Daily Archives

September 14, 2021

ନାକଚ ହୋଇଯିବ କି ମମତାଙ୍କ ନାମାଙ୍କନ! ଅପରାଧ ମାମଲା ଲୁଚାଇଥିବାର ଅଭିଯୋଗ ଆଣିଲା ବିଜେପି

କୋଲକାତା: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି । ଏଠାରେ ତୃଣମୂଳ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଭାରତୀୟ ଜନତା ପାର୍ଟି (ବିଜେପି) ର ପ୍ରିୟଙ୍କା ତିବ୍ରିୱାଲ ମୁହାଁମୁହିଁ ହୋଇଛନ୍ତି। ସେପ୍ଟେମ୍ବର ୩୦ରେ ମତଦାନ ଅନୁଷ୍ଠିତ ହେବ |…
ଅଧିକ ଖବର ଦେଖନ୍ତୁ...

ଏହି ଦୁଇଟି ଜିଲ୍ଲାରେ ପ୍ରବଳ ବର୍ଷିବ!

ଭୁବନେଶ୍ବର: ଗତ କିଛି ଦିନ ହେଲାଣି ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ତେବେ ବର୍ଷାର ସ୍ଥିତି ସମ୍ପର୍କରେ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ପିକେ ଜେନା କହିଛନ୍ତି ଯେ, ୧୦ଟି ଜିଲ୍ଲାରେ ୨୦୦ମିଲି ମିଟର ବର୍ଷା ହୋଇଛି । ନବରଙ୍ଗପୁର ଜିଲ୍ଲାକୁ ଛାଡି ଦେଲେ ବାକି ସବୁ…
ଅଧିକ ଖବର ଦେଖନ୍ତୁ...

ଉତ୍ତର ପ୍ରଦେଶ ‘ଡବଲ୍‌-ଇଞ୍ଜିନ୍‌’ ସରକାରଙ୍କ ‘ଡବଲ୍‌-ବେନିଫିଟ୍‌’ର ଏକ ଜାଜ୍ଜ୍ବଲ୍ୟମାନ ଉଦାହରଣ: ପ୍ରଧାନମନ୍ତ୍ରୀ…

ଆଲିଗଡ଼: ଉତ୍ତର ପ୍ରଦେଶ ‘ଡବଲ୍‌-ଇଞ୍ଜିନ୍‌’ ସରକାରଙ୍କ ‘ଡବଲ୍‌-ବେନିଫିଟ୍‌’ର (ଦ୍ବିଗୁଣ ଲାଭ) ଗୋଟାଏ ଜାଜ୍ଜ୍ବଲ୍ୟମାନ ଉଦାହରଣ ହୋଇପାରିଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଦିଲ୍ଲୀରୁ ପ୍ରାୟ ୫୦…
ଅଧିକ ଖବର ଦେଖନ୍ତୁ...

ଦବିଲା ଅନୁଗୁଳ ବନ୍ତଳା ରାସ୍ତା, ଟିକରପଡାକୁ ଯାତାୟତ ଠପ

ବନ୍ତଳା: ଲଗାଣ ବର୍ଷା ଯୋଗୁଁ ଦବିଲା ରାସ୍ତା | ଲଗାଣ ବର୍ଷାରେ ବନ୍ତଳା-ଅନୁଗୁଳ ରାସ୍ତା ଗତକାଲି ରାତିରେ ଦବିଯାଇଛି। ଫଳରେ ସେଠାରେ ଦୁଇଟି ସ୍ଥାନରେ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଲଗାଣ ବର୍ଷା ଯୋଗୁଁ ଗତକାଲି ରାତିରେ ବନ୍ତଳା କଲେଜ ରୋଡ଼ ରାସ୍ତାଟି ଦବି ଯାଇଛି।…
ଅଧିକ ଖବର ଦେଖନ୍ତୁ...

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ପୁଣି ସନ୍ଦିଗ୍ଧ ଚିହ୍ନଟ: ୫ ଠିକା କର୍ମଚାରୀ ଅଟକ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ପୁଣି ସନ୍ଦିଗ୍ଧ ଚିହ୍ନଟ ହୋଇଥିବାର ଖବର ମିଳିଛି। କେନ୍ଦ୍ର ଭିତରୁ ୫ଜଣ ଠିକା କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ବାଲେଶ୍ୱର ପୁଲିସ। ପଡ଼ୋଶୀ ଦେଶର ଏଜେଣ୍ଟଙ୍କୁ ପ୍ରତିରକ୍ଷା ବିଭାଗର ତଥ୍ୟ ଯୋଗାଉଥିବା ଅଭିଯୋଗରେ…
ଅଧିକ ଖବର ଦେଖନ୍ତୁ...

