Daily Archives

September 17, 2021

ସିଦ୍ଧୁଙ୍କୁ ପଞ୍ଜାବ ରାଜନୀତିର ରାକ୍ଷୀ ସାୱନ୍ତ କହିଲେ ଆପ ନେତା

ନୂଆଦିଲ୍ଲୀ: ଆଗକୁ ପଞ୍ଜାବରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଶାସକ କଂଗ୍ରେସ ମଧ୍ୟରେ କନ୍ଦଳ କାହାକୁ ଅଛପା ନାହିଁ । କିନ୍ତୁ ଏବେ କଂଗ୍ରେସକୁ ଟାର୍ଗେଟକୁ କରୁଛି ଆମ ଆଦମୀ ପାର୍ଟି । ନିର୍ବାଚନ ବେଳେ ରାଜନୈତିକ ବୟାନବାଜି କିଛି ନୂଆ କଥା ନୁହେଁ । କିନ୍ତୁ ପଞ୍ଜାବ ରାଜନୀତିରେ ଏବେ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା: ଖରସ୍ରୋତା-କାଣି ନଦୀରେ ବନ୍ୟା, ୧୦ ପଂଚାୟତ ବାହ୍ୟଜଗତରୁ ବିଛିନ୍ନ

କେନ୍ଦ୍ରାପଡ଼ା: ଗାଁଁ ଦାଣ୍ଡରେ ଡଙ୍ଗା ଭାସିଲା । ଲଗାଣ ବର୍ଷା ସାଙ୍ଗକୁ ଖରସ୍ରୋତା ଓ କାଣି ନଦୀରେ ବନ୍ୟା ଆସି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ଧୋୟା ଅଂଚଳ କୁହାଯାଉଥିବା ୧୦ ପଂଚାୟତ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି । ଗୋବିନ୍ଦପୁରୁ, ଡିମିରିପାଳ, ସଂସିଧା, ଅର୍ଗଳ, କେତୁଆପାଳ, ପେତପଡା,…
ଅଧିକ ଖବର ଦେଖନ୍ତୁ...

ପୁଲିସ ନିକଟରେ ଆତ୍ମସମର୍ପଣ କଲା ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲା ପୁଲିସ ନିକଟରେ ଜଣେ ମାଓବାଦୀ ଆତ୍ମସମର୍ପଣ କରିଛି।ଦନ୍ତେଵାଡା ଜିଲ୍ଲାର କୁଆକୁଣ୍ଡ ଥାନାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଅଭିଷେକ ପଲ୍ଲବଙ୍କ ନିକଟରେ ବେଟ୍ଟି ମାରକାମ ନାମକ ନକ୍ସଲ ଆତ୍ମସମର୍ପଣ…
ଅଧିକ ଖବର ଦେଖନ୍ତୁ...

ସହରାଞ୍ଚଳ ପରିମଳ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ବିକାଶ ପାଇଁ ଓଡ଼ିଶାକୁ ମିଳିଲା ୨୪୬ କୋଟିର କେନ୍ଦ୍ରୀୟ ଅନୁଦାନ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧିନସ୍ଥ ବିନିଯୋଗ ବିଭାଗ ପକ୍ଷରୁ ୧୧ଟି ରାଜ୍ୟର ପୌରସଂସ୍ଥାମାନଙ୍କ ପାଇଁ ୨୪୨୭ କୋଟି ଟଙ୍କାର ଅନୁଦାନ ମଂଜୁର କରିଛନ୍ତି । ୨୦୨୧-୨୨ ବର୍ଷ ପାଇଁ ଦିଆଯିବାକୁ ଥିବା ଟାଏଡ୍ ଗ୍ରାଣ୍ଟର ଏହା ହେଉଛି ପ୍ରଥମ କିସ୍ତି । ଏହା ମଧ୍ୟରୁ ଓଡ଼ିଶାକୁ ୨୪୬.୬୦…
ଅଧିକ ଖବର ଦେଖନ୍ତୁ...

