Daily Archives

October 20, 2020

ବାଲେଶ୍ବର : ନିର୍ବାଚନ ପ୍ରଚାର ବେଳେ କୋଭିଡ୍ ନିୟମାବଳୀର ଖୋଲା ଉଲ୍ଲଂଘନ ଅଭିଯୋଗ

ବାଲେଶ୍ବର : ଗୋଟିଏ ପଟେ କରୋନା ମହାମାରୀ ମୁକାବିଲା, ଅନ୍ୟପଟେ ଉପନିର୍ବାଚନ। ଏକାସାଙ୍ଗରେ ଏହି ଦୁଇଦୁଇଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବା ଅବଶ୍ୟ କାଠିକର ପାଠ। କିନ୍ତୁ ଏଥିପାଇଁ କଡ଼ା ନିୟମ ଲାଗୁ କରାଯିବା ସହ ସମସ୍ତ ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ହେଲେ ସାଧାରଣ ଜନଜୀବନକୁ…
ଅଧିକ ଖବର ଦେଖନ୍ତୁ...

ସମୁଦ୍ର ମାର୍ଗ ଦେଇ ଜାପାନରୁ ଭାରତକୁ ଆସିବ ବୁଲେଟ ଟ୍ରେନର ସେଟ

ନୂଆଦିଲ୍ଲୀ: ମୁମ୍ବାଇରୁ ଅହମ୍ମଦାବାଦ ମଧ୍ୟରେ ସଂଯୋଗ ସ୍ଥାପନ କରିବାକୁ ଥିବା ଦେଶର ପ୍ରଥମ ହାଇ ସ୍ପିଡ୍ ବୁଲେଟ୍ ଟ୍ରେନ୍ ର ସେଟ ସମୁଦ୍ର ମାର୍ଗ ଦେଇ ଭାରତକୁ ଅଣାଯିବ। ଜାପାନରୁ ଆସିବାକୁ ଥିବା ଏହି ଟ୍ରେନର ପ୍ରଥମ ସେଟ୍ ସୁରଟକୁ ଆସିବ | କାରଣ ପ୍ରଥମ ସେଟ୍ ସମୁଦ୍ର ମାଧ୍ୟମରେ ପହଞ୍ଚିବ |…
ଅଧିକ ଖବର ଦେଖନ୍ତୁ...

ହତ୍ୟା କରିବା ପୂର୍ବରୁ ଯୁବକଙ୍କ ଜିଭ ଓ ଗୁପ୍ତାଙ୍ଗ କାଟି ଗଛରେ ଝୁଲାଇ ଦେଲେ ଦୁବୃର୍ତ୍ତ

ପ୍ରତାପଗଡ଼: ଉତ୍ତରପ୍ରଦେଶର ପ୍ରତାପଗଡ଼ର କୋହଡୋର ଥାନାର ପୂରବପଟ୍ଟି ଭନଇପୁର ଅଞ୍ଚଳରେ ଜଣେ ଛାତ୍ରଙ୍କୁ ନିର୍ମମ ହତ୍ୟା କରାଯାଇଛି। ପୁଲିସ ମୃତଦେହକୁ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ମୃତଦେହର ଜିଭ କଟା ହୋଇଥିବା ବେଳେ ଗୁପ୍ତାଙ୍ଗକୁ କାଟି ଅଲଗା କରି…
ଅଧିକ ଖବର ଦେଖନ୍ତୁ...

ଘର ମାଲିକଙ୍କୁ ଦାଦାବଟି ମାଗି ୩ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ପୁଲିସ ଆଜି ଦାଦାବଟି ମାମଲାରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାନୁସାରେ, ଖୋର୍ଦ୍ଧା ଉପକଣ୍ଠ ନାଇଡୁ କଲେଜ ନିକଟରେ ଭୁବନେଶ୍ୱରର ଇନଫୋସିଟି ଅଂଚଳର ଜ୍ଞାନରଂଜନ ସ୍ୱାଇଁ ନୂତନ ଘର ନିର୍ମାଣ କରି ରହିବା ଆରମ୍ଭ କରିଥିଲେ । ତେବେ ବରମପୁରା ଗାଁର…
ଅଧିକ ଖବର ଦେଖନ୍ତୁ...

