Daily Archives

February 3, 2021

ଚୋରା ମାଙ୍କଡ଼ା ପଥର ବୋଝେଇ ଟ୍ରକ ଓଲଟି ୧ ମୃତ, ଅନ୍ୟ ଜଣେ ଗୁରୁତର  

ଖୋର୍ଦ୍ଧା: ରାତିରେ ମାଙ୍କଡ଼ା ପଥର ଚୋରା ଚାଲାଣ କରୁଥିବା ଏକ ଟ୍ରକ ଲେଉଟି ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନାନୁସାରେ, ଆଜି ରାତିରେ ଜରିପୁଟ ନିକଟରେ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ରୋକିବା ପାଇଁ ତହସିଲଦାର, ପୁଲିସ ପକ୍ଷରୁ ଗାଡ଼ିଗୁଡ଼ିକର ଯୁଗ୍ମ ଯାଂଚ…
ଅଧିକ ଖବର ଦେଖନ୍ତୁ...

ଶୌଚାଳୟ ଭିତରେ ବାଘ ଓ କୁକୁର ଫସିବା ପରେ କ’ଣ ହେଲା ଦେଖନ୍ତୁ

ବେଙ୍ଗାଲୁରୁ: ଚିତାବାଘକୁ ସମସ୍ତଙ୍କୁ ଡର। ମଣିଷ ହେଉ କି ପଶୁ, ବାଘର ପାଟି ଶୁଣିଲେ ସମସ୍ତଙ୍କ ଛାତି ଥରି ଉଠେ। ହେଲେ ମନରେ ଡର ଥାଇ ମଧ୍ୟ ଗୋଟିଏ କୁକୁର କିଭଳି ୭ଘଣ୍ଟା କାଳ ଚିତାବାଘ ସହ ଏକ ଶୌଚାଳୟରେ ଫସି ରହିଥିଲା, ସେ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବକ, କୁକୁରକୁ…
ଅଧିକ ଖବର ଦେଖନ୍ତୁ...

୧୧ ମାସ ପରେ କୋମାରୁ ବାହାରିଲେ ଛାତ୍ର, କରୋନାରେ ବଦଳିଯାଇଥିବା ଦୁନିଆ ଦେଖି ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: କରୋନା ମହାମାରୀ ଦ୍ବାରା ସମଗ୍ର ବିଶ୍ବ ପ୍ରଭାବିତ ହୋଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ବି ଅନେକ ସ୍ଥାନରେ ଲକଡାଉନ ଜାରି କରାଯାଇଛି। ଏହି ସମୟରେ ଇଂଲଣ୍ଡରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ଚର୍ଚ୍ଚାରେ ରହିଛି। କୁହାଯାଉଛି କି ଏଠାରେ ଜଣେ ଯୁବକ ଗତ…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାର ତିନି ଗାଁ ସାମିଲ, ନାମ ବଦଳାଇ କରୁଛି ଭୋଟ୍‌

କୋରାପୁଟ: ପୁଣି ଥରେ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ବଡ ଷଡଯନ୍ତ୍ର କରିଛି । କୋଟିଆ ଅଞ୍ଚଳରେ ୩ଟି ଗାଁର ନାଁ ବଦଳାଇ ନିର୍ବାଚନ ପାଇଁ ଯୋଜନା କରୁଛି। ଏହି ଗାଁ ଗୁଡିକ ହେଲା ତଳଗଞ୍ଜେଇ ପବର, ଫଗୁଣ ସିନେରି ଓ ଫାଟୁ ସିନେରି । ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ କୋଟିଆରେ ଭିଡିଓ କନଫରେନ୍ସୀ…
ଅଧିକ ଖବର ଦେଖନ୍ତୁ...

କୃଷି ଆଇନକୁ ବିରୋଧ କରି ବିରୋଧୀ ଦଳର ହଟ୍ଟଗୋଳ ଜାରି; ଲୋକସଭା ବାରମ୍ବାର ମୁଲତବୀ; ହୋଇପାରୁନି ଆଲୋଚନା

ନୂଆଦିଲ୍ଲୀ: ବିରୋଧୀ ଦଳର ସଦସ୍ୟମାନେ ଆଜି (ବୁଧବାର) ଲୋକସଭାରେ କୃଷି ଆଇନ ବିରୋଧରେ ହଟ୍ଟଗୋଳ ଜାରି ରଖିଥିବାରୁ ଗୃହକୁ ବାରମ୍ବାର ମୁଲତବୀ ରଖିବା ପାଇଁ ପଡ଼ିଛି। ବିରୋଧୀ ଦଳର ସଦସ୍ୟମାନେ ନୂତନ କୃଷି ଆଇନ ଉପରେ ପୃଥକ ଆଲୋଚନା କରିବାକୁ ଦାବି କରି ଲୋକସଭା ମଧ୍ୟରେ ହଟ୍ଟଗୋଳ କରିବାରୁ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ଶ୍ରମ ଆଇନ ବିରୋଧରେ ବାମପନ୍ଥୀ ଶ୍ରମିକ ସଂଗଠନର ବିକ୍ଷୋଭ

ଖୋର୍ଦ୍ଧା : କେନ୍ଦ୍ର ଶ୍ରମ ଆଇନ ବିରୋଧରେ ଆଜି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବାମପନ୍ଥୀ ଶ୍ରମିକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଶ୍ରମ ଆଇନର ନକଲକୁ ପୋଡ଼ିଛନ୍ତି । ଆଜି ପୂର୍ବାହ୍ଣରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର ଆହ୍ୱାନରେ…
ଅଧିକ ଖବର ଦେଖନ୍ତୁ...

୧.୦୮କୋଟି ନୁହେଁ, ଭାରତରେ ୩୦କୋଟି ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି !

ନୂଆଦିଲ୍ଲୀ: ଭାରତରେ ପ୍ରତି ୪ ଜଣରେ ଜଣେ କରୋନା ଆକ୍ରାନ୍ତ ହୋଇଛନ୍ତି। ୧.୦୮କୋଟି ଲୋକ କରୋନା ଆକ୍ରାନ୍ତ ହୋଇଥିବା ରିପୋର୍ଟ ହୋଇଥିଲେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଢ଼େର ଅଧିକ। ପାଖାପାଖି ୩୦କୋଟି ଲୋକ କରୋନା ଆକ୍ରାନ୍ତ ହୋଇଥାଇ ପାରନ୍ତି ବୋଲି ସେରୋ ସର୍ଭେରୁ ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରୁ ୧୨୨ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଆଜି ରାଜ୍ୟରୁ ୧୨୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୩୨୪୯୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ଆଜି ସୁନ୍ଦରଗଡ଼ରୁ ୩୨ଜଣ କରୋନା ଆକ୍ରାନ୍ତ ସୁସ୍ଥ…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ଲୁଟ ଅଭିଯୋଗ

ବାରିପଦା: ଆଜି ବାରିପଦା ପୌରପରିଷଦର ଓ୍ୱାର୍ଡ଼ ନମ୍ବର ୧୪ ତୁଳସୀଚଉରା ଅଂଚଳର ପ୍ରତାପ ମୁଖୀ ନାମରେ ଜଣେ ବ୍ୟକ୍ତି ଅପରାହ୍ନ ଅଢ଼େଇଟା ସମୟରେ ଲୁଟର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ପ୍ରତାପ ବାରିପଦାସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖାରୁ ଦୁଇ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...