Daily Archives

September 20, 2021

୫-୧୧ବର୍ଷୀୟ ପିଲାଙ୍କ ପାଇଁ ନିରାପଦ ଫାଇଜର ଟିକା, ଅନୁମୋଦନ ପାଇଁ ଶୀଘ୍ର କରିପାରେ ଆବେଦନ

ନୂଆଦିଲ୍ଲୀ: ୫-୧୧ବର୍ଷୀୟ ପିଲାଙ୍କ ପାଇଁ ନିରାପଦ ଫାଇଜର ଟିକା। ୧୨ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ ଟିକା ବାହାର କରିସାରିଥିବା ଫାଇଜର ୫-୧୧ବର୍ଷୀୟ ପିଲାଙ୍କୁ ନେଇ   ଟିକା ପରୀକ୍ଷଣ କରିଥିଲା। ଏବେ ଏହାର ଫଳାଫଳ ଆସିଥିବା ବେଳେ ଏହା ନିରାପଦ ବୋଲି କହିଛି ଫାଇଜର-ବାୟୋଏନଟେକ। ପରୀକ୍ଷଣ…
ଅଧିକ ଖବର ଦେଖନ୍ତୁ...

ନାରାୟଣପାଟଣା ଛେଳିକୁ ମିଳିବ ଜାତୀୟ ମାନ୍ୟତା, ତଦାରଖ କରି ଫେରିଲେ ବିଶେଷଜ୍ଞ ଟିମ୍

ନାରାୟଣପାଟଣା: ପ୍ରାଣୀ ପ୍ରଜଜନ ପଞ୍ଜିକରଣରେ କୋରାପୁଟ୍ ଜିଲ୍ଲାର ମଇଁଷିକୁ ମିଳିଛି ଜାତୀୟ ମାନ୍ୟତା । ଚଳିତ ମାସରେ ନ୍ୟାସନାଲ୍ ବ୍ୟୁରୋ ଅଫ୍ ଆନିମଲ୍ ଜେନେରେଟିକ୍ ରିସୋର୍ଚ (ଏନ୍‌ବିଏଜିଆର୍‌) ପକ୍ଷରୁ ଏହି ପ୍ରଜାତିର ମଇଁଷିକୁ ଦେଶର ୧୯ତମ ସ୍ୱତନ୍ତ୍ର ବ୍ରିଡ୍ ମାନ୍ୟତା ଦିଆଯାଇଥିଲା। ଏହା…
ଅଧିକ ଖବର ଦେଖନ୍ତୁ...

ପର୍ଣ୍ଣ ଫିଲ୍ମ ନିର୍ମାଣ ମାମଲା: ୨ମାସ ପରେ ଜେଲରୁ ମୁକୁଳିଲେ ରାଜ କୁନ୍ଦ୍ରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମିଳିଛି ଜାମିନ। ପର୍ଣ୍ଣ ବା ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲାରେ ଗିରଫ ହୋଇ ୨ମାସ ହେବ ଜେଲରେ ଥିବା ରାଜ କୁନ୍ଦ୍ରାଙ୍କୁ ଜାମିନ ମିଳିଛି। ଆଜି ମୁମ୍ବାଇ କୋର୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର କଟପ୍ପା ଗୀତ ଗାଉଥିବାର ଶୁଣିଛନ୍ତି କି? ଦେଖନ୍ତୁ ଭିଡିଓ 

କଳାହାଣ୍ଡି: ଆପଣ ଫିଲ୍ମ ବାହୁବଳୀ ଦେଖିଛନ୍ତି କି ? ଯଦି ହଁ ତେବେ ଏହାର ଏକ ଲୋକପ୍ରିୟ ଚରିତ୍ର କଟପ୍ପାଙ୍କ ବାବଦରେ ତ ଆପଣ ଜାଣିଥିବେ | ଆଜି ଆମେ ଆପଣଙ୍କୁ ଓଡ଼ିଶାର କଟପ୍ପାଙ୍କ ବାବଦରେ କହିବୁ, ଯିଏ କି ନିଜର ନୃତ୍ୟ ଓ ସ୍ୱରରେ ସମସ୍ତଙ୍କୁ ଦିୱାନା କରିଦିଅନ୍ତି | ସ୍ଥାନୀୟ ଲୋକ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

୨୦୦୬ ମସିହା ରୂପକ ହତ୍ୟାକାଣ୍ଡ ମାମଲା, ଦ୍ବିତୀୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ପୁରୀ: ୨୦୦୬ ମସିହାରେ ପୁରୀ ଚୁଡଙ୍ଗସାହି ମାତାଗୋସେଇଁ ଲେନ୍ ରୂପକ ଦାସ ହତ୍ୟାକାଣ୍ଡ ମାମଲା ଘଟଣାରେ ମାନ୍ୟବର ଜିଲ୍ଲା ଦୌରାଜଜ୍ ସନ୍ତୋଷ କୁମାର ଜେନା ଦ୍ବିତୀୟ ଅଭିଯୁକ୍ତକୁ ଆଜି ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଗତ ୨୦୦୮ ମସିହାରେ ପ୍ରଥମ ଅଭିଯୁକ୍ତକୁ ମଧ୍ୟ ଆଜୀବନ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ବଢ଼ୁଛି ସଂଖ୍ୟାଲଘୁଙ୍କୁ ନିର୍ଯାତନା: ମସଜିଦ୍ ଭିତରୁ ପାଣି ପିଇବାରୁ ହିନ୍ଦୁ ପରିବାରକୁ ବନ୍ଧକ ରଖି…

