Daily Archives

January 6, 2021

ଗୁରୁବାରଠାରୁ ଖୋଲିବ କଟକର ଧର୍ମାନୁଷ୍ଠାନ

କଟକ:  ଆସନ୍ତା କାଲିଠାରୁ ସହରର ସମସ୍ତ ଧର୍ମାନୁଷ୍ଠାନ  ଗୁଡିକ କରୋନା କଟକଣା ମଧ୍ୟରେ ଖୋଲିବା ପାଇଁ ମହାନଗର ନିଗମ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। କରୋନା ମହାମାରୀ ପାଇଁ ଗତ ବର୍ଷ ମାର୍ଚ୍ଚ ୨୦ ତାରିଖରୁ ସହରର ସମସ୍ତ ଧାର୍ମିକ ଅନୁଷ୍ଠାନଗୁଡିକୁ ଶ୍ରଦ୍ଧାଳୁଙ୍କ ଆସିବା ଉପରେ କଟକଣା…
ଅଧିକ ଖବର ଦେଖନ୍ତୁ...

ଝିଅ ଜନ୍ମହେବା ଖୁସିରେ ୪୦୦ ଲୋକଙ୍କର ମାଗଣାରେ କେଶ କାଟିଲେ ଏହି ସେଲୁନ ମାଲିକ

ଭୋପାଳ: ଦେଶରେ ଶିକ୍ଷାର ସ୍ତର ବଢିଥିବା ସତ୍ତ୍ୱେ ଏବେ ବି କିଛିକାଂଶରେ ପୁଅ-ଝିଅଙ୍କୁ ନେଇ ଭେଦଭାବ ରହିଛି | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ବାବଦରେ କହିବୁ, ଯାହାକି ଆପଣ ଜାଣିଲେ ଗର୍ବିତ ଅନୁଭବ କରିବେ | ବାସ୍ତବରେ ମଧ୍ୟପ୍ରଦେଶର ଜଣେ ସେଲୁନ ମାଲିକ ଘରେ ଝିଅ ଜନ୍ମ ହେବା ପରେ…
ଅଧିକ ଖବର ଦେଖନ୍ତୁ...

କାଲି ନାଲକୋର ପ୍ରତିଷ୍ଠା ଦିବସ, ଯୋଗଦେବେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ

ଭୁବନେଶ୍ବର: ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓଡ଼ିଶା ଆସିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ ଆସନ୍ତାକାଲି ନାଲକୋର ପ୍ରତିଷ୍ଠା ଦିବସରେ ଯୋଗଦେବେ। ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବା ପରେ ତାଙ୍କୁ ରାଜ୍ୟ ବିଜେପି ସଭାପତି…
ଅଧିକ ଖବର ଦେଖନ୍ତୁ...

୩ ମାସ ବିତିଲା, ମିଳିଲାନି ଅଗ୍ନିବିପନ୍ନଙ୍କୁ ସହାୟତା

ଖୋର୍ଦ୍ଧା/ସିକୋ : ବେଗୁନିଆ ତହସିଲ ଅନ୍ତର୍ଗତ ବୋତଳମା ପଂଚାୟତର ରକତପାଟଣା ଗାଁରେ ଗତ ନଭେମ୍ବର ୧୪ ତାରିଖରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ କ୍ଷତିଗ୍ରସ୍ତଙ୍କୁ ଏଯାଏଁ ସହାୟତା ମିଳିନଥିବାରୁ ଗାଁରେ ଅସନ୍ତୋଷ ସୃଷ୍ଟି ହୋଇଛି । ନଭେମ୍ବର ୧୪, ଦୀପାବଳି ରାତିରେ ଅଗ୍ନିକାଣ୍ଡ ଯୋଗୁଁ ଶ୍ରୀଧର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟରେ ଲାଭ ହେବ। ଅଫିସରେ ଅଧିକାରୀଙ୍କ ସହଯୋଗ ପାଇବେ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବ। ଜୀବନସାଥୀଙ୍କ ଠାରୁ ଢେର‌୍‌ ଖୁସି ପାଇବେ। ବୃଷ: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ଝଞ୍ଜଟର ସମାଧାନ ବାହାର କରିନେବେ। ନୂଆ ଉତ୍ସରୁ ଧନପ୍ରାପ୍ତି ହେବ। ପ୍ରେମରେ ସଫଳତା ପାଇବେ।…
ଅଧିକ ଖବର ଦେଖନ୍ତୁ...

