Daily Archives

September 20, 2021

ଗଛର ଗୋଟିଏ ଶାଖାରେ ୮୩୯ଟି ଟମାଟୋ ଫଳାଇ ବିଶ୍ବ ରେକର୍ଡ କଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଟମାଟୋ ଏପରି ଏକ ପରିବା, ଯାହା ପ୍ରତ୍ୟେକ ପନିପରିବା ସହିତ ମିଶ୍ରିତ ହୁଏ । ଚଟନି ହେଉ କିମ୍ବା ସାଲାଡ ସବୁ ଖାଦ୍ୟରେ ଟମାଟୋ ଚାହିଦା ଅଧିକ ରହିଥାଏ। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଚାଷୀମାନେ ମଧ୍ୟ ଏହାକୁ ଚାଷ କରି ଥାଆନ୍ତି। ନିକଟରେ ଟମାଟୋ ଚାଷ କରି ଜଣେ ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

ଅନ୍ତଃରାଜ୍ୟ ବାଘ ଛାଲ ରାକେଟରେ ଇଞ୍ଜିନିୟରିଂ ଛାତ୍ର; ଦୁଇ ଜଣଙ୍କୁ ବାନ୍ଧିଲା ବନ ବିଭାଗ, ଜଣେ ଫେରାର୍‌

ବାରିପଦା : ଆନ୍ତଃରାଜ୍ୟ ବାଘ ଛାଲ ରାକେଟରେ ଇଞ୍ଜିନିୟରିଂ ଛାତ୍ର । ବିକ୍ରି ପାଇଁ ମସୁଧା ବେଳେ ବନ ବିଭାଗ ହାତରେ ବନ୍ଧା ହେଲେ । ଆଜି ବାରିପଦାସ୍ଥିତ ହୋଟେଲ୍‌ ଦିବ୍ୟା ପ୍ୟାଲେସ୍‌ରୁ ବାରିପଦା ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଏକ କଲରାପତରିଆ ବାଘ ଛାଲ ଜବତ କରାଯାଇଛି। ଏହି ରାକେଟରେ…
ଅଧିକ ଖବର ଦେଖନ୍ତୁ...

‘ତୁମେ ପାଠପଢ଼ାରେ ମନ ଦିଅ, ସ୍କୁଲ ଖୋଲିବା ଆମ କାମ ନୁହେଁ’; କାହିଁକି ଏଭଳି କହିଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ: ତୁମେ ପାଠପଢ଼ାରେ ମନ ଦିଅ, ସ୍କୁଲ ଖୋଲିବା ଆମର କାମ ନୁହେଁ | ଆଜି ଏକ ପିଟିସନକୁ ଖାରଜ କରି ସୁପ୍ରିମକୋର୍ଟ ଏଭଳି କିଛି କହିଛନ୍ତି | ଦିଲ୍ଲୀର ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ର ଦେଶରେ ସ୍କୁଲ ଖୋଲିବାକୁ ଆବେଦନ କରିଥିବା ପିଟିସନକୁ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି…
ଅଧିକ ଖବର ଦେଖନ୍ତୁ...

ଦୁଇଟି ଭିନ୍ନ ଦଳରୁ ରାଜ୍ୟସଭାକୁ ଯିବା ପାଇଁ ଆସିଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି: ସୋନୁ ସୁଦ

ମୁମ୍ବାଇ: ଟିକସ ଫାଙ୍କିଥିବା ଅଭିଯୋଗ ଆଧାରରେ ଗତ ସପ୍ତାହରେ ମୁମ୍ବାଇ ବାସଭବନ ଏବଂ କାର୍ଯ୍ୟାଳୟଗୁଡ଼ିକରେ ଚଢ଼ାଉ ଶେଷ ହେବା ପରେ ଆଜି ମୌନଭଙ୍ଗ କରିଥିଲେ ଅଭିନେତା ସୋନୁ ସୁଦ୍‌। ସବୁ ସମୟରେ ଜଣକୁ ନିଜ କଥା ନିଜକୁ କହିବାକୁ ପଡ଼େନାହିଁ। ସମୟ କହିବ ବ‌ୋଲି ଟୁଇଟ୍‌ କରିଥିଲେ ସୋନୁ।…
ଅଧିକ ଖବର ଦେଖନ୍ତୁ...

