Daily Archives

October 7, 2021

ଭୁବନେଶ୍ୱର ଉତ୍ତରା ଛକରେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ଦ୍ରୁତଗାମୀ କାର୍‌, ୩ ଗୁରୁତର ପରେ ଉତ୍ତେଜନା

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଉତ୍ତରା ଛକ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଯାଉଥିବା ଏକ କାର୍‌ ୩ ଜଣ ସାଇକେଲ ଆରୋହୀ ଛାତ୍ରଙ୍କୁ ଧକ୍କା ଦେଇଛି। ଫଳରେ କାର୍‌ ଧକ୍କାର ସମ୍ମୁଖୀନ ହୋଇଥବା ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍‌ପିଟାଲରେ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ବେଳେ ଚୋରର ମୃତ୍ୟୁ!

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି କରୁଥିବା ସମୟରେ  ଜଣେ ଚୋରର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ସୂଚନା ଅନୁଯାୟୀ ବହଳଦା ଥାନା ସାନଦୁନ୍ଦୁ ଗ୍ରାମରେ ଥିବା ୩୩ କେ.ଭି ଟ୍ରାନ୍ସଫର୍ମର ବିପିଏଲ୍ ଶ୍ରେଣୀର ପରିବାରମାନଙ୍କ ନିମନ୍ତେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍  : ରାହୁଲଙ୍କ ଲଢୁଆ ଇନିଂସ, ଚେନ୍ନାଇକୁ ହରାଇଲା ପଞ୍ଜାବ

ଦୁବାଇ : ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇପିଏଲ ୨୦୨୧ର ୫୩ତମ ମ୍ୟାଚରେ ଚେନ୍ନାଇକୁ ୬ ଓ୍ବିକେଟରେ ପରାସ୍ତ କରିଛି ପଞ୍ଜାବ । ଅଧିନାୟକ କେଏଲ ରାହୁଲଙ୍କ ଲଢୁଆ ୯୮ ରନ ବଳରେ ପଞ୍ଜାବ ୧୩ତମ ଓଭରରେ ମ୍ୟାଚ ଜିତିଯାଇଥିଲା । ଆଜିର ମ୍ୟାଚରେ ପଞ୍ଜାବ ଟସ ଜିତି ପ୍ରଥମେ ବୋଲିଂ…
ଅଧିକ ଖବର ଦେଖନ୍ତୁ...

ସମସ୍ୟା ଘେରରେ ଅଂଶୁପା ଡିଗ୍ରି ମହାବିଦ୍ୟାଳୟ: ପାଚେରି, ଶୌଚାଳୟ କି’ ପକ୍କା ରାସ୍ତା ବି ନାହିଁ

ଡମପଡ଼ା: ବାଙ୍କୀ ବ୍ଲକ୍‌ ଅନ୍ତର୍ଗତ ସରଣ୍ଡା ଅଞ୍ଚଳରେ ପ୍ରମୁଖ ଶିକ୍ଷାନୁଷ୍ଠାନ ଅଂଶୁପା ଡିଗ୍ରି ମହାବିଦ୍ୟାଳୟ ସମ୍ପ୍ରତି ନାନା ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ଦେଖିବାକୁ ମିଳିଛି। ମହାବିଦ୍ୟାଳୟ ପ୍ରତିଷ୍ଠାର ୨୮ ବର୍ଷ ପରେ ବି ପାଚେରି ନିର୍ମାଣ କରାଯାଇ ନାହିଁ। ସେହିପରି ସ୍ଥାୟୀ ରାସ୍ତା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୫୨୨ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୮

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ ମହାମାରୀରୁ ୫୨୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୮ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୭ ହଜାର ୧୧୬ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଗାଁରେ ଛତିଶଗଡ଼ ୭ ଚୋର! ୩ ଜଣଙ୍କୁ ଧରି ପୁଲିସରେ ଜିମା ଦେଲେ ଗ୍ରାମବାସୀ

ମାଲକାନଗିରି: ମାଲକାନଗିରିର ବ୍ଲକ ଅନ୍ତର୍ଗତ ଉଡୁପା ପଞ୍ଚାୟତର ବଇଲାପାରି ଗ୍ରାମରେ ଗତକାଲି ରାତିରେ ଛତିଶଗଡ ୭ ଜଣ ବ୍ୟକ୍ତି ପଶିଥିଲେ। ଏନେଇ ଖବର ମିଳିବା ପରେ ଗ୍ରାମବାସୀ ଏକତ୍ରିତ ହୋଇ ଏମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ତେବେ ୭ ଜଣଙ୍କ ମଧ୍ୟରୁ ୪ ଜଣ ଦୌଡି ପଳାଇବାରେ ସକ୍ଷମ…
ଅଧିକ ଖବର ଦେଖନ୍ତୁ...

