Daily Archives

September 24, 2020

ରସିକିଆ ଟ୍ୟୁସନ ମାଷ୍ଟର: ଏକୁଟିଆ ଡ଼ାକି ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ମହଙ୍ଗା ପଡ଼ିଲା, ସିଲ୍ ହେଲା କୋଚିଂ ସେଣ୍ଟର

ଜୟପୁର: କୋଚିଂ ସେଣ୍ଟର କବାଟ ବନ୍ଦ କରି ନବମ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଏ ନେଇ କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡିତାଙ୍କ ମାଇଁ। ଅଭିଯୋଗ ପାଇବା ପରେ ପୁଲିସ ସମ୍ପୃ୍କ୍ତ ଟ୍ୟୁସନ ମାଷ୍ଟରକୁ ଅଟକ ରଖି ପଚରାଉଚୁରା କରିବା ପରେ ଆସନ୍ତାକାଲି କୋଭିଡ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ଧାରାବିବରଣୀ ଲାଗି ମୁମ୍ବାଇରେ ଥିବା ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର୍ ଡିନ୍‌ ଜୋନ୍‌ସ୍‌ଙ୍କର ହୃଦ୍‌ଘାତରେ…

ମୁମ୍ବାଇ: ଗୁରୁବାର ଦିନ ହୃଦ୍‌ଘାତ ଯୋଗୁଁ ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର୍‌ ଡିନ୍‌ ଜୋନ୍‌ସଙ୍କର ମୁମ୍ବାଇରେ ଦେହାନ୍ତ ହୋଇଯାଇଛି। ତାଙ୍କୁ ୫୯ ବର୍ଷ ହୋଇଥିଲା। ଇଣ୍ଡିଆନ୍ ପ୍ରିମିୟର୍‌ ଲିଗ୍‌ର ହୋଷ୍ଟ୍‌ ବ୍ରୋଡ୍‌କାଷ୍ଟର୍‌ ହେବା ନିମନ୍ତେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଉତ୍ତମ ତ୍ବଚା ଚାହାନ୍ତି କି? ଏହି ସବୁ କ୍ଷତିକାରକ ଖାଦ୍ୟ ଓ ପାନୀୟରୁ ନିଜକୁ ଦୂରେଇ ରଖନ୍ତୁ

ଆମେ ଦୈନନ୍ଦିନ ଜୀବନରେ ଏମିତି ଗୁଡ଼ାଏ ଖାଦ୍ୟ ଖାଇଥାଉ ଯାହାକି ଶରୀର ପାଇଁ ଖୁବ୍‌ କ୍ଷତିକାରକ ହୋଇଥାଏ। ଏମିତି ଅନେକ ଖାଦ୍ୟ ରହିଛି ଯାହା ଆମର ତ୍ୱଚାକୁ ରୁକ୍ଷ କରିଥାଏ। ଖାଦ୍ୟ ଖାଇବା ନେଇ ସତର୍କତା ଅବଲମ୍ବନ କଲେ ଆମେ କିଛି ମାତ୍ରାରେ ଆମ ତ୍ୱଚାର ଚମକ ବଜାୟ ରଖିପାରିବା। ଜୁସ୍‌: ଅନେକ…
ଅଧିକ ଖବର ଦେଖନ୍ତୁ...

ଊହାନ୍ ଲ୍ୟାବ୍‌ରେ କରୋନାଭାଇରସ୍ ମନୁଷ୍ୟକୃତ ବୋଲି ଦାବି କରିଥିବା ଚୀନା ଭୂତାଣୁବିତ୍ କହିଲେ, ଭୁଲ୍ ଲୁଚାଇବାରେ…

ନୂଆଦିଲ୍ଲୀ: ଚୀନା ଭୂତାଣୁବିତ୍ ଲି-ମେଙ୍ଗ୍ ୟାନ୍ ପୁନର୍ବାର ତାଙ୍କ ଦାବି ଉପସ୍ଥାପନ କରି କହିଛନ୍ତି ଯେ ଚୀନ୍ ଊହାନ୍ ପରୀକ୍ଷାଗାରରେ କରୋନାଭାଇରସ୍ ତିଆରି କରିଛି। ନିକଟରେ ‘ୱିଅନ୍‌’ ସହ ସାକ୍ଷାତ୍‌କାରରେ ସେ କହିଛନ୍ତି ଯେ, କୋଭିଡ୍-୧୯ ବିସ୍ତାର କଥା ଚୀନ୍ ସରକାର ଜାଣିଥିଲେ ଏବଂ ଏ…
ଅଧିକ ଖବର ଦେଖନ୍ତୁ...

ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବହୁ ଜିଲ୍ଲାରେ ଘୂର୍ଣ୍ଣିଝଡ଼ ସହ ବଜ୍ରପାତର ସମ୍ଭାବନା; ସତର୍କ ସୂଚନା ଜାରି କଲେ…

ଭୁବନେଶ୍ୱର: ପଶ୍ଚିମ ମଧ୍ୟପ୍ରଦେଶ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଦୁର୍ବଳ ହୋଇପଡ଼ିଛି। ତେବେ, ପୂର୍ବ ଉତ୍ତରପ୍ରଦେଶ ଏବଂ ଏହା ଆଖପାଖର କେନ୍ଦ୍ରୀୟ ଅଂଶ ଉପରେ ଏକ ଲଗୁଚାପ ବଳୟ ସମୁଦ୍ର ପତ୍ତନ ଠାରୁ ୫.୮ କିଲୋମିଟର ଉଚ୍ଚତାରେ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ଆଜି ୩୪୯ ଜଣ କରୋନା ପଜିଟିଭ ଚିହ୍ନଟ; ସ୍ଥାନୀୟ ଅଞ୍ଚଳରୁ ୨୨୯

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୩୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ପଜିଟିଭଙ୍କ ମଧ୍ୟରେ ସଂଗରୋଧରୁ ୧୨୦ଜଣ ଓ ସ୍ଥାନୀୟ ଅଂଚଳରୁ ୨୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ …
ଅଧିକ ଖବର ଦେଖନ୍ତୁ...

କାରରେ ଏକୁଟିଆ ଯାଉଥିଲେ ମାସ୍କ ବାଧ୍ୟତାମୂଳକ ନୁହେଁ; ପୁଲିସର ଜରିମାନା ପରେ ମାମଲା ରୁଜ୍ଜୁ କଲେ ଆଇନଜୀବୀ

ନୂଆଦିଲ୍ଲୀ: କରୋନା ଭଳି ମହାମାରୀଠାରୁ ଦୂରେଇ ରହିବାକୁ ସାମାଜିକ ଦୂରତା ସହ ମାସ୍କ ପିନ୍ଧି ଯିବାଆସିବା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଘର ବାହାରକୁ ଗୋଡ କାଢିଲା ମାତ୍ରେ ମୁହଁରେ ମାସ୍କ ଲଗାଇ ବାହାରିବା ପାଇଁ ସରକାର କହିଛନ୍ତି । ଯଦି କୌଣସି ବ୍ୟକ୍ତି ସରକାରଙ୍କ ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକ ପାଲଟିଲେ ଇଞ୍ଜିନିୟର, ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ଅସମର୍ଥ ଛାତ୍ରଙ୍କର ଅଫ୍‌ଲାଇନ୍‌ କ୍ଲାସ୍‌ ନେଇ ସାଜିଲେ…

ଚେନ୍ନାଇ: ତାମିଲନାଡୁର ପୁଡୁକୋଟ୍ଟାଇର ଥୋଣ୍ଡାଇମାନ ଓରାନି ନାମକ ଏକ ଗ୍ରାମରେ ଏକ ଭିନ୍ନ ପ୍ରକାରର ସେତୁ ନିର୍ମାଣ କରି ଚର୍ଚ୍ଚା ପାଲଟିଥିବା କିଛି ଇଞ୍ଜିନିୟର ଏବେ ଅନ୍ୟ ଏକ କାରଣରୁ ଲୋକପ୍ରିୟ ହେବାରେ ଲାଗିଛନ୍ତି। ‌ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ଅସମର୍ଥ ଛାତ୍ରଛାତ୍ରୀଙ୍କ ହାତମୁଠାରେ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁରରେ ଚାଞ୍ଚଲ୍ୟ; ମନ୍ଦିରରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା

ବ୍ରହ୍ମପୁର: ରକ୍ତରଂଜିତ ହୋଇଛି ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ମେଣ୍ଟୁଛକ ନିକଟସ୍ଥ ରାଧାକୃଷ୍ଣ ମନ୍ଦିର। ମନ୍ଦିର ପରିସରରେ ଘଟିଛି ଏକ ନିର୍ମମ ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଛନ୍ତି। ଏହି ଘଟଣା ବ୍ରହ୍ମପୁର ସହରରେ…
ଅଧିକ ଖବର ଦେଖନ୍ତୁ...

କଳାପାଣି ଅଞ୍ଚଳରେ ଜନଗଣନା କରିବାକୁ ଯୋଜନା କରୁଛି ନେପାଳ, ଭାରତ କହୁଛି କରାଇ ଦେବନି

ପିଥୋରାଗଡ଼: ନିଜର ବୋଲି ଦାବି କରି ପିଥୋରାଗଡ଼ର ଲିପୁଲେଖ, ଲିମ୍ପିୟାଧୁରା ଏବଂ କଳାପାଣି ଅଞ୍ଚଳ ଦର୍ଶାଉଥିବା ମାନଚିତ୍ରକୁ ସ୍କୁଲ୍ ପାଠବହି ଓ ମୁଦ୍ରାରେ ସାମିଲ କରିବା ଲାଗି ପଦକ୍ଷେପ ନେବା ପରେ ଏହି ସବୁ ଅଞ୍ଚଳରେ ନେପାଳ ଏବେ ଜନଗଣନା କରିବାକୁ ଯୋଜନା କରୁଛି। ପ୍ରତି ୧୦ ବର୍ଷରେ…
ଅଧିକ ଖବର ଦେଖନ୍ତୁ...