Daily Archives

June 21, 2021

ବେଆଇନ୍‌ ବାଲି ଚାଲାଣ ଉପରେ ଛାଟ, ୨ ଶହରୁ ଅଧିକ ଟ୍ରକ ଜବତ

ବାଲେଶ୍ବର: ଜିଲ୍ଲାରେ ଦିନକୁ ଦିନ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିଚାଲିଛି। ଜିଲ୍ଲାରୁ ପଡୋଶୀ ରାଜ୍ୟକୁ ଦୈନିକ ଶହ ଶହ ଟ୍ରକ୍‌ ବାଲି ବେଆଇନ ଭାବେ ଚାଲାଣ ହେଉଛି। ବିଳମ୍ବରେ ହେଉ ପଛେ ବାଲି ମାଫିଆଙ୍କୁ ସାବାଡ୍‌ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି। ରେମୁଣା ଓ ସଦର ତହସିଲ୍‌…
ଅଧିକ ଖବର ଦେଖନ୍ତୁ...

ମାନିଲେନି କଟକଣା, ମାଛ ଧରିବାକୁ ହାଉଯାଉ

ରାଉରକେଲା: କରୋନା ସଂକ୍ରମଣ ରୋକିବାକୁ ସହରରେ ଜାରି ରହିଛି କଟକଣା। ଗୋପବନ୍ଧୁପାଲି ପୋଖରୀରେ ମାଛ ଧରିବାକୁ ଭୁଲିଗଲେ ସାମାଜିକ ଦୂରତା ଓ କୋଭିଡ କଟକଣା। ସ୍ଥାନୀୟ ଅଞ୍ଚଳ ଶହ ଶହ ପୋଖରୀ ନିକଟରେ ହାଉଯାଉ ହୋଇଥିଲେ। ଆଜି ନୁହେଁ ଗତକାଲି ଠାରୁ ପୋଖରୀ ନିକଟରେ ଏମିତି ଚିତ୍ର ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

୧୦ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ

ଭଦ୍ରକ: ଭଦ୍ରକ ସହର ବ୍ରାଉନ୍‌ସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଛି। ପୁଲିସ ବ୍ରାଉନସୁଗା‌ର ବେପାରୀଙ୍କୁ ଗିରଫ କରିବା ସତ୍ତ୍ବେ ସେମାନେ ନିଜର କଳା ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି। ଭଦ୍ରକ ଟାଉନ ପୁଲିସ ଆଜି ପାଟ୍ରୋଲିଂ କରୁଥିବା ବେଳେ ୧୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ…
ଅଧିକ ଖବର ଦେଖନ୍ତୁ...

ଏସିଡ ଆକ୍ରମଣ ପରେ କଙ୍ଗନାଙ୍କ ଭଉଣୀଙ୍କ ହୋଇଥିଲା ୫୩ଟି ସର୍ଜରି, ଯୋଗ ଦ୍ବାରା ଫେରିଲା ଆଖିର ରଶ୍ମି

ନୂଆଦିଲ୍ଲୀ: ଜୁନ ୨୧କୁ ସମଗ୍ର ଦୁନିଆରେ ଯୋଗ ଦିବସ ଭାବେ ପାଳନ କରାଯାଏ। ତେବେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟିମାନେ ଯୋଗକୁ ବହୁ ଗୁରୁତ୍ବ ଦେଉଛନ୍ତି। ଏହି କ୍ରମରେ ଅଭିନେତ୍ରୀ କଙ୍ଗନା ରାଣାୱତ କହିଛନ୍ତି, ‘ମୁଁ ପ୍ରତିଦିନ ଯୋଗ କରେ, ଆଉ ମୋ ପରିବାର ଯୋଗ…
ଅଧିକ ଖବର ଦେଖନ୍ତୁ...

