Daily Archives

April 10, 2021

ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ପଶ୍ଚିମବଙ୍ଗରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ସଂଧ୍ୟା ୫ଟା ସୁଦ୍ଧା ୭୬ ପ୍ରତିଶତ ମତଦାନ

କୋଲକତା :  ପଶ୍ଚିମବଙ୍ଗରେ ଆଜି ଅନୁଷ୍ଠିତ ହୋଇଥିବା ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ସଂଧ୍ୟା ୫ଟା ସୁଦ୍ଧା ପ୍ରାୟ ୭୬ ପ୍ରତିଶତ ମତଦାନ ହୋଇଛି । ତେବେ ଆଜି ଭୋଟ ଗ୍ରହଣ ବେଳେ କେତେକ ସ୍ଥାନରେ ହିଂସା ପରିଲକ୍ଷିତ ହୋଇଛି । ଏହି ହିଂସାରେ ମୋଟ ୫ ଜଣ ପ୍ରାଣ ହରାଇଛନ୍ତି । କୁଚବିହାରର…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରୁ ଆଜି ୧୭୧ କରୋନା ପଜିଟିଭ୍ ଚିହ୍ନଟ‌, ସୁସ୍ଥ ହେଲେ ୫୩ ଜଣ

ଭୁବନେଶ୍ବର: କରୋନା ଭାଇରସ୍‌ ମହାମାରୀ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ବଢ଼ି ଚାଲିଛି। ଆଜି ପୁଣି ୧୭୧ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୪୫ ଜଣ ଓ ସ୍ଥାନୀୟ ସଂକ୍ରମଣ ଯୋଗୁଁ ୧୨୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଭୁବନେଶ୍ବରରେ କରୋନା ସଂକ୍ରମିତ…
ଅଧିକ ଖବର ଦେଖନ୍ତୁ...

ହିଂସା ପାଇଁ ଦାୟୀ କିଏ? ବିଜେପି କହିଲା ମମତା ଉସୁକାଇଥିଲେ, ଟିଏମସି କହିଲା ବିଜେପି କରିଛି ହତ୍ୟା

କୋଲକାତା: ଆଜି ପଶ୍ଚିମବଙ୍ଗର କୁଚ୍‌ ବିହାର ଜିଲ୍ଲା ଅନ୍ତର୍ଗତ ସୀତଲକୁଚି ମତଦାନ ବୁଥ ବାହାରେ ସଂଘର୍ଷ ଘଟି ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ୪ଜଣ ବ୍ୟକ୍ତି ଟିଏମସି କର୍ମୀ ଥିଲେ ବୋଲି ଜଣାପଡ଼ିଥିବା ବେଳେ ଏବେ ଏହି ଘଟଣାକୁ ନେଇ ପରସ୍ପରକୁ ଦାୟୀ କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଘର ଛାତ ପକାଇବାକୁ ରାଜମିସ୍ତ୍ରୀଙ୍କୁ ନେଇ କାର୍‌ରେ ଆସୁ‌ଥିଲେ ଯବାନ, ଟିପ୍‌ର ଧକ୍କାରେ ୨ ମୃତ

ଓଡ଼ାପଡ଼ା: ଘର ଛାତ ପକାଇବା ପାଇଁ ରାଜମିସ୍ତ୍ରୀଙ୍କୁ କାର୍‌ରେ ବସାଇ ଆସୁଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟିପ୍ର‌ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ରାଜମିସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ପ୍ରାଣ ହାରିଛନ୍ତି ଯବାନ। ଢେଙ୍କାନାଳ ଜିଲ୍ଲା ଓଡାପଡା…
ଅଧିକ ଖବର ଦେଖନ୍ତୁ...

କରୋନାରେ ପ୍ରାଣ ହରାଇଲେ ଲୋକପ୍ରିୟ ଅଭିନେତା ସତିଶ କୌଲ୍, ମହାଭାରତରେ ଆସିଥିଲେ ନଜର

ମୁମ୍ବାଇ: ଗୁଡ଼ାଏ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ମୋହିଥିବା କାଳକାର ସତିଶ କୌଲ୍‌ କରୋନାରେ ପ୍ରାଣ ହଜାଇଛନ୍ତି। ସେ ବିଆର୍‌ ଚୋପ୍ରାଙ୍କ ‘ମହାଭାରତରେ’ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଗତବର୍ଷ…
ଅଧିକ ଖବର ଦେଖନ୍ତୁ...

