Daily Archives

October 5, 2021

ଚାଷୀଙ୍କ ଉପରେ ଗାଡ଼ି ଚଢ଼ିଯାଉଥିବାର ଭିଡିଓ ଟ୍ବିଟ କରି ପ୍ରଧାନମନ୍ତ୍ରୀଙ୍କୁ ଏଭଳି ପ୍ରଶ୍ନ କଲେ ପ୍ରିୟଙ୍କା ଗାନ୍ଧୀ…

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ନୌ ଗସ୍ତର କିଛି ଘଣ୍ଟା ପୂର୍ବରୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ଲଖିମପୁର ଖେରିରେ ଘଟିଥିବା ଘଟଣାର ଏକ ଭିଡିଓ ଟ୍ୱିଟ୍…
ଅଧିକ ଖବର ଦେଖନ୍ତୁ...

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି: ଓଡ଼ିଶାର କାଲିମେଳାରେ ସର୍ବକାଳୀନ ରେକର୍ଡ

ମାଲକାନଗିରି: ଦେଶରେ ଯେଉଁ ଭଳି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି, ଠିକ୍ ସେହିଭଳି ଓଡ଼ିଶାରେ ବି ତାହା ଘଟିଛି। ମଙ୍ଗଳବାର ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ଏହା ସର୍ବାଧିକ ଥିବା ଜଣାଯାଇଛି। ମାଲକାନଗିରି ଠାରୁ ମାତ୍ର ୪୦ କିଲୋମିଟର ଦୂର କାଲିମେଳାରେ ଆଜି ସମସ୍ତ ରେକର୍ଡ ଭାଙ୍ଗିଛି…
ଅଧିକ ଖବର ଦେଖନ୍ତୁ...

ପୁଣି ବଢ଼ିଲା ତୈଳ ଦର: ଜାଣନ୍ତୁ ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା କେତେ ଟଙ୍କା ରହିଛି

ନୂଆଦିଲ୍ଲୀ: ମଙ୍ଗଳବାର ପୁୁଣିଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି । ରାଜଧାନୀ ଦିଲ୍ଲୀ ସମେତ ସମସ୍ତ ମହାନଗରରେ ତୈଳ ଦର ବୃଦ୍ଧି ପାଇଛି । ଆଇଓସିଏଲର ୱେବସାଇଟ ମୁତାବକ, ପେଟ୍ରୋଲ ୧ ଲିଟର ପିଛା ୨୫ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି। ଏହା ସହ…
ଅଧିକ ଖବର ଦେଖନ୍ତୁ...

୫୩ ଶିଶୁ ଓ କିଶୋରଙ୍କ ସମେତ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୪୫୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୫୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୬୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୮୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୫୩ ଜଣ ଶିଶୁ ଓ କିଶୋର କରୋନା…
ଅଧିକ ଖବର ଦେଖନ୍ତୁ...

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୮,୩୪୬ କରୋନା ଆକ୍ରାନ୍ତ ଚିହ୍ନଟ, ୨୬୩ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୧୮ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୨ ଶହରୁ କିଛି ଅଧିକ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୮,୩୪୬…
ଅଧିକ ଖବର ଦେଖନ୍ତୁ...

ରେଳ ଧକ୍କାରେ ଯୁବକଙ୍କ ମୃତ୍ୟୁ: ମୃତଦେହ ରଖି ସ୍ଥାନୀୟ ଗ୍ରାମବାସୀଙ୍କ ରେଳରୋକ

ରାଉରକେଲା/କୋଇଡା: ସୁନ୍ଦରଗଡ଼ ଜିଲ୍ଲାର କୋଇଡା ବ୍ଲକ୍ କେବଲାଙ୍ଗ ଥାନା ଅନ୍ତର୍ଗତ ପାଟାସାହିରେ ରେଳ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଖବର ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ରେଳୱେ ସାଇଡିଂରେ ଗତକାଲି ସାରାସପୋଷ ଗ୍ରାମର ଯାତୁନ ମୁଣ୍ତା ଘରକୁ…
ଅଧିକ ଖବର ଦେଖନ୍ତୁ...