ଅମରାବତୀରେ ଡଙ୍ଗା ଓଲଟି ୧୧ଜଣ ଯାତ୍ରୀ ମୃତ, ୮ ନିଖୋଜ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅମରାବତୀସ୍ଥିତ ୱାର୍ଦ୍ଧା ନଦୀରେ ମଙ୍ଗଳବାର ଡଙ୍ଗା ଓଲଟିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଏଯାବତ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଜଣ ଯାତ୍ରୀ ନିଖୋଜ ରହିଥିବା ସୂଚନା ମିଳିଛି। ପ୍ରଶାସନ ଏହି ଦୁର୍ଘଟଣାର ଖବର ପାଇ ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ମାଓନେତା ଗଣେଶଙ୍କ ଅଡିଓ ଜାରି: ଦୁଇ ସାଥୀଙ୍କୁ ଗିରଫ କରିଛି ପୁଲିସ

କୋରାପୁଟ: ମାଓନେତା ଗଣେଶ ଏକ ଅଡିଓ ଜାରି କରିଛନ୍ତି। ସେଥିରେ ଆନ୍ଧ୍ର ଓଡ଼ିଶା ବର୍ଡର ଜୋନାଲ କମିଟି ସଚିବ ଗଣେଶ ଅଡିଓ କହିଛନ୍ତି, ଆମର ଦୁଇ ସାଥୀଙ୍କୁ ପୁଲିସ ଗିରଫ କରିଛି। ଦୁଇ ଗୁରୁତର ମାଓବାଦୀଙ୍କୁ କୋରାପୁଟ କିମ୍ବା ମାଲକାନଗିରି ପୁଲିସ ଗିରଫ କରିଛନ୍ତି। ମାଲକାନଗିରି ସୀମାନ୍ତ ତଥା…
ଅଧିକ ଖବର ଦେଖନ୍ତୁ...

ପ୍ରଭାବଶାଳୀ ହେଲା ଦିଲ୍ଲୀର ସରକାରୀ ଶିକ୍ଷା ମଡେଲ, ଘରୋଇ ସ୍କୁଲ ଛାଡ଼ି ସରକାରୀ ସ୍କୁଲରେ ଯୋଗଦେଲେ ୧.୬ ଲକ୍ଷ…

ନୂଆଦିଲ୍ଲୀ: ପ୍ରଭାବଶାଳୀ ହେଲା ଦିଲ୍ଲୀର ସରକାରୀ ଶିକ୍ଷା ମଡେଲ। ଘରୋଇ ସ୍କୁଲ ଛାଡି ସରକାରୀ ସ୍କୁଲରେ ଯୋଗଦେଲେ ୧.୬ ଲକ୍ଷ ଛାତ୍ରଛାତ୍ରୀ। ଦିଲ୍ଲୀର ବିଭିନ୍ନ ଘରୋଇ ସ୍କୁଲରେ ପଢୁଥିବା ପାଖାପାଖି ୧.୬ଲକ୍ଷ ଛାତ୍ରଛାତ୍ରୀ ଶିକ୍ଷାବର୍ଷ ୨୦୨୧-୨୨ ପାଇଁ ଦିଲ୍ଲୀ ସରକାରୀ ସ୍କୁଲରେ ନାଁ ଲେଖାଇବା…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର ସହର ଭିତରେ କୃତ୍ରିମ ଵନ୍ୟା: ଜନଜୀବନ ଅସ୍ତବ୍ୟସ୍ତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଜାରି ରହିଛି ଲଗାଣ ବର୍ଷା। ସହର ଭିତରେ ସଠିକ ଡ୍ରେନେଜ ସୁବିଧା ନଥିବାରୁ ବର୍ଷା ଜଳ ଠିକ୍ ଭାବରେ ନିଷ୍କାସିତ ହୋଇପାରୁନି, ଯାହାଫଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହରର ବିଭିନ୍ନ ପଡାରେ ଘର ଭିତରକୁ ପଶିଛି ଡ୍ରେନପାଣି ମିଶା ବର୍ଷା ଜଳ।…
ଅଧିକ ଖବର ଦେଖନ୍ତୁ...

କଙ୍ଗନାଙ୍କୁ ଅଦାଲତର ଚେତାବନୀ: ଆଗାମୀ ଶୁଣାଣିରେ ହାଜର ନହେଲେ ଗିରଫ ପରୱାନା ଜାରି କରାଯିବ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ଅଦାଲତର ଚେତାବଦୀ। ଆଗାମୀ ଶୁଣାଣିରେ ହାଜର ନହେଲେ ଜାରି ହେବ ଗିରଫ ପରୱାନା। କବି ତଥା ଗୀତିକାର ଜାଭେଦ ଅଖତରଙ୍କ ଦ୍ୱାରା ଅଭିନେତ୍ରୀ କଙ୍ଗନା ରାନାଓ୍ଵତଙ୍କ ବିରୋଧରେ ଆଗତ ହୋଇଥିବା ମାନହାନି ମାମଲାକୁ ଖାରଜ କରିବାକୁ ହୋଇଥିବା ଆବେଦନକୁ…
ଅଧିକ ଖବର ଦେଖନ୍ତୁ...