Daily Archives

October 4, 2020

ବାହାରିନରେ କାର୍ଯ୍ୟରତ ଓଡ଼ିଆ ସିଇଓ’ଙ୍କୁ ସମ୍ମାନ: ରାଜ୍ୟର ଶ୍ରେଷ୍ଠ ୨୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ…

ବାରିପଦା: ବାହାରିନରେ ଦାଦାଭାଇ ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ରେ କାର୍ଯ୍ୟରତ ଓଡ଼ିଆ ସିଇଓ ଅରୁଣ କୁମାର ପ୍ରହରାଜଙ୍କୁ ରାଜ୍ୟରେ ସମ୍ମାନିତ କରାଯାଇଛି। ଏକ ଘରୋଇ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ଶ୍ରେଷ୍ଠ ୨୦ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ମଧ୍ୟରେ ସ୍ଥାନ ପାଇଛନ୍ତି ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ଜେଜେ ମା’ଙ୍କୁ ଭେଟିବାକୁ ୨ହଜାର ୮ଶହ କିମି ପଥ ପାଦରେ ଚାଲିଚାଲି ଗଲା ୧୦ବର୍ଷର ନାତି

ନୂଆଦିଲ୍ଲୀ: କରୋନା ଭାଇରସ ମାମଲା ଏବେ ବି ବୃଦ୍ଧି ପାଇବାରେ ଲାଗିଛି। ଏହି ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ଦେଶରେ ଲକଡାଉନ୍ ଘୋଷଣା କରାଯାଇଥିଲା। ଏହି ଲକଡାଉନ୍ ସମୟରେ ଟ୍ରେନ୍, ପ୍ଲେନ୍ ସହିତ ପବ୍ଲିକ ଟ୍ରାନ୍ସପୋର୍ଟ ବନ୍ଦ ରହିଥିଲା। ଯେଉଁଥିପାଇଁ ଲୋକମାନଙ୍କୁ ଅନେକ ଅସୁବିଧାର…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୨୦୨୦: ଚେନ୍ନାଇ ସୁପର କିଙ୍ଗସ୍‌ ଆଗରେ ୧୭୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗସ୍‌ ଇଲେଭେନ୍‌ ପଂଜାବ

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ଅଷ୍ଟାଦଶ ମ୍ୟାଚ୍‌ରେ କିଙ୍ଗସ୍‌ ଇଲେଭେନ୍‌ ପଂଜାବ ଓ ଚେନ୍ନାଇ ସୁପର କିଙ୍ଗସ୍‌ ମଧ୍ୟରେ ମୁକାବିଲା ହେଉଛି। ଚେନ୍ନାଇ ଟିମ୍‌ ଆଗରେ ପଂଜାବ ୧୭୯ ରନ୍‌ ବିଜୟ ଲକ୍ଷ୍ୟ ରଖିଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌…
ଅଧିକ ଖବର ଦେଖନ୍ତୁ...

ଶାସନ ନୁହେଁ କେବଳ ସଂସ୍କାର ଦ୍ବାରା ଦୁଷ୍କର୍ମ ମାମଲା ରୋକା ଯାଇପାରିବ: ଉତ୍ତରପ୍ରଦେଶ ବିଜେପି ବିଧାୟକ

ବଲ୍ଲିଆ: ଉତ୍ତରପ୍ରଦେଶର ହାଥ୍‌ରସ୍‌ରେ ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରାଯିବା ଓ ପରେ ତାଙ୍କର ମୃତ୍ୟୁ ହେବା ଘଟଣା ଯୋଗୁଁ ସମଗ୍ର ଦେଶରେ ତୀବ୍ର ପ୍ରତିବାଦ ଚାଲିଥିବା ବେଳେ ବଲ୍ଲିଆର ବି‌ଜେପି ବିଧାୟକ ସୁରେନ୍ଦ୍ର ସିଂହ କହିଛନ୍ତି ଯେ, ଝିଅମାନଙ୍କୁ ଉତ୍ତମ ମୂଲ୍ୟବୋଧ ଶିକ୍ଷା ଦେଇ…
ଅଧିକ ଖବର ଦେଖନ୍ତୁ...