ଶିଶୁପୁତ୍ର ଝୁଲିବା ଦୋଳିରେ ଆତ୍ମହତ୍ୟା କଲେ ପିତା

ଡ଼ାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ରେଭିନ୍ୟୁ ସାହିରେ ନିଜ ଶିଶୁ ପୁତ୍ର ଝୁଲିବା ଦୋଳିରେ ଜଣେ ପିତା ଗତକାଲି ରବିବାର ରାତ୍ର ପ୍ରାୟ ସାଢେ଼ ୯ ଘଣ୍ଟ ସମୟରେ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ସିମାଞ୍ଚଳ ବିଶ୍ୱାସ (୩୪) ବୋଲି ଜଣାପଡିଛି । ଏ ନେଇ ମୃତ ସୀମାଞ୍ଚଳର ସ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟରେ ଭଲ ପରିଣାମ ପାଇବେ। ଅଫିସରେ ନୂଆ ଲୋକଙ୍କ ସହିତ ମିଶିବେ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ବୃଷ: ଆପଣ ନିଜର ଲକ୍ଷ୍ୟ ହାସଲ ପାଇଁ ଯୋଜନା କରିବେ। ଉଦିତ ଲେଖକଙ୍କ ପାଇଁ ଦିନଟି ଶୁଭ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ମିଥୁନ: ଆପଣଙ୍କ…
ଅଧିକ ଖବର ଦେଖନ୍ତୁ...

ଭାରତରେ ହୋଇନାହିଁ ଯୋଗର ଉତ୍ପତି, ଯୋଗକୁ ନେଇ ବିବାଦୀୟ ବୟାନ ଦେଲେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲି

ନୂଆଦିଲ୍ଲୀ: ସୋମବାର ଦିନ ସାରା ବିଶ୍ୱରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା | ତେବେ ଯୋଗ ଦିବସ ଅବସରରେ ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଦାବି କରିଛନ୍ତି ଯେ ଯୋଗ ଭାରତରେ ନୁହେଁ, ବରଂ ତାଙ୍କ ଦେଶରେ ଉତ୍ପତି ହୋଇଥିଲା। କେବଳ ଯୋଗ ନୁହେଁ ବରଂ ଓଲି ପୁଣି ବିବାଦୀୟ…
ଅଧିକ ଖବର ଦେଖନ୍ତୁ...

ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା ଅବସରରେ ୧୪୪ ଧାରା ଜାରି

ଭୁବନେଶ୍ୱର: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନ ସମାଗମକୁ ବାରଣ କରିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଏହି କଟକଣା ଆସନ୍ତା ୨୩…
ଅଧିକ ଖବର ଦେଖନ୍ତୁ...

କାଶ୍ମୀର ସମସ୍ୟାର ସମାଧାନ ହୋଇଗଲେ ପାକିସ୍ତାନକୁ ପରମାଣୁ ବୋମା ଆବଶ୍ୟକ ପଡିବ ନାହିଁ: ଇମ୍ରାନ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦାବି କରିଛନ୍ତି ଯେ ଯଦି ଭାରତ ସହିତ କାଶ୍ମୀର ସମସ୍ୟାର ସମାଧାନ ହୁଏ ତେବେ ପାକିସ୍ତାନକୁ ଆଉ ପରମାଣୁ ବୋମା ଦରକାର ହେବ ନାହିଁ। ସେ କହିଛନ୍ତି ଯେ ଆମର ପରମାଣୁ ବୋମା କେବଳ ଆମର ସୁରକ୍ଷା ପାଇଁ। ପାକିସ୍ତାନୀ ପ୍ରଧାନମନ୍ତ୍ରୀ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାଗ୍ରସ୍ତ ଟ୍ରକର ସିକ୍ରେଟ ଚାମ୍ବରରୁ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ଡ୍ରାଇଭର ଫେରାର

ଜଗତପୁର: ଆଜି ବଢ଼ି ଭୋର ସମୟରେ ଜଗତପୁର ଥାନା ପୁଲିସ ଗଞ୍ଜେଇ ଚୋରାଚାଲାଣ ସମ୍ପର୍କରେ ଖବର ପାଇ ତଦନ୍ତ ଜାରିରଖିଥିଲା ବେଳେ ୧୬ ନଂ ଜାତୀୟ ରାଜପଥସ୍ଥିତ ମହାନଦୀ ବ୍ରିଜ ଉପରୁ ଏକ ଦୁର୍ଘଟଣାଗ୍ରସ୍ତ ଟ୍ରକ ମଧ୍ୟରୁ ଚୋରା ଗଞ୍ଜେଇ ଜବତ କରିଥିଲା। ପ୍ରାପ୍ତ ସୂଚନା ମୁତାବକ କଟକରୁ ମଙ୍ଗୁଳି…
ଅଧିକ ଖବର ଦେଖନ୍ତୁ...