Daily Archives

May 18, 2021

ଲଗାମ ନାହିଁ, ସହରରେ ବୁଲୁଛନ୍ତି ସଂକ୍ରମିତ; ସୁନ୍ଦରଗଡ଼ ପୌରାଞ୍ଚଳରେ ବଢ଼ୁଛି ସଂକ୍ରମଣ

ସୁନ୍ଦରଗଡ଼: କରୋନାର ଦ୍ବିତୀୟ ଲହର ଆରମ୍ଭରୁ ରାଜ୍ୟର ଦ୍ବିତୀୟ ସର୍ବାଧିକ ସଂକ୍ରମିତ ଜିଲ୍ଲା ସୁନ୍ଦରଗଡ଼ରେ ସଂକ୍ରମଣ ତିନି ଦିନ ହେଲା ଚାରି ଅଙ୍କରୁ ତିନି ଅଙ୍କକୁ ଖସିଛି। ମେ’ ୧୪ରେ ସଂକ୍ରମିତ ସଂଖ୍ୟା ୧୨୦୯ ଥିଲା। ୧୫ରେ ତାହା ୬୪୧, ୧୬ରେ ୮୩୨, ୧୭ରେ ୮୧୯ ରହିଛି। ୟେ’ତ ଗଲା ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

କୋଭିଡ୍ ପରିଚାଳନା ପାଇଁ ଆସିବେ ୧୦ ଅଧିକାରୀ

ଅନୁଗୁଳ: ଜିଲ୍ଲାରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢି ଚାଲିଛି। ନିୟମିତ ଭାବେ ୫ ଶହ ଉପରେ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ପଜିଟିଭ ହାର ବି ଅଧିକ ରହୁଛି। ତେଣୁ କୋଭିଡ୍ ପରିଚାଳନା ପାଇଁ ଜିଲ୍ଲାକୁ ୧୦ ଜଣ ଓଆରଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି। ବିଭିନ୍ନ ଜିଲ୍ଲାରୁ ଏହି ଅଧିକାରୀମାନେ…
ଅଧିକ ଖବର ଦେଖନ୍ତୁ...

ବର୍ଷା ହେତୁ ଛତା ଧରି ରାସ୍ତାରେ ଯାଉଥିବା ସମୟରେ ମହିଳାଙ୍କ ସାମ୍ନାରେ ଭାଙ୍ଗି ପଡ଼ିଲା ବିଶାଳ ଗଛ, ଉପସ୍ଥିତ ବୁଦ୍ଧି…

ନୂଆଦିଲ୍ଲୀ: ସୋମବାର ରାତି ପ୍ରାୟ ୮ଟା ୩୦ରେ ଗୁଜୁରାଟ ଉପକୂଳରେ ଲ୍ୟାଣ୍ଡଫଲ କରିଥିବା ସାମୁଦ୍ରିକ ବାତ୍ୟା ତୌତେ   ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି କରିଛି| ବଡ ବଡ ଗଛ ଉପୁଡି ପଡିବା ସହ ବିଦ୍ୟୁତ ସେବା ବ୍ୟାହତ ହୋଇଛି | ଏହି ବାତ୍ୟା ହେତୁ ମହାରାଷ୍ଟ୍ରରେ ୬ଜଣଙ୍କ ମୃତ୍ୟୁ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରେ ଗଡ଼ିଲା “ସଞ୍ଜୀବନୀ ରଥ’, ଶଯ୍ୟାଶାୟୀ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଘରେ ଦିଆଯିବ କୋଭିଡ୍ ଟିକା

ରାଉରକେଲା: ରାଉରକେଲାରେ କୋଭିଡ୍ ଟିକାଦାନ କ୍ଷେତ୍ରରେ ପ୍ରଶାସନ ପକ୍ଷରୁ ଏକ ଅଭିନବ ପଦକ୍ଷେପ ନିଆଯାଇଛି । ଯେଉଁ ବ୍ୟକ୍ତିମାନେ ଶଯ୍ୟାଶାୟୀ ଅଛନ୍ତି କିମ୍ବା ଭିନ୍ନକ୍ଷମ ତଥା ଅତ୍ୟନ୍ତ ବାର୍ଦ୍ଧକ୍ୟ କାରଣରୁ ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରେ ଟିକା ଦିଆଯିବ ।…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ତୌତେ ପ୍ରଭାବରେ ହୋଇଥିବା ବର୍ଷା ହେତୁ ଜଳମଗ୍ନ ହେଲା ଅମିତାଭ ବଚ୍ଚନଙ୍କ କାର୍ଯ୍ୟାଳୟ

ମୁମ୍ବାଇ: ଗୁଜୁରାଟ ଓ ମହାରାଷ୍ଟ୍ରରେ ସାମୁଦ୍ରିକ ବାତ୍ୟା ତୌତେ ଅନେକ କ୍ଷୟକ୍ଷତି କରିଛି। ଏହାର ପ୍ରଭାବରେ ସୋମବାର ହୋଇଥିବା ପ୍ରବଳ ବର୍ଷା ହେତୁ ମୁମ୍ବାଇ ଜଳମଗ୍ନ ହୋଇଯାଇଛି।  ବଲିଉଡ ସେଲିବ୍ରିଟିମାନେ ସେମାନଙ୍କ ପ୍ରଶଂସକଙ୍କୁ ଘରେ ରହିବାକୁ କହୁଛନ୍ତି। ଏଭଳି ପରିସ୍ଥିତିରେ ଖବର…
ଅଧିକ ଖବର ଦେଖନ୍ତୁ...

