Daily Archives

January 12, 2021

ନୂତନ କୃଷି ଆଇନ୍‌ ପ୍ରତ୍ୟାହୃତ ନହେଲେ ହରିୟାଣାରେ ଶାସକ ବିଜେପି-ଜେଜେପି ମଞ୍ଚକୁ ବହୁମୂଲ୍ୟ ଦେବାକୁ ପଡ଼ିବ: ଜେଜେପି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଯଦି ତିନିଟିଯାକ କୃଷି ଆଇନକୁ ରଦ୍ଦ ନ କରନ୍ତି; ତେବେ ହରିୟାଣାରେ ଶାସକ ବିଜେପି-ଜେଜେପି ମିଳିତ ମଞ୍ଚକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଜେଜେପି ବିଧାୟକମାନେ ମଙ୍ଗଳବାର ସନ୍ଧ୍ୟାରେ ଖୋଲାଖୋଲି ଧମକ ଦେଇଛନ୍ତି। ଜନନାୟକ ଜନତା ପାର୍ଟି (ଜେଜେପି) ମୁଖ୍ୟ ତଥା…
ଅଧିକ ଖବର ଦେଖନ୍ତୁ...

ପୂର୍ବ ଶତ୍ରୁତାକୁ ନେଇ ପେଟ୍ରୋଲ ଢାଳି ଯୁବକଙ୍କୁ ଜାଳି ଦେଲେ ଦୁର୍ବୃତ୍ତ

ଅନୁଗୁଳ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପେଟ୍ରୋଲ ଢାଳି ଯୁବକକୁ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଅନୁଗୁଳ ଜିଲ୍ଲା କଦଳିମୁଣ୍ଡା ଗ୍ରାମରେ ଘଟିଛି ଏହି ଲୋମ ଟାଙ୍କୁରା ଘଟଣା । ନିଆଁକୁ ସଠିକ ସମୟରେ ଆୟତ୍ତ କରାନଯିବାରୁ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି । ଏଭଳି ଅମାନବୀୟ କ‌ାଣ୍ଡ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ଟ୍ରେନରୁ ଖସି ଗାର୍ଡଙ୍କ ମୃତ୍ୟୁ

ରାୟଗଡ଼ା: ରାୟଗଡ଼ା ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରୁ ଖସି ପଡ଼ି ଜଣେ ଗାର୍ଡଙ୍କ ମୃତ୍ୟୁ ହୋଇଛି। ମୃତ ଗାର୍ଡଙ୍କ ନାମ ସନ୍ତୋଷ କୁମାର ସିଂ । ମୃତ ସନ୍ତୋଷ ଟିଟିଲାଗଡ଼ରେ ସିନିୟର୍ ଗୁଡସ୍ ଗାର୍ଡ ଭାବେ କାର୍ଯ୍ୟରତ ଥିଲେ। ଆଜି ଟିଟିଲାଗଡ଼ରୁ ଡ୍ୟୁଟିରେ ସେ ରାୟଗଡ଼ା ଅଭିମୁଖେ ଆସିଥିଲେ। ଷ୍ଟେସନରେ…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ପଡ଼ିଲା ଟ୍ରାଫିକ୍ ନିୟମ ଉଲ୍ଲଂଘନ: ୮ ହଜାର ଜରିମାନା ଦେଲେ ବାଇକ୍ ଚାଳକ

ରାୟଗଡ଼ା: ନୂଆ ବର୍ଷରୁ ଟ୍ରାଫିକ୍ ନିୟମ କଡାକଡ଼ି କରିବାକୁ ଘୋଷଣା କରିଛନ୍ତି ସରକାର। କିନ୍ତୁ ଏହା ସତ୍ତ୍ବେ ଲୋକେ ନିୟମ ଉଲ୍ଲଂଘନ କରୁଥିବା ଦେଖାଯାଉଛି। ଆଜି ନିୟମ ଉଲ୍ଲଂଘନ କରି ବାଇକ ଚଳାଇବା ଜଣେ ଚାଳକଙ୍କୁ ମହଙ୍ଗା ପଡ଼ିଛି। ବିନା ହେଲମେଟ୍, ଡ୍ରାଇଭିଂ ଲାଇସେନସ୍, ଇନସ୍ୟୁରାନସ୍ ନଥାଇ…
ଅଧିକ ଖବର ଦେଖନ୍ତୁ...

ସେନାରେ ସାମିଲ ହେବେ ମହିଳା ପାଇଲଟ, ଜୁୁଲାଇରୁ ଆରମ୍ଭ ହେବ ପ୍ରଶିକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ସେନାରେ ଖୁବ୍ ଶୀଘ୍ର ସାମିଲ ହେବ‌େ ମହିଳା ପାଇଲଟ୍। ପ୍ରଥମ ଥର ପାଇଁ ମହିଳା ପାଇଲଟଙ୍କୁ ସେନାରେ ସାମିଲ କରାଯିବ, ଯେଉଁମାନେ ସୀମାରେ ହେଉଥିବା ଅପରେସନରେ ଭାଗ ନେବେ। ମଙ୍ଗଳବାର ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ଏହି ସୂଚନା ଦେଇଛନ୍ତି। ଜେନେରାଲ୍ ନରୱାଣେ…
ଅଧିକ ଖବର ଦେଖନ୍ତୁ...

