Daily Archives

May 4, 2021

ଥାନାରେ ଯୁବକଙ୍କ ଆତ୍ମହତ୍ୟା ଘଟଣା: ଅବହେଳା ପାଇଁ ଏଏସ୍‌ଆଇ, କନ୍‌ଷ୍ଟେବଲ୍‌ ନିଲମ୍ବିତ

ବ୍ରହ୍ମପୁର/ଗୋଳନ୍ଥରା: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରେ ଜଣେ ଯୁବକଙ୍କ ଆତ୍ମହତ୍ୟା ଘଟଣାର ବିଭାଗୀୟ ତଦନ୍ତ ପରେ ଦାୟିତ୍ବରେ ଅବହେଳା ଯୋଗୁଁ ଏଏସ୍‌ଆଇ ପି.ସି ଆଚାର୍ଯ୍ୟ ଓ କନ୍‌ଷ୍ଟେବଲ୍‌ ଡି.ପି ଜେନାଙ୍କୁ ନିଲମ୍ବନ କରାଯାଇଛି। ସେହିପରି ଗୋଳନ୍ଥରା ଥାନା ଅଧିକାରୀ ବାବୁଲି ନାୟକଙ୍କୁ…
ଅଧିକ ଖବର ଦେଖନ୍ତୁ...

ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଯଶସ୍ବୀ ସାରସ୍ବତ ସାଧକ ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ‘ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା  ଓଡିଆ ସାହିତ୍ୟିକ ମାନଙ୍କୁ ଏହି…
ଅଧିକ ଖବର ଦେଖନ୍ତୁ...

ଅମ୍ଳଜାନ ସଙ୍କଟକୁ ନେଇ କେନ୍ଦ୍ରକୁ ଅଦାଲତ ଅବମାନନା ଚେତାବନୀ ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅମ୍ଳଜାନ ସଙ୍କଟକୁ ନେଇ ଦିଲ୍ଲୀ ହାଇକୋର୍ଟ ଆଜି କଡା ଟିପ୍ପଣୀ ଦେଇଛନ୍ତି | ମଙ୍ଗଳବାର ଦିନ ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ତୀବ୍ର ନିନ୍ଦା କରିଥିଲେ। ଦିଲ୍ଲୀ ହାଇକୋର୍ଟ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଅଦାଲତ ଅବମାନନା ପାଇଁ…
ଅଧିକ ଖବର ଦେଖନ୍ତୁ...

ଲୋକଙ୍କ ଘରେ ଯାଇ ଅଭିଯୋଗ ଶୁଣିବ ପୁଲିସ, ହ୍ୱାଟ୍ସଆପ୍ କିମ୍ବା ଇ-ମେଲରେ ପଠାଯିବ ଏଫଆଇଆର୍ କପି

ଭୁବନେଶ୍ୱର: କରୋନା ସମୟରେ ଘରୁ ଯାଇ ଅଭିଯୋଗ ଗ୍ରହଣ କରିବ ପୁଲିସ । ସଂକ୍ରମଣ ସମୟରେ ଅପରାଧିକ ମାମଲାର ଅଭିଯୋଗ ପାଇଁ ଲୋକଙ୍କୁ ଘରୁ ବାହାରିବାକୁ ପଡିବନି । ନିଜେ ଖୋଦ୍ ପୋଲିସ ଯାଇ ଲୋକଙ୍କୁ ଘରୁ ଅଭଯୋଗ ଗ୍ରହଣ କରିବା ସହିତ ଅନଲାଇନ ଜରିଆରେ ମାମଲା ରୁଜୁ କରି ଛାନଭିନ୍ କରିବ ବୋଲି ସୂଚନା…
ଅଧିକ ଖବର ଦେଖନ୍ତୁ...

