Daily Archives

September 26, 2021

ପାଠପଢ଼ିବା ପାଇଁ ପ୍ରତିଦିନ ଘରଘର ବୁଲି ଖବରକାଗଜ ବାଣ୍ଟୁଛି ଶିଶୁ

ନୂଆଦିଲ୍ଲୀ: ଯେତେ ବି ଅସୁବିଧା ଥାଉ ଯାହାକୁ ଜିତିବାର ଥାଏ ସେ ଜିତିକି ହିଁ ରହିଥାଏ। ଏମିତି କେତେଜଣ ଅଛନ୍ତି ଯେଉଁମାନେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସମସ୍ତ ବାଧାବିଘ୍ନର ସାମ୍ନା କରିବାକୁ ପ୍ରସ୍ତୁତ ଥାଆନ୍ତି। ଆଉ ଦିନେ ସେମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଥାଆନ୍ତି। ଆଜି…
ଅଧିକ ଖବର ଦେଖନ୍ତୁ...

ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍ ସାମଗ୍ରୀ ଉଦ୍ଧାର; ୬ ଗିରଫ

ଦାନଗଦୀ: ଲକ୍ଷାଧିକ ଟଙ୍କାର ଚୋରି ବିଦ୍ୟୁତ୍‌ ଉପକରଣକୁ ଆଜି କଳିଙ୍ଗନଗର ପୁଲିସ ଉଦ୍ଧାର କରିବା ସହ ୬ ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କଳିଙ୍ଗନଗର ଥାନା ଗୋଲାଗାଁର ଦିଲୀପ ସିଂ(୩୦), ଦିଲୀପ ଖଟୁଆ (୨୯), ମନୋଜ ବେହେରା (୨୦), ବାଦଲ ଖଟୁଆ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ଆଶଙ୍କାରେ ପରିବା ଦର ଆକାଶ ଛୁଆଁ; ବିନ୍ କିଲୋ ୧୦୦କୁ ପୋଟଳ ୮୦

ବାଲିଅନ୍ତା: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଲିଅନ୍ତା ଏବଂ ବାଳକାଟି ଅଞ୍ଚଳରେ ଆଜି ପନି ପରିବା ଦର ଆକାଶ ଛୁଆଁ ହୋଇଥିଲା। ଶିଶିଲୋ ସାପ୍ତାହିକ ହାଟ ଓ ବାଳକାଟି ବଜାରରେ ପରିବା ଦର ଅହେତୁକ ମୂଲ୍ୟ ବୃଦ୍ଧି କରି ବ୍ୟବସାୟୀମାନେ ମୁନାଫା ଉଠାଇ ଥିଲେ। ପରିବା ଦରରେ ଏଭଳି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସାମାଜିକ ସମାରୋହରେ ସମ୍ମିଳିତ ହେବାର ସୁଯୋଗ ପାଇବେ। ଦୀର୍ଘ ଦିନର ବନ୍ଧୁତା ପ୍ରେମରେ ବଦଳି ପାରେ। ବେପାରରେ ଅଚାନକ ଧନଲାଭ ହେବ। ବୃଷ: ଚାକିରିରେ ପଦୋନ୍ନତିର ଅବସର ପାଇବେ। ବନ୍ଧୁ ସହ ଲାଗି ରହିଥିବା ତିକ୍ତତା ମଧୁରତାରେ ବଦଳିଯିବ। ପାରିବାରିକ ଜୀବନ ହସିଲା ପୂରିଲା ଲାଗିବ।…
ଅଧିକ ଖବର ଦେଖନ୍ତୁ...

ଉପକୂଳ ଅତିକ୍ରମ କଲା ‘ଗୁଲାବ’: ଶ୍ରୀକାକୁଲମରୁ କୋରାପୁଟ ଆସିବ ବାତ୍ୟା, ୩ ଜିଲ୍ଲାରେ ପ୍ରବଳ ବର୍ଷା…