ଲଖିମପୁର ଖେରି ହିଂସା: ମସ୍ତିଷ୍କରେ ଆଘାତ ପାଇଁ ୮ଜଣଙ୍କର ହୋଇଛି ମୃତ୍ୟୁ, ବାଜିନି ଗୁଳି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଖିମପୁର ଖେରିରେ ରବିବାର ଦିନ ହୋଇଥିବା ହିଂସା ଘଟଣାରେ ମୃତ୍ୟୁବରଣ କରିଥିବା ୮ଜଣଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟରେ କୁହାଯାଇଛି ଯେ, ମୃତ୍ୟୁବରଣ କରିଥିବା ୮ଜଣଙ୍କ ଶରୀରରେ ଗୁଳି ବାଜିନାହିଁ। ୮ଜଣ ଡରରେ ଏବଂ ମସ୍ତିଷ୍କରେ ଆଘାତ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୪ ବର୍ଷର ଶିଶୁପୁତ୍ର ମୃତ 

ହରଭଙ୍ଗା: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଭଳି ଦୁଃଖଦ ଘଟଣା  ଘଟିଛି ବୌଦ୍ଧ ଜିଲ୍ଲାର ପୁରୁଣାକଟକ ହରଭଙ୍ଗା ଥାନା ଅନ୍ତର୍ଗତ କଙ୍କଲା ଗାଁରେ। ମିଳିଥିବା ସୂଚନା ଅନୁଯାୟୀ, ଫ୍ରିଜ ତାସଂସ୍ପର୍ଶରେ ଆସି ଜଣେ ୪ ବର୍ଷର ଶିଶୁ ପ୍ରାଣ…
ଅଧିକ ଖବର ଦେଖନ୍ତୁ...

ରଘୁନାଥପୁର ଏରଣ୍ଡପାଳରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନକୁ ନେଇ ଚର୍ଚ୍ଚା, ବିଧାୟକଙ୍କ ବଦଳରେ ଥାନାବାବୁ କଲେ…

ଜଗତସିଂହପୁର: ପ୍ରତିମୂର୍ତ୍ତି ଉନ୍ମୋଚନ ବିବାଦ ରଘୁନାଥପୁର ବ୍ଲକ୍ ପିଛା ଛାଡ଼ୁନି। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନିକଟରେ ପୂର୍ବତନ ବିଧାୟକ ସ୍ବର୍ଗତ ବିଷ୍ଣୁ ଚରଣ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନକୁ ନେଇ ୨ ମାସ ହେଲା ବିବାଦ ଲାଗି ରହିଛି। ଠିକ୍ ଏହି ସମୟରେ ଏରଣ୍ଡପାଳ ଚିକିଣିଆରେ…
ଅଧିକ ଖବର ଦେଖନ୍ତୁ...

ଫେସବୁକ୍, ହ୍ବାଟସ୍ଆପ୍ ଓ ଇନଷ୍ଟାଗ୍ରାମ୍ ଅଚଳ ହେବାର କାରଣ କହିଲେ ହ୍ବାଟସଆପ ସିଇଓ

ନୂଆଦିଲ୍ଲୀ: ବେଶ କିଛି ସମୟ ପାଇଁ ଅଚଳ ହୋଇଯାଇଥିଲା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ । ସୋମବାର ରାତି ପ୍ରାୟ ସାଢେ ୯ଟା ସମୟରେ ଫେସବୁକ୍, ହ୍ବାଟସ୍ଆପ୍ ଓ ଇନଷ୍ଟାଗ୍ରାମ୍ ସର୍ଭର ଡାଉନ ହୋଇଥିଲା। ଫଳରେ ଏହି ତିନିଟି ସୋସିଆଲ୍ ମିଡିଆ ଆପ ଏକପ୍ରକାର ଅଚଳ…
ଅଧିକ ଖବର ଦେଖନ୍ତୁ...