ଫିକା ପଢ଼ିବ ମକର ସଂକ୍ରାନ୍ତି: ଏଥରକ ହେବନି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ

ଜୟପୁର: ଆଉ ଦିନକ ପରେ ଆରମ୍ଭ ହେବ ଦକ୍ଷିଣଭାରତୀୟ ଭାଷାଭାଷୀ ତେଲୁଗୁ, ତାମିଲ, କନ୍ନଡ, କେରଳିମାନଙ୍କ ପାରମ୍ପରିକ ରୀତିନୀତିରେ ପୋଙ୍ଗଲ(ମକରସଂକ୍ରାନ୍ତି) ଉତ୍ସବ। ପ୍ରଥମ ଦିନ ଭୋଗି, ଦ୍ବିତୀୟ ଦିନ ମକରସଂକ୍ରାନ୍ତି, ତୃତୀୟ ଦିନ କାନୁଗୁ, ୪ର୍ଥ ଦିନ ମୁକକାନୁଗୁ ଉତ୍ସବ ପାଳନ କରାଯିବ।…
ଅଧିକ ଖବର ଦେଖନ୍ତୁ...

ଜାତିସଂଘ ସୁରକ୍ଷା ପରିଷଦ କଟକଣା କମିଟିର ନେତୃତ୍ୱ ନେଇ ଭାରତର ରାସ୍ତା ରୋକୁଛି ଚୀନ୍‌

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ତାଲିକାଭୁକ୍ତ କରୁଥିବା ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) କଟକଣା କମିଟିର ନେତୃତ୍ୱ ନେବା ପ୍ରସଙ୍ଗରେ ଭାରତ ପାଇଁ ପ୍ରତିବନ୍ଧକ ସାଜିଛି ଚୀନ୍‌। ଭାରତକୁ ଏଥିରୁ ଦୂରେଇ ରଖିବା ପାଇଁ ଚୀନ୍‌ ପୁଣି ଥରେ ଜାତିସଂଘର ଶୀର୍ଷ ସ୍ତରରେ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ବେସରକାରୀ କ୍ରେତାମାନଙ୍କ ପାଇଁ କୋଭିସିଲ୍ଡ ଡୋଜ ପିଛା ୧୦୦୦ ଟଙ୍କାରେ ବିକ୍ରି ହେବ: ଅଦର ପୁନାୱାଲା

ନୂଆଦିଲ୍ଲୀ: ଆଜି ଓଡ଼ିଶା ସମେତ ଦେଶର ଅନେକ ରାଜ୍ୟକୁ ଆଜି ସେର୍‌ମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ(ଏସ୍‌ଆଇଆଇ) କୋଭିସିଲ୍ଡ ଟିକା ପଠାଇଛି। ଏହି ଟିକାକୁ ସରକାର ୨୦୦ଟଙ୍କାରେ କିଣିଥିବା ବେଳେ ଭାରତ ସରକାରଙ୍କ ପାଇଁ ଏହି ସ୍ବତନ୍ତ୍ର ମୂଲ୍ୟ ରଖାଯାଇଥିବା କହିଛନ୍ତି ଏସ୍‌ଆଇଆଇ ସିଇଓ ଅଦର…
ଅଧିକ ଖବର ଦେଖନ୍ତୁ...

ଜାଗାମିଶନ ଓ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଓଡିଶାକୁ ମିଳିଲା ଜାତୀୟ ପୁରସ୍କାର

ଭୁବନେଶ୍ୱର: ଜାଗାମିଶନ ଓ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଓଡ଼ିଶା ସରକାର ଦୁଇଟି ଜାତୀୟ ପୁରସ୍କାର ପାଇଛନ୍ତି । ଜନାଗ୍ରହ ସହର ପ୍ରଶାସନର ଦ୍ୱିତୀୟ ସଂସ୍କରଣରେ ଓଡ଼ିଶା ସ୍ଥାନ ପାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ର ଗୃହ ନିର୍ମାଣ ବ୍ୟାପାର…
ଅଧିକ ଖବର ଦେଖନ୍ତୁ...

ମାଟ୍ରିକ ପରୀକ୍ଷା ଫି’ ଛାଡ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଛାତ୍ର ସମାଜର ବୃହତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନିମନ୍ତେ ପିଲାମାନଙ୍କ ପରୀକ୍ଷା ଫି’ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ୬ ଲକ୍ଷରୁ…
ଅଧିକ ଖବର ଦେଖନ୍ତୁ...