କଟକ ଦଶହରାକୁ ଜଗିବେ ୩୦ ପ୍ଲାଟୁନ ଫୋର୍ସ

କଟକ: କରୋନା ମହାମାରୀ କଟକଣା ମଧ୍ୟରେ ଚଳିତ ଥର ୩୦ ପ୍ଲାଟୁନ ଫୋର୍ସ ଦଶହରା ଜଗି‌ବା ସହିତ ୧୦୦ଜଣ ଅଫିସର ତଦାରଖ ଦାୟିତ୍ବରେ ରହିବେ। କୌଣସି ପ୍ରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଏହା ଛଡ଼ା ୧୪ଟି ସ୍ଥାନରେ ମା’ ଦୁର୍ଗାଙ୍କ…
ଅଧିକ ଖବର ଦେଖନ୍ତୁ...

୯୦ ବର୍ଷୀୟ କ୍ୟାନ୍ସର ପୀଡିତ ସମ୍ କୋଭିଡ ହସ୍ପିଟାଲରେ କରୋନାରୁ ସୁସ୍ଥ ହେଲେ

ଭୁବନେଶ୍ବର: କ୍ୟାନ୍ସରରେ ଆକ୍ରାନ୍ତ ଏବଂ କରୋନା ସଂକ୍ରମିତ ଜଣେ ୯୦ ବର୍ଷୀୟ ବୃଦ୍ଧ କୋଭିଡକୁ ପରାସ୍ତ କରିଛନ୍ତି । ମୁରଲୀଧର ଶତପଥୀ ସମ୍ କୋଭିଡ ହସ୍ପିଟାଲରୁ କରୋନା ମୁକ୍ତ ହୋଇଛନ୍ତି । ଗଳା କର୍କଟ ରୋଗରେ ଗତ ମାର୍ଚ୍ଚ ମାସରୁ ପୀଡିତ ଥିବା ଏହି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର କ୍ୟାନ୍ସର…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍ : ଶିଖର ଧଓ୍ବନଙ୍କ ଶତକ,  ପଞ୍ଜାବ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରଖିଲା ଦିଲ୍ଲୀ

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୮ତମ ମ୍ୟାଚରେ ଦିଲ୍ଲୀ ପଞ୍ଜାବ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରଖିଛି । ଆଜି ଟସ ଜିତି ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ତାରକା ବ୍ୟାଟ୍ସମ୍ୟାନ ଶିଖର ଧଓ୍ବନ ମାତ୍ର ୬୧ଟି…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶ ସରକାରଙ୍କ ସୁପାରିସକ୍ରମେ ‘ଟିଆର୍‌ପି’ ଦୁର୍ନୀତିର ତଦନ୍ତ ଦାୟିତ୍ବ ନେଇ ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସରକାରଙ୍କ ସୁପାରିସକ୍ରମେ ମଙ୍ଗଳବାର ଦିନ ‘ସିବିଆଇ’ ଲକ୍ଷ୍ନୌ ପୁଲିସ ଠାରୁ ‘ଟିଆର୍‌ପି’ ଦୁର୍ନୀତି ମାମଲାର ତଦନ୍ତ ଦାୟିତ୍ବ ଗ୍ରହଣ କରିଛି। କମଳ ଶର୍ମା ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଲକ୍ଷ୍ନୌର ହଜରତଗଞ୍ଜ ଥାନାରେ ରୁଜୁ କରାଯାଇଥିବା ମାମଲା…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର : ରୋଷେଇ ଘରେ ଗ୍ୟାସ୍ ଲିକ୍, ନିଆଁ ଲାଗି ମା’ ପୁଅ ଗୁରୁତର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧିନ ସୋରଡ଼ା ଗ୍ରାମରେ ରୋଷେଇ ଘରେ ଥିବା ଏଲପିଜି ସିଲିଣ୍ଡରରୁ ଗ୍ୟାସ୍‌ ଲିକ୍‌ ହୋଇ ନିଆଁ ଲାଗିବା ଫଳରେ ମା' ଓ ପୁଅ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସୋରଡ଼ା କୃଷ୍ଣ ଲୀଳା ସାହିରେ ରହୁଥିବା ପି.ରବିନ୍ଦ୍ର ପାତ୍ରଙ୍କ ଘରେ ଏହି ଘଟଣା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ଆଉ ୨୬୨୨ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ସୁସ୍ଥ ସଂଖ୍ୟା ୨,୫୨,୧୯୭କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ୨୬୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହିତ ରାଜ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ୨,୫୨,୧୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଜାରି ତଥ୍ୟ ଅନୁସାରେ ସୁସ୍ଥ ହୋଇଥିବା ୨୬୨୨ ଜଣଙ୍କ ମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...