ସପୁରି ପତ୍ରରୁ ଡ୍ରୋନ୍ ନିର୍ମାଣ କଲେ ଗବେଷକ

କୁଆଲାଲମ୍ପୁର: ମାଲେସିଆର ଜଣେ ଗବେଷକ ସପୁରି ପତ୍ରରୁ ଏକ ଡ୍ରୋନ୍ ତିଆରି କରିଛନ୍ତି | ତେବେ ଆପଣ ନିଶ୍ଚିତ ଭାବରେ ଚିନ୍ତା କରିବେ ଯେ ସପୁରି ପତ୍ର ପରି ଫଳର ପତ୍ରରୁ ଡ୍ରୋନ୍ କିପରି ତିଆରି ହୋଇପାରିବ | କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ | ମାଲେସିଆର ଏକ ବିଶ୍ୱବିଦ୍ୟାଳୟରେ ପ୍ରଫେସର…
ଅଧିକ ଖବର ଦେଖନ୍ତୁ...

ଦଶାହ କର୍ମ ସାରି ନଦୀ ଗାଧୁଆ ହେଲା କାଳ; ଚାଲିଗଲା ପୁରୋହିତଙ୍କ ଜୀବନ

କଟକ: ମୃତ୍ୟୁ କେତେବେଳେ ଆଉ କେଉଁ ରୂପରେ ଆସେ ତାହା କେହି କହିପାରିବେ ନାହିଁ। ଠିକ ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା କିଶନନଗର ଥାନା ଘାଟରେ। ଜଣେ ମୃତ ବ୍ୟକ୍ତିଙ୍କ ଦଶାହ କର୍ମ ସାରି ଗାଧୋଇବା ବେଳେ ବୁଡ଼ିଯାଇ ନନାଙ୍କର ହେଲା ମୃତ୍ୟୁ । ଅଗ୍ନିଶମ ବିଭାଗ ପକ୍ଷରୁ  ପୁରୋହିତ…
ଅଧିକ ଖବର ଦେଖନ୍ତୁ...

ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀଙ୍କ ଓଡିଶା ଗସ୍ତ

ଭୁବନେଶ୍ବର: ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀ ବୁଧବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ଭୁବନେଶ୍ବରରେ ପହଂଚିବା ପରେ ସେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ବିଜେପି ପ୍ରଭାରୀ କହିଛନ୍ତି ଯେ, କଟକ ଜିଲ୍ଲା ମାହାଙ୍ଗାରେ ଆମର ୨ ଜଣ କର୍ମକର୍ତ୍ତାଙ୍କର ହତ୍ୟା ହେଇଛି।…
ଅଧିକ ଖବର ଦେଖନ୍ତୁ...

ବାରିପଦା ଜେଲରେ ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ ଘଟଣା: ଜେଲରୁ ଆସି ସଧବା ବେଶରେ ବିଦାୟ ଦେଲେ ସ୍ବାମୀ

ବାରିପଦା: ଜେଲରେ ଥାଇ ମୃତ୍ୟୁବରଣ କଲେ ମହିଳା। ଶବ ବ୍ୟବଚ୍ଛେଦ ପରେ କିନ୍ତୁ ଶେଷକୃତ୍ୟ ପାଇଁ କେହି ନଥିଲେ। କାରଣ ସ୍ବାମୀ ଏବଂ ଦୁଇ ପୁଅ ମଧ୍ୟ ଜେଲରେ ଥିଲେ। ଏପରି ଅବସ୍ଥାରେ ଗତକାଲି ମୃତ୍ୟୁବରଣ କରିଥିବା ଗୀତା ରାୟ(୫୬)ଙ୍କ ଶବ ଏକପ୍ରକାର ଅସହାୟ ଅବସ୍ଥାରେ ପଡ଼ିଥିଲା। ମାତ୍ର ବାରିପଦା…
ଅଧିକ ଖବର ଦେଖନ୍ତୁ...

ବିଭିନ୍ନ ଦାବି ନେଇ ସ୍ବାଭିମାନ ଅଂଚଳବାସୀ ଜିଲ୍ଲାପାଳଙ୍କୁ ଭେଟିଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳରେ ରହିଥିବା ୯ଟି ପଞ୍ଚାୟତ ମଧ୍ୟରୁ ସବୁଠାରୁ ଦୁର୍ଗମ ତଥା ଅପହଞ୍ଚ ପଞ୍ଚାୟତ ହେଉଛି ପଣସପୁଟ। ଏହି ପଞ୍ଚାୟତରେ ପ୍ରାୟ ୨୨ଟି ଗ୍ରାମ ରହିଛି। ତେବେ ଏହି ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ସରକାରଙ୍କ କୌଣସି ଯୋଜନା ଠିକ ରୂପେ ପହଞ୍ଚିପାରୁନଥିବା…
ଅଧିକ ଖବର ଦେଖନ୍ତୁ...