Daily Archives

January 12, 2021

ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ୩୨୮୪୫୨ରେ ପହଞ୍ଚିଛି

ଭୁବନେଶ୍ବର: ଆଜି ରାଜ୍ୟରୁ ୧୮୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୨୮୪୫୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ରିପୋର୍ଟ ରହିଛି। ଆଜି ଅନୁଗୁଳରୁ…
ଅଧିକ ଖବର ଦେଖନ୍ତୁ...

ରାଉରକେଲାର ୩ଜଣ ହାଇସ୍କୁଲ ଶିକ୍ଷକ କରୋନା ଆକ୍ରାନ୍ତ

ରାଉରକେଲା/ଫୁଲବାଣୀ: ସୁନ୍ଦରଗଡ଼ ଜିଲ୍ଲାରେ ଆଜି ପୁଣି ୩ ଜଣ ହାଇସ୍କୁଲ ଶିକ୍ଷକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ତିନି ଶିକ୍ଷକ ହେଉଛନ୍ତି ସେକ୍ଟର ଅଞ୍ଚଳର ଏକ ସରକାରୀ ଉଚ୍ଚବିଦ୍ୟାଳୟର। ଗତକାଲି ଏହି ସ୍କୁଲର ଶିକ୍ଷକମାନଙ୍କ ସ୍ବାବ୍ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ ହେବ ଚନ୍ଦ୍ରଭାଗା ଓ ତାଳସାରୀ ବେଳାଭୂମି

ଭୁବନେଶ୍ୱର: ପର୍ଯ୍ୟଟନ ରାଜ୍ୟ ସରକାରଙ୍କର ଅଗ୍ରାଧିକାର କ୍ଷେତ୍ର ଭାବରେ ବିକାଶ ଲାଭ କରିବା ଆରମ୍ଭ କରିଛି। ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ଉପଯୋଗ କରି ଦେଶବିଦେଶର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଏକ ଉଚ୍ଚାଭିଳାଷୀ ଯୋଜନା ପ୍ରସ୍ତୁତ…
ଅଧିକ ଖବର ଦେଖନ୍ତୁ...

କୃଷକ ଆନ୍ଦୋଳନ ପଛରେ ଖଲିସ୍ତାନୀ ହାତ ଥିବାର ପ୍ରମାଣ ଉପସ୍ଥାପନ କରିବୁ : ସୁପ୍ରିମ୍‌ କୋର୍ଟଙ୍କୁ କହିଲେ ଆଟର୍ଣ୍ଣି…

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ କୃଷକ ସଂଗଠନମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାର ଅବସାନ ପାଇଁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ କୋର୍ଟ ଆଜି କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ କୃଷକ ଆନ୍ଦୋଳନ ସଂପର୍କରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସୁପ୍ରିମ କୋର୍ଟରେ…
ଅଧିକ ଖବର ଦେଖନ୍ତୁ...

ପାରାଦ୍ବୀପରେ ଦୁଇଦିନିଆ ମିଳିତ ସମରାଭ୍ୟାସ “ସି ଭିଜିଲ”

ଜଗତସିଂହପୁର: ପାରାଦ୍ବୀପରେ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ "ସି ଭିଜିଲ"। ସାରା ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ସମରାଭ୍ୟାସ ଚାଲିଥିବା ବେଳେ ୧୮ ଟି ସାମୁଦ୍ରିକ ଥାନା ସମେତ ୧୮ ରୁ ଊର୍ଦ୍ଧ୍ବ ବିଭାଗ ଏଥିରେ ସାମିଲ ହୋଇଛନ୍ତି। ଆତଙ୍କବାଦୀ ବା ବାହ୍ୟ ଶତ୍ରୁଙ୍କୁ ମୁକାବିଲା…
ଅଧିକ ଖବର ଦେଖନ୍ତୁ...

