Daily Archives

September 17, 2021

ଖୋର୍ଦ୍ଧାରେ ଜିଲ୍ଲା ପ୍ରଶାସନର ନୂଆଖାଇ ଉତ୍ସବ 

ଖୋର୍ଦ୍ଧା: ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ନୂଆଖାଇ ପର୍ବ ପାଳିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମେରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ ଯୋଗ ଦେଇଥିଲେ ।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଫରେଷ୍ଟ ସର୍ଭିସ୍ ଚୂଡ଼ାନ୍ତ ଫଳାଫଳ ପ୍ରକାଶ: ୬୭ଜଣ କୃତକାର୍ଯ୍ୟ, କୋରାପୁଟ ଝିଅ ଆୟୁଷି ପତି ଟପ୍ପର

ଭୁବନେଶ୍ବର: ଓଡ଼ିଶା ଫରେଷ୍ଟ ସର୍ଭିସ୍ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୬୭ଜଣ କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗ ସେମାନଙ୍କ ନାମ ନିଯୁକ୍ତି ଲାଗି ସରକାରଙ୍କୁ ସୁପାରିସ କରିଛନ୍ତି। ଓଏଫଏସ୍‌ ପରୀକ୍ଷାରେ କୋରାପୁଟ ଝିଅ ଆୟୁଷି ପତି ଓଡ଼ିଶା ଟପ୍ପର…
ଅଧିକ ଖବର ଦେଖନ୍ତୁ...

ପେଟ୍ରୋଲ, ଡିଜେଲ ଉପରେ ଜିଏସଟି ଲାଗୁ କରିବାର ସମୟ ଆସିନି : ସୀତାରମଣ

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବା ସମ୍ପର୍କରେ ଜିଏସଟି ପରିଷଦ ବୈଠକରେ କୌଣସି ସହମତି ହୋଇପାରିନାହିଁ । ତେଲକୁ ଜିଏସଟି ପରିସରଭୁକ୍ତ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ରଖିଥିଲେ ବି ରାଜ୍ୟ ସରକାରମାନେ ଏହାକୁ ବିରୋଧ କରିଥିଲେ । ଫଳରେ ପ୍ରସ୍ତାବକୁ କାଟ୍…
ଅଧିକ ଖବର ଦେଖନ୍ତୁ...

ଘର ଭାଙ୍ଗିଲା ଦନ୍ତା, ଘଉଡ଼ାଇବାକୁ ଯାଇ ନୟାନ୍ତ ହେଲା ବନ ବିଭାଗ

ବାରିପଦା: ଗତକାଲି ରାତିରେ ବାରିପଦା ସହର ଭିତରକୁ ପଶି ଆସିଥିବା ଏକ ଦନ୍ତାହାତୀ ରାତି ସାରା ସହର ମଧ୍ୟରେ ତାଣ୍ଡବ ରଚିଥିଲା। ସହରର ସୁନାମୁହିଁ, କନଭେଣ୍ଟ ଛକ, ବାରୁଣୀ, କୃଷ୍ଣଚନ୍ଦ୍ର ଗୋଲେଇ ପରେ ମଧୁବନ ଅଞ୍ଚଳରେ ପ୍ରବେଶ କରିଥିଲା ଉକ୍ତ ଦନ୍ତା। ସେଠାରେ ସେ ବହୁ ସମୟ ଧରି ରହିବା ସହିତ…
ଅଧିକ ଖବର ଦେଖନ୍ତୁ...

ଗୁଣ୍ଡାଗିରୀ: ପୁଲିସ ଅଧିକାରୀଙ୍କୁ ଆକ୍ରମଣ, ଗୋମାଂସ-ଟ୍ରକ୍ ଜବତ

ଖୋର୍ଦ୍ଧା: ଗତକାଲି ବିଳମ୍ବିତ ରାତିରେ ଗୋରୁମାଂସ ଚାଲାଣ ହେଉଥିବା ଖବର ପାଇ ପହଂଚିଥିବା ପୁଲିସ ଅଧିକାରୀ ଓ ଟିମ୍‌କୁ ମଧ୍ୟ ଗୋରୁ ଚାଲାଣକାରୀ ମାନେ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ପୁଲିସ ଚାଲାଣ ହେଉଥିବା ଗୋମାଂସ, ଟ୍ରକ ଓ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଚାଲାଣ ହେଉଥିବା ରାକେଟ୍…
ଅଧିକ ଖବର ଦେଖନ୍ତୁ...