ଭୁବନେଶ୍ୱର: ଶେଷରେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ କଳିଙ୍ଗପାଟ୍ଟନମରେ ସ୍ଥଳଭାଗ ସ୍ପର୍ଶ କରିଛି ବାତ୍ୟା 'ଗୁଲାବ' | ପଶ୍ଚିମ କଳିଙ୍ଗପାଟ୍ଟନମଠାରୁ ୩୦ କିଲୋମିଟର ଦୂର ସନ୍ଥଗୁଡାଠାରେ ଏହା ଲ୍ୟାଣ୍ଡଫଲ କରିଥିବାର ସ୍ବତନ୍ତ୍ର ରିଲିଫ୍ କମିସନର( ଏସଆରସି) ପ୍ରଦୀପ ଜେନା ସୂଚନା…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ପାଇଁ କୋରାପୁଟରେ ପ୍ରସ୍ତୁତ ୧୬ଟି ଅଗ୍ନିଶମ ଟିମ୍

ଜୟପୁର: ବଙ୍ଗୋପସାଗର ଉପରେ ଗୁଲ-ଆବ୍ ବାତ୍ୟା ରୂପ ନେଉଥିବା ବେଳେ ଦକ୍ଷିଣ ଓଡିଶା ପାଇଁ ସତର୍କ ଘଣ୍ଟି ବାଜିଛି। ପବନର ବେଗ କମ ଥିବା ବେଳେ ବର୍ଷା ଆରମ୍ଭ ହୋଇସାରିଛି। ଜୟପୁରରେ ଆଜି ଦିନ ତମାମ୍ ଝିପ୍ ଝିପ୍ ବର୍ଷା ଲାଗିଥିବା ବ‌େଳେ ବାତ୍ୟାର ସୂଚନା ଦେଇସାରିଛି। ଏନେଇ ପ୍ରଶାସନ ଓ…
ଅଧିକ ଖବର ଦେଖନ୍ତୁ...

ମାଓପ୍ରବଣ ଅଞ୍ଚଳର ବିକାଶ ପାଇଁ ଓଡ଼ିଶା ସମେତ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ୬ଜଣ ମୁଖ୍ୟମନ୍ତ୍ରୀ ଏବଂ ୪ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ପ୍ରକଳ୍ପ ତଥା ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ବୈଠକରେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀମାନେ ହେଉଛନ୍ତି ନବୀନ ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ମୁମ୍ବାଇକୁ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ବାଙ୍ଗାଲୋର

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ୩୯ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରବିବାର ମୁମ୍ବାଇ ଇଣ୍ଡିଆନ୍‌ସକୁ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ଟସ୍‌ ଜିଣି ମୁମ୍ବାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ବାଙ୍ଗାଲୋର ବ୍ୟାଟିଂ କରିଥିଲା। ବିରାଟ…
ଅଧିକ ଖବର ଦେଖନ୍ତୁ...

ତମାଖୁ ଦୋକାନୀଙ୍କ ପୁଅ ଦ୍ବିତୀୟ ଥର ପାସ କଲା ୟୁପିଏସସି

ନୂଆଦିଲ୍ଲୀ: ବିହାରର ନୱାଦା ଜିଲ୍ଲାର ବାସିନ୍ଦା ଅରବିନ୍ଦ କୁମାରଙ୍କ ପୁଅ  ନିରଞ୍ଜନ କୁମାର ପୁଣିଥରେ କମାଲ୍ କରିଛନ୍ତି। ସେ ଚାରିବର୍ଷର ବ୍ୟବଧାନ ପରେ ଦ୍ୱିତୀୟଥର ୟୁପିଏସସି ପରୀକ୍ଷାରେ ୫୩୫ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ନିରଞ୍ଜନ ଖୁବଶୀଘ୍ର ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ଦିନକରେ ୨୧୪ ମିମି ବର୍ଷା ରେକର୍ଡ, ଲମତାପୁଟ-ସେମିଳିଗୁଡ଼ା ବେହାଲ

କୋରାପୁଟ: ବାତ୍ୟା ରୂପ ନେଇଥିବା ‘ଗୁଲାବ୍‌’ ପ୍ରଭାବରେ କୋରାପୁଟରେ ଆଜି ପ୍ରବଳ ବର୍ଷା ହୋଇଛି। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହୋଇଛି। ଗୋଟିଏ ଦିନରେ ଜିଲ୍ଲାରେ ୨୫୦ମିମି ବର୍ଷା ରେକର୍ଡ କରାଯାଇଛି। ଆନ୍ଧ୍ରପ୍ରଦେଶର କଳିଙ୍ଗପାଟନମ୍‌ ଓ ଓଡ଼ିଶାର ଗୋପାଳପୁର ମଧ୍ୟରେ ମାଡହେବାକୁ…
ଅଧିକ ଖବର ଦେଖନ୍ତୁ...