Daily Archives

April 10, 2021

ଭୁଲ ବୁଝାମଣା ପାଇଁ କୁଚ୍ ବିହାରରେ ଲୋକେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ : ନିର୍ବାଚନ କମିସନ

କୋଲକାତା: ଆଜି ପଶ୍ଚିମବଙ୍ଗର କୁଚ୍‌ ବିହାର ଜିଲ୍ଲା ଅନ୍ତର୍ଗତ ସୀତଲକୁଚି ମତଦାନ ବୁଥ ବାହାରେ ସଂଘର୍ଷ ଘଟି ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁବରଣ କରିଥିବା ୪ଜଣ ବ୍ୟକ୍ତି ଟିଏମସି କର୍ମୀ ଥିଲେ ବୋଲି ଜଣାପଡ଼ିଥିବା ବେଳେ ଏବେ ଏହି ଘଟଣାକୁ ନେଇ ପରସ୍ପରକୁ ଦାୟୀ କରୁଛନ୍ତି…
ଅଧିକ ଖବର ଦେଖନ୍ତୁ...

କଟକ ବଡ଼ଡାକ୍ତରଖାନାରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର, ଧରିବାକୁ ଆରମ୍ଭ ହେଲା ସ୍ବତନ୍ତ୍ର ଅପରେସନ୍

କଟକ: ଗ୍ୟାଙ୍ଗ୍‌ଷ୍ଟର ହାଇଦର୍‌ କଟକସ୍ଥିତ ଏସ୍‌ସିବି‌ ମେଡିକାଲରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଏସ୍‌ସିବିର ସର୍ଜରୀ ବିଭାଗର ୫ ନମ୍ବର ୱାର୍ଡ କ୍ୟାବିନ୍‌ରୁ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ‌ପୁଲିସକୁ ଚକମା ଦେଖାଇ ସେ ଫେରାର ହୋଇଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।…
ଅଧିକ ଖବର ଦେଖନ୍ତୁ...

ଏୟାର ଷ୍ଟ୍ରିପ ବିସ୍ଥାପିତଙ୍କୁ ବିଜୁ ପକ୍କା ଘର କାର୍ଯ୍ୟାଦେଶ ବଣ୍ଟନ

ମାଲକାନଗିରି: ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡଗୁଡା ପଞ୍ଚାୟତର କୋଟେଲିଗୁଡା ଗ୍ରାମ ନିକଟରେ ହେବାକୁ ଥିବା ଏୟାର ଷ୍ଟ୍ରିପ ପାଇଁ ଜମି ଅଧିଗ୍ରହଣ ଏକ ପ୍ରକାର ସମାପ୍ତ ହୋଇଯାଇଛି। ଏୟାର ଷ୍ଟ୍ରିପ ପାଇଁ ଲଗାତାର ପ୍ରଶାସନ ତରଫରୁ ବିଭିନ୍ନ ତଦାରଖ ଆରମ୍ଭ ହୋଇଛି। ତେବେ କୋଟେଲିଗୁଡା ଗ୍ରାମର ୫୫…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ସୀମାନ୍ତରୁ ଦୁର୍ଦ୍ଦାନ୍ତ ନକ୍ସଲ ଗିରଫ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ଦନ୍ତେୱାଡା ପୁଲିସକୁ ମିଳିଛି ବଡ଼ ସଫଳତା। ଡିଏକେ ଏମଏସ ଅଧ୍ୟକ୍ଷ ଚନ୍ଦୁ ରାମଙ୍କୁ ପୁଲିସ ଗିରଫ କରିବାରେ ସଫଳତା ପାଇଛି। ଅରନପୁର ଥାନା ଅଞ୍ଚଳରେ ଚନ୍ଦୁ ରହିଥିବା ପୁଲିସ ଖବର ପାଇବା ପରେ ଡିଆରଜି ଯବାନ ଏବଂ ଅରନପୁର ପୁଲିସ କର୍ମଚାରୀ ଚନ୍ଦୁ…
ଅଧିକ ଖବର ଦେଖନ୍ତୁ...

ମୁହଁମୁହିଁ ହେବାକୁ ଯାଉଛି ଦୁଇଟି ସାମଦ୍ରିକ ଝଡ଼ ! ଆସୁଛି ବିରଳ ତୋଫାନ୍, ଅଷ୍ଟ୍ରେଲିଆ ପାଣିପାଗ ବିଭାଗ ଜାରି କଲା…

