Daily Archives

June 3, 2021

ଶତକ ମୁହାଁ ତେଲ ଦର: ପେଟ୍ରୋଲ ୯୯.୪୧, ଡିଜେଲ ୯୭.୦୯ 

ଜୟପୁର: ଜୟପୁରରେ ଶତକ ମୁହାଁ ପେଟ୍ରୋଲ ଓ ଡିଜେଲ ଦର। ଗତ ମାସକ ହେବ ତେଲ ଦର ଧିରେ ଧିରେ ବଢ଼ିବାରେ ଲାଗିଛି। ପ୍ରତି ଦୁଇ ଦିନ ଅନ୍ତରରେ ବଢ଼ୁଛି। ଆଜି ଜୟପୁରରେ ପେଟ୍ରୋଲ ଲିଟର ପିଛା ୯୯ ଟଙ୍କା ୪୧ ପଇସାରେ ବିକ୍ରି ହେଉଥିବା ବେଳେ ସ୍ପିଡ/ପାୱର ପେଟ୍ରୋଲର ଦାମ ୧୦୩ ଟଙ୍କା ୨୫ ପଇସା ରହିଛି ।…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ସାଂସଦଙ୍କୁ ଛତିଶଗଡ଼ ପ୍ରଭାରୀ ଦାୟିତ୍ବ

ଜୟପୁର: ଅଖିଳ ଭାରତ କଂଗ୍ରେସ କମିଟି( ଏଆଇସିସି) ପକ୍ଷରୁ ଛତିଶଗଡ଼ କଂଗ୍ରେସର ଏଆଇସିସିର ଦାୟିତ୍ବ କୋରାପୁଟ ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକାଙ୍କୁ ଦିଆଯାଇଛି। ଏଆଇସିସିର ସାଧାରଣ ସଂପାଦକ କେସି ବେଣୁଗୋପାଳ ଏ ନେଇ ଏକ ପ୍ରେସବିଜ୍ଞପ୍ତି ଜାରି କରିଛନ୍ତି। ସାଂସଦ ଶ୍ରୀ ଉଲ୍ଲାକା ଓଡ଼ିଶାର ଏକ…
ଅଧିକ ଖବର ଦେଖନ୍ତୁ...

କୋଭିଡ୍ ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀଙ୍କୁ ମିଳିବ ୫ ହଜାର ଟଙ୍କାର ଆର୍ଥିକ ସହାୟତା: ତାମିଲନାଡୁ ସରକାର

ଚେନ୍ନାଇ: ଦେଶରେ କରୋନା ମହାମାରୀ ବଳବତ୍ତର ରହିଥିବା ବେଳେ ଲୋକମାନଙ୍କୁ ସଚେତନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ପୁଲିସ । ରାସ୍ତା ଘାଟଠାରୁ ମେଡିକାଲ ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ଡ୍ୟୁଟିରେ ଲାଗିଛନ୍ତି ପୁଲିସ କର୍ମଚାରୀ । ନା ଘରକୁ ଯିବାକୁ ମିଳୁଛି ସମୟ ନା ବୁଝି ହେଉଛି ନିଜ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ରାଉରକେଲାରେ କୋଭିଟ୍ ଟିକା ଦିଆଯିବ

ରାଉରକେଲା: ରାଉରକେଲାରେ ୪୫ ଓ ୧୮ରୁ ଉର୍ଦ୍ଧ୍ବ ବୟସ୍କ ବର୍ଗର ବ୍ୟକ୍ତିଙ୍କୁ ଆସନ୍ତାକାଲି (ଜୁନ୍ ୪ ତାରିଖ, ଶୁକ୍ରବାର) କୋଭିଟ୍ ଟିକା ଦିଆଯିବ। ହିତାଧିକାରୀମାନେ ବର୍ତ୍ତମାନ CoWIN ପୋର୍ଟାଲ/ଆପରେ ପଞ୍ଜୀକରଣ କରି ସ୍ଲଟ୍ ବୁକ୍ କରିପାରିବେ। ଟିକାକରଣ ବେଳେ ମୁହଁରେ ମାସ୍କ ସହିତ କୋଭିଡ୍…
ଅଧିକ ଖବର ଦେଖନ୍ତୁ...

ଚିତ୍ରକର ସାଜି ପରିବାରର ବୋଝ ବୋହୁଛି କାହ୍ନୁ: ମିଳୁନି କାମ, ଭୋକ ଉପବାସରେ କଟୁଛି ଦିନ 

ଜୟପୁର: ଜୟପୁର ବ୍ଲକ ପାମ୍ପୁଣୀର ୨୧ବର୍ଷର କାହ୍ନୁ ପ୍ରଧାନଙ୍କ କାନ୍ଧ ଉପରେ ପଡ଼ିଛି ୫ଜଣିଆ ପରିବାରର ବୋଝ। ଯେଉଁ ସମୟରେ ଖେଳକୁଦ, କଲେଜ ଯାଇ ପାଠ ପଢ଼ି ନିଜର ସ୍ବପ୍ନ ଓ ଲକ୍ଷ୍ୟ ହାସଲ କରିବା କଥାସେ ସମୟରେ ଚିତ୍ରକର ଆଙ୍କି ପରିବାର ଚଳାଉଛନ୍ତି କାହ୍ନୁ। ତେବେ କରୋନାର ଦ୍ବିତୀୟ ପର୍ଯ୍ୟାୟ…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜରେ ୨୯ହଜାର ଅତିକ୍ରମ କଲା ସଂକ୍ରମିତଙ୍କ ସଂଖ୍ୟା