ବିଦେଶୀ ମଦ ବଟଲିଙ୍ଗ ପ୍ଲାଣ୍ଟରେ ମଦ ଚୋରି, ଦୁଇ କର୍ମଚାରୀ ଗିରଫ

କାମାକ୍ଷାନଗର: ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମାଛିଆ ଗ୍ରାମରେ ଥିବା ମିସେସ ଶକ୍ତି ମଲଟୟାର ଆଣ୍ଡ ଲେମୋନେଡ଼ ବିଦେଶୀ ମଦ ବଟଲିଙ୍ଗ ପ୍ଲାଣ୍ଟରେ ମଦ ଚୋରି ହୋଇଛି ।ସୂଚନା ଅନୁସାରେ ଏକ୍ସପାରି ତାରିଖ ଚାଲି ଯାଇଥିବା ୩ଟି ବ୍ରାଣ୍ଡର ବିଦେଶୀ ମଦ ପ୍ରାୟ ୧୨ ଶହ କାଟୁନ ଷ୍ଟୋର ରୁମରେ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରୁ ଦମ୍ପତ୍ତିଙ୍କୁ ଅପହରଣ, ମଧ୍ୟପ୍ରଦେଶରେ ହତ୍ୟା ପରେ ରାଜସ୍ଥାନରେ ଫୋଫାଡ଼ିଦେଲେ ମୃତଦେହ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଏକ ଦମ୍ପତିଙ୍କୁ ଦିଲ୍ଲୀରୁ ଅପହରଣ କରି ପରେ ମଧ୍ୟପ୍ରଦେଶକୁ ନିଆଯାଇ ହତ୍ୟା କରାଯାଇଥିଲା। କେବଳ ଏତିକି ନୁହେଁ, ଯୁବତୀଙ୍କ ମୃତଦେହକୁ ରାଜସ୍ଥାନକୁ ନିଆଯାଇ ଫିଙ୍ଗି ଦିଆଯାଇଥିଲା। ପୁଲିସ ଆଜି ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି | ଏହି ଜଘନ୍ୟ…
ଅଧିକ ଖବର ଦେଖନ୍ତୁ...

ରାସ୍ତା ଖରାପ ପାଇଁ ହୋଇପାରୁନି ବିବାହ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲେ ଯୁବତୀ

ବାଙ୍ଗାଲୋର: ରାସ୍ତା ଖରାପ ପାଇଁ ହୋଇପାରୁନି ବିବାହ, ପୁଅ ଘର ବିବାହ କରିବାକୁ ରାଜି ହେଉନାହାନ୍ତି | କିଛି ଏଭଳି କଥା ଜଣେ ଯୁବତୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି | ଦେଶର ବିଭିନ୍ନ ସ୍ଥାନରେ, ବିଶେଷକରି ଗ୍ରାମାଞ୍ଚଳରେ ଖରାପ ରାସ୍ତାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥାଏ |…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ କରୋନାରୁ ଆଜି ସୁସ୍ଥ ହେଲେ ୭୧୯ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୫

ଭୁବନେଶ୍ବର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୭୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୫ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫ହଜାର ୫୬୪ରେ ପହଂଚିଛି। ରାଜ୍ୟ ସ୍ବାସ୍ଥ୍ୟ ଓ…
ଅଧିକ ଖବର ଦେଖନ୍ତୁ...

ମାଓନେତା ହରିଭୂଷଣର ପତ୍ନୀ ଦୁର୍ଦ୍ଦାନ୍ତ ମାଓ ନେତ୍ରୀ ସାରଦାର ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନା ପୁଲିସ ନିକଟରେ ସେଣ୍ଟ୍ରାଲ କମିଟି ମେମ୍ବର ତଥା ତେଲେଙ୍ଗାନା ଷ୍ଟେଟ ସେକ୍ରେଟାରୀ ହରିଭୂଷଣର ପତ୍ନୀ ଜାଜାରୀ ସାମ୍ମାକା ଅରଫ ସାରଦା ଆତ୍ମସମର୍ପଣ କରିଛି।ତେଲେଙ୍ଗାନାର ଡିଜିପି ନିକଟରେ ସାରଦା ଆତ୍ମସମର୍ପଣ କରିଛି। ୧୯୯୪ ମସିହାରେ ସାରଦା ହରିଭୂଷଣର…
ଅଧିକ ଖବର ଦେଖନ୍ତୁ...