Daily Archives

October 25, 2021

ନିଜର ମୁସଲିମ ପରିଚୟ ଲୁଚାଇଥିବା ନେଇ ନବାବ ମଲିକଙ୍କ ଆରୋପ ପରେ ଏଭଳି ଜବାବ ଦେଲେ ୱାଙ୍ଖେଡେ

ମୁମ୍ବାଇ:  ନାର୍କୋଟିକ୍ସ କଂଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କ ମୁସଲମାନ ନାମ ଏବଂ ଜାତି ପ୍ରମାଣପତ୍ର ଉପରେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଟ୍ୱିଟ କରି ପ୍ରଶ୍ନ ଉଠାଇଥିଲେ। ଆଜି ନବାବ ମଲିକଙ୍କ ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ୱାଙ୍ଖେଡେ। ଏକ…
ଅଧିକ ଖବର ଦେଖନ୍ତୁ...

ଘରେ ନିଆଁ ଲାଗିଯିବାରୁ ଜଳିଗଲେ ସ୍ୱାମୀ ଓ ସ୍ତ୍ରୀ

ଯୋଡ଼ା: କେନ୍ଦୁଝର ଜିଲ୍ଲା ବାମେଵାରୀ ଥାନା ବଳଦା ଗ୍ରାମରେ ଗତକାଲି ଘଟିଯାଇଛି ଏକ ଅଭାବନୀୟ ଘଟଣା। ଘରେ ନିଆଁ ଲାଗିଯିବାରୁ ସ୍ୱାମୀ ଓ ସ୍ତ୍ରୀ ଜୀବନ୍ତ ଦଗ୍ଧ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣାରୁ ପ୍ରକାଶ ଯେ ଗତକାଲି ରାତ୍ରିରେ ଘରେ ଶୋଇଥିବା ସମୟରେ ନିଆଁ…
ଅଧିକ ଖବର ଦେଖନ୍ତୁ...

ଆରୟନଙ୍କ ସହ କାହିଁକି ବସିଥି‌ଲେ? ଶାହରୁଖଙ୍କୁ ୨୫କୋଟି ଟଙ୍କା ମାଗିଥିଲେ କି? ଏସବୁ ପ୍ରଶ୍ନର ଉତ୍ତର ରଖିଲେ ଗୋସାବୀ

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ ପାର୍ଟି ମାମଲାରେ ଗିରଫ ହୋଇଥିବା ଆରୟନ ଖାନ ଯେତିକି ଚର୍ଚ୍ଚାରେ ଅଛନ୍ତି, ସେତିକି ଚର୍ଚ୍ଚାରେ ଅଛନ୍ତି ଏନସିବିର ସାକ୍ଷୀ ବୋଲି କୁହାଯାଉଥିବା କେପି ଗୋସାବୀ। ଆରୟନ ଗିରଫ ହେବା ଦିନଠାରୁ ତାଙ୍କୁ ନେଇ ଅନେକ ପ୍ରଶ୍ନ ଉଠିଥିବା ବେଳେ ସେ ଏହାର ଉତ୍ତର…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ଜିଲ୍ଲାରେ ଖୋଲିଲା ପ୍ରାଥମିକ ସ୍କୁଲ

ରାଉରକେଲା : ଦୀର୍ଘ ୧୮ ମାସ ପରେ ଆଜି ଖୋଲିଛି ପ୍ରାଥମିକ ସ୍କୁଲ। ସକାଳ ନଅଟା ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓଡ଼ିଆ ଓ ଇଂରାଜି ସ୍କୁଲଗୁଡ଼ିକ ଖୋଲିଥିଲା।  ପିଲାମାନେ ଉତ୍ସାହର ସହ ସ୍କୁଲକୁ ପ୍ରବେଶ କରିଥିଲେ। ପିଲାମାନଙ୍କୁ ଆଜି ଓ କାଲି…
ଅଧିକ ଖବର ଦେଖନ୍ତୁ...

ରାଜଧାନୀର ଉପକଣ୍ଠରୁ ୨୫୪ ଗ୍ରାମ ବ୍ରାଉନସୁଗାର ଜବତ, ଧରାପଡ଼ିଲା ଅଭିଯୁକ୍ତ

ଭୁବନେଶ୍ବର: ରାଜଧାନୀର ଉପକଣ୍ଠରେ ବ୍ରାଉନସୁଗାର ପାଇଁ ମୂଲଚାଲ ଚାଲୁଥିବା ବେଳେ  କମିସନରେଟ ପୁଲିସ ଜଣେ ବ୍ରାଉନସୁଗାର ବେପାରୀକୁ କାବୁ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଆନନ୍ଦ କୁମାର ନାମକ ଜଣେ ବ୍ରାଉନସୁଗାର ବେପାରୀ ହାଇଟେକ ଛକରେ ବ୍ରାଉନସୁଗାରର ମୂଲଚାଲ କରୁଥିବା ବେଳେ ଏୟାର ଫିଲଡ…
ଅଧିକ ଖବର ଦେଖନ୍ତୁ...