ବାରିପଦା: ମୟୂରଭଞ୍ଜରେ ହୁ ହୁ ହୋଇ ବଢିଚାଲିଛି କରୋନା। ଆଜି ସୁଦ୍ଧା ଜିଲ୍ଲାରେ ୨୯ହଜାର ଅତିକ୍ରମ କରିଗଲାଣି ଏହି ମହାମାରୀ। ସଦର ମହକୁମା ବାରିପଦାରୁ ଆରମ୍ଭ କରି ଗ୍ରାମାଞ୍ଚଳ ସର୍ବତ୍ର କରୋନା ମହାମାରୀ କାୟା ବିସ୍ତାର କରିଚାଲିଛି। ଏହି ସମୟରେ ମେ ମାସ ଭଳି ଜୁନ ମଧ୍ୟ ଘାତକ ହେବା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ସ୍ବଚ୍ଛ ଭାରତ ମିଶନର ବିକଳ ଚିତ୍ର

କୋରାପୁଟ: ଚାରିକାନ୍ଥ ଠିଆ ହୋଇଛି। କେଉଁଠି ପାଇପ ନାହିଁ ତ କେଉଁଠି କବାଟ ନାହିଁ। ଆଉ କେଉଁଠି ପାଇଖାନା ଟାଙ୍କି ନାହିଁ କିନ୍ତୁ ତିଆରି ହୋଇଥିବା ପାଇଖାନା ଘରେ ରହିଛି କାଠ। କିନ୍ତୁ ଜିଲ୍ଲାରେ ୯୮ ପ୍ରତିଶତ ସଫଳ ହୋଇଛି ବୋଲି କାଗଜପତ୍ରରେ ଦର୍ଶାଯାଇଛି ସିନା ବାସ୍ତବ ଅବସ୍ଥା କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ବ୍ରାଉନ୍ ସୁଗାର ମାମଲାରେ ୩୬ ଘଂଟା ପରେ ମୁହଁ ଖୋଲିଲା ପୁଲିସ

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ସାମନ୍ତରାପୁର ଠାରେ ମଙ୍ଗଳବାର ରାତିରେ ବ୍ରାଉନ୍ ସୁଗାର ଚାଲାଣ କରିଥିବା ବେଳେ କେତେକ ଦୁର୍ବୃତ୍ତ ଧରାପଡ଼ିଥିଲେ। ଏହି ଘଟଣାର ୩୬ ଘଂଟା ପରେ ଆଜି ପୁଲିସ ଏନେଇ ମୁହଁ ଖୋଲିଛି। ଘଟଣାରେ ୨ଜଣ ଗିରଫ ହୋଇଥିବା ବେଳେ ଗୋଟିଏ ଏକ୍ସୟୁଭି, ଅଢ଼େଇ ଲକ୍ଷ ଟଙ୍କାର…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବେଆଇନ କାରବାର

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି ବେଆଇନ କାରବାର। କିଛି ଦିନ ପୂର୍ବରୁ ବନ୍ତ ଛକରେ ବ୍ରାଉନ୍ ସୁଗାର ଓ ଆସ୍କା ଫୋର୍ଟ ମଦ ଜବତ ହୋଇଥିଲା। ହେଲେ ଗତକାଲି ଗଂଜେଇ ଚାଲାଣ କାରବାରରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଭଦ୍ରକ ଗ୍ରାମାଂଚଳ ପୁଲିସ ଗିରଫ କରିଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

କରୋନା ଟିକା ଭୟରେ ବୃଦ୍ଧା ମହିଳା ଡ୍ରମ ପଛରେ ଲୁଚି ରହିଥିଲେ

ନୂଆଦିଲ୍ଲୀ: ସରକାର ବରମ୍ବାରଲୋକମାନଙ୍କୁ କରୋନା ଟିକା ନେବାକୁ କହୁଥିବା ବେଳେ ଏହାକୁ ନେଇ ଗ୍ରାମାଞ୍ଚଳରେ ଏକ ପ୍ରକାର ଗୁଜବ ଉଠିଛି। କିଏ କହୁଛି ଟିକା ନେଲେ ଜ୍ବର ହେଉଛି ଛାଡ଼ୁ ନାହିଁ ତ ଆଉ କିଏ କହୁଛି ଟିକା ନେବାର କିଛିଦିନ ମଧ୍ୟରେ ହେଉଛି ମୃତ୍ୟୁ। ଯାହାକୁ ଶୁଣି ଲୋକେ ଟିକା ନେବାକୁ…
ଅଧିକ ଖବର ଦେଖନ୍ତୁ...