Daily Archives

May 4, 2021

ମେ ୧୪ରୁ ୧୮ ମଧ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଲକ୍ଷ ଛୁଇଁପାରେ: ବି‌ଶେଷଜ୍ଞଙ୍କ ଆକଳନ

ନୂଆଦିଲ୍ଲୀ: ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭିତରେ କେବେ ଏହା ଶୀର୍ଷକୁ ଛୁଇଁବ, ତାକୁ ନେଇ ସମସ୍ତଙ୍କ ଭିତରେ ଆଶଙ୍କା ରହିଛି । କେବେ ଏହା ପିକ୍ ଛୁଇଁବ ଓ ପୁଣି କମିବା ଆରମ୍ଭ କରିବ ତାକୁ ନେଇ ଉତ୍କଣ୍ଠା । ଏହାରି ଭିତରେ ପୁଣିଥରେ ଗାଣିତିକ ମଡେଲ ଆଧାରରେ ପୂର୍ବାନୁମାନ କରିଛନ୍ତି ଆଇଆଇଟି…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ନବମଶ୍ରେଣୀ ଛାତ୍ର ମୃତ, ମହିଳା ଗୁରୁତର

ଛେଣ୍ଡିପଦା: ବଜ୍ରପାତରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ଗ୍ରାମର ଜଣେ ନବମଶ୍ରେଣୀ ଛାତ୍ର ମୃତ୍ୟୁବରଣ କରିଥିବାବେଳେ ପାଖରେ ଥିବା ମହିଳା ଗୁରୁତର ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଆଜି ଅପରାହ୍ନ ସାଢ଼େ ୨ଟାରେ ଜରପଡା ଗ୍ରାମର କଟାବନ୍ଧ ନିକଟରେ ସଚିଦାନନ୍ଦ ସାହୁଙ୍କ ପୁଅ…
ଅଧିକ ଖବର ଦେଖନ୍ତୁ...

ପାରିବାରିକ କଳହର କରୁଣ ପରିଣତି: ଶଶୁରକୁ ଶିଳପୁଆରେ ଛେଚିଲା ବୋହୂ!

ରାଜନଗର: ପାରିବାରିକ କଳହ କେତେ ଯେ ଭୟଙ୍କର ହୋଇପାରେ ତାର ଜ୍ୱଳନ୍ତ ଉଦାହରଣ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଂଚଳରେ ଦେଖିବାକୁ ମିଳିଛି । ଘରେ କେହି ନଥିବା ବେଳେ ୬୫ ବର୍ଷର ଶଶୁରକୁ ୨୭ ବର୍ଷର ବୋହୂ ଶିଳପୁଆରେ ଛେଚି ମାରିଥିବାର ଅଭିଯୋଗ ହୋଇଛି । ବାପାଙ୍କୁ ଭାଉଜ ମାରିଛନ୍ତି ବୋଲି…
ଅଧିକ ଖବର ଦେଖନ୍ତୁ...

କରୋନା ପାଇଁ ୧୨ରୁ ୧୫ ବର୍ଷର ପିଲାଙ୍କୁ ଦିଆଯାଇପାରେ ଫାଇଜର ଟିକା

ନ୍ୟୁୟର୍କ: କରୋନା ଭାଇରସ ମହାମାରୀ ସମଗ୍ର ବିଶ୍ୱରେ ବିପଦ ସୃଷ୍ଟି କରୁଛି। ସବୁ ବୟସର ଲୋକମାନେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେଉଛନ୍ତି। ଏହି ସମୟରେ, ପିଲାମାନେ ମଧ୍ୟ କରୋନା ଭୂତାଣୁ ଦ୍ୱାରା ସଂକ୍ରମଣର ଶିକାର ହେଉଛନ୍ତି। ଆଉ ଏବେ ପିଲାମାନଙ୍କୁ କରୋନା କବଳରୁ ରକ୍ଷା କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମଣ ଓ ଯାତ୍ରୀ ଅଭାବ ଯୋଗୁଁ ୫ଟି ସ୍ୱତନ୍ତ୍ର ଟ୍ରେନ୍ ବାତିଲ ନିଷ୍ପତ୍ତି