‘କରୋନାରୁ କିପରି ସୁସ୍ଥ ହେଲି କହିବାକୁ ଚାହୁଁଛି କିନ୍ତୁ କହିବି ନାହିଁ’: କଙ୍ଗନା ରଣାୱତ 

ନୂଆଦିଲ୍ଲୀ:  କିଛିଦିନ ତଳେ ଅର୍ଥାତ ମଇ ୮ ତାରିଖରେ କଙ୍ଗନା ରଣାୱତ କରୋନା ପଜିଟିଭ ଥିବା ଖବର ମିଳିଥିଲା। ତେବେ ‌ସେ କୋଭିଡ ପଜିଟିଭ ଥିବା ପୋଷ୍ଟ କରିବାର କିଛି ସମୟ ପରେ ଡିଲଟ କରି ଦେଇଥିଲେ। କିନ୍ତୁ ଆଜି କଙ୍ଗନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କର କରୋନା ରିପୋର୍ଟ ନେଗେଟିଭ…
ଅଧିକ ଖବର ଦେଖନ୍ତୁ...

ସାମାନ୍ୟ ଜ୍ବରକୁ କରୋନା ହୋଇଛି ଭାବି ଯୁବକ ପିଇଦେଲେ କିରୋସିନ, ମୃତ୍ୟୁ ପରେ ରିପୋର୍ଟ ଆସିଲା ନେଗେଟିଭ

ଭୋପାଳ: ଦେଶରେ ଯେଭଳି ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ଲୋକଙ୍କ ମନରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଛି। ଏଭଳି ସମୟରେ ସାମାନ୍ୟ ଜ୍ବର ଥଣ୍ଡା ହେଲେ ବି ଲୋକେ ତାହାକୁ କରୋନା ହୋଇଛି ବୋଲି ଭାବି ନେଉଛନ୍ତି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଲ ଅନ୍ତର୍ଗତ ଅଶୋକା ଗାର୍ଡେନ…
ଅଧିକ ଖବର ଦେଖନ୍ତୁ...

୩୦୦ରୁ ଅଧିକ କୋଭିଡ ସଂକ୍ରମିତଙ୍କ ମୃତଦେହ ଅନ୍ତିମ ସଂସ୍କାର କରିଥିବା ବ୍ୟକ୍ତି ନିଜେ କରୋନା ଯୁଦ୍ଧରେ ହାରିଗଲେ

ହିସାର: କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଏଥିରେ ଆକ୍ରାନ୍ତ ହୋଇ ଲୋକମାନେ ପ୍ରାଣ ବି ହରାଇଲେ । ତେବେ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ୩୦୦ଜଣଙ୍କ ଏଯାବତ ସମ୍ମାନଜନକ ଭାବେ ଅନ୍ତିମ ସଂସ୍କାର କରିଥିବା ବ୍ୟକ୍ତି ନିଜେ କରୋନା ଯୁଦ୍ଧରେ ହାରି ଯାଇଛନ୍ତି। ନଗମ ନିଗମ…
ଅଧିକ ଖବର ଦେଖନ୍ତୁ...

ସୀମାନ୍ତରେ କଙ୍ଗାରୁ କୋର୍ଟ; ପିଲା ଚୋରି ଘଟଣାରେ ଚୋରକୁ ଗ୍ରାମବାସୀ ପିଟି ପିଟି ମାରିଦେଲେ

ମାଲକାନଗିରି: ଛତିଶଗଡର କାଂକେର ଜିଲ୍ଲାରେ କୋଙ୍ଗାରୁ କୋର୍ଟ। ଜଣେ ପିଲା ଚୋରକୁ ଗ୍ରାମବାସୀ ପିଟି ପିଟି ହତ୍ୟା କରିଛନ୍ତି। ଏହି ଘଟଣାରେ ସଂପୃକ୍ତ ୪ ଜଣକୁ ପୁଲିସ ଗିରଫ କରିଛି। ଏହି ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କ ଖୋଜୁଥିବା ପୁଲିସ କହିଛି। ଗ୍ରାମବାସୀ ପିଲା ଚୋରକୁ ପୁଲିସର ହେପାଜତରେ ନଦେଇ…
ଅଧିକ ଖବର ଦେଖନ୍ତୁ...

ଖଲିକୋଟ କଳା ମହାବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କ ପକ୍ଷରୁ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ସାକ୍ଷୀଗୋପାଳର ନିର୍ଦ୍ଧାରିତ  ସ୍ଥାନରେ ଓଡ଼ିଶାର ସ୍ଥପତି, ଶିଳ୍ପୀ ଏବଂ ସରକାରଙ୍କ ମିଳିତ ସହଯୋଗରେ ପଦ୍ମବିଭୂଷଶ ରଘୁନାଥ ମହାପାତ୍ରଙ୍କ ସ୍ବପ୍ନର ଦ୍ବିତୀୟ କୋଣାର୍କ ନିର୍ମାଣ କରାଯାଇ ପାରିଲେ ତାହା ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ବିଶିଷ୍ଟ ବ୍ୟକ୍ତିମାନେ…
ଅଧିକ ଖବର ଦେଖନ୍ତୁ...