Daily Archives

June 20, 2021

ଗୁଜୁରାଟ ପରେ ଏବେ କେଜ୍ରିୱାଲଙ୍କ ଫୋକସରେ ପଞ୍ଜାବ: ଆସନ୍ତାକାଲି ପଞ୍ଜାବ ଗସ୍ତ ସମୟରେ ଦଳରେ ସାମିଲ ହୋଇପାରନ୍ତି ପୂର୍ବ…

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜୁନ ୨୧ ଅର୍ଥାତ ଆସନ୍ତାକାଲି ପଞ୍ଜାବ ଗସ୍ତ କରିବେ । ଗତ ୩ ମାସ ମଧ୍ୟରେ କେଜ୍ରିୱାଲଙ୍କର ଏହା ଦ୍ୱିତୀୟ ପଞ୍ଜାବ ଗସ୍ତ ହେବ । ଆଗକୁ ପଞ୍ଜାବରେ ବିଧାନସଭା ନିର୍ବାଚନ ଥିବା ବେଳେ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣା: ଥାନାରେ ମାମଲା ରୁଜୁ, ୩୦ରୁ ଅଧିକ ଗ୍ରାମବାସୀ ଅଟକ

ଛତ୍ରପୁର: ଅନ୍ଧବିଶ୍ୱାସ ଯୋଗୁଁ ମଣିଷ ମାନସିକ ଭାରସାମ୍ୟ ହରାଉଥିବା ଦେଖାଦେଇଛି। ଏହାର ଏକ ଜଳନ୍ତ୍ୱ ଉଦାହରଣ ଗତକାଲି ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସକୁ ନେଇ ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ରାମେୟାପଲ୍ଲୀ ଗ୍ରାମରେ ଅଭାବନୀୟ କାଣ୍ଡ ଘଟିଛି। ଯାହା ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି।…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଙ୍କ ଘରୁ ବ୍ଲାକ ଫଙ୍ଗସର ନକଲି ଔଷଧର ୩,୩୦୦ ବୋତଲ ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ବ୍ଲାକ ଫଙ୍ଗସର ନକଲି ଔଷଧ ବିକ୍ରି କରୁଥିବା ଅଭିଯୋଗରେ ୯ଜଣଙ୍କୁ ଗିରଫ କରିଛି। ଏଥିମଧ୍ୟରେ  ଡାକ୍ତର ବି ସାମିଲ ଅଛନ୍ତି। ପୁଲିସ ଉକ୍ତ ଡାକ୍ତରଙ୍କ ଘରୁ ନକଲି ଇନଜେକ୍ସନର ୩,୨୯୩ଟି ବୋତଲ ଜବତ କରିଛି। Delhi Police Crime Branch arrested 7 persons…
ଅଧିକ ଖବର ଦେଖନ୍ତୁ...

ବିବାହିତ ମହିଳାଙ୍କୁ ହତ୍ୟା ଅଭିଯୋଗ, ସ୍ୱାମୀଙ୍କ ସମେତ ୫ ଅଟକ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଚଡଦିଆ ଗ୍ରାମପଞ୍ଚାୟତ ରାଜେନ୍ଦ୍ରାପଲ୍ଲୀ ଗାଁରେ ବଧୂହତ୍ୟା ହୋଇଥିବା ଝିଅର ମାମୁଁ ବାଂଶଡା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ବାଂଶଡା ଥାନା ପୁଲିସ ସଦଳେବଳେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ମହିଳାଙ୍କ ଶବ ତଳେ…
ଅଧିକ ଖବର ଦେଖନ୍ତୁ...

ବିବାହ ସଜାଡ଼ିଦେବ କି କକେଇ-ପୁତୁରାଙ୍କ ଭଙ୍ଗା ସମ୍ପର୍କ?