ଭୁବନେଶ୍ୱର: ପୂର୍ବତଟ ରେଳ ପରିସୀମାରୁ ବିଭିନ୍ନ ସ୍ଥାନକୁ ଯାଉଥିବା ୫ ଯୋଡ଼ା ଟ୍ରେନ୍ ବାତିଲ ନିଷ୍ପତ୍ତି ହୋଇଥିବା ଜଣାଯାଇଛି । ରାଜ୍ୟ ତଥା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଓ ଆବଶ୍ୟକ ପରିମାଣରେ ଯାତ୍ରୀ ନହେବାରୁ ଏହି ଟ୍ରେନ୍ ଗୁଡ଼ିକ ଟ୍ରେନ୍ ବାତିଲ କରାଯାଇଛି । ପୂର୍ବତଟ ରେଳପଥ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଅକ୍ସିଜେନ୍ ଅଭାବକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଳୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦୈନିକ ରେକର୍ଡ ଭାଙ୍ଗୁଥିବା ବେଳେ ଚିକିତ୍ସା ପାଇଁ ଅକ୍ସିଜେନ୍ ସାଜିଛି ବାଧକ । ଏନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ କୋର୍ଟରେ ଦାଖଲ ହୋଇଥିବା ମାମଲା ଉପରେ ଆଜି ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଶୁଣାଣି ବେଳେ କୋର୍ଟ ପୁଣିଥରେ କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଫାଇନାସ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲକ୍ଷାଧିକ ଟଙ୍କା ଲୁଟ 

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳ ଏବେ ଅପରାଧୀଙ୍କ ଗଡ଼ ପାଲଟିଛି । ଚୋରି, ଲୁଟ, ରାହାଜାନୀ ବୃଦ୍ଧି ପାଉଛି । ପୁଲିସ କେବଳ ନିରବଦ୍ରଷ୍ଠା ସାଜିଛି । ଆଜି ପୁଣି ଜଣେ ଫାଇନାସ କର୍ମଚାରୀ ଲୁଟର ଶିକାର ହୋଇଛନ୍ତି । ସେ ହେଲେ ନୂଆସାହି ବିଶ୍ୱାଳ ସାହି…
ଅଧିକ ଖବର ଦେଖନ୍ତୁ...

ସ୍ଥଗିତ ହେଲା ଜେଇଇ-ମେନ ମେ ପରୀକ୍ଷା, ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଏପ୍ରିଲ୍ ପରେ, ବର୍ତ୍ତମାନ ଜେଇଇ-ମେନ ମେ ୨୦୨୧ ର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି | ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (ଏନଟିଏ) ଏ ସମ୍ପର୍କରେ ନୋଟିସ ଜାରି କରିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ନିଜ ଟ୍ୱିଟରରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

କରୋନାକୁ ଜିଣିବାକୁ ୩ଟି ପ୍ରମୁଖ ଉପାୟ ଦେଲେ ଏମ୍‌ସ ମୁଖ୍ୟ ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ନେଇ ସାରା ବିଶ୍ବ ଚିନ୍ତାରେ ପଡ଼ିଥିବା ବେଳେ ଏ ନେଇ ନିଜର ମତ ରଖିଛନ୍ତି ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(ଏମ୍‌ସ)ର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ। ସେ ତାଙ୍କର ମତ ରଖି କହିଛନ୍ତି କି ଭାଇରସ ଯଦି ଏହି ଭଳି ଭାବେ ବଢ଼ି ବଢ଼ି ଚାଲେ, କୌଣସି…
ଅଧିକ ଖବର ଦେଖନ୍ତୁ...

୫ଦିନ କାଳବୈଶାଖୀ ସମ୍ଭାବନା, ୪୦ରୁ ୫୦କିମି ବେଗରେ ପବନ ହୋଇପାରେ; ସତର୍କ କଲ ପାଣିପାଗ କେନ୍ଦ୍ର

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହି ସମୟରେ ୪୦ରୁ ୫୦କିମି ବେଗରେ ପବନ ବି ହୋଇପାରେ। ଏଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,…
ଅଧିକ ଖବର ଦେଖନ୍ତୁ...