ମେ ୭ ତାରିଖରୁ ୧୬ଟି ‌ଟ୍ରେନ୍‌କୁ ବାତିଲ୍‌ କଲା ଭାରତୀୟ ରେଳବାଇ, ଜାଣନ୍ତୁ ତାହା ସବୁ କେଉଁ ଟ୍ରେନ୍‌

ନୂଆଦିଲ୍ଳୀ: ଆଗାମୀ ୭ ତାରିଖଠାରୁ ପୂର୍ବ ରେଳବାଇ ୧୬ଟି ରେଳ ଚଳାଚଳ ବାତିଲ୍‌ କରିବା ନିଷ୍ପତ୍ତି ନେଇଛି। ଏକ ଟୁଇଟ୍ ଯୋଗେ ପୂର୍ବ ରେଳବାଇ ପକ୍ଷରୁ ଦଃଖ ପ୍ରକାଶ କରାଯିବା ସହ ଯାତ୍ରୀମାନଙ୍କୁ ସେହି ଅନୁସାରେ ନିଜର ଯାତ୍ରା ନିଷ୍ପତ୍ତି ନେବାକୁ କୁହାଯାଇଛି। ଯେଉଁ ‌ଟ୍ରେନ୍‌ଗୁଡ଼ିକୁ ବାତିଲ…
ଅଧିକ ଖବର ଦେଖନ୍ତୁ...

୯ ପେଟି ବିଦେଶୀ ମଦ ଜବତ, ୩ ଗିରଫ

ରାଉରକେଲା: ଆସନ୍ତାକାଲି (ବୁଧବାର) ଠାରୁ ୧୫ ଦିନିଆ ଲକ୍‌ଡାଉନ। ଏଥିପାଇଁ ଆଜି ସହରର ଖୋଲିଥିବା ତିନିଟି ବିଦେଶୀ ମଦ ଦୋକାନରେ ଜମିଥିଲା ବେଶ୍ ଗହଳି। ମଦ ନେବାକୁ ଚାଲିଥିବା ଲୋକଙ୍କ ମଧ୍ୟରେ ଠେଲାପେଲା। କିଛି ଅସାଧୁ ବେପାରୀ ବୋହି ନେଇଥିଲେ ପେଟି ପେଟି ମଦ। କିଛି ବେପାରୀ ପୁଲିସକୁ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍ ସମୟରେ ଅମାନିଆଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ: ଆରଏମ୍‌ସି କମିସନର

ରାଉରକେଲା: ଆସନ୍ତାକାଲିଠାରୁ ରାଉରକେଲାରେ କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଲକଡାଉନ ଜାରି ରହିବ। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏହି ସମୟରେ ଜନସାଧାରଣ ଯେଭଳି ଅସୁବିଧାର ସମ୍ମୁଖୀନ ହେବେ ନାହିଁ, ସେନେଇ ରାଉରକେଲା ମହାନଗର ନିଗମ (ଆରଏମ୍‌ସି) ପକ୍ଷରୁ ବ୍ୟାପକ…
ଅଧିକ ଖବର ଦେଖନ୍ତୁ...

ଟାଟା ଏସିଇ ଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଢଳ ଗ୍ରାମଠାରେ ଆଜି ଏକ ଟାଟା ଏସିଇ ଗାଡ଼ି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିିଛି। ମିଳିଥିବା ସୂଚନା ଅନୁଯାୟୀ, କଣ୍ଢଳ ଗ୍ରାମର ପ୍ରମୋଦ ସାହୁ (୪୫) ଏକ ସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ୪୯ନଂ ଜାତୀୟ ରାଜପଥର ସେଣ୍ଟ୍ରାଲ ବ୍ୟାଙ୍କ…
ଅଧିକ ଖବର ଦେଖନ୍ତୁ...

ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୧୧୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ୧୧୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ଏଯାବତ କରୋନା ମାମଲା ୪୮୨୫୬ରେ ପହଞ୍ଚିଛି। ସେହିପରି ଏବେ ବି ୮୯୪୭ଟି ସକ୍ରିୟ ମାମଲା…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ସରିଲା, ପେଟ୍ରୋଲ-ଡିଜେଲ ମୂଲ୍ୟ ବଢ଼ିଲା!

ନୂଆଦିଲ୍ଲୀ: ନିର୍ବାଚନ ପରେ ପେଟ୍ରୋଲ-ଡିଜେଲ ମୂଲ୍ୟ ବଢ଼ିବ, କିଛି ଏଭଳି ଆକଳନ ଲଗାଉଥିବା ବ୍ୟକ୍ତିଙ୍କ ଆକଳନ ସତ ହୋଇଛି | ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ ମଙ୍ଗଳବାର ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇଛି। ଆଜି ପେଟ୍ରୋଲର ମୂଲ୍ୟ ୧୫ ପଇସା ଏବଂ ଡିଜେଲ ୧୮ ପଇସା ବୃଦ୍ଧି ପାଇଛି।…
ଅଧିକ ଖବର ଦେଖନ୍ତୁ...