ଘରୋଇ କଲେଜର ଜଣେ ଛାତ୍ର କରୋନା ପଜିଟିଭ୍‌, କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କଲା ପ୍ରଶାସନ

ମାଲକାନଗିରି: ଜିଲ୍ଲା ସଦର ମହକୁମାରେ ଥିବା ଏକ ଘରୋଇ କଲେଜରେ ଜଣେ ଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ସଂପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି। କଲେଜର ଛାତ୍ର ଜଣକ ଗତକାଲି ଅସୁସ୍ଥ ହୋଇପଡିଥିଲେ। ତୁରନ୍ତ ତାଂକୁ ମେଡିକାଲରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ଇଣ୍ଡୋନେସିଆ ଉପକୂଳରେ ସମୁଦ୍ର ମଧ୍ୟରେ ଭୂମିକମ୍ପ, ଜାଭା ଦ୍ବୀପରେ ବ୍ୟାପକ କ୍ଷୟକ୍ଷତି

ଜାଭା  : ଇଣ୍ଡୋନେସିଆର ଜାଭା ଦ୍ବୀପ ନିକଟସ୍ଥ ଭାରତ ମହାସାଗରରେ ଆଜି ୫.୯ ତୀବ୍ରତାର ଏକ ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପରେ ପୂର୍ବ ଜାଭା ଓ ବାଲି ଦ୍ବୀପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛି। ଇଣ୍ଡୋନେସିଆର ଭୂବିଜ୍ଞାନ ସଂସ୍ଥା ବିଏମକେଜିର ସୂଚନା…
ଅଧିକ ଖବର ଦେଖନ୍ତୁ...

‘‘ଜୀବନରେ ବହୁ କଥା ଶିଖିବାର ଅଛି; କେବଳ ପ୍ରଥମ ସ୍ଥାନ ପଛରେ ନ ଗୋଡ଼ାଇ, ସେସବୁ ପାଇଁ କିଛି ସମୟ ଦେବା ଦରକାର’’

ସୁବ୍ରତ ବାଗ୍‌ଚୀ : ଭଦ୍ରକ ଜିଲ୍ଲା ଚରମ୍ପା ସରକାରୀ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରୁ ଶିକ୍ଷା ଆରମ୍ଭଠାରୁ ନେଷ୍ଟଏୱେ ପର୍ଯ୍ୟନ୍ତ ଯାତ୍ରା କିପରି ଥିଲା ? ଅମରେନ୍ଦ୍ର ସାହୁ : ମୁଁ ଭଦ୍ରକ ଜିଲ୍ଲା ଚରମ୍ପା ଗ୍ରାମ ସରକାରୀ ବିଦ୍ୟାଳୟରେ ପାଠ ପଢିଛି। ଯେହେତୁ ବାପା ଢେଙ୍କାନାଳରେ ରହୁଥିଲେ,…
ଅଧିକ ଖବର ଦେଖନ୍ତୁ...

ସ୍ଥଳସେନାର ଉପମୁଖ୍ୟ ପଦରେ ଅବସ୍ଥାପିତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ

ନୂଆଦିଲ୍ଳୀ: ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ଶନିବାର ଦିନ ସ୍ଥଳସେନାର ଉପମୁଖ୍ୟ ପଦରେ ଅବସ୍ଥାପିତ କରାଯାଇଛି । ସେ ଏହା ପୂର୍ବରୁ ସେନାର କର୍ପସ-୯ର କମାଣ୍ଡର ପଦ ସମ୍ଭାଳୁଥିଲେ। ଶ୍ରୀ ଦ୍ୱିବେଦୀଙ୍କ ପୂର୍ବରୁ ସେନାର ଉପମୁଖ୍ୟ ଦାୟିତ୍ୱରେ ଥିଲେ ଜେନେରାଲ ଚଣ୍ଡିପ୍ରସାଦ…
ଅଧିକ ଖବର ଦେଖନ୍ତୁ...

କରୋନାର ନୂଆ ରୂପକୁ ନେଇ ସତର୍କ କରାଇଲେ ରାଜ୍ୟ ସରକାର: ନୂଆ ଲକ୍ଷଣ ଏବଂ ନୂଆ ରୂପକୁ ନେଇ ଦେଲେ ସମସ୍ତ ତଥ୍ୟ

ଭୁବନେଶ୍ବର: ସାରା ଦେଶରେ ଏବେ କରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ଗତିରେ ବଢିବାକୁ ଲାଗିଛି । ଆମ ରାଜ୍ୟରେ ମଧ୍ୟ ଦୈନିକ ସଂକ୍ରମଣ ବଢିବାକୁ ଲାଗିଲାଣି । ଏପରି ସ୍ଥିତିରେ ରାଜ୍ୟ ସରକାର କରୋନା ଭୂତାଣୁର ନୂଆ ରୂପକୁ ନେଇ ତମାମ ତଥ୍ୟ ଦେଇଛନ୍ତି । କରୋନାର ନୂଆ ରୂପର ନୂଆ ଲକ୍ଷଣ ଦେହ…
ଅଧିକ ଖବର ଦେଖନ୍ତୁ...