Daily Archives

January 26, 2021

ଲାଲକିଲ୍ଲାରେ ତ୍ରିରଙ୍ଗାକୁ ଅପମାନ ଘଟଣାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ : ଆଜି ଦିଲ୍ଲୀର ଲାଲକିଲ୍ଲାରେ କେତେକ ଆନ୍ଦୋଳନକାରୀ ଜାତୀୟ ପତାକାକୁ ଅବମାନନା କରି ଶିଖ ଧାର୍ମିକ ପତାକା ଉଡ଼ାଇବା ପରେ ତାହାକୁ ନେଇ ସାରା ଦେଶରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ବିଶେଷକରି ଜଣେ ଯୁବକ ଲାଲକିଲ୍ଲା ଆଗରେ ଥିବା ଏକ ଖୁମ୍ବରେ ଚଢି ଧାର୍ମିକ ପତାକା ଉଡ଼ାଇବା…
ଅଧିକ ଖବର ଦେଖନ୍ତୁ...

ଗଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରି ଇତିହାସ ସୃଷ୍ଟିକଲା ବାଂଲାଦେଶ ସେନା

ନୂଆଦିଲ୍ଲୀ : ଚଳିତ ବର୍ଷର ଗଣତନ୍ତ୍ର ଦିବସ ପରେଡ୍ କିଛିଟା ସ୍ବତନ୍ତ୍ର ଥିଲା  । ଏଥର ବାଂଲାଦେଶ ସାମରିକ ବାହିନୀର ଏକ ୧୨୨ ଜଣିଆ ପରେଡ ଦଳ ଭାଗ ନେଇ ଇତିହାସ ସୃଷ୍ଟି କରିଛି । ବାଂଲାଦେଶ ମୁକ୍ତି ସଂଗ୍ରାମର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତର ଅବଦାନକୁ ସ୍ବୀକୃତି ଜଣାଇ ବାଂଲାଦେଶର ଏହି ଦଳ…
ଅଧିକ ଖବର ଦେଖନ୍ତୁ...

‘କରୋନା ୟୁଗା’ ନାମରେ ଏକ ଖେଳ ଆବିଷ୍କାର କରି ୧୦ବର୍ଷର ବାଳକ ପାଇଲେ ଜାତୀୟ ବାଲ୍ ପୁରସ୍କାର

ନୂଆଦିଲ୍ଲୀ: ବୀର କଶ୍ୟପଙ୍କ ବୟସ ୧୦ବର୍ଷ। ବୀର ଏତେ କମ ବୟସରୁ ଯେଉଁ କାମ କରିଛନ୍ତି ସେଥିପାଇଁ ସେ ଚର୍ଚ୍ଚାରେ ରହିବା ସହିତ ପ୍ରଧାନମନ୍ତ୍ରୀ ରାଷ୍ଟୀୟ ବାଲ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି। କର୍ଣ୍ଣାଟକର ବେଙ୍ଗାଲୁରୁରେ ସହରୀ ଜିଲ୍ଲାରେ ରହୁଥିବା ବୀର କଶ୍ୟପ ତାଙ୍କ ପରିବାର ସହିତ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା କାରରେ ଲାଗିଲା ନିଆଁ, ବର୍ତ୍ତିଗଲେ ଚାଳକ

ନବରଂଗପୁର: ଚଳନ୍ତା କାରରେ ଲାଗିଲା ନିଆଁ । କେହି ମୃତାହତ ହୋଇନଥିଲେ ମଧ୍ୟ ଗାଡିଟି ସମ୍ପୂର୍ଣ୍ଣ  ଭାବେ ଜଳିଯାଇଛି। ବିଜରାଗୁଡା ଗ୍ରାମର ଭୀମ ନାୟକ ନିଜ ଚେଭରେଲେଟ କାରକୁ ନବରଙ୍ଗପୁର ଏକ ଗ୍ୟାରେଜରେ ମରାମତି କରି ଡ୍ରାଇଭର ପ୍ରସନ୍ନ ପ୍ରଧାନଙ୍କୁ ଚଳାଇବାକୁ ଦେଇ ନିଜେ ଗାଡି ପଛ ପଛ ଏକ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ଜିଲ୍ଲା ଆଜି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି: ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ସ୍ଥିତ ରିଜର୍ଭ ପୁଲିସ ପଡ଼ିଆଠାରେ ମଙ୍ଗଳବାର ଦିନ କୋଭିଡ୍‌ ସତର୍କତା ଭିତରେ ଜିଲ୍ଲାସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ ରେଡ଼ିଓ ଚକଲେଟ ପକ୍ଷରୁ ଆୟୋଜନ ହେଲା କାଇଟ୍ ଫେଷ୍ଟିଭାଲ୍

ଭୁବନେଶ୍ବର:‌ ରେଡ଼ିଓ ଚକଲେଟ ୧୦୪ ଏଫଏମ୍ ପକ୍ଷରୁ ଭୁବନେଶ୍ୱର ବରିମୁଣ୍ଡସ୍ଥିତ ବାଲିଯାତ୍ରା ପଡ଼ିଆରେ କାଇଟ ଫେଷ୍ଟିଭାଲ ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଖଣ୍ଡପଡା ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ଏହି…
ଅଧିକ ଖବର ଦେଖନ୍ତୁ...

କୋଭିଡ କଟକଣା ମଧ୍ୟରେ ରାଜଧାନୀରେ ଆରମ୍ଭ ହେଲା ଆଦିବାସୀ ମେଳା, ଏଥର ଭର୍ଚୁଆଲ୍ ମାଧ୍ୟମରେ ବି କରିହେବ ଭ୍ରମଣ

ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ଭୁବନେଶ୍ୱରର ୟୁନିଟ୍ ୧ସ୍ଥିତ ଆଦିବାସୀ ପଡ଼ିଆରେ ଆରମ୍ଭ ହୋଇଛି ଆଦିବାସୀ ମେଳା । ଏହି ମେଳା ଜାନୁଆରି ୨୬ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୯ ତାରିଖ ଯାଏଁ ଚାଲିବ । ଦିନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଲୋକମାନେ ଆଦିବାସୀ ମେଳା ବୁଲି ପାରିବେ ।…
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କ ଟ୍ରାକ୍ଟର ରାଲିକୁ ନେଇ ଦିଲ୍ଲୀ ଅଶାନ୍ତ; ପରିସ୍ଥିତି ସମ୍ଭାଳିବାକୁ ଅର୍ଦ୍ଧ ସାମରିକ ବଳ ମୁତୟନ ନିର୍ଦ୍ଦେଶ…

ନୂଆଦିଲ୍ଲୀ: କୃଷି ଆଇନ୍‌ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକମାନଙ୍କର ପ୍ରସ୍ତାବିତ ଟ୍ରାକ୍ଟର ରାଲିକୁ କେନ୍ଦ୍ରକରି ଆଜି ରାଜଧାନୀ ଦିଲ୍ଲୀରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେବା ସହ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଆନ୍ଦୋଳନରତ କୃଷକ ଓ ପୁଲିସ୍‌ ମଧ୍ୟରେ ହୋଇଥିବା…
ଅଧିକ ଖବର ଦେଖନ୍ତୁ...