ନୂଆଦିଲ୍ଲୀ: ପଶ୍ଚିମ ଅଷ୍ଟ୍ରେଲିଆରେ ରହୁଥିବା ଲୋକମାନଙ୍କୁ ସତର୍କ କରିଛି ସେଠିକାର ପାଣିପାଗ ବିଭାଗ । ବିଭାଗ ସୂଚନା ଦେଇଛି କି ଦୁଇଟି ସାମଦ୍ରିକ ଝଡ଼ ମୁହାଁମୁହିଁ ହେବାକୁ ଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ତୋଫାନ ହୋଇପାରେ । ମାଡ଼ି ଆସୁଥିବା ଏହି ଦୁଇଟି ତୋଫାନ ମଧ୍ୟରେ ଗୋଟିଏ ସରୋଜା ଓ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ, ବ୍ୟାଟିଂ କରିବ ଚେନ୍ନାଇ

ମୁମ୍ବାଇ : ଆଜି ମୁମ୍ବାଇରେ ଚଳିତ ଆଇପିଏଲର ୨ୟ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଖେଳାଯାଉଛି । ଦିଲ୍ଲୀ ଦଳର ଅଧିନାୟକ ଋଷଭ ପନ୍ତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ଦଳରେ ଆଜି ୪ ଜଣ…
ଅଧିକ ଖବର ଦେଖନ୍ତୁ...

ସୁଦୃଢ଼ ଯୁବଶକ୍ତି ସମୃଦ୍ଧ ସମାଜର ଏକ ମୁଖ୍ୟ ମାନଦଣ୍ଡ: କ୍ରୀଡ଼ା ମନ୍ତ୍ରୀ

ଭୁବନେଶ୍ୱର: ସୁଦୃଢ଼ ଯୁବଶକ୍ତି ସମୃଦ୍ଧ ସମାଜର ଏକ ମୁଖ୍ୟ ମାନଦଣ୍ଡ। ଦୃଢ଼ ସଂକଳ୍ପ ଓ ସ୍ୱପ୍ନକୁ ସାକାର କରିବାର ଇଚ୍ଛାକୁ ଆଧାର କରି ରାଜ୍ୟର ପ୍ରଗତିକୁ ଶୀର୍ଷ ସୋପାନରେ ପହଞ୍ଚାଇବାରେ ଯୁବଶକ୍ତି ଏକ ପ୍ରମୁଖ ମାଧ୍ୟମ ହୋଇପାରିବ ବୋଲି ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା…
ଅଧିକ ଖବର ଦେଖନ୍ତୁ...

ସଂକ୍ରମଣକୁ ଦେଖି ମଧ୍ୟପ୍ରଦେଶରେ ବଢ଼ିଲା ଲକଡାଉନ ଅବଧି

ଇନ୍ଦୋର: ରାଜ୍ୟରେ ସଂକ୍ରମଣ ବଢ଼ୁଥିବା ଦେଖି ଲକଡାଉନ ଅବଧି ବଢ଼ାଇଛନ୍ତି ମଧ୍ୟପ୍ରଦେଶ ସରକାର। ଏପ୍ରିଲ ୮ରେ ରାଜ୍ୟରେ ଲକଡାଉନ ଘୋଷଣା କରି ଏହା ଏପ୍ରିଲ ୧୨ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ରାଜ୍ୟ ସରକାର କହିଥିଲେ। କିନ୍ତୁ ବଢ଼ୁଥିବା ସଂକ୍ରମଣକୁ ଦେଖି ଆଜି ଏହାର ଅବଧି ବଢ଼ାଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ଗ୍ରାହକଙ୍କ ଅଜାଣତରେ ୨୮ ହଜାର ଟଙ୍କା କଟିଲା 

ଜୟପୁର: ଜଣେ ଗ୍ରାହକଙ୍କ ଅଜାଣତରେ ଏବଂ ସେ କାହାରିକୁ ଚେକ୍ ଦେଇ ନଥିବା ସତ୍ବେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨୮ହଜାର ଟଙ୍କା କଟିଯାଇଛି। ଗ୍ରାହକ ଜାଣିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବ୍ୟାଙ୍କର ଶାଖା ପରିଚାଳିକା ଜୋନସ୍ତରୀୟ ଅଧିକାରୀଙ୍କୁ ଅବଗତ କରିଛନ୍ତି। ଏପରି ଘଟଣା…
ଅଧିକ ଖବର ଦେଖନ୍ତୁ...

ମେ’ ୧୫ରୁ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ପରିଷଦର ସଭ୍ୟଙ୍କୁ ଲେଖିଲେ ପତ୍ର

ଭୁବନେଶ୍ୱର: ‘ଆମେ କଥା ନୁହେଁ, କାମରେ ବିଶ୍ୱାସ କରୁ' ଏହି ଉକ୍ତିକୁ ଅକ୍ଷରେ ଅଷରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର କାମ କରିଚାଲିଛନ୍ତି। ଆଗାମୀ ମେ’ ମାସ ୨୯ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଗଠିତ ସରକାର ତାର ପଞ୍ଚମ ପାଳିର ଦ୍ବିତୀୟ ଵର୍ଷ ପୂରଣ…
ଅଧିକ ଖବର ଦେଖନ୍ତୁ...