Daily Archives

October 20, 2020

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଇଷ୍ଟଦେବଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। କମିସନଯୁକ୍ତ କାରବାରରେ ଯଥେଷ୍ଟ ଲାଭ ପାଇବେ। ଅଫିସରେ ସମସ୍ତଙ୍କ ସହିତ ତାଳମେଳ ବଜାୟ ରହିବ। ବୃଷ: ଧର୍ମ କାର୍ଯ୍ୟରେ ସମୟ ବିତିବ। ନୂଆ ଲୋକଙ୍କ ଠାରୁ ଉପାର୍ଜନ ଲାଗି ନୂଆ ବିଚାର ପାଇବେ। ବୈବାହିକ ଜୀବନ ଭଲ ରହିବ।…
ଅଧିକ ଖବର ଦେଖନ୍ତୁ...

ମାଲାବାର ନୌସେନା ସମରାଭ୍ୟାସରେ ଅଷ୍ଟ୍ରେଲିଆ ଯୋଗଦେବା କଥା ଭାରତ ଘୋଷଣା କରିବା ପରେ ଚୀନ୍‌ର ପ୍ରତିକ୍ରିୟା

ବେଜିଙ୍ଗ୍: ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଜାପାନ ସହ ବାର୍ଷିକ ମାଲାବାର ନୌସେନା ସମରାଭ୍ୟାସରେ ଅଷ୍ଟ୍ରେଲିଆ ଯୋଗ ଦେବ ବୋଲି ଭାରତର ଘୋଷଣା ଚୀନ୍‌ର ଧ୍ୟାନ ଆକର୍ଷଣ କରିଛି। ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ନିମନ୍ତେ ଏପ୍ରକାର ସାମରିକ ସହଯୋଗ ସହାୟକ ହୋଇପାରେ ବୋଲି ଭାରତ ଗୁରୁତ୍ବାରୋପ…
ଅଧିକ ଖବର ଦେଖନ୍ତୁ...

ଜହ୍ନରେ ମୋବାଇଲ ଟାୱାର ନିର୍ମାଣ କରିବ ନାସା, ନୋକିଆକୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ: ଜହ୍ନରେ ଘର କରିବାକୁ ସ୍ୱପ୍ନ ଦେଖୁଥିବା ମଣିଷ ପାଇଁ ବୋଧେ ଏହା ଖୁବ ଶୀଘ୍ର ସତ ହେବାକୁ ଯାଉଛି | କାରଣ ଘର ନିର୍ମାଣ ପୂର୍ବରୁ ଚନ୍ଦ୍ର ପୃଷ୍ଠରେ ମୋବାଇଲ ଟାୱାର ନିର୍ମାଣ କରିବାକୁ ଅଣ୍ଟା ଭିଡ଼ିଛି ନାସା | ଆଉ ଏଥିପାଇଁ ନାସା ପକ୍ଷରୁ ବିଶ୍ୱର ଅଗ୍ରଣୀ ମୋବାଇଲ ନିର୍ମାତା ନୋକିଆ…
ଅଧିକ ଖବର ଦେଖନ୍ତୁ...

କଟକ ସହରରେ ୫୪ ନୂଆ କରୋନା ପଜିଟିଭ, ୫୯ ଜଣ ସୁସ୍ଥ ହେଲେ

ଭୁବନେଶ୍ୱର : କଟକ ଜିଲ୍ଲାରେ ଆଜି ଚିହ୍ନଟ ହୋଇଥିବା ୧୧୧ଟି  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଟକ ମହାନଗର ଅଞ୍ଚଳ(ସିଏମସି) ରେ ୫୪ ଜଣ ଅଛନ୍ତି । ଏହାକୁ ମିଶାଇ ସିଏମସି ଅଞ୍ଚଳରେ  ମୋଟ ଆକ୍ରାନ୍ତ ସଂଖ୍ୟା ୧୪,୨୨୦କୁ ବୃଦ୍ଧି ପାଇଛି । ସିଏମସି ପକ୍ଷରୁ ଟ୍ଵିଟ କରି ଦିଆଯାଇଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ପାର୍ବଣର ଶୁଭ ଅବସରରେ ରିଲାଏନ୍ସ ଜୁଏଲ୍ସ ବଜାରକୁ ଛାଡ଼ିଲା ‘ଉତ୍କଳ’ କଲେକ୍ସନ୍

ନୂଆଦିଲ୍ଲୀ:  ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରି ବ୍ରାଣ୍ଡ୍ ପାର୍ବଣ ଅବସରରେ ଏହାର ସ୍ୱତନ୍ତ୍ର ଜୁଏଲାରୀ ସମ୍ଭାର ‘ଉତ୍କଳ’ର ଶୁଭାରମ୍ଭ କରିଛି । ଏହି ସ୍ୱତନ୍ତ୍ର କଲେକ୍ସନ ବା ସମ୍ଭାର ଓଡ଼ିଶାର କଳା, ପରମ୍ପରା ଓ ସଂସ୍କୃତିର ଚିହ୍ନ ବହନ କରୁଥିବା ଭାସ୍କର୍ଯ୍ୟ, ଶୈଳୀ ଓ ଡିଜାଇନ୍ ଆଧାରରେ…
ଅଧିକ ଖବର ଦେଖନ୍ତୁ...