ତାଞ୍ଜାନିଆର ଅବ୍ଦୁଲରଜାକ୍ ଗୁରନାହଙ୍କୁ ମିଳିବ ସାହିତ୍ୟ ନୋବେଲ

ଷ୍ଟକହୋମ୍ : ତାଞ୍ଜାନିଆର  ଉପନ୍ୟାସକାର ଅବ୍ଦୁଲରଜାକ୍ ଗୁରନାହଙ୍କୁ ଚଳିତ ବର୍ଷ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ସାମ୍ରାଜ୍ୟବାଦର ପ୍ରଭାବ ଓ ବିଭିନ୍ନ ମହାଦେଶ ଓ ସଂସ୍କୃତିରେ ଶରଣାର୍ଥୀମାନଙ୍କ ଅବସ୍ଥା ସମ୍ପର୍କରେ ସେ ନିଜର ଲେଖନୀ ଚାଳନା କରିଥିଲେ । ୧୯୪୮ରେ…
ଅଧିକ ଖବର ଦେଖନ୍ତୁ...

କାଲି ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ, ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି

ଭୁବନେଶ୍ୱର: ଭୁବନେଶ୍ୱରବାସୀଙ୍କ ପାଇଁ ବଡ଼ ଖବର । ଆସନ୍ତାକାଲି ଭୁବନେଶ୍ୱରରେ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ସକାଳ ୮ଟାରୁ ଅପରାହ୍ନ ୪ଟା ଯାଏଁ ବନ୍ଦ ରହିବ ଜଳ ଯୋଗାଣ । ପ୍ରଥମ ଥର ପାଇଁ ୮ଘଣ୍ଟା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ୱାଟକୋ । ତେବେ ପଳାଶୁଣୀ ମୁଖ୍ୟ ଜଳ ଯେଗାଣ…
ଅଧିକ ଖବର ଦେଖନ୍ତୁ...

ବହୁ ଚର୍ଚ୍ଚିତ ଛତିଶଗଡ଼ ଡବଲ ମର୍ଡର ଘଟଣାର ଅନ୍ୟତମ ଅଭିଯୁକ୍ତ ବର୍ଦ୍ଧନ ଟପ୍ପୋକୁ ଜାମିନ

ଝାରସୁଗୁଡା: ଛତିଶଗଡ଼ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅଧିନରେ ହୋଇଥିବା ଏକ ଡବଲ ମର୍ଡର ଘଟଣାରେ ଗିରଫ ହୋଇଥିବା ଅନ୍ୟତମ ଅଭିଯୁକ୍ତ ବର୍ଦ୍ଧନ ଟପ୍ପୋକୁ ଆଜି ଛତିଶଗଡ଼ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୨୦୧୬ ମସିହାରେ ଚକ୍ରଧରନଗର ଥାନା ଅଞ୍ଚଳରେ ଜଣେ ମହିଳା ଓ ଶିଶୁର ମୃତଦେହ ରାସ୍ତାରୁ…
ଅଧିକ ଖବର ଦେଖନ୍ତୁ...

ଆର୍ଯ୍ୟନଙ୍କୁ ନେଇ ହ୍ରିତିକ ଲେଖିଲେ ଏଭଳି ପୋଷ୍ଟ

ନୂଆଦିଲ୍ଲୀ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ଜାହାଜରେ ରେଡ ପଡିବାବେଳେ ଧରାପଡିଥିଲେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ । ତାଙ୍କୁ ହେଫାଜତରେ ନେଇ ଜେରା କରିଥିଲା ଏନସିବି । ଜେରା ସମୟରେ ରେଭ୍ ପାର୍ଟିରେ ଡ୍ରଗ୍ସ ନେଉଥିବା ଆର୍ଯ୍ୟନ ସ୍ୱୀକାର ବି କରିଥିଲେ। ଏହାସହ ଏନସିବି ଅନ୍ୟ ୧୨…
ଅଧିକ ଖବର ଦେଖନ୍ତୁ...