ନିଜ ମାସିକ ଦରମାରୁ ୨୦ ପ୍ରତିଶତ ଖର୍ଚ୍ଚ କରି ଗରିବ ଓ ବୟସ୍କ ବ୍ୟକ୍ତିଙ୍କୁ ଖାଦ୍ୟ ଓ କପଡ଼ା ଯୋଗାଇ ଚର୍ଚ୍ଚାରେ ଏହି…

ବିଶାଖାପାଟ୍ଟ‌ନମ୍‌: ପୁଲିସ୍‌ଙ୍କ ନାମ ଶୁଣିଲେ ଲାଠି, ବନ୍ଧୁକ, ହାତକଡ଼ି ଆଦି ସାମଗ୍ରୀ ଆଖି ସାମ୍ନାକୁ ପଳାଇ ଆସେ। ମାତ୍ର ସବୁ ପୁଲିସ୍ କର୍ମଚାରୀ‌ ଯେ କେବଳ ଲାଠି, ବନ୍ଧୁକ ଓ ହାତକଡ଼ିରେ ସୀମିତ, ତା ନୁହେଁ। ଅ‌ାମେ ଆଜି ଏମିତି ଜଣେ ପୁଲିସ୍‌ଙ୍କ ସହ ପରିଚୟ କରାଇବୁ, ଯିଏକି ନିଜ ମାସିକ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ବସରେ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟାର ଧମକ ଦେଇ ଦୁଷ୍କର୍ମକାରୀ ଫେରାର

ମୁମ୍ବାଇ: ଦୁଷର୍ମକାରୀଙ୍କ ପାଇଁ ଆଇନ ଯେତେ କଡ଼ା ହେବାରେ ଲାଗିଛି ଦୁଷ୍କର୍ମ ଘଟଣା ଦିନକୁ ଦିନ ସେତିକି ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। କିଛିଦିନ ତଳେ ମାହାରାଷ୍ଟ୍ରର ଓ୍ବାସିଲ ଜିଲ୍ଲାରୁ ଦୁଷ୍କର୍ମର ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଶୁଣିଲେ ଦିଲ୍ଲୀର…
ଅଧିକ ଖବର ଦେଖନ୍ତୁ...

ଦଶମ ବୋର୍ଡ ପରୀକ୍ଷା ଫିଜ୍ ଛାଡ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ବିଜୁ ଛାତ୍ର ଜନତା ଦଳ

ଭୁବନେଶ୍ବର: ଦଶମ ବୋର୍ଡ ପରୀକ୍ଷା ଫିଜ୍‌ ଛାଡ଼ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜୁ ଛାତ୍ର ଜନତା ଦଳ ଚିଠି ଲେଖିଛି। କୋଭିଡ ମହାମାରୀ ଯୋଗୁଁ ଅଧିକାଂଶ ଛାତ୍ରଛାତ୍ରୀଙ୍କର ଅଭିଭାବକ ଏବର୍ଷ ନିଜ ପିଲାଙ୍କ ପାଇଁ ଦଶମ ବୋର୍ଡ ପରୀକ୍ଷା ଫିଜ୍‌ ଦାଖଲ କରିବା ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ରାଇରଙ୍ଗପୁର: ଏକ ଗଛରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୁରଭଂଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କାଙ୍କି ଗ୍ରାମରେ। ବହଳଦା-ଝରାଡ଼ିହି ମୁଖ୍ୟ ରାସ୍ତା କଡ କାଙ୍କି ଗ୍ରାମ ନିକଟ ଏକ ଗଛରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

କୋଭାକ୍ସିନର ଡୋଜ ପିଛା ମୂଲ୍ୟ ୨୯୫ଟଙ୍କା, ଅନ୍ୟ ୪ କରେ‌ାନା ଟିକା ଉପରେ କେନ୍ଦ୍ର ରଖିଛି ନଜର

ନୂଆଦିଲ୍ଲୀ: ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ କୋଭିସିଲ୍ଡ ଟିକାର ବଜାର ମୂଲ୍ୟ ଧାର୍ଯ୍ୟ କରାଯିବ ପରେ ଆଜି ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକାର କ୍ରୟ ମୂଲ୍ୟ ଧାର୍ଯ୍ୟ କରାଯାଇଛି। କୋଭିସିଲ୍ଡର ଗୋଟିଏ ଡୋଜର ମୂଲ୍ୟ ୨୦୦ଟଙ୍କା…
ଅଧିକ ଖବର ଦେଖନ୍ତୁ...