ମୃତ ଘୋଷଣାର ୪୫ମିନିଟ ପରେ ଜିଇ ଉଠିଲେ ମହିଳା, ଡାକ୍ତର ଦେଖି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ‘କୌଣସି ମଣିଷର ଯଦି ମୃତ୍ୟୁ ହୋଇଯାଏ ସେ ଆଉ ଫେରିକି ଆସେ ନାହିଁ’ ବୋଲି କୁହାଯାଏ। ତେବେ, ନିକଟରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ହୁଏତେ ବିଶ୍ବାସ କରି ପାରିବେ ନାହିଁ। ଆମେରିକାରେ ଏମିତି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ଅଖାଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ପରଲୋକ; ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ସହ ମିଳିଲା…

ପ୍ରୟାଗରାଜ:  ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କର ଆଜି ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । ସୋମବାର ପ୍ରୟାଗରାଜଠାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଗୋଟିଏ ବନ୍ଦ କୋଠରୀ ଭିତରୁ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୁଲିସ । ମୃତଦେହ ନିକଟରୁ ଏକ…
ଅଧିକ ଖବର ଦେଖନ୍ତୁ...

ଗତ ୨୪ ଘଣ୍ଟାରେ ଭୁବନେଶ୍ବରରୁ ୧୪୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୨୦୦ସୁସ୍ଥ

ଭୁବନେଶ୍ବର: ଏବେ ରାଜଧାନୀରେ କରୋନା ସଂକ୍ରମଣ ସ୍ଥିର ରହିଛି। ଗତ କିଛି ଦିନ ହେଲାଣି ସଂକ୍ରମିତଙ୍କ ସଂଖ୍ୟା ୩୦୦ଭିତରେ ରହୁଛି। ଆଜି ରାଜ୍ୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ…
ଅଧିକ ଖବର ଦେଖନ୍ତୁ...

କୋଇଲା ଟ୍ରକରୁ ୨୨୫୬ କିଲୋ ଗଂଜେଇ ଜବତ, ୩ ଗିରଫ

ମାଲକାନଗିରି : ଗଂଜେଇ ଚାଲାଣ ରୋକିବାରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ବଡ଼ ସଫଳତା। ବିଶେଷ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ଥାନାର ଏସଆଇ କେ.ସାହୁଙ୍କ ନେତୃତ୍ବରେ ଏକ ଟିମ ଚିତ୍ରକୋଣ୍ଡା ନିକଟରେ ଗାଡିଗୁଡିକକୁ ଯାଞ୍ଚ କରୁଥିବା ବେଳେ ଏକ କୋଇଲା ବୋଝେଇ…
ଅଧିକ ଖବର ଦେଖନ୍ତୁ...

ହିମାଚଳପ୍ରଦେଶର ସମସ୍ତ ୬୮ଟି ଆସନରେ ନିର୍ବାଚନ ଲଢ଼ିବ ଆମ ଆଦମୀ ପାର୍ଟି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୁଜୁରାଟ ଓ ଗୋଆ ପରେ ହିମାଚଳପ୍ରଦେଶରେ ବିଧାନସଭା ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛି ଆମ ଆଦମୀ ପାର୍ଟି ବା ଆପ | ଆଜି ଆପ ପକ୍ଷରୁ ଏହି ବଡ଼ ଘୋଷଣା କରାଯାଇଛି | ହିମାଚଳପ୍ରଦେଶର ଆପ ପ୍ରଭାରୀ ରତନେସ ଗୁପ୍ତା କହିଛନ୍ତି ଯେ ଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ବାଙ୍ଗାଲୋର

ଆବୁଧାବି : ଆବୁଧାବିର ଶେଖ୍ ଜାୟେଦ୍ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୧ର ୩୧ତମ ମ୍ୟାଚ ବାଙ୍ଗାଲୋର ଓ କୋଲକାତା ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ବାଙ୍ଗାଲୋର ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଚଳିତ ଆଇପିଏଲରେ କୋଲକାତାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି ।…
ଅଧିକ ଖବର ଦେଖନ୍ତୁ...