Daily Archives

February 23, 2021

କୋଟିଆ ଗସ୍ତରେ ସାଂସଦ ସପ୍ତଗିରି, କଲେ ସମୀକ୍ଷା 

କୋରାପୁଟ : ବିବାଦୀୟ କୋଟିଆ ଗ୍ରାମପୁଞ୍ଜ ବୁଲି ଦେଖିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା । କୋଟିଆକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବା ପରେ ଆଜି ଦ୍ବିତୀୟ ଥର ପାଇଁ ଗସ୍ତକରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଆଜି ସାଂସଦ କୋଟିଆ ପଂଚାୟତର ତଳ ଗଞ୍ଜେଇପଦର,…
ଅଧିକ ଖବର ଦେଖନ୍ତୁ...

ପୁଣି ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେଲେ ୱିଙ୍କ୍‌ ଗାର୍ଲ ପ୍ରିୟା

ମୁମ୍ବାଇ: ପୁଣି ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେଲେ ୱିଙ୍କ୍‌ ଗାର୍ଲ ପ୍ରିୟା ଭାରିୟର୍‌। ମାଲାୟାଲାମ୍‌ ଅଭିନେତ୍ରୀ ପ୍ରିୟାଙ୍କ ନୂଆ ଚଳଚ୍ଚିତ୍ର ‘ଚେକ୍‌’ ରିଲିଜ୍‌ ହେବା ଅପେକ୍ଷାରେ। ଆସନ୍ତା ୨୬ ତାରିଖରେ ଏହି ଚଳଚ୍ଚିତ୍ରକୁ ପ୍ରେକ୍ଷାଳୟରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ର ରିଲିଜ୍‌…
ଅଧିକ ଖବର ଦେଖନ୍ତୁ...

ଏ କ’ଣ କେସିଆରଙ୍କ ମାଷ୍ଟରଷ୍ଟ୍ରୋକ ? ଏମ୍‌ଏଲ୍‌ସି ନିର୍ବାଚନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭିଆରଙ୍କ କନ୍ୟା ବାଣୀ…

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ) ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓ (କେସିଆର) ଆଜି ସବୁ ରାଜନୈତିକ ଦଳ ଓ ସବୁ ରାଜନୈତିକ ବିଶାରଦମାନଙ୍କୁ ଆଶ୍ଚର୍ଯ୍ୟଚକିତ କରି ଖେଳିଛନ୍ତି ଏକ ମାଷ୍ଟରଷ୍ଟ୍ରୋକ୍‌। ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି…
ଅଧିକ ଖବର ଦେଖନ୍ତୁ...

ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟର ଡିଜାଇନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ଓଡ଼ିଆ ଭାଷା ବିଶ୍ବବିଦ୍ୟାଳୟର ରୂପରେଖ ସଂପର୍କରେ ଆଜି ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଏକ ଡିଜାଇନ୍ ଉପସ୍ଥାପନା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିଛନ୍ତି। ଏହି ନୂତନ ବିଶ୍ବବିଦ୍ୟାଳୟର ଡିଜାଇନ ସତ୍ୟବାଦୀ ବନ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ସେନାକୁ ମିଳିବ ୧୧୮ଟି ଅର୍ଜୁନ ଟ୍ୟାଙ୍କ, ପ୍ରତିରକ୍ଷା ମନ୍ତ୍ରାଳୟର ମଂଜୁରୀ

ନୂଆଦିଲ୍ଲୀ  : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା ପ୍ରତିରକ୍ଷା କ୍ରୟ ପରିଷଦ (ଡିଏସି) ବୈଠକରେ ଭାରତୀୟ ସେନା ନିମନ୍ତେ ୧୧୮ଟି ଅର୍ଜୁନ ମାର୍କ ୧ଏ ଯୁଦ୍ଧ ଟ୍ୟାଙ୍କ ଖରିଦକୁ ଅନୁମୋଦନ ଦିଆଯାଇଛି । ଏଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୬ ହଜାର କୋଟି ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଅନଲାଇନ୍ ଲୁଟେରାଙ୍କ ଆକାଉଣ୍ଟ ବ୍ଲକ୍ କରି ଟଙ୍କା ଫେରାଇଲା ପୁଲିସ

ଭୁବନେଶ୍ବର: ଦିନକୁ ଦିନ ସାଇବର ଲୁଟ୍ ଅପରାଧ ବୃଦ୍ଧି ପାଉଥିବା ବେଳେ ପୁଲିସର ଏକ ସଫଳତା ସାମ୍ନାକୁ ଆସିଛି। ପୁଲିସର ଉଦ୍ୟମ ହେତୁ ସାଇବର ଲୁଟେରାଙ୍କ ତରିକା ଫେଲ ମାରିଛି। ପୁଲିସ ଅନଲାଇନ୍ ଲୁଟେରାଙ୍କ ଆକାଉଣ୍ଟ୍ ବ୍ଲକ କରି ପୀଡ଼ିତଙ୍କୁ ୩ ଲକ୍ଷ ଫେରାଇ ଦେଇଛି । ମୋବାଇଲ୍ ଟାୱାର ନାଁରେ ଏହି…
ଅଧିକ ଖବର ଦେଖନ୍ତୁ...

