Daily Archives

October 20, 2020

‘ଲକ୍‌ଡାଉନ୍’ ଚାଲିଯାଇଛି, କିନ୍ତୁ କରୋନାଭାଇରସ୍ ଯାଇନାହିଁ: ପ୍ରଧାମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ‘ଲକ୍‌ଡାଉନ୍’ ଚାଲିଯାଇଛି, କିନ୍ତୁ କରୋନା ଭୂତାଣୁ ଯାଇନାହିଁ, ଏ କଥା ଆଦୌ ନ  ଭୁଲିବାକୁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।   ଆଜି ସନ୍ଧ୍ୟାରେ ଜାତି ଉଦ୍ଦେଶ୍ୟର ବାର୍ତ୍ତା ଦେଇ ପ୍ରଧାମନ୍ତ୍ରୀ ପାର୍ବଣ ସମୟରେ ସାବଧାନତାର ସହ ଚଳିବାକୁ…
ଅଧିକ ଖବର ଦେଖନ୍ତୁ...

୪ ବର୍ଷର ଦରମା ଖର୍ଚ୍ଚ କରି ଭଙ୍ଗା ସ୍କୁଲକୁ ଚମକାଇଦେଲେ ପ୍ରଧାନଶିକ୍ଷୟତ୍ରୀ

ନୂଆଦିଲ୍ଲୀ: ନିଜର ଦାବି ପୂରଣ ହେଉ କି ବିଭିନ୍ନ ବାହାନାରେ ସ୍କୁଲ ଯାଉନଥିବା କିଛି ଶିକ୍ଷକ-ଶିକ୍ଷୟତ୍ରୀଙ୍କ ବାବଦରେ ଅଭିଭାବକ ଅଭିଯୋଗ କରୁଥିବାର ଅନେକ ଖବର ଆପଣ ଦେଖିଥିବେ | କେବେ ପୁଣି ଭାଙ୍ଗିଯାଇଥିବା ସ୍କୁଲରେ ପିଲାମାନେ କିଭଳି ବିପଦସଂକୁଳ ଅବସ୍ଥାରେ ପାଠ ପଢୁଛନ୍ତି ତାହା ବି…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼ରେ ଜାଲ୍ ନୋଟ୍ କାରବାର: ଗାଡ଼ି କିଣିବାକୁ ଯାଇ ଯୁବକ ଧରାପଡ଼ିଲେ, ଘରେ ଛପାଉଥିଲେ ଜାଲ୍ ନୋଟ୍; ଦେଖନ୍ତୁ ଭିଡିଓ

ନୟାଗଡ଼ : ନୟାଗଡ଼ ଟାଉନ ଥାନା ଅଧୀନ ରାଜାବଗିଚା ଗଳିରେ ରହୁଥିବା ଜଣେ ଯୁବକ ନକଲି ଟଙ୍କା  ବା ଜାଲ୍ ନୋଟ୍ ତିଆରି କରୁଥିବା ବେଳେ ଧରାପଡ଼ିଛନ୍ତି। ଯୁବକକଙ୍କ ନାମ ଦିବ୍ୟରଞ୍ଜନ ହୋତା(୪୨) , ତାଙ୍କ ଘର ଖଣ୍ଡପଡ଼ା ଥାନା ଅନ୍ତର୍ଗତ କୋସ୍କା ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

କାମାକ୍ଷାନଗର: ଭୁଶୁଡି ପଡ଼ିଲା ରାମିଆଳ ସେତୁ, ବାଇକ୍‌ ସହ ଗାତରେ ପଡ଼ିଲେ ଆରୋହୀ

କାମାକ୍ଷାନଗର: କାମାକ୍ଷାନଗରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସେତୁକାମ ଆରମ୍ଭରୁ ନିର୍ମାଣ ଭୁଶୁଡି ପଡ଼ି ସୃଷ୍ଟି ହୋଇଥିବା ଗାତରେ ପଡ଼ି ଯାଇଛନ୍ତି ଜଣେ ବାଇକ୍‌ ଚାଳକ ଆହତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଳତୁମାଠାରେ ରାମିଆଳ ନଦୀ ଉପରେ ସେତୁ କାର୍ଯ୍ୟ ଆରମ୍ଭରୁ…
ଅଧିକ ଖବର ଦେଖନ୍ତୁ...

