍ଷାଙ୍କ ପିଟିସନ ପରେ ଆଜି ଅନୁଭବଙ୍କ ପିଟିସନ ସାମ୍ନାକୁ ଆସିଛି | ଗତକାଲି ବର୍ଷାଙ୍କ ଅଭିଯୋଗ ପରେ ଛାଡପତ୍ର ନେଇ କୋର୍ଟରେ ୪୭ ପୃଷ୍ଠାର ପିଟିସନ ଦାଖଲ କରିଛନ୍ତି ଅନୁଭବ ମହାନ୍ତି । ପତ୍ନୀଙ୍କ ଆଚରଣ ତାଙ୍କୁ ମର୍ମାହତ କରିଥିବା…
ଅଧିକ ଖବର ଦେଖନ୍ତୁ...

ଗିରଫ ପରେ ସେପ୍ଟେମ୍ବର ୯ପର୍ଯ୍ୟନ୍ତ ରିମାଣ୍ଡରେ ଗଲେ ସୁଶାନ୍ତ ସିଂ ରାଜପୁତଙ୍କ ଘରୋଇ ସହାୟକ ଦୀପେଶ ସାଓ୍ଵନ୍ତ

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଶୁକ୍ରବାର ରିୟାଙ୍କ ଭାଇ ସୌଭିକ ଏବଂ ପୂର୍ବତନ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଗିରଫ କରିଥିଲା ଏନସିବି। ଦୁହିଁଙ୍କ ଗିରଫ ପରେ ଗତକାଲି ସୁଶାନ୍ତ ସିଂଙ୍କ ପୂର୍ବତନ ଘରୋଇ ସହାୟକ ଦୀପେଶ ସାଓ୍ଵନ୍ତଙ୍କୁ ଏନସିବି ଗିରଫ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧାରେ ୨୧,୪୧୫, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ରାଜ୍ୟରେ ୩୮୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୮୬ ଓ ସ୍ଥାନୀୟ ଅଞ୍ଚଳରୁ ୧୫୨୪ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୨୪ ହଜାର ୩୧କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ…
ଅଧିକ ଖବର ଦେଖନ୍ତୁ...

ପତ୍ନୀ ବର୍ଷାଙ୍କ ଅଭିଯୋଗ ପରେ ଛାଡ଼ପତ୍ର ନେଇ କୋର୍ଟରେ ୪୭ ପୃଷ୍ଠାର ପିଟିସନ ଦାଖଲ କଲେ ଅନୁଭବ

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା  ପ୍ରିୟଦର୍ଶନୀଙ୍କ ଜୀବନରେ ଉଠିଥିବା ଝଡ଼ରେ ଆଜି ଆସିଛି ନୂଆ ମୋଡ଼ । ଗତକାଲି ପତ୍ନୀ ବର୍ଷାଙ୍କ ଅଭିଯୋଗ ପରେ ଛାଡ଼ପତ୍ର ନେଇ କୋର୍ଟରେ ୪୭ ପୃଷ୍ଠାର ପିଟିସନ ଦାଖଲ କରିଛନ୍ତି ଅନୁଭବ ମହାନ୍ତି । ପତ୍ନୀଙ୍କ ଆଚରଣ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଖାନା ନେଉଥିବା ବେଳେ କରୋନା ପୀଡ଼ିତାଙ୍କ ସହ ଦୁଷ୍କର୍ମ କଲେ ଆମ୍ବୁଲାନ୍ସ ଚାଳକ

ଥିରୁବନନ୍ତପୁରମ୍: କେରଳର ଥିରୁବନନ୍ତପୁରମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ କରୋନା ଆକ୍ରାନ୍ତଙ୍କ ସହ ଡାକ୍ତରଖାନା ନେଇ ଯାଉଥିବା ଜଣେ ଆମ୍ବୁଲାନ୍ସ ଚାଳକ ଦୁଷ୍କର୍ମ କରିବ‌ା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାଟି କେରଳ ପଠାନାମଥୀତାରେ ଘଟିଛି। ଘଟଣାଟି ଶନିବା‌ର…
ଅଧିକ ଖବର ଦେଖନ୍ତୁ...

୨୪ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ସର୍ବାଧିକ ୭୦,୦୦୦ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବିଶ୍ବ ତାଲିକାର ବହୁ ପଛରେ ଥିବା ଭାରତ ଏବେ ବିଶ୍ବରେ ତୃତୀୟ ସର୍ବାଧିକ ସଂକ୍ରମିତ ରାଷ୍ଟ୍ରରେ ପରିଣତ ହୋଇଛି । ଗତ କିଛି ଦିନ ହେଲାଣି କମିବା ପରିବର୍ତ୍ତେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ…
ଅଧିକ ଖବର ଦେଖନ୍ତୁ...