Daily Archives

October 5, 2021

ଏସ୍‌ସିବିରେ ଗୋଟିଏ ଦିନରେ ଅଲଟ୍ରାସାଉଣ୍ଡ୍‌ କରିବାକୁ ଦାବି

କଟକ: ବଡ଼ ଡାକ୍ତରଖାନାରେ ଅଲ୍‌ଟ୍ରାସାଉଣ୍ଡ୍‌ ‌ପାଇଁ ରୋଗୀମାନଙ୍କୁ ୧୦/୧୫ ଦିନ ଅପେକ୍ଷା କରିବାକୁ ପଡ଼ୁଛି। ଏହି ସେବା ଗୋଟିଏ ଦିନରେ ମିଳିବାର ବ୍ୟବସ୍ଥା କରିବା ପାଇଁ ଉତ୍କଳ ସର୍ବୋଦୟ ମଣ୍ଡଳର ପକ୍ଷରୁ ଦାବି କରାଯାଇଛି। ଏ ନେଇ ସର୍ବୋଦୟ ମଣ୍ଡଳର ସମ୍ପାଦକ ରମାକାନ୍ତ ମଣ୍ଡଳ ଓ ଇନ୍ଦୁମତି…
ଅଧିକ ଖବର ଦେଖନ୍ତୁ...

ଆସନ୍ତାବର୍ଷ ବେଳକୁ କଟକ ଓ ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ ସମସ୍ୟା ନଥିବ : ପ୍ରଫୁଲ ସାମଲ

ଭୁବନେଶ୍ବର: ସହରାଞ୍ଚଳ ଡ୍ରେନେଜ୍ ସମସ୍ୟାର ସମାଧାନ ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବିଧାୟକ ପ୍ରଫୁଲ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ ରାଜ୍ୟର ସମସ୍ତ ସହରାଚଂଳରେ ମୁକୁଳା ପଡ଼ିଥିବା ଡ୍ରେନ ଉପରେ ସ୍ଲାବ ପକାଇବାକୁ ନିଷ୍ପତ୍ତି ହୋଇଛି ।…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶକୁ ମୋଦୀଙ୍କ ବଡ଼ ଭେଟି: ୭୫ ହଜାର ଲୋକଙ୍କୁ ବାଣ୍ଟିଲେ ଘର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ଭେଟି । ମଙ୍ଗଳବାର ଲକ୍ଷ୍ନୌରେ ନ୍ୟୁ ଅର୍ବାନ ଇଣ୍ଡିଆନ୍ ଥିମ ଉପରେ ଆୟୋଜିତ ଏକ ତିନିଦିନିଆ କନକ୍ଲେଭରେ ୭୫ ହଜାର ଲୋକଙ୍କୁ ଆବାସ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତେବେ ଇନ୍ଦିରା…
ଅଧିକ ଖବର ଦେଖନ୍ତୁ...

ଏଣିକି ବିଦ୍ୟୁତ୍ ପାଇଁ ଲାଗିବ ପ୍ରିପେଡ ସ୍ମାର୍ଟ ମିଟର

ଭୁବନେଶ୍ବର: ଏଣିକି ବିଦ୍ୟୁତ୍ ପାଇଁ ପ୍ରିପେଡ ସ୍ମାର୍ଟ ମିଟର ଲାଗିବ ଏବଂ ଗ୍ରାହକ ଚାହିଁଲେ ଲଗେଇପାରିବେ ସ୍ମାର୍ଟ ମିଟର। ସିମ କାର୍ଡ ଜରିଆରେ ଜଣେ ଯେତିକି ପେମେଣ୍ଟ କରିବ, ସେତିକି ବିଦ୍ୟୁତ୍ ବ୍ୟବହାର କରିବ ବୋଲି ନିଷ୍ପତ୍ତି ହୋଇଛି। ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ…
ଅଧିକ ଖବର ଦେଖନ୍ତୁ...

ପଚରାଉଚରା ବେଳେ ଏନସିବିକୁ କହିଲେ ଆରୟନ; ମ୍ୟାନେଜରଙ୍କଠୁ ଅନୁମତି ନେଇ ବାପାଙ୍କୁ ଦେଖା କରେ

ମୁମ୍ବାଇ: କ୍ରୁଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରୁ ଗିରଫ ହେବା ପରେ ବଲିଉଡର କିଙ୍ଗ ଖାନ ଶାହରୁଖ ଖାନଙ୍କ ପୁଅ ଆରୟନ ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ହେପାଜତରେ । ହେପାଜତକୁ ନେବା ପରେ ଅଧିକ ସୂଚନା ପାଇଁ ଏନସିବି ଏବେ ଆରୟନଙ୍କୁ ପଚରାଉଚରା ଜାରି ରଖିଛି । ତେବେ ପଚରାଉଚରା…
ଅଧିକ ଖବର ଦେଖନ୍ତୁ...