ଲଖନଉ: ବିହାରରେ ଲୋକ ଜନଶକ୍ତି ପାର୍ଟିର ନେତୃତ୍ୱକୁ ନେଇ କକେଇ-ପୁତୁରା (ପଶୁପତି ପାରସ ଏବଂ ଚିରାଗ ପାସୱାନ) ଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଅନ୍ୟପଟେ କିନ୍ତୁ ପୂର୍ବରୁ ପରସ୍ପରର ଶତ୍ରୁ ଥିବା କକେଇ-ପୁତୁରା( ଶିବପାଲ ଯାଦବ ଓ ଅଖିଳେଶ ଯାଦବ)ଙ୍କ ମଧ୍ୟରେ ଥିବା ଦୂରତା ଶେଷ ହେଉଛି ବୋଲି…
ଅଧିକ ଖବର ଦେଖନ୍ତୁ...

ପ୍ରତିବନ୍ଧକ ହଟାଇଲା ୟୁଏଇ, ଜୁନ ୨୩ରୁ ଭାରତରୁ ଦୁବାଇକୁ ଆରମ୍ଭ ହେବ ବିମାନ ଚଳାଚଳ

ଦୁବାଇ: କରୋନାଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଦୁବାଇକୁ ବିମାନ ଚଳାଚଳ ଉପରେ ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ହଟାଇଦିଆଯାଇଛି | ପ୍ରତିବନ୍ଧକ ହଟାଇବା ସହ ଆସନ୍ତା ସପ୍ତାହରୁ ଭାରତରୁ ଦୁବାଇକୁ ବିମାନ ଚଳାଚଳ ଆରମ୍ଭ ହେବ | ଆଜି ଏନେଇ ଘୋଷଣା କରିଛି ଏମିରେଟ୍ସ |…
ଅଧିକ ଖବର ଦେଖନ୍ତୁ...

ପୁଣି ମୋଦୀଙ୍କ ସହ ମିଶିଯାଆନ୍ତୁ, ଶିବସେନା ସୁପ୍ରିମୋଙ୍କୁ ଚିଠି ଲେଖିଲେ ବିଧାୟକ

ମୁମ୍ବାଇ: ମନୋମାଳିନ୍ୟ ଦୁରେଇ ଦେଇ ପୁଣି ମୋଦୀଙ୍କ ସହ ମିଶିଯାଆନ୍ତୁ, କଂଗ୍ରେସ ଓ ଏନସିପି ଆମ ଦଳକୁ ଦୁର୍ବଳ କରିବାକୁ ଚାଁହୁଛନ୍ତି | କିଛି ଏଭଳି ଆଜି ଲେଖି ମହାରାଷ୍ଟ୍ରର ରାଜନୀତିକୁ ସରଗରମ କରିଦେଇଛନ୍ତି ଶିବସେନା ବିଧାୟକ ପ୍ରତାପ ସରନାଇକ | ସେ ନିଜ ଦଳର ସଭାପତି ତଥା ମହାରାଷ୍ଟ୍ର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ୫୦୮୨ ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ୭୫୪

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୫୦୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୪୭୫ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୮…
ଅଧିକ ଖବର ଦେଖନ୍ତୁ...

କମୁଛି ସଂକ୍ରମଣ: ରାଜଧାନୀରୁ ଚିହ୍ନଟ ‌ହେଲେ ୨୮୭ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୮୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଆଜି ଚିହ୍ନଟ ସଂଖ୍ୟାକୁ ଦେଖିଲେ ଧୀରେ ଧୀରେ ଭୁବନେଶ୍ବରରୁ କରୋନା ସଂକ୍ରମଣ କମୁଥିବା ଅନୁମାନ କରାଯାଉଛି। ତେବେ ଆଜି କରୋନାରୁ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ପ୍ରଥମ ଇଂନିସରେ ୨୧୭ ରନରେ ଭାରତ ଅଲଆଉଟ

ସାଉଥାମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚରେ ଭାରତ ପ୍ରଥମ ଇଂନିସରେ ନୈରାଶ୍ୟ ଜନକ ପ୍ରଦର୍ଶନ କରିଛି । ଏହି ମ୍ୟାଚରେ ଭାରତ ୨୧୭ ରନରେ ଅଲଆଉଟ ହୋଇ ଯାଇଛି । ଭାରତର କୌଣସି ବ୍ୟାଟ୍ସମ୍ୟାନ ସଫଳ ବ୍ୟାଟିଂ କରିପାରିନଥିଲେ । ସେପଟେ ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜାମିନସନଙ୍କ…
ଅଧିକ ଖବର ଦେଖନ୍ତୁ...