ଦିନ ଦିପହରରେ ରାସ୍ତାକଡରେ ବୁଲୁଛନ୍ତି ୪ ଭାଲୁ, ଭିଡିଓ ଭାଇରାଲ୍ 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଏବେ ଦିନ ଦ୍ବିପ୍ରହରରେ ରାସ୍ତାକଡରେ ଭାଲୁ ବୁଲୁଛନ୍ତି। ଗୋଟିଏ କି ୨ଟି ନୁହେଁ, ଏକାଥରକେ ୪ଟି ଭାଲୁ ରାସ୍ତାକଡରେ ବୁଲୁଥିବା ଦେଖାଦେଇଛି। ରାସ୍ତାରେ ଯାଉଥିବା ଲୋକେ ଭାଲୁ ଚଳପ୍ରଚଳ କରୁଥିବାର ଭିଡିଓ ପ୍ରସ୍ତୁତ କରି ବିଭିନ୍ନ ସମାଜିକ ଗଣମାଧ୍ୟମରେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ପୌରାଞ୍ଚଳରେ ବାସ କରୁଛନ୍ତି ୧,୨୩,୭୦୮ ବାସହୀନ ପରିବାର

ଭୁବନେଶ୍ବର: ରାଜ୍ୟର ପୌରାଞ୍ଚଳମାନଙ୍କରେ ୧ ଲକ୍ଷ ୨୩ ହଜାର ୭୦୮ ବାସହୀନ ପରିବାର ବାସ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୮ ହଜାର ୫୭୧, ରାଜୀବ ଆବାସ ଯୋଜନାରେ ୪୭୬୦, ଆଇଏଚ୍‌ଏସ୍‌ଡିପି ଯୋଜନାରେ ୨୦୮୧ଟି ପରିବାରଙ୍କୁ ଘର ଯୋଗାଇ ଦିଆଯାଇଛି ବୋଲି ବିଧାନସଭାରେ…
ଅଧିକ ଖବର ଦେଖନ୍ତୁ...

ଧବଳେଶ୍ବର ପାର୍ଶ୍ବ ଜଙ୍ଗଲରେ ନିଆଁ

ଧଉଳି: ଆଜି ସଂଧ୍ୟା ସାଢ଼େ ୫ଟା ସମୟରେ ଧଉଳି ଶାନ୍ତିସ୍ତୁପ ଧବଳେଶ୍ବର ପାର୍ଶ୍ବ ଜଙ୍ଗଲରେ ନିଆଁ ଲାଗିଯିବା ଫଳରେ ବହୁ ଗଛଲତା ପୋଡ଼ି ନଷ୍ଟ ହୋଇଯାଇଛି । ଛୋଟ ଛୋଟ ବୃକ୍ଷ ସଂପୂର୍ଣ୍ଣ ଜଳିଯାଇଛି । ଖବର ପାଇ ଉଭୟ ବାଲିଅନ୍ତା ଓ ଭୁବନେଶ୍ବର ଅଗ୍ନିଶମ ସେବା କେନ୍ଦ୍ର କର୍ମଚାରୀ ପହଞ୍ଚି…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର ସମେତ ଏସବୁ ସହରରେ ବାୟୁ ପ୍ରଦୂଷଣ ଅଧିକ

ଭୁବନେଶ୍ବର: ରାଜ୍ୟର ୭ଟି ସହରରେ ବାୟୁ ପ୍ରଦୂଷଣର ମାତ୍ରା କ୍ରମାଗତ ଭାବେ ନିର୍ଦ୍ଧାରଣମାନ ମଧ୍ୟରେ ରହୁନାହିଁ । ରାଜଧାନୀ ଭୁବନେଶ୍ୱର ସହ କଟକ, ବାଲେଶ୍ୱର, ଅନୁଗୁଳ, ତାଳଚେର, ରାଉରକେଲା ଓ କଳିଙ୍ଗନଗରରେ ବାୟୁ ପ୍ରଦୂଷଣ ଅଧିକ ରହୁଛି । ତେଣୁ ଏହାକୁ ନନ୍-ଆଟେନମେଣ୍ଟ ସିଟିର ଆଖ୍ୟା…
ଅଧିକ ଖବର ଦେଖନ୍ତୁ...