ଗଂଜାମ: ଆମ୍ବୁଲାନ୍ସରେ ଭାଙ୍ଗ ଚାଲାଣ, ୨ ଅଟକ

କବିସୂର୍ଯ୍ୟନଗର/ଭଂଜନଗର: ଆମ୍ବୁଲାନ୍ସରେ ଭାଙ୍ଗ ବ୍ୟବସାୟ ହେଉଛି। ଆଜି ଅପରାହ୍ନରେ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ପୁଲିସ୍‌ ଏକ ଭାଙ୍ଗ ଭର୍ତ୍ତି ଆମ୍ବୁଲାନ୍‌ସକୁ ଜବତ କରିଛି। ପୁଲିସ୍‌ ବୁଢାମ୍ବ ଛକ ଠାରେ ପେଟ୍ରୋଲିଂ କରୁଥିବା ବେଳେ ଏକ ଆମ୍ବୁଲାନ୍ସ ସାମ୍ନାପଟୁ ଆସିଥିଲା। ସେଥିରେ କିଛି…
ଅଧିକ ଖବର ଦେଖନ୍ତୁ...

ବଦଳିଲେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ସରୋଜ କୁମାର ମିଶ୍ରଙ୍କୁ ନୂଆ ଦାୟିତ୍ୱ

ଜଗତସିଂହପୁର/ଭୁବନେଶ୍ୱର: ଜଗତ୍‌ସିଂହପୁର ଜିଲ୍ଲା ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ଜିଲ୍ଲାପାଳ ସଂଗ୍ରମ କେଶରୀ ମହାପାତ୍ରଙ୍କ ବଦଳି ହୋଇଛି। ଶ୍ରୀ ମହାପାତ୍ରଙ୍କ ସ୍ଥାନରେ ରାଜ୍ୟ ସରକାରଙ୍କ ଗୃହ ବିଭାଗରେ କାର୍ଯ୍ୟରତ ଅତିରିକ୍ତ ସଚିବ ସରୋଜ କୁମାର ମିଶ୍ରଙ୍କୁ ଦାୟିତ୍ୱ ମିଳିଛି। ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ଅନଲାଇନ୍ କ୍ଲାସ ପାଇଁ ପିଲା ଗଛ ଉପରେ ବସି ପାଠପଢ଼ୁଥିବା ଖବର ପାଇବା ପରେ ଗାଁରେ ଟାୱର ବସାଇଲେ ସୋନୁ

ନୂଆଦିଲ୍ଲୀ; ବଲିଉଡ ଅଭିନେତା ସୋନୁ ସୁଦ କରୋନା ଭାଇରସ କାରଣରୁ ଅଭାବୀ ଏବଂ ଗରିବ ଲୋକଙ୍କୁ ଲକଡାଉନରେ ସାହାଯ୍ୟ କରି ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତା ସୋନୁ ସୁଦ ଛୋଟ ପିଲାମାନଙ୍କର ଶିକ୍ଷା ପାଇଁ ଯାହା କରିଛନ୍ତି ସେଥିପାଇଁ ପିଲାମାନେ ତାଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି| କରୋନା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୨୦୨୦: ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୩୪ ରନ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ

ସାରଜା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୦ର ସପ୍ତଦଶ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ମୁମ୍ବାଇ ଇଣ୍ଡିଆନ୍ସ ୩୪ ରନ୍‌ରେ ପରାସ୍ତ କରିଛି। ଏଥି ସହିତ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍‌ର ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନ ଦଖଲ କରିଛି। ମୁମ୍ବାଇ ଏପର୍ଯ୍ୟନ୍ତ ୫ଟି…
ଅଧିକ ଖବର ଦେଖନ୍ତୁ...

କରୋନା ଯୋଦ୍ଧାଙ୍କୁ ଆଉ ଏକ ସଫଳତା: ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ଟପିଲା, ଆଜି ଆରୋଗ୍ୟ ହେଲେ ୪୧୦୮ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସହଯୋଗ ଓ କରୋନା ଯୋଦ୍ଧାଙ୍କର ଲଗାତାର ଉଦ୍ୟମ ଯୋଗୁଁ ଆଜି ଆଉ ଏକ ସଫଳତା ମିଳିଛି। ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ଟପିଛି। ଆଜି ମୋଟ୍‌ ୪ ହଜାର ୧୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ…
ଅଧିକ ଖବର ଦେଖନ୍ତୁ...