ଶାହରୁଖଙ୍କୁ ଭାରତ ଛାଡ଼ି ‌ଦେବାକୁ ଟୁଇଟ କରି କହିଲେ ପାକିସ୍ତାନ ଆଙ୍କର

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ୨୩ବର୍ଷୀୟ ପୁଅ ଆରୟନ ଡ୍ରଗ୍ସ ମାମଲାରେ ଗିରଫ ହୋଇ ମୁମ୍ବାଇ ଆର୍ଥର ରୋଡ ଜେଲରେ ବନ୍ଦୀ ଅଛନ୍ତି। ଗତ ଅକ୍ଟୋବର ୪ ତାରିଖରେ ଏନସିବି ଆରୟନ ଖାନଙ୍କୁ ବିଚାରବିଭାଗୀୟ ହେପାଜତକୁ ନେଇଥିଲା। ଏନସିବି ଏବେ ଏହି ମାମଲାର ଯାଞ୍ଚ କରୁଛି। କୁହାଯାଉଛି…
ଅଧିକ ଖବର ଦେଖନ୍ତୁ...

ଏସସିବି ମେଡିକାଲଠାରେ ଲିଭର ଟ୍ରାନ୍ସପ୍ଲାଣ୍ଟ ଓ ଶିଶୁ ଆଲର୍ଜି ଓପିଡି ଉଦଘାଟିତ

କଟକ: କଟକର ଏସସିବି ମେଡିକାଲଠାରେ ଲିଭର ଟ୍ରାନ୍ସପ୍ଲାଣ୍ଟ ଓ ଶିଶୁ ଆଲର୍ଜି ଓପିଡି ଉଦଘାଟିତ ହୋଇଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହାକୁ ଉଦଘାଟନ କରିଛନ୍ତି। ଏହାସହ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ, ସିଏମସି କମିସନର ଅନନ୍ୟା ଦାସ ପ୍ରମୁଖ ଯୋଗଦେଇଥିଲେ। ପ୍ରଥମ ଦିନରେ ଲିଭର…
ଅଧିକ ଖବର ଦେଖନ୍ତୁ...

ଗାଡ଼ି ସହ ଲକ୍ଷାଧିକ ଟଙ୍କାର କାଠ ଜବତ: ଚୋରାଚାଲାଣକାରୀ ଫେରାର

ପାଟଣାଗଡ଼: ରାତ୍ରୀକାଳୀନ ପାଟ୍ରୋଲିଂ କରୁଥିବା ସମୟରେ ପାଟଣାଗଡ଼ ବନ ବିଭାଗ ପକ୍ଷରୁ ବିଳମ୍ବିତ ରାତିରେ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସିଆଲବନ୍ଧ ଗ୍ରାମ ନିକଟରେ ଖଇର ବୋଝେଇ କାଠ ଜବତ କରିଥିବା ଜଣାପଡିଛି। ବିଳମ୍ବିତ ରାତିରେ ଏକ ବୋଲେରୋ ପିକ୍ଅପ୍ ଭ୍ୟାନ୍ ଗାଡ଼ି (ଓଡି ୦୩ଡି ୪୧୮୬)ରେ ବହୁ ଖଇର…
ଅଧିକ ଖବର ଦେଖନ୍ତୁ...

ଟିସି ନେବାକୁ ପୁଣି ମହାଲିଙ୍ଗ କଲେଜରେ ଛାତ୍ରଛାତ୍ରୀଙ୍କ ଭିଡ଼: ଭବିଷ୍ୟତ ନଷ୍ଟ ହୋଇଯିବା ଭୟରେ କଲେଜ ଛାଡ଼ିବାକୁ…

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ସନସାଇନ୍ କଲେଜରେ ଟିସି ନେବାକୁ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ଭିଡ଼ ଲାଗିଛି। କଲେଜ ବଦନାମ ହୋଇଯିବା ପରେ ଟିସି ନେବାକୁ ଛାତ୍ରଛାତ୍ରୀମାନେ କଲେଜରେ ଭିଡ ଲଗାଇଥିବା କୁହାଯାଉଛି। ଅଭିଭାବକମାନଙ୍କ ଅଭିଯୋଗ ଅନୁଯାୟୀ, ଏଠାରେ ପାଠ ପଢ଼ିଲେ…
ଅଧିକ ଖବର ଦେଖନ୍ତୁ...