ଶିମିଳିପାଳରେ କଲରାପତରିଆ ବାଘ ଚମଡା ଜବତ, ୫ ଯୁବକ ଗିରଫ,୨ଟି ବାଇକ ଜବତ

ବିଶୋଇ : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶରେ ଆଜି ଏକ କଲରାପତରିଆ ବାଘଚମଡା ଜବତ ହେବାସହିତ ଏଥିରେ ସମ୍ପୃକ୍ତ ୫ ଜଣ ଯୁବକଙ୍କୁ ବନବିଭାଗ ଦ୍ୱାରା ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ପ୍ରାୟ ଦିନ ୧୧ ଘଟିକା ସମୟରେ ରାଇରଙ୍ଗପୁର ବନଖଣ୍ଡ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ପଡ଼ିଆ ମେଡିକାଲ ବିପିଏମ୍

ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ପଡ଼ିଆ ମେଡିକାଲ ବିପିଏମ୍ । ବ୍ଲକ ପ୍ରୋଗ୍ରାମ ମ୍ୟାନେଜର୍ ଶ୍ରୀମନ୍ତ ଅତିବୁଦ୍ଧି ଗାଡି ଭଡା ବାବଦ ବିଲ କରିବା ପାଇଁ ୨୦ ହଜାର ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସୂଚନା ଅନୁସାରେ, ରାକେଶ ଚନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

 ଅଜଗର ଓ ବିଲେଇ ମଧ୍ୟରେ ଚାଲିଥିବା ଲଢ଼େଇ ମଝିରେ ପଶିବା ମହିଳାଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଜଣେ ମହିଳାଙ୍କୁ ଅଜଗର ଓ ବିଲେଇ ମଧ୍ୟରେ ଚାଲିଥିବା ଝଗଡ଼ା ମଝିରେ ପଶିବା ମହଙ୍ଗା ପଡ଼ିଛି।  ଅଜଗରଟି ହଠାତ ମହିଳାଙ୍କ ଗୋଡ଼ରେ ଗୁଡ଼ାଇ ହୋଇ ଯାଇଥିଲା। ଏହି ଘଟଣାର ଭିଡିଓ ଦେଖିଲେ ଲୋମମୂଳ ଟାଙ୍କୁରି ଉଠୁଛି। ସୋସିଆଲ ମିଡିଆରେ ମହିଳାଙ୍କ ଗୋଡ଼ରେ ଅଜଗର ଗୁଡ଼ାଇ…
ଅଧିକ ଖବର ଦେଖନ୍ତୁ...

କମଲ ନାଥଙ୍କ ‘ଆଇଟମ୍‌’ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିଲେ ରାହୁଲ୍‌ ଗାନ୍ଧୀ; କ୍ଷମା ମାଗିବି ନାହିଁ ବୋଲି କହିଲେ କମଲ…

ଭୋପାଳ: ଜଣେ ନେତ୍ରୀଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚନାର ସରବ୍ୟ ହେବା ପରେ ମଧ୍ୟ ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ୍‌ ନାଥ କ୍ଷମା ମାଗିବାକୁ ମନା କରିଦେଇଛନ୍ତି। ବିଧାନସଭା ଉପନିର୍ବାଚନ ପ୍ରଚାର ଅଭିଯାନ ଭାଷଣରେ ରାଜ୍ୟମନ୍ତ୍ରୀ ଇମର୍ତ୍ତି…
ଅଧିକ ଖବର ଦେଖନ୍ତୁ...

୬ଟି ରାଜ୍ୟରେ ଦେଶର ମୋଟ ସକ୍ରିୟ ଆକ୍ରାନ୍ତଙ୍କ ୬୪% ରହିଛନ୍ତି : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶର ମୋଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦ ପ୍ରତିଶତରୁ ତଳକୁ ଖସିଯାଇଛି । ୬ଟି ରାଜ୍ୟରେ ଦେଶର ମୋଟ ସକ୍ରିୟ ସଂକ୍ରମିତଙ୍କ ୬୪ ପ୍ରତିଶତ ରହିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ…
ଅଧିକ ଖବର ଦେଖନ୍ତୁ...