୨୧୬ ପୁଲିସ ଫାଣ୍ଡି ଦାୟିତ୍ୱରେ ରହିବେ ସଵ୍ ଇନ୍ସପେକ୍ଟର 

ଭୁବନେଶ୍ବର: ଓଡ଼ିଶା ପୁଲିସର ୨୧୬ଟି ଫାଣ୍ଡି ଦାୟିତ୍ୱରେ ଏଣିକି ସଵ୍ ଇନ୍ସପେକ୍ଟରମାନେ ରହିବେ। ଏ ସମ୍ପର୍କୀତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ପୂର୍ବରୁ ସହକାରୀ ସଵ୍ ଇନ୍ସପେକ୍ଟରମାନେ ଫାଣ୍ଡି ଦାୟିତ୍ୱରେ ରହୁଥିଲେ। କମିସନରେଟ୍ ପୁଲିସ ଠାରୁ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଲଖିମପୁର ଖେରି ହିଂସା: ମୋ ପୁଅ ଘଟଣାସ୍ଥଳରେ ଥିବା ନେଇ ପ୍ରମାଣ ଦେଲେ ମୁଁ ଇସ୍ତଫା ଦେବି ବୋଲି କହିଲେ…

ଲକ୍ଷ୍ନୌ: ରବିବାର ଦିନ ଲଖିମପୁର ଖେରିରେ ଘଟିଥିବା ହିଂସାକାଣ୍ଡ ଘଟଣାକୁ ନେଇ ମୁହଁ ଖୋଲିଲେ କେନ୍ଦ୍ର ରାଷ୍ଟ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର। ଘଟଣା ପରେ ବିରୋଧୀ ତାଙ୍କ ଇସ୍ତଫା ଦାବି କରୁଥିବା ବେଳେ ଏହାକୁ ନେଇ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଘଟଣାସ୍ଥଳରେ ତାଙ୍କ ପୁଅ ଆଶିଷ ଥିବା ବା…
ଅଧିକ ଖବର ଦେଖନ୍ତୁ...

ପୁଣି ୪ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ପୁଣି ୪ ଜଣ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଉପରୋକ୍ତ ୪ ଜଣ ଅଧିକାରୀଙ୍କ ସମେତ ଏପର୍ଯ୍ୟନ୍ତ ୧୨୨ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏହି ୪ ଜଣ ଅଧିକାରୀଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଶା ପ୍ରଶାସନିକ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱର ଧନୀ ତାଲିକାରୁ ତଳକୁ ଖସିଲେ ମାର୍କ ଜୁକରବର୍ଗ, ୬ଘଣ୍ଟାରେ ହେଲା ଏତିକି କୋଟି ଟଙ୍କାର କ୍ଷତି

ନୂଆଦିଲ୍ଲୀ: ସୋମବାର ରାତିରେ ଫେସବୁକ, ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ଅଚଳ ହେବା ଫଳରେ ମାର୍କ ଜୁକରବର୍ଗଙ୍କୁ ବଡ଼ କ୍ଷତି ସହିବାକୁ ପଡିଛି। ମାତ୍ର କିଛି ଘଣ୍ଟା ଏହି ସୋସିଆଲ ମିିଡିଆ ଆପ ଅଚଳ ହେବା ଫଳରେ ଜୁକରବର୍ଗ ବ୍ୟକ୍ତିଗତ ଭାବେ ଅନେକ କ୍ଷତି ସହିଛନ୍ତି । ଏପରିକି ତାଙ୍କର ସମ୍ପତ୍ତି ମାତ୍ର…
ଅଧିକ ଖବର ଦେଖନ୍ତୁ...

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ଅଭୟକାନ୍ତ ପାଠକ

ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଅଭୟକାନ୍ତ ପାଠକ ହାଜର ହୋଇଥିବାର ଖବର ମିଳିଛି। ଦୁଇଟି ମାମଲାରେ ପଚରାଉଚରା ପାଇଁ ସେ ହାଜର ହୋଇଥିବା ସୂଚନା ରହିଛି। ପୂର୍ବରୁ ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ସମନ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବିଭିନ୍ନ ଅଭିଯୋଗରେ ତଦନ୍ତ…
ଅଧିକ ଖବର ଦେଖନ୍ତୁ...