୨୨୦୦କିମି ରାସ୍ତା ଅତିକ୍ରମ କରି ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ବାହାରିଛନ୍ତି ୬୮ବର୍ଷର ମହିଳା

ମୁମ୍ବାଇ: ମହାରାଷ୍ଟ୍ରର ବୁଲଢ଼ାଣା ଜିଲ୍ଲାର ୬୮ ବର୍ଷୀୟା ଜଣେ ମହିଳା ସାଇକେଲ ଧରି ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ସୋସିଆଲ ମିଡିଆରେ ଧଳା ଓ କମଳା ରଙ୍ଗର ଶାଢ଼ି ପିନ୍ଧିଥିବା ଏହି ମହିଳାଙ୍କ ଫଟୋ ଓ ଭିଡିଓ ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି। …
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଟସ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଲା ଦିଲ୍ଲୀ

ଦୁବାଇ : ଚଳିତ ଆଇପିଏଲର ୩୮ତମ ମ୍ୟାଚ ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଦିଲ୍ଲୀ ଓ ପଞ୍ଜାବ ମଧ୍ୟରେ ଖେଳାଯାଉଛି । ଏଥିରେ ଦିଲ୍ଲୀ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଚଳିତ ଆଇପିଏଲରେ ଦିଲ୍ଲୀ ଦଳ ଚମତ୍କାର ପ୍ରଦର୍ଶନ କରିଚାଲିଛି । ଦଳ…
ଅଧିକ ଖବର ଦେଖନ୍ତୁ...

ମୟୁରଭଞ୍ଜର ରୋରୁଁଆ ଥାନା ଅଞ୍ଚଳରେ ସଡ଼କ ଦୁର୍ଘଟଣା, ୩ ମୃତ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ରୋରୁଁଆ ଥାନା ଅନ୍ତର୍ଗତ ଫୁଲଗୁନ୍ଥା ନିକଟରେ ଆଜି ହୋଇଥିବା ଏକ ମର୍ମନ୍ତୁତ ସଡକ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି । ମିଳିଥିବା ସୂଚନା ଅନୁସାରେ ମୃତକ ତିନି ଜଣ ଏକ ସ୍କୁଟି ଯୋଗେ କରଞ୍ଜିଆ ମେଡିକାଲ ଆସୁଥିଲେ । ହେଲେ…
ଅଧିକ ଖବର ଦେଖନ୍ତୁ...

ଦାଦାବଟିକୁ ନା ! କମିସନରେଟ୍ ପୁଲିସ୍ ଜାରି କଲା ହେଲ୍ପ ଲାଇନ୍ ନମ୍ବର

ଭୁବନେଶ୍ବର: ମଙ୍ଗଳବାର ଅପରାହ୍ନରେ ପୁଲିସ ଡିଜି ଅଭୟ  ଭୁବନେଶ୍ୱର ଏବଂ କଟକ ଦ୍ବୈତନଗରୀ ପାଇଁ ଏକ ଦାଦାବଟି ନିରୋଧୀ ହେଲ୍ପଲାଇନ – 9938910000ର ଶୁଭାରମ୍ଭ କରିଛନ୍ତି। ଡିଜିପି କହିଛନ୍ତି ଯେ ଏହି ଉତ୍ସର୍ଗୀକୃତ ହେଲ୍ପଲାଇନ ଦୁଇ ସହରରେ ଦାଦାବଟି ଆଦାୟ ସଂପର୍କିତ ଅଭିଯୋଗ ଗ୍ରହଣ କରିବ।…
ଅଧିକ ଖବର ଦେଖନ୍ତୁ...

ବାଲିଅନ୍ତା ଅଞ୍ଚଳରେ ଚୋରଙ୍କ ଉତ୍ପାତ, ରାତିକ ମଧ୍ୟରେ ନେଇଗଲେ ୨୭ ଛେଳିମେଣ୍ଢା

ବାଲିଅନ୍ତା : କିଛିଦିନର ନିରବତା ପରେ ବାଲିଅନ୍ତା ଥାନା ଅଞ୍ଚଳରେ ମେଣ୍ଢା ଓ ଛେଳି ଚୋରଙ୍କ ଉତ୍ପାତ ପୁଣି ବୃଦ୍ଧି ପାଇଛି । ଗତରାତିକ ମଧ୍ୟରେ ସ୍ଥାନୀୟ ଅଞ୍ଚଳରୁ ୨୭ଟି ଛେଳିମେଣ୍ଢା ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । ଲୁଟ ହୋଇଯାଇଥିବା ଗୃହପାଳିତ  ପ୍ରାଣୀଙ୍କର ଆନୁମାନିକ ମୂଲ୍ୟ…
ଅଧିକ ଖବର ଦେଖନ୍ତୁ...