ବିଶ୍ବରେକର୍ଡ :  ଗୋଟିଏ ଦିନରେ ଦିଆଗଲା ଦୁଇ କୋଟି ଡୋଜ୍ ଟିକା

ନୂଆଦିଲ୍ଲୀ : କରୋନା ଟିକାଦାନରେ ଭାରତ ଆଜି ସମଗ୍ର ବିଶ୍ବରେ ରେକର୍ଡ କରିଛି ।  ଗୋଟିଏ ଦିନରେ ୨ କୋଟିରୁ ଅଧିକ ଡୋଜ୍ (ମାତ୍ରା) କରୋନା ଟିକା ଦେଇ ଭାରତ ସମଗ୍ର ବିଶ୍ବରେ ଏକ ବିରଳ ସଫଳତା ହାସଲ କରିଛି । ଜନ୍ମ ଦିନରେ ଦେଶବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ଉପହାର ଦେଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ଡେଙ୍ଗୁ ଅଣାୟତ୍ତ, ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ, ଗୁରୁତର ଅବସ୍ଥାରେ ବିଶାଖାପାଟଣା ସ୍ଥାନାନ୍ତର

ରାୟଗଡ଼ା: ରାୟଗଡ଼ାରେ ଅଣାୟତ୍ତ ହେବାରେ ଲାଗିଛି ଡେଙ୍ଗୁ। ସଦର ବ୍ଲକର ଗୋଟିଏ ପରେ ଗୋଟିଏ ପଞ୍ଚାୟତରୁ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି। ବିଶେଷ କରି ସହର ପାର୍ଶ୍ବବର୍ତ୍ତୀ ଇଲାକାରେ ଥିବା ପଞ୍ଚାୟତ ଗୁଡ଼ିକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।…
ଅଧିକ ଖବର ଦେଖନ୍ତୁ...

ଭିଡିଓ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ମାସକୁ ୪ ଲକ୍ଷ ଟଙ୍କା ଦେଉଛି ୟୁଟ୍ୟୁବ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ତାଙ୍କ ଭାଷଣ ଭିଡିଓ ସେ ପ୍ରତି ମାସରେ ୟୁଟ୍ୟୁବରୁ ୪ ଲକ୍ଷ ଟଙ୍କା ରୋଜଗାର କରନ୍ତି। ଶୁକ୍ରବାର ଦିନ ସେ କହିଛନ୍ତି ଯେ ତାଙ୍କ ଭିଡିଓ ୟୁଟ୍ୟୁବରେ ବହୁତ ଲୋକ ଦେଖୁଛନ୍ତି ଏବଂ ଏହି କାରଣରୁ ତାଙ୍କୁ ପ୍ରତି…
ଅଧିକ ଖବର ଦେଖନ୍ତୁ...

ବିଶ୍ରାମ କକ୍ଷରେ ଆଦିବାସୀ ମହିଳା ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଅଟକ

ରାଉରକେଲା: ରାଉରକେଲା ଏୟାର୍‌ ଷ୍ଟ୍ରିପ୍‌ରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ। ମହିଳା ଜଣଙ୍କ ବିଶ୍ରାମ ନେଉଥିବା ବେଳେ ବିଶ୍ରାମ କକ୍ଷରେ ଏକ ପେଟ୍ରୋଲ ପମ୍ପର କର୍ମଚାରୀ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଅଭିଯୁକ୍ତ ଇଣ୍ଡିଆନ ଅଏଲ କମ୍ପାନି ଫିଲିଂ ଷ୍ଟେସନର କର୍ମଚାରୀ ବୋଲି ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ସତୀଗୁଡା ଡ୍ୟାମରେ ଜାଲରେ ପଡ଼ିଲା ଅଜଗର

ମାଲକାନଗିରି: ମାଲକାନଗିରି ନିକଟସ୍ଥ ସତୀଗୁଡା ଡ୍ୟାମରେ ଆଜି ଏକ ବିରାଟ ଅଜଗର ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକେ ମାଛ ଧରିବା ପାଇଁ ସତୀଗୁଡା ଡ୍ୟାମରେ ଦେଶୀ ଡ଼ଙ୍ଗାରେ ପଶିଥିବା ବେଳେ ମାଛ ସହ ଏକ ବିରାଟ ଅଜଗର ଜାଲରେ ଫଶିଥିଲା। ସତୀଗୁଡା ନିକଟରେ ଜଂଗଲ ରହିଥିବାରୁ ଅଜଗର ମାଛ ଖାଇବା ପାଇଁ…
ଅଧିକ ଖବର ଦେଖନ୍ତୁ...