ଇସଲାମାବାଦ : ମସଜିଦ୍ ପରିସରରେ ଥିବା ପାଣିଟ୍ୟାପରୁ ପାଣି ନେବାରୁ ନିର୍ଯାତନାର ଶିକାର ହୋଇଛନ୍ତି ଏକ ଗରିବ ହିନ୍ଦୁ ପରିବାର । ସୂଚନା ମୁତାବକ, ପାକିସ୍ତାନର ପଂଜାବ ପ୍ରଦେଶର ରହିମୟାର ଖାନ ସହରରେ ରହୁଥିବା ଆଲାମ ରାମ ଭିଲ୍ ତାଙ୍କ ପତ୍ନୀ ଓ ଅନ୍ୟ ପରିବାର ସଦସ୍ୟଙ୍କ ସହ କ୍ଷେତରୁ କପା…
ଅଧିକ ଖବର ଦେଖନ୍ତୁ...

ତଦାରଖ ପାଇଁ ବେଶ ବଦଳାଇ ହସ୍ପିଟାଲ‌ରେ ପହଞ୍ଚି‌ବା ପରେ ଗାର୍ଡ ଠାରୁ ମାଡ ଖାଇଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନା କାଳରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆକସନକୁ ଓହ୍ଲାଇଛନ୍ତି। ସେ ବାରମ୍ବାର ଅଧିକାରୀଙ୍କ ସହିତ ମିଶି ସମୀକ୍ଷା କରିବା ପାଇଁ ହସ୍ପିଟାଲରେ ଯାଇ ପହଞ୍ଚି ଯାଉଛନ୍ତି। ଆଉ ସେଠାରେ ସମସ୍ୟା କ’ଣ ରହିଛି ତାହା ପଚାରି ବୁଝୁଛନ୍ତି। ନିକଟରେ ହଠାତ ହସ୍ପିଟାଲ…
ଅଧିକ ଖବର ଦେଖନ୍ତୁ...

ବାରବାଟୀରେ ହେବ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମୁକାବିଲା

କଟକ: ବାରବାଟୀକୁ ଫେରିଛି ଅନ୍ତର୍ଜାତୀୟ ମ୍ୟାଚ୍ । ଆଉ ତାହା ବି ପୁଣି ଟି-୨୦ ମୁକାବିଲା । ଆସନ୍ତା ୨୦୨୨ ଫେବ୍ରୁଆରି ୧୫ରେ ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଟି -୨୦ ମ୍ୟାଚ। ଆଜି ଅପରାହ୍ନରେ ବିସିସିଆଇ ଆପେକ୍ସ କମିଟି ଏନେଇ ଘୋଷଣା କରିଛି। ଘରୋଇ କ୍ରିକେଟ ଋତୁ ଲାଗି…
ଅଧିକ ଖବର ଦେଖନ୍ତୁ...

ଅଦାଲତର ଚେତାବନୀ ପରେ ହାଜର ହେଲେ କଙ୍ଗନା, ମାନହାନି ମାମଲା ସ୍ଥାନାନ୍ତର ପାଇଁ କଲେ ଆବେଦନ

ମୁମ୍ବାଇ: କବି ତଥା ଗୀତିକାର ଜାଭେଦ ଅଖତରଙ୍କ ଦ୍ୱାରା ଅଭିନେତ୍ରୀ କଙ୍ଗନା ରାନାଓ୍ଵତଙ୍କ ବିରୋଧରେ ଆଗତ ହୋଇଥିବା ମାନହାନି ମାମଲାର ଶୁଣାଣି ଆଜି ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟଙ୍କ କୋର୍ଟରେ କରାଯାଇଥିଲା। ଆଜି କରାଯାଇଥିବା ଶୁଣାଣିରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ଵତ କୋର୍ଟରେ ହାଜର…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପହଞ୍ଚିଲା ପ୍ରଶାସନ, ୩ ଗ୍ରାମର ୨୮ ଜଣଙ୍କୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ

ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ଅନ୍ତର୍ଗତ ଲଙ୍ଗଳବେଡ଼ା ପଞ୍ଚାୟତର ଆନ୍ଧ୍ର ସୀମାନ୍ତ ଚିନାଖେମୁଣ୍ଡି ଭଦ୍ରା, ପେଦାଖେମୁଣ୍ଡି ଭଦ୍ରା ଓ ତାଡ଼ିଙ୍ଗିଵାଲସା ଗ୍ରାମର ୨୮ ଜଣ ହିତାଧିକାରୀଙ୍କୁ ନାରାୟଣପାଟଣା ତହସିଲ ପକ୍ଷରୁ ଜଙ୍ଗଲ ଜମିପଟ୍ଟ ବଣ୍ଟନ କରାଯାଇଛି । ଆଜି…
ଅଧିକ ଖବର